V. K. Pandian: କାହିଁକି ଅଟୋରେ ଆସି ଭୋଟ ଦେଲେ ପାଣ୍ଡିଆନ୍, ଜାଣନ୍ତୁ ଏହାର ବଡ଼ କାରଣ
V. K. Pandian: ଭୁବନେଶ୍ୱରରେ ଭୋଟ ଦେଇଛନ୍ତି ବିଜେଡିର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର ଭିକେ ପାଣ୍ଡିଆନ୍। ନିଜ ସରକାରୀ ବାସଭବନରୁ ବୁଥକୁ ସେ ଅଟୋରେ ବସି ଆସିଥିଲେ। ଏବଂ ୟୁନିଟ୍ ୬ ସରକାରୀ ହାଇସ୍କୁଲର ୪୪ ନମ୍ବର ବୁଥରେ ପହଞ୍ଚି ଭୋଟ୍ ଦେଇଥିଲେ। ଦେଖନ୍ତୁ ସେହି ସମୟର କିଛି ଫଟୋ...
)
ଭୋଟ୍ ଦେଲେ ବିଜେଡି ନେତା ଭିକେ ପାଣ୍ତିଆନ୍। ସାଧାରଣ ଲୋକଙ୍କ ପରି ଲମ୍ବା ଧାଡିରେ ଛିଡା ହୋଇ ନିଜ ମତ ସାବବ୍ୟସ୍ତ କରିଛନ୍ତି।
)
ଭୋଟ୍ ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ପାଣ୍ତିଆନ୍। ସେ କହିଛନ୍ତି, ଗଣତନ୍ତ୍ରରେ ଏହି ମହାନ୍ ପର୍ବରୁ ସମସ୍ତ ସାମିଲ୍ ହୁଅନ୍ତୁ।
)
ଏବଂ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ଜୟଯୁକ୍ତ କରନ୍ତୁ। ପାଣ୍ତିଆନଙ୍କ ପତ୍ନୀ ସୁଜାତା ପାଣ୍ତିଆନ୍ ଆସି ମଧ୍ୟ ମଧ୍ୟ ଭୋଟ୍ ଦେଇଛନ୍ତି।
ସେପଟେ, ଅଟୋରେ ଆସି ଭୋଟ୍ ଦେବା ନେଇ ସେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, 'ଅଟୋ ଚାଳକ ସଂଘ ମୋତେ ଅଟୋ ରିକ୍ସାରେ ବସିବାକୁ ଅନୁରୋଧ କରିଥିଲେ। ତେଣୁ ମୁଁ ଅଟୋରେ ଆସି ଭୋଟ ଦେଇଛି । ଛାତ୍ର ଜୀବନରେ ମଧ୍ୟ ମୁଁ ଅଟୋରେ ଯିବା ଆସିବା କରୁଥିଲି । ସେ ସ୍କୃତି ମଧ୍ୟ ଆଜି ମୋର ମନେ ପଡିଗଲା'