କାନପୁରରେ ସର୍ବନିମ୍ନ ତାପମାତ୍ରା ରେକର୍ଡ
ଆଜି ଉତ୍ତର ପ୍ରଦେଶର କାନପୁରରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି
ନୂଆଦିଲ୍ଲୀ: ଅସହ୍ୟ ଜାଡ଼ରେ କଲବଲ ହେଉଛି ଉତ୍ତର ଭାରତ। ଆଜି ଉତ୍ତର ପ୍ରଦେଶର କାନପୁରରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି । ଏଠାରେ ସର୍ବନିମ୍ନ ତାପମାତ୍ରା ସକାଳ ୭ଟା ସୁଦ୍ଧା 0 ଡିଗ୍ରୀ ସେଲସିୟସ ରହିଛି । ସେହିପରି ଉତ୍ତର ପ୍ରଦେଶର ବାହାରିଚ୍ର ସର୍ବନିମ୍ନ ତାପମାତ୍ରା ୧୦୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି ।