Amit Shah: ନବୀନ ବାବୁଙ୍କ ସରକାରକୁ ହଟାଇ ବିଜେପି ସରକାର ବନାନ୍ତୁ: ଅମିତ୍ ଶାହା

ଗୁରୁବାର ଓଡ଼ିଶା ଗସ୍ତରେ ଆସି ନିର୍ବାଚନୀ ପ୍ରଚାରର ବିଗୁଲ ଫୁଙ୍କିଛନ୍ତି ଭାରତୀୟ ରାଜନୀତିର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହା। ଓଡ଼ିଶାରେ ବିଜୟକ ରଣହୁଙ୍କାର ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର ଗଢ଼ିଲେ ରାଜ୍ୟବାସୀ କେଉଁ ସବୁ ସୁବିଧା-ସୁଯୋଗ ପାଇବେ ସେ ନେଇ ସେ ବିସ୍ତୃତ ଭାବେ କହିଛନ୍ତି। କେବଳ ଏତିକି ନୁହ

ପ୍ରିୟମ୍ବଦା ରଣା Fri, 26 Apr 2024-7:21 am,
1/8

ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରେ ରୋଜଗାର ପାଇଁ ଓଡ଼ିଶାର ଲୋକଙ୍କୁ ଦେଶର ଅନ୍ୟ ସ୍ଥାନକୁ ଯିବାକୁ ପଡିବ ନାହିଁ:  ଅମିତ୍ ଶାହା

रोजगार के लिए देश के अन्य हिस्सों में ओडिशा वासियों को भाजपा सरकार बनने के बाद पलायन नहीं करना पड़ेगा। ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରେ ରୋଜଗାର ପାଇଁ ଓଡ଼ିଶାର ଲୋକଙ୍କୁ ଦେଶର ଅନ୍ୟ ସ୍ଥାନକୁ ଯିବାକୁ ପଡିବ ନାହିଁ। pic.twitter.com/s3xTxq4jyo

— Amit Shah (Modi Ka Parivar) (@AmitShah) April 25, 2024

2/8

ବିଜେଡି ସରକାର ଅଫିସରଙ୍କ ମାଧ୍ୟମରେ ଓଡ଼ିଶାରେ ବ୍ୟାପକ ଦୁର୍ନୀତି କରିଛି: ଅମିତ୍ ଶାହା

3/8

ଓଡ଼ିଶାର ଲୋକମାନେ ସେମାନଙ୍କର ଭାଷା, ସଂସ୍କୃତି, ଧର୍ମ ଏବଂ ସାହିତ୍ୟର ଗୌରବ ପାଇଁ ପୂର୍ଣ୍ଣ ସଂଖ୍ୟାରେ ବିଜେପି ସହିତ ସରକାର ଗଠନ କରିବାକୁ ଯାଉଛନ୍ତି।:ଅମିତ୍ ଶାହା

4/8

ଯିଏ ରାଜ୍ୟର ଭାଷା, ସାହିତ୍ୟ ଏବଂ ସଂସ୍କୃତିର ଗୌରବ ରକ୍ଷା କରିପାରିବ ନାହିଁ, ସେ ରାଜ୍ୟକୁ ଆଗକୁ ନେଇପାରିବ ନାହିଁ।:ଅମିତ୍ ଶାହା

जो प्रदेश की भाषा, साहित्य और संस्कृति का गौरव नहीं रख सकता, वो प्रदेश को आगे नहीं बड़ा सकता। ଯିଏ ରାଜ୍ୟର ଭାଷା, ସାହିତ୍ୟ ଏବଂ ସଂସ୍କୃତିର ଗୌରବ ରକ୍ଷା କରିପାରିବ ନାହିଁ, ସେ ରାଜ୍ୟକୁ ଆଗକୁ ନେଇପାରିବ ନାହିଁ। pic.twitter.com/OBViBcEkhz

— Amit Shah (Modi Ka Parivar) (@AmitShah) April 25, 2024

5/8

ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରେ ରୋଜଗାର ପାଇଁ ଓଡ଼ିଆଙ୍କୁ ଅନ୍ୟ ସ୍ଥାନକୁ ଯିବାକୁ ପଡିବ ନାହିଁ: ଅମିତ୍ ଶାହା ଭୁବନେଶ୍ୱର ସ୍ଥିତ ହୋଟେଲ ଅକେଜନଠାରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହାରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ୍ , କ୍ଷେତ୍ରୀୟ ପ୍ରଭାରୀ ଶ୍ରୀ ସୁନୀଲ ବଂଶଲ, ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, କେନ୍ଦ୍ରମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଯାଦବ, ଶ୍ରୀ ବିଶେଶ୍ୱର ଟୁଡୁ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା ଓ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି ପ୍ରମୁଖକଙ୍କ ଉପସ୍ଥିତିରେ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି।

 

6/8

"ଓଡ଼ିଶାରେ ‘ମା, ମାଟି, ମାତୃଭାଷା, ଓଡିଆ ଅସ୍ମିତା’ର ସୁରକ୍ଷାକୁ ପାଇଁ ୨୦୨୪ ସାଧାରଣ ନିର୍ବାଚନ ପରିବର୍ତନର ନିର୍ବାଚନ ହେବ।"

7/8

ଯେଉଁମାନେ ନିଜ ରାଜ୍ୟର ଭାଷା, ସାହିତ୍ୟ ଏବଂ ସଂସ୍କୃତି ଉପରେ ଗର୍ବ କରିପାରିବେ ନାହିଁ, ସେମାନେ ରାଜ୍ୟକୁ ଆଗକୁ ନେଇପାରିବେ ନାହିଁ । ଓଡ଼ିଶା ସରକାର ଓଡ଼ିଶାକୁ କେବଳ ବିକାଶ ଠାରୁ ଦୂରେଇ ରଖିନାହାନ୍ତି ବରଂ ଅଫିସରଙ୍କ ମାଧ୍ୟମରେ ଭୟଙ୍କର ଭ୍ରଷ୍ଟାଚାର କରିଛନ୍ତି : ଅମିତ୍ ଶାହା

8/8

ଏଠାରେ ନବୀନ ବାବୁଙ୍କ ସରକାରକୁ ହଟାଇ ବିଜେପି ସରକାର ବନାନ୍ତୁ । ମୁଁ ଭରସା ଦେଉଛି ଯେ, ଓଡ଼ିଶାରେ କାହାକୁ ବି ଦାଦନ ପାଇଁ ବାହାରକୁ ଯିବାକୁ ପଡ଼ିବ ନାହିଁ । କାମ ପାଇଁ ଏଠାରୁ ବାହାରକୁ ଯିବାକୁ ପଡିବନି। ବାହାରୁ ଯେପରି ଶିଳ୍ପ ସଂସ୍ଥା ଓଡ଼ିଶାକୁ ଆସିବ, ତାହାର ବ୍ୟବସ୍ଥା ବିଜେପି କରିବ: ଅମିତ୍ ଶାହା

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link