Budget 2021 Highlights: ଉପସ୍ଥାପିତ ବଜେଟର ସାରାଂଶ
ଆଜି ଆଗାମୀ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଶେଷ ଭାବେ ଧ୍ୟାନ ଦେଇଛନ୍ତି ।
ନୂଆଦିଲ୍ଲୀ: ଆଜି ଆଗାମୀ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ସଂକ୍ଷେପରେ ବଜେଟର ସାରାଂଶ...
ସଂସଦରେ ଉପସ୍ଥାପିତ ହେଉଛି ବଜେଟ୍
ବହୁତ କଠିନ ପରିସ୍ଥିତିରେ ବଜେଟ୍ ଆଗତ ହେଉଛି
ଆତ୍ମ ନିର୍ଭର ଭାରତ ପାଇଁ ୨୭.୧ ଲକ୍ଷ କୋଟିର ପ୍ୟାକେଜ୍
ଆତ୍ମନିର୍ଭର ଜିଡିପିର ୧୩ % ସହ ସମାନ
ଖୁବ୍ ଶୀଘ୍ର ଆଉ ଦୁଇଟି କୋରୋନା ଟିକା ବଜାରକୁ ଆସିବ
ଅର୍ଥନୀତିରେ ସୁଧାର ନେଇ ମିଳୁଛି ସଂକେତ
ଏହି ବଜେଟ୍ ନୂଆ ଦଶକର ନୂଆ ବଜେଟ୍ ହେବ
କିଷାନଙ୍କ ଆୟ ଦୁଇଗୁଣା ହେବ
ଭାରତର ଅର୍ଥବ୍ୟବସ୍ଥା ହେବ ମଝବୁତ୍
ଆତ୍ମନିର୍ଭର ଭାରତ ପାଇଁ ନୂଆ ଯୋଜନା ଲଞ୍ଚ କରିବ
ଆତ୍ମନିର୍ଭର ଭାରତର ଭିଜନ ବଜେଟ୍ ହେବ
ଚଳିତ ବଜେଟ୍ ସ୍ୱାସ୍ଥ୍ୟ ସୁବିଧା ଏବଂ R&D ଉପରେ ଫୋକସ କରିବ
ଅର୍ଥନୀତି ଏବଂ ଭିତ୍ତିଭୂମୀ ମଝବୁତ୍ କରିବାକୁ ଲକ୍ଷ୍ୟ
ସ୍ୱାସ୍ଥ୍ୟ ଯୋଜନାରେ ଖର୍ଚ୍ଚ ହେବ ୬୪୧୮୦ କୋଟି
୧୭,୦୦୦ ଗ୍ରାମୀଣ ଏବଂ ୧୧୦୦୦ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ମଝବୁତ କରାଯିବ
୧୭ଟି ନୂତନ ମେଡିକାଲ କଲେଜ ଆରମ୍ଭ ହେବ
ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ଡେଟା ବେସ୍ ପ୍ରସ୍ତୁତ ହେବ
ସମସ୍ତ ରାଜ୍ୟର ସମନ୍ୱିତ ଡାଟା ବେସ୍ ପ୍ରସ୍ତୁତ ହେବ
ଭଲ୍ୟୁଣ୍ଟାରୀ ସ୍କ୍ରାପ୍ ନୀତି ଆରମ୍ଭ ହେବ
ଜଳ ଜୀବନ ଉପରେ ୨.୮୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ
ସହରୀ ଜଳ ଜୀବନ ମିଶନ ଲଞ୍ଚ୍ କରାଯିବ
୪ ଗୋଟି ନୂଆ ଭାୟରୋଲୋଜି ଇନଷ୍ଟିଚ୍ୟୁଟ୍ ଖୋଲିବ
କୋରୋନା ଟିକା ପାଇଁ ୩୫ ହଜାର କୋଟି ଆବଣ୍ଟିତ
ଆବଶ୍ୟକ ପଡ଼ିଲେ କୋରୋନା ଟିକା ପାଇଁ ଖର୍ଚ୍ଚ ବଢିବ
FY-୨୨ରେ ସ୍ୱାସ୍ଥ୍ୟ ପାଇଁ ୨.୨୪ ଲକ୍ଷ ଖର୍ଚ୍ଚ କରାଯିବ
ନିର୍ମାଣ ହେବ ମେଗା ଟେକ୍ସଟାଇଲ୍ ପାର୍କ
୭୪୦୦ ଇନଫ୍ରା ପ୍ରୋଜେକ୍ଟର କାମ ଚାଲିଛି
PSU ସମ୍ପତ୍ତି ଉପରେ ମନିଟାଇଜେସନ୍ ଉପରେ ଫୋକସ
ଇନଫ୍ରା ସେକ୍ଟରକୁ ବଡ ବୁଷ୍ଟ ପାଇଁ ପ୍ରସ୍ତୁତି
ବିକାଶଶୀଳ ଫିନାନ୍ସ କମ୍ପାନୀ ଉପରେ ୨୦୦୦୦ କୋଟି ନିବେଶ
invit ଏବଂ REIT ନିୟମରେ ସୁଧାକ ହେବ
ରେଳ ମାଲ ପରିବହନ କରିଡରରେ ଘରୋଇ ନିବେଶ ହେବ
ଆହୁରି ଅନେକ ବିମାନବନ୍ଦରର ଘରୋଇକରଣ ହେବ
ପୁଞ୍ଜିଗତ ଖର୍ଚ୍ଚ ୫.୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି
ମାର୍ଚ୍ଚ ୨୦୨୨ ସୁଦ୍ଧା ୮୫୦୦ କିଲୋମିଟର ରାଜପଥ ନିର୍ମାଣ ହେବ
୧୧୦୦୦ କିଲୋମିଟର ରାଜପଥ କାର୍ଯ୍ୟ ସମାପ୍ତ ହୋଇଛି
୨୦୨୨ ସୁଦ୍ଧା ପୂର୍ବାଞ୍ଚଳ ୱେଷ୍ଟର୍ଣ୍ଣ ଫ୍ରଣ୍ଟ କରିଡର ସମାପ୍ତ ହେବ
ସଡ଼କ ମନ୍ତ୍ରଣାଳୟ ପାଇଁ ୧.୧୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ
ଇନଫ୍ରା ପାଇଁ ୫.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ
୩ ନୂଆ ରୁଟରେ ରେଳ ବିଭାଗର ନୂଆ ଫ୍ରଣ୍ଟ କରିଡର ହେବ
ସରକାରୀ ବସ୍ ସେବାରେ ୧୮୦୦୦ କୋଟି ଖର୍ଚ୍ଚ ହେବ
ଚେନ୍ନାଇ, ବେଙ୍ଗାଳୁରୁ ମେଟ୍ରୋର ବିସ୍ତାର ହେବ
ନାଗପୁର ଏବଂ ନାସିକ ମେଟ୍ରୋ ବିସ୍ତାର ହେବ
କୃଷି କ୍ଷେତ୍ରରେ ୧.୭୨ ଲକ୍ଷ କୋଟି ଟଙ୍କା ନିବେଶ
FY22ରେ ନିବେଶରେ .୭୫ ଲକ୍ଷ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ
ଗ୍ରାହକମାନେ ଏବେ ନିଜ ଇଚ୍ଛାରେ ବିଦ୍ୟୁତ୍ ବିତରକ ବାଛିବେ
ବଡ଼ ବିମାନ ବନ୍ଦରର ଘରୋଇକରଣ ହେବ
୭ଟି ବଡ଼ ପ୍ରକଳ୍ପ PPP ମୋଡରେ ଚାଲିବ
ଜାହାଜର ରି ସାଇକିଲିଂକୁ ପ୍ରୋତ୍ସାହିତ କରାଯିବ
ବିଦ୍ୟୁତ୍ କ୍ଷେତ୍ର ପାଇଁ ୩.୧ ଲକ୍ଷ କୋଟି ଟଙ୍କା ଦିଆଯିବ
୧ କୋଟି ନୂଆ ପରିବାରକୁ ଉଜ୍ୱଳା ସ୍କିମ୍ ସହ ଯୋଡ଼ାଯିବ
କାଶ୍ମୀର କ୍ଷେତ୍ରରେ ଗ୍ୟାସ୍ ପାଇପଲାଇନର ବୃଦ୍ଧି କରାଯିବ
ସିକ୍ୟୁରିଟିଜ୍ ମାର୍କେଟ ଲାଗି ନୂଆ ଆଇନ ଆସିବ
ଇନସ୍ୟୁରାନ୍ସରେ ୭୪% FDIକୁ ମଞ୍ଜୁରୀ
ଖରାପ ବ୍ୟାଙ୍କଙ୍କ କରାଗଲା ଘୋଷଣା
NPA ଲାଗି AMC କରାଯିବ
PSU ବ୍ୟାଙ୍କରେ ୨୦ ହଜାର କୋଟି ନିବେଶ
NCLT ଫ୍ରେମକୁ ମଝବୁତ୍ କରାଯିବ
NCLT ପାଇଁ ଇ-କୋର୍ଟ ଗଠନ କରାଯିବ
SME ପାଇଁ ପୁଞ୍ଜି, ରେଭେନ୍ୟୁର ସୀମା ବଢିବ
୨୦୨୨ରେ LICର IPO ଆସିବ
୧ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀରେ ନିବେଶ ହେବ
FY22ରେ ଏୟାର ଇଣ୍ଡିଆ, ବିପିସିଏଲରେ ନିବେଶ ହେବ
BHEL, SCI ଏବଂ କନକଂରରେ ନିବେଶ ହେବ
ଲ୍ୟାଣ୍ଡ ମନିଟାଇଜେସନ ପାଇଁ SPV ଗଠନ ହେବ
FY୨୨ରେ ୧.୭୨ ଲକ୍ଷ କୋଟି ଘୋଷଣା
ଧାନ ଚାଷୀଙ୍କ ପାଇଁ FY୨୧ରେ ୧.୭ ଲକ୍ଷ କୋଟି ଦିଆଯିବ
ଶ୍ରମିକଙ୍କ ପଞ୍ଜିକରଣ ପାଇଁ ଖୋଲିଲା ଇ-ପୋର୍ଟାଲ
FY୨୨ରେ ୧.୭୨ ଲକ୍ଷ କୋଟି ଘୋଷଣା
ଧାନ ଚାଷୀଙ୍କ ପାଇଁ FY୨୧ରେ ୧.୭ ଲକ୍ଷ କୋଟି
କୃଷି କ୍ଷେତ୍ରରେ ଅର୍ଥ ଲଗାଣ ଦେଢଗୁଣା ଲାଭ ଆଣିଛି
କିଷାନଙ୍କ ଋଣ ପାଇଁ ୧୬.୫ କୋଟି ଟଙ୍କାର ପ୍ରାବଧାନ
ଗ୍ରାମୀଣ ଭିତ୍ତିଭୂମୀ ପାଇଁ ୪୦୦୦୦ କୋଟି ଖର୍ଚ୍ଚ ହେବ
୧୦୦୦ ନୂଆ ଇ-ମଣ୍ଡି ଖୋଲାଯିବ
APMC ପାଇଁ ଏଗ୍ରୀ ଇନଫ୍ରା ଫଣ୍ଡର ଘୋଷଣା
୫ଟି ନୂଆ ଫିସିଂ ହବ୍ ଖୋଲାଯିବ
ଦେଶରେ ୧୦୦ ନୂଆ ସୈନିକ ସ୍କୁଲ ଖୋଲିବ
ଲେହରେ ଖୋଲିବ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟ
ଭିତ୍ତିଭୂମି ବିକାଶ ପାଇଁ ୬୪, ୧୮୪ କୋଟିର ବ୍ୟୟବରାଦ ହୋଇଛି
ଦେଶରେ ୧୫ଟି ହେଲ୍ଥ ଏମର୍ଜେନ୍ସି ସେଣ୍ଟର ପ୍ରତିଷ୍ଠା କରାଯିବ
୨୦୨୨ ମାର୍ଚ୍ଚ ସୁଦ୍ଧା ଆଉ ୧୧ ହଜାର କିମି NH ତିଆରି ହେବ
କେବଳ ପଶ୍ଚିମ ବଙ୍ଗରେ ୬୭୫ କିମି NH ହେବ
ଜୁନ୍ ୨୦୨୨ ସୁଦ୍ଧା ୨ଟି ରେଳ ଫ୍ରେଟ କରିଡର ସଂପୂର୍ଣ୍ଣ କରାଯିବ
ଆଉ ୩ଟି ରେଳ ଫ୍ରେଟ କରିଡର ପାଇଁ ବଜେଟରେ ଘୋଷଣା
ଖଡ଼ଗପୁରରୁ ବିଜୟୱାଡ଼ା ହେବ ଇଷ୍ଟକୋଷ୍ଟ କରିଡ଼ର
ଇଷ୍ଟ-ୱେଷ୍ଟ କରିଡର ଏବଂ ନର୍ଥ-ସାଉଥ କରିଡ଼ର ପାଇଁ ବି ଘୋଷଣା
ରେଳବାଇ ପାଇଁ ବଜେଟରେ ୧, ୧୦, ୦୫୫ କୋଟି ବ୍ୟୟବରାଦ
ରେଳ ଲାଇନ ବିଦ୍ୟୁତ୍ କାର୍ଯ୍ୟ ୭୨% ପୂରଣ ଲକ୍ଷ୍ୟ
୨୭ଟି ସହରରେ ଆଉ ୧୦୬୦କିମି ମେଟ୍ରୋ ଲାଇନ ହେବ
ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ଲାଗି ଖର୍ଚ୍ଚ ହେବ ୫୦ ହଜାର କୋଟି
୫ ବର୍ଷ ମଧ୍ୟରେ କରାଯିବ ଖର୍ଚ୍ଚ
ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଲାଗି ୧୫୦୦ କୋଟି ଆବଣ୍ଟନ
ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳରେ ସୁଧାର ଅଣାଯିବ
ଆଗାମୀ ଜନଗଣନା ଡିଜିଟାଲ ହେବ
ଡିଜିଟାଲ ଜନଗଣନା ଲାଗି ୩୭୬୮ କୋଟି ଆବଣ୍ଟନ
ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ଲାଗି ଖର୍ଚ୍ଚ ହେବ ୫୦ ହଜାର କୋଟି
୫ ବର୍ଷ ମଧ୍ୟରେ କରାଯିବ ଖର୍ଚ୍ଚ
ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଲାଗି ୧୫୦୦ କୋଟି ଆବଣ୍ଟନ
ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳରେ ସୁଧାର ଅଣାଯିବ
ଆଗାମୀ ଜନଗଣନା ଡିଜିଟାଲ ହେବ
ଡିଜିଟାଲ ଜନଗଣନା ଲାଗି ୩୭୬୮ କୋଟି ଆବଣ୍ଟନ
ଦେଶରେ କରଦାତାଙ୍କର ସଂଖ୍ୟା ବଢିଛି
ଚା' ବଗିଚା କର୍ମଚାରୀଙ୍କ ପାଇଁ ୧୦୦୦ କୋଟି ଟଙ୍କା ଆବଣ୍ଟନ
FY21ରେ ଆର୍ଥିକ ନିଅଣ୍ଟ ଜିଡିପିର ୯.୫% ହେବ
FY22ରେ ୬.୮% ଆର୍ଥିକ ନିଅଣ୍ଟ ଲକ୍ଷ୍ୟ
FY22ରେ ୧୨ ଲକ୍ଷ କୋଟି ଟଙ୍କା ଋଣ କରାଯିବ
FRBM ଅଧିନିୟମରେ ସଂଶୋଧନ କରାଯିବ
ଛୋଟ ସଞ୍ଚୟ ପାଣ୍ଠିରେ ଖାଦ୍ୟ ସବସିଡି ଦିଆଯିବ ନାହିଁ
ବଜେଟ୍ ମାଧ୍ୟମରେ ଫୁଡ୍ ସବସିଡି ଦିଆଯିବ
ଟିକସ ଆଦାୟରେ ବୃଦ୍ଧି ପାଇଁ ସୁଧାର ଅଣାଯିବ
୭୫ ବର୍ଷରୁ ଅଧିକ ବୟସ୍କଙ୍କ ଉପରେ କୌଣସି ଟିକସ ନାହିଁ
୭୫ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ ଟିକସ ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ ନାହିଁ
୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କ ଉପରେ କୌଣସି ଟିକସ ନାହିଁ
୩ ବର୍ଷରୁ ଅଧିକ ପୁରୁଣା ଟିକସ ମାମଲା ଖୋଲିବ ନାହିଁ
REITS inVITର ଡିଭିଡେଣ୍ଡ ପେମେଣ୍ଟରୁ TDSରେ ରିଆତି
ଇନଫ୍ରା ଋଣ ପାଣ୍ଠି ଜିରୋ କୁପନ ବଣ୍ଡ ଉପରେ ପାଣ୍ଠି ସଂଗ୍ରହ ଲକ୍ଷ୍ୟ
ସୁଲଭ ଗୃହ ଉପରେ ଟିକସ ଛାଡ ସୀମା ବର୍ଷେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି