ନୂଆଦିଲ୍ଲୀ: ଆଜି ଆଗାମୀ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।


COMMERCIAL BREAK
SCROLL TO CONTINUE READING

ସଂକ୍ଷେପରେ ବଜେଟର ସାରାଂଶ...


  • ସଂସଦରେ ଉପସ୍ଥାପିତ ହେଉଛି ବଜେଟ୍

  • ବହୁତ କଠିନ ପରିସ୍ଥିତିରେ ବଜେଟ୍ ଆଗତ ହେଉଛି

  • ଆତ୍ମ ନିର୍ଭର ଭାରତ ପାଇଁ ୨୭.୧ ଲକ୍ଷ କୋଟିର ପ୍ୟାକେଜ୍

  • ଆତ୍ମନିର୍ଭର ଜିଡିପିର ୧୩ % ସହ ସମାନ

  • ଖୁବ୍ ଶୀଘ୍ର ଆଉ ଦୁଇଟି କୋରୋନା ଟିକା ବଜାରକୁ ଆସିବ

  • ଅର୍ଥନୀତିରେ ସୁଧାର ନେଇ ମିଳୁଛି ସଂକେତ

  • ଏହି ବଜେଟ୍ ନୂଆ ଦଶକର ନୂଆ ବଜେଟ୍ ହେବ

  • କିଷାନଙ୍କ ଆୟ ଦୁଇଗୁଣା ହେବ

  • ଭାରତର ଅର୍ଥବ୍ୟବସ୍ଥା ହେବ ମଝବୁତ୍

  • ଆତ୍ମନିର୍ଭର ଭାରତ ପାଇଁ ନୂଆ ଯୋଜନା ଲଞ୍ଚ କରିବ

  • ଆତ୍ମନିର୍ଭର ଭାରତର ଭିଜନ ବଜେଟ୍ ହେବ

  • ଚଳିତ ବଜେଟ୍ ସ୍ୱାସ୍ଥ୍ୟ ସୁବିଧା ଏବଂ R&D ଉପରେ ଫୋକସ କରିବ

  • ଅର୍ଥନୀତି ଏବଂ ଭିତ୍ତିଭୂମୀ ମଝବୁତ୍ କରିବାକୁ ଲକ୍ଷ୍ୟ

  • ସ୍ୱାସ୍ଥ୍ୟ ଯୋଜନାରେ ଖର୍ଚ୍ଚ ହେବ ୬୪୧୮୦ କୋଟି

  • ୧୭,୦୦୦ ଗ୍ରାମୀଣ ଏବଂ ୧୧୦୦୦ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ମଝବୁତ କରାଯିବ

  • ୧୭ଟି ନୂତନ ମେଡିକାଲ କଲେଜ ଆରମ୍ଭ ହେବ

  • ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ଡେଟା ବେସ୍ ପ୍ରସ୍ତୁତ ହେବ

  • ସମସ୍ତ ରାଜ୍ୟର ସମନ୍ୱିତ ଡାଟା ବେସ୍ ପ୍ରସ୍ତୁତ ହେବ

  • ଭଲ୍ୟୁଣ୍ଟାରୀ ସ୍କ୍ରାପ୍ ନୀତି ଆରମ୍ଭ ହେବ

  • ଜଳ ଜୀବନ ଉପରେ ୨.୮୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ

  • ସହରୀ ଜଳ ଜୀବନ ମିଶନ ଲଞ୍ଚ୍ କରାଯିବ

  • ୪ ଗୋଟି ନୂଆ ଭାୟରୋଲୋଜି ଇନଷ୍ଟିଚ୍ୟୁଟ୍ ଖୋଲିବ

  • କୋରୋନା ଟିକା ପାଇଁ ୩୫ ହଜାର କୋଟି ଆବଣ୍ଟିତ

  • ଆବଶ୍ୟକ ପଡ଼ିଲେ କୋରୋନା ଟିକା ପାଇଁ ଖର୍ଚ୍ଚ ବଢିବ

  • FY-୨୨ରେ ସ୍ୱାସ୍ଥ୍ୟ ପାଇଁ ୨.୨୪ ଲକ୍ଷ ଖର୍ଚ୍ଚ କରାଯିବ

  • ନିର୍ମାଣ ହେବ ମେଗା ଟେକ୍ସଟାଇଲ୍ ପାର୍କ

  • ୭୪୦୦ ଇନଫ୍ରା ପ୍ରୋଜେକ୍ଟର କାମ ଚାଲିଛି

  • PSU ସମ୍ପତ୍ତି ଉପରେ ମନିଟାଇଜେସନ୍ ଉପରେ ଫୋକସ

  • ଇନଫ୍ରା ସେକ୍ଟରକୁ ବଡ ବୁଷ୍ଟ ପାଇଁ ପ୍ରସ୍ତୁତି

  • ବିକାଶଶୀଳ ଫିନାନ୍ସ କମ୍ପାନୀ ଉପରେ ୨୦୦୦୦ କୋଟି ନିବେଶ

  • invit ଏବଂ REIT ନିୟମରେ ସୁଧାକ ହେବ

  • ରେଳ ମାଲ ପରିବହନ କରିଡରରେ ଘରୋଇ ନିବେଶ ହେବ

  • ଆହୁରି ଅନେକ ବିମାନବନ୍ଦରର ଘରୋଇକରଣ ହେବ

  • ପୁଞ୍ଜିଗତ ଖର୍ଚ୍ଚ ୫.୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି

  • ମାର୍ଚ୍ଚ ୨୦୨୨ ସୁଦ୍ଧା ୮୫୦୦ କିଲୋମିଟର ରାଜପଥ ନିର୍ମାଣ ହେବ

  • ୧୧୦୦୦ କିଲୋମିଟର ରାଜପଥ କାର୍ଯ୍ୟ ସମାପ୍ତ ହୋଇଛି

  • ୨୦୨୨ ସୁଦ୍ଧା ପୂର୍ବାଞ୍ଚଳ ୱେଷ୍ଟର୍ଣ୍ଣ ଫ୍ରଣ୍ଟ କରିଡର ସମାପ୍ତ ହେବ

  • ସଡ଼କ ମନ୍ତ୍ରଣାଳୟ ପାଇଁ ୧.୧୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ

  • ଇନଫ୍ରା ପାଇଁ ୫.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ

  • ୩ ନୂଆ ରୁଟରେ ରେଳ ବିଭାଗର ନୂଆ ଫ୍ରଣ୍ଟ କରିଡର ହେବ

  • ସରକାରୀ ବସ୍ ସେବାରେ ୧୮୦୦୦ କୋଟି ଖର୍ଚ୍ଚ ହେବ

  • ଚେନ୍ନାଇ, ବେଙ୍ଗାଳୁରୁ ମେଟ୍ରୋର ବିସ୍ତାର ହେବ

  • ନାଗପୁର ଏବଂ ନାସିକ ମେଟ୍ରୋ ବିସ୍ତାର ହେବ

  • କୃଷି କ୍ଷେତ୍ରରେ ୧.୭୨ ଲକ୍ଷ କୋଟି ଟଙ୍କା ନିବେଶ

  • FY22ରେ ନିବେଶରେ .୭୫ ଲକ୍ଷ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ

  • ଗ୍ରାହକମାନେ ଏବେ ନିଜ ଇଚ୍ଛାରେ ବିଦ୍ୟୁତ୍ ବିତରକ ବାଛିବେ

  • ବଡ଼ ବିମାନ ବନ୍ଦରର ଘରୋଇକରଣ ହେବ

  • ୭ଟି ବଡ଼ ପ୍ରକଳ୍ପ PPP ମୋଡରେ ଚାଲିବ

  • ଜାହାଜର ରି ସାଇକିଲିଂକୁ ପ୍ରୋତ୍ସାହିତ କରାଯିବ

  • ବିଦ୍ୟୁତ୍ କ୍ଷେତ୍ର ପାଇଁ ୩.୧ ଲକ୍ଷ କୋଟି ଟଙ୍କା ଦିଆଯିବ

  • ୧ କୋଟି ନୂଆ ପରିବାରକୁ ଉଜ୍ୱଳା ସ୍କିମ୍ ସହ ଯୋଡ଼ାଯିବ

  • କାଶ୍ମୀର କ୍ଷେତ୍ରରେ ଗ୍ୟାସ୍ ପାଇପଲାଇନର ବୃଦ୍ଧି କରାଯିବ

  • ସିକ୍ୟୁରିଟିଜ୍ ମାର୍କେଟ ଲାଗି ନୂଆ ଆଇନ ଆସିବ

  • ଇନସ୍ୟୁରାନ୍ସରେ ୭୪% FDIକୁ ମଞ୍ଜୁରୀ

  • ଖରାପ ବ୍ୟାଙ୍କଙ୍କ କରାଗଲା ଘୋଷଣା

  • NPA ଲାଗି AMC କରାଯିବ

  • PSU ବ୍ୟାଙ୍କରେ ୨୦ ହଜାର କୋଟି ନିବେଶ

  • NCLT ଫ୍ରେମକୁ ମଝବୁତ୍ କରାଯିବ

  • NCLT ପାଇଁ ଇ-କୋର୍ଟ ଗଠନ କରାଯିବ

  • SME ପାଇଁ ପୁଞ୍ଜି, ରେଭେନ୍ୟୁର ସୀମା ବଢିବ

  • ୨୦୨୨ରେ LICର IPO ଆସିବ

  • ୧ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀରେ ନିବେଶ ହେବ

  • FY22ରେ ଏୟାର ଇଣ୍ଡିଆ, ବିପିସିଏଲରେ ନିବେଶ ହେବ

  • BHEL, SCI ଏବଂ କନକଂରରେ ନିବେଶ ହେବ

  • ଲ୍ୟାଣ୍ଡ ମନିଟାଇଜେସନ ପାଇଁ SPV ଗଠନ ହେବ

  • FY୨୨ରେ ୧.୭୨ ଲକ୍ଷ କୋଟି ଘୋଷଣା

  • ଧାନ ଚାଷୀଙ୍କ ପାଇଁ FY୨୧ରେ ୧.୭ ଲକ୍ଷ କୋଟି ଦିଆଯିବ

  • ଶ୍ରମିକଙ୍କ ପଞ୍ଜିକରଣ ପାଇଁ ଖୋଲିଲା ଇ-ପୋର୍ଟାଲ

  • FY୨୨ରେ ୧.୭୨ ଲକ୍ଷ କୋଟି ଘୋଷଣା

  • ଧାନ ଚାଷୀଙ୍କ ପାଇଁ FY୨୧ରେ ୧.୭ ଲକ୍ଷ କୋଟି

  • କୃଷି କ୍ଷେତ୍ରରେ ଅର୍ଥ ଲଗାଣ ଦେଢଗୁଣା ଲାଭ ଆଣିଛି

  • କିଷାନଙ୍କ ଋଣ ପାଇଁ ୧୬.୫ କୋଟି ଟଙ୍କାର ପ୍ରାବଧାନ

  • ଗ୍ରାମୀଣ ଭିତ୍ତିଭୂମୀ ପାଇଁ ୪୦୦୦୦ କୋଟି ଖର୍ଚ୍ଚ ହେବ

  • ୧୦୦୦ ନୂଆ ଇ-ମଣ୍ଡି ଖୋଲାଯିବ

  • APMC ପାଇଁ ଏଗ୍ରୀ ଇନଫ୍ରା ଫଣ୍ଡର ଘୋଷଣା

  • ୫ଟି ନୂଆ ଫିସିଂ ହବ୍ ଖୋଲାଯିବ

  • ଦେଶରେ ୧୦୦ ନୂଆ ସୈନିକ ସ୍କୁଲ ଖୋଲିବ

  • ଲେହରେ ଖୋଲିବ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟ

  • ଭିତ୍ତିଭୂମି ବିକାଶ ପାଇଁ ୬୪, ୧୮୪ କୋଟିର ବ୍ୟୟବରାଦ ହୋଇଛି

  • ଦେଶରେ ୧୫ଟି ହେଲ୍‌ଥ ଏମର୍ଜେନ୍ସି ସେଣ୍ଟର ପ୍ରତିଷ୍ଠା କରାଯିବ

  • ୨୦୨୨ ମାର୍ଚ୍ଚ ସୁଦ୍ଧା ଆଉ ୧୧ ହଜାର କିମି NH ତିଆରି ହେବ

  • କେବଳ ପଶ୍ଚିମ ବଙ୍ଗରେ ୬୭୫ କିମି NH ହେବ

  • ଜୁନ୍ ୨୦୨୨ ସୁଦ୍ଧା ୨ଟି ରେଳ ଫ୍ରେଟ କରିଡର ସଂପୂର୍ଣ୍ଣ କରାଯିବ

  • ଆଉ ୩ଟି ରେଳ ଫ୍ରେଟ କରିଡର ପାଇଁ ବଜେଟରେ ଘୋଷଣା

  • ଖଡ଼ଗପୁରରୁ ବିଜୟୱାଡ଼ା ହେବ ଇଷ୍ଟକୋଷ୍ଟ କରିଡ଼ର

  • ଇଷ୍ଟ-ୱେଷ୍ଟ କରିଡର ଏବଂ ନର୍ଥ-ସାଉଥ କରିଡ଼ର ପାଇଁ ବି ଘୋଷଣା

  • ରେଳବାଇ ପାଇଁ ବଜେଟରେ ୧, ୧୦, ୦୫୫ କୋଟି ବ୍ୟୟବରାଦ

  • ରେଳ ଲାଇନ ବିଦ୍ୟୁତ୍‌ କାର୍ଯ୍ୟ ୭୨% ପୂରଣ ଲକ୍ଷ୍ୟ

  • ୨୭ଟି ସହରରେ ଆଉ ୧୦୬୦କିମି ମେଟ୍ରୋ ଲାଇନ ହେବ

  • ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ଲାଗି ଖର୍ଚ୍ଚ ହେବ ୫୦ ହଜାର କୋଟି

  • ୫ ବର୍ଷ ମଧ୍ୟରେ କରାଯିବ ଖର୍ଚ୍ଚ

  • ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଲାଗି ୧୫୦୦ କୋଟି ଆବଣ୍ଟନ

  • ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳରେ ସୁଧାର ଅଣାଯିବ

  • ଆଗାମୀ ଜନଗଣନା ଡିଜିଟାଲ ହେବ

  • ଡିଜିଟାଲ ଜନଗଣନା ଲାଗି ୩୭୬୮ କୋଟି ଆବଣ୍ଟନ

  • ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ଲାଗି ଖର୍ଚ୍ଚ ହେବ ୫୦ ହଜାର କୋଟି

  • ୫ ବର୍ଷ ମଧ୍ୟରେ କରାଯିବ ଖର୍ଚ୍ଚ

  • ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଲାଗି ୧୫୦୦ କୋଟି ଆବଣ୍ଟନ

  • ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳରେ ସୁଧାର ଅଣାଯିବ

  • ଆଗାମୀ ଜନଗଣନା ଡିଜିଟାଲ ହେବ

  • ଡିଜିଟାଲ ଜନଗଣନା ଲାଗି ୩୭୬୮ କୋଟି ଆବଣ୍ଟନ

  • ଦେଶରେ କରଦାତାଙ୍କର ସଂଖ୍ୟା ବଢିଛି

  • ଚା' ବଗିଚା କର୍ମଚାରୀଙ୍କ ପାଇଁ ୧୦୦୦ କୋଟି ଟଙ୍କା ଆବଣ୍ଟନ

  • FY21ରେ ଆର୍ଥିକ ନିଅଣ୍ଟ ଜିଡିପିର ୯.୫% ହେବ

  • FY22ରେ ୬.୮% ଆର୍ଥିକ ନିଅଣ୍ଟ ଲକ୍ଷ୍ୟ

  • FY22ରେ ୧୨ ଲକ୍ଷ କୋଟି ଟଙ୍କା ଋଣ କରାଯିବ

  • FRBM ଅଧିନିୟମରେ ସଂଶୋଧନ କରାଯିବ

  • ଛୋଟ ସଞ୍ଚୟ ପାଣ୍ଠିରେ ଖାଦ୍ୟ ସବସିଡି ଦିଆଯିବ ନାହିଁ

  • ବଜେଟ୍ ମାଧ୍ୟମରେ ଫୁଡ୍ ସବସିଡି ଦିଆଯିବ

  • ଟିକସ ଆଦାୟରେ ବୃଦ୍ଧି ପାଇଁ ସୁଧାର ଅଣାଯିବ

  • ୭୫ ବର୍ଷରୁ ଅଧିକ ବୟସ୍କଙ୍କ ଉପରେ କୌଣସି ଟିକସ ନାହିଁ

  • ୭୫ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ ଟିକସ ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ ନାହିଁ

  • ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କ ଉପରେ କୌଣସି ଟିକସ ନାହିଁ

  • ୩ ବର୍ଷରୁ ଅଧିକ ପୁରୁଣା ଟିକସ ମାମଲା ଖୋଲିବ ନାହିଁ

  • REITS inVITର ଡିଭିଡେଣ୍ଡ ପେମେଣ୍ଟରୁ TDSରେ ରିଆତି

  • ଇନଫ୍ରା ଋଣ ପାଣ୍ଠି ଜିରୋ କୁପନ ବଣ୍ଡ ଉପରେ ପାଣ୍ଠି ସଂଗ୍ରହ ଲକ୍ଷ୍ୟ

  • ସୁଲଭ ଗୃହ ଉପରେ ଟିକସ ଛାଡ ସୀମା ବର୍ଷେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି