CM Naveen Patnaik: ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭୋଟରଙ୍କୁ କହିଲେ...

CM Naveen Patnaik: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ହୋଇଛି। ସମୁଦାୟ ୬ ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି ମତଦାନ କରିଛନ୍ତି। ଦେଖନ୍ତୁ କିଛି ଫଟୋ...

Narmada Behera Sat, 25 May 2024-2:40 pm,
1/9

ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ହୋଇଛି। ସମୁଦାୟ ୬ ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି।  ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରଯାଇଛି।

 

 

2/9

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି ମତଦାନ କରିଛନ୍ତି।

 

3/9

ଭୁବନେଶ୍ୱରର ୧୧୪ ନମ୍ବର ବୁଥରେ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 

 

4/9

ସେ ନବୀନ ନିବାସରୁ ଚାଲି ଚାଲି ଆସି ଭୋଟ ଦେଇଛନ୍ତି । 

 

5/9

ଭୋଟ୍ ଦେବା ପରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି।

 

6/9

ସେ କହିଛନ୍ତି ଯେ, ଯେ, ମୁଁ ସମସ୍ତ ଭୋଟରଙ୍କୁ, ଅନୁରୋଧ କରୁଛି। 

7/9

ବିଶେଷ କରି ଯୁବ ଭୋଟରଙ୍କୁ ବାହାରକୁ ଆସି ଭୋଟ୍ ଦିଅନ୍ତୁ।

8/9

ମୁଁ ଆଶା କରୁଛି ଯେ ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ​​ବିଜେଡି ଏକ ବଡ଼ ବିଜୟ ହାସଲ କରିବ। 

 

9/9

ଆମେ ଏକ ସ୍ଥିର ସରକାର ଗଠନ କରିବୁ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link