ବଲିଉଡର ଏହି ଅଭିନେତାମାନଙ୍କ ପ୍ରକୃତ ନାଁ ଜାଣିଛନ୍ତି କି ଆପଣ ?

Sun, 29 Nov 2020-2:40 pm,
1/11

ମୁମ୍ୱାଇ: ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ ତାରକାମାନେ ନିଜକୁ ଏପରି ଢଙ୍ଗରେ ପରିବର୍ତ୍ତନ କରନ୍ତି ଯେ ସେମାନେ ଲୋକଙ୍କ ମଧ୍ୟରେ ପ୍ରିୟ ହୋଇପାରିବେ । ଏଥିପାଇଁ ସେମାନେ ସେମାନଙ୍କର ବ୍ୟକ୍ତିତ୍ୱ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତି । ଏହା ବ୍ୟତୀତ ଅନେକ ବଲିଉଡ ତାରକା (Bollywood Stars) ଅଛନ୍ତି । ଯେଉଁମାନେ ନିଜକୁ ଆକର୍ଷଣୀୟ କରିବା ପାଇଁ ନିଜ ନାମ ପରିବର୍ତ୍ତନ ମଧ୍ୟ କରିଛନ୍ତି । ଆଜି ଏହି ଆର୍ଟିକିଲରେ ଆପଣ ଏପରି ବଲିଉଡ ତାରକାଙ୍କ ପ୍ରକୃତ ନାଁ କହିବାକୁ ଯାଉଛି । ଯେଉଁମାନେ ପରଦା ପାଇଁ ଏକ ନୂତନ ନାଁ ବାଛିଥିଲେ ।

2/11

1. ଦିଲୀପ କୁମାର (Dilip Kumar)

ଅନେକ ବଲିଉଡ ପ୍ରଶଂସକ ଅଛନ୍ତି ଯେଉଁମାନେ କି କିମ୍ବଦନ୍ତୀ ଅଭିନେତା ଦିଲୀପ କୁମାରଙ୍କ ପ୍ରକୃତ ନାମ ଜାଣନ୍ତିନି । ଦିଲୀପ କୁମାରଙ୍କ ପ୍ରକୃତ ନାମ ହେଉଛି ମହମ୍ମଦ ୟୁସୁଫ ଖାନ ।

3/11

2. ଅମିତାଭ ବଚ୍ଚନ (Amitabh Bachchan)

ଅମିତାଭ ବଚ୍ଚନଙ୍କ ପ୍ରକୃତ ନାମ ହେଉଛି ଇନକିଲାବ ଶ୍ରୀବାସ୍ତବ, ଯାହାକୁ ଶତାବ୍ଦୀର ମହାନାୟକ କୁହାଯାଏ ।

4/11

3. ଜନ୍ ଅବ୍ରହାମ (John Abraham)

ସର୍ବୋତ୍ତମ ଅଭିନେତା ଜନ୍ ଅବ୍ରହାମଙ୍କ ପ୍ରକୃତ ନାଁ ହେଉଛି ଫରହାନ୍ ଅବ୍ରହାମ ।

5/11

4. ସଲମାନ ଖାନ (Salman Khan)

ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ପ୍ରକୃତ ନା ଅବଦୁଲ ରସିଦ ସଲିମ ଖାନ ।

6/11

5. ସନ୍ନି ଲିଓନ (Sunny Leon)

ତାଙ୍କର ପ୍ରକୃତ ନାଁ ହେଉଛି କରଞ୍ଜିତ୍ କୌର ବୋହରା ।

7/11

6. ମହିମା ଚୌଧୁରୀ (Mahima Chaudhary)

ତାଙ୍କର ପ୍ରକୃତ ନାଁ ହେଉଛି ରିତୁ ଚୌଧୁରୀ ।

8/11

7. ସୈଫ ଅଲି ଖାନ (Saif Ali Khan)

ମିଷ୍ଟର ନବାବଙ୍କ ପ୍ରକୃତ ନାଁ ସାଜିଦ ଅଲି ଖାନ ।

ଅଧିକ ପଢ଼ନ୍ତୁ:-ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର, ଏହି ଉପହାର ଦେବାକୁ ଯାଉଛନ୍ତି ମୋଦି ସରକାର

9/11

8. ଅକ୍ଷୟ କୁମାର (Akshay Kumar)

ବଲିଉଡ ଖେଳାଳି ଅକ୍ଷୟ କୁମାରଙ୍କ ନାଁ ରାଜୀବ ହରି ଓମ ଭାଟିଆ ।

10/11

9. କ୍ୟାଟ୍ରିନା କୈଫ୍ (Katrina Kaif)

ତାଙ୍କର ପ୍ରକୃତ ନାଁ ହେଉଛି କ୍ୟାଟ୍ରିନା ତୁର୍କେଟ୍

11/11

10. ଅଜୟ ଦେବଗନ୍ (Ajay Devgan)

ଅଜୟ ଦେବଗନଙ୍କ ପ୍ରକୃତ ନାଁ ହେଉଛି ବିଶାଳ ଭିରୁ ଦେବଗନ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link