ବିବାହ (Marriage) ଏକ ବଡ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥାଏ । ବିବାହ ସମସ୍ତଙ୍କ ପାଇଁ ଏକ ବିଶେଷ ମହତ୍ତ୍ୱ ରଖେ । ଏହା ସହିତ ବିବାହ ପରେ ସମସ୍ତଙ୍କ ଜୀବନରେ ବହୁ ପରିବର୍ତ୍ତନ ଆସେ । ଏହା ବ୍ୟତୀତ ଅନେକ ଥର ଲୋକମାନେ ବେଳେବେଳେ ଶୀଘ୍ର ବିବାହ କରନ୍ତି । ଏହା ପରେ ସେମାନଙ୍କ ଜୀବନ ବେକାର ହୋଇଯାଏ । ଅନ୍ୟପକ୍ଷେ ଯଦି ଆପଣ ମଧ୍ୟ ବିବାହ କରିବାକୁ ଯାଉଛନ୍ତି ତେବେ ଜ୍ୟୋତିଷ ଶାସ୍ତ୍ର (Astrology) ଅନୁଯାୟୀ ଦେଖନ୍ତୁ, କେଉଁ ବୟସରେ ଜଣେ ବିବାହ କରିବା ଆବଶ୍ୟକ ।


COMMERCIAL BREAK
SCROLL TO CONTINUE READING

ଜାଣନ୍ତୁ କେଉଁ ବୟସରେ ଜଣେ ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ...


ମେଷ


ଏମାନଙ୍କ ପାଇଁ ୨୬ ବର୍ଷ ବୟସ ପରେ ବିବାହ କରିବା ଅଧିକ ଶୁଭ ହୋଇଥାଏ ।


ବୃଷ


ଏହି ଲୋକଙ୍କ ପାଇଁ ବିବାହର ସର୍ବୋତ୍ତମ ବୟସ ହେଉଛି ୩୦ ବର୍ଷ ।


ମିଥୁନ


ବିବାହ ପାଇଁ ସର୍ବୋତ୍ତମ ବୟସ ହେଉଛି ୩୦ ।


କର୍କଟ


ଏହି ଲୋକମାନେ ବିବାହ ପାଇଁ ୩୦ ବର୍ଷ ଯାଏ ଅପେକ୍ଷା କରିବା ଉଚିତ ।


ସିଂହ


ଏମାନଙ୍କ ପାଇଁ ବିବାହର ସଠିକ୍ ବୟସ ୩୫ ବର୍ଷ ପରେ ରହିଥାଏ ।


କନ୍ୟା


ଏହି ରାଶି ପାଇଁ ସଠିକ୍ ବିବାହ ବୟସ ୨୫-୨୬ ବର୍ଷ ହୋଇଥାଏ ।


ଏହା ବି ପଢ଼ନ୍ତୁ:-ମହାତ୍ମା ଗାନ୍ଧୀ ହଜାର ହଜାର ହିନ୍ଦୁଙ୍କ ହତ୍ୟାକାରୀ, ଯତି ନରସିଂହାନନ୍ଦ ରାଷ୍ଟ୍ର ପିତାଙ୍କୁ କହିଲେ ଅପଶବ୍ଦ; ଭିଡିଓ ଭାଇରାଲ୍


ଏହା ବି ପଢ଼ନ୍ତୁ:-ଆମେରିକାର ଏହି ନିଷ୍ପତ୍ତି ଯୋଗୁଁ ଭାରତର ବଢ଼ିବ ଶକ୍ତି, ଋଷ ହେଲା ଖୁସ୍; ଚୀନକୁ ଲାଗିବ ମିର୍ଚି!


ଏହା ବି ପଢ଼ନ୍ତୁ:-ଏହି ଦେଶର ସରକାର ନେଲେ ବଡ଼ ପଦକ୍ଷେପ, ପେଟ୍ରୋଲ ୧୮ ଟଙ୍କା ଓ ଡିଜେଲ ୪୦ ଟଙ୍କା ହେଲା ଶସ୍ତା


ତୁଳା


ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବିବାହର ସଠିକ୍ ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ ରହିଥାଏ ।


ବିଛା


ଏହି ରାଶିର ଲୋକଙ୍କ ପାଇଁ ବିବାହର ସଠିକ୍ ବୟସ ୩୦ ବର୍ଷ ପରେ ରହିଥାଏ ।


ଧନୁ


ଏହି ରାଶିର ଲୋକଙ୍କ ପାଇଁ ବିବାହର ସଠିକ ବୟସ ୩୪ ବର୍ଷ ପରେ ହୋଇଥାଏ ।


ମକର


ମକର ରାଶିର ଲୋକମାନେ ଯେକୌଣସି ବୟସରେ ବିବାହ କରିପାରିବେ ।