ଭବାନୀପାଟଣା: କଳାହାଣ୍ଡି ନର୍ଲା ଅଞ୍ଚଳରୁ ଉଦ୍ଧାର ହେଲା ୮ ଫୁଟ ଲମ୍ବର ଅଜଗର । ସ୍ନେକ ହେଲ୍ପ ଲାଇନର ସଦସ୍ୟମାନେ ଏହାକୁ ଉଦ୍ଧାର କରିଥିଲେ । ପରେ ଜଙ୍ଗଲରେ ଅଜଗରଟିକୁ ଛାଡି ଦିଆଯାଇଥିଲା । 



COMMERCIAL BREAK
SCROLL TO CONTINUE READING

 


ଆହୁରି ପଢନ୍ତୁ; ହାଇଦ୍ରାବାଦ ପରେ ପୁରୀରେ ଲଜ୍ଜା, ଲିପ୍ଟ ଦେବା ବାହାନାରେ ପୋଲିସ ପରିଚୟ ଦେଇ ଗଣଦୁଷ୍କର୍ମ