Deepika Padukone Pregnancy: ସୋସିଆଲ୍ ମିଡିଆରେ ନିଆଁ ଲଗାଇଛି ଦୀପିକା-ରଣବୀରଙ୍କ ପ୍ରେଗନାନ୍ସି ଫଟୋ

Deepika Padukone Pregnancy Photoshoot: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କର ପ୍ରଥମ ପ୍ରେଗନାନ୍ସି ଫଟୋସୁଟ କରିଛନ୍ତି ଯାହା ଅଭିନେତ୍ରୀ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଦୀପିକା-ରଣବୀର ପ୍ରଶଂସକଙ୍କ ସହ ଫଟୋସୁଟର କିଛି ଫଟୋ ସେୟାର କରିଛନ୍ତି।

ପ୍ରିୟମ୍ବଦା ରଣା Mon, 02 Sep 2024-8:54 pm,
1/5

Deepika Padukone Pregnancy Photoshoot: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କର ପ୍ରଥମ ପ୍ରେଗନାନ୍ସି ଫଟୋସୁଟ କରିଛନ୍ତି ଯାହା ଅଭିନେତ୍ରୀ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଦୀପିକା-ରଣବୀର ପ୍ରଶଂସକଙ୍କ ସହ ଫଟୋସୁଟର କିଛି ଫଟୋ ସେୟାର କରିଛନ୍ତି। 

2/5

  ଏହି ଫଟୋଗୁଡିକ ଦେଖିବା ପରେ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ବଲିଉଡର ଲୋକପ୍ରିୟ ଦମ୍ପତି ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଖୁବ୍ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି।

3/5

ସେମାନେ ଗର୍ଭବତୀ ଫଟୋ ସୁଟ୍ ମାଧ୍ୟମରେ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛନ୍ତି। ଦୀପିକା ଏବଂ ରଣଭୀରଙ୍କ ସୁନ୍ଦର ଚିତ୍ର ସେମାନଙ୍କ ପ୍ରଶଂସକଙ୍କ ହୃଦୟକୁ ଛୁଇଁଛି ଏବଂ ଇଣ୍ଟରନେଟରେ ହେଡଲାଇନ ସୃଷ୍ଟି କରିଛି।

4/5

 ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଦେଖାଯିବା ମାତ୍ରେ ଉତ୍ତେଜନା ଦେଖାଦେଇଥିଲା। ଫଟୋସୁଟର ଏହି ପଟୋଗୁଡ଼ିକ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

5/5

କିଛି ଦିନ ହେବ ଦୀପିକାଙ୍କ ପ୍ରେଗନାନ୍ସିକୁ ଫେକ୍ ବୋଲି କୁହାଯାଉଥିଲା। ଏହି ଗୁଜବ ମଧ୍ୟରେ ରଣଭୀର ଏବଂ ଦୀପିକାଙ୍କ ଏହି ଫଟୋସୁଟ୍ ସମସ୍ତ ରିପୋର୍ଟକୁ ଖଣ୍ଡନ କରିଛି ଯେଉଁଥିରେ କୁହାଯାଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link