Crop Loss: ସରକାର ଧାର୍ଯ୍ୟ କରିଥିବା ଏଫ କ୍ୟୁ ମାନର ଧାନ ମଣ୍ଡିରେ ଦେବା ପାଇଁ ନିର୍ଦ୍ଧାରଣ କରିଥିବା ବେଳେ ଅଦିନିଆ ବର୍ଷା ଧାନ ଫସଲ ଉଜାଡି ଦେଇଥିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି। ବର୍ଷକର ଆହାର ବିଲରେ ଭାସୁଥିବା ବେଳେ ଧାର କରଜ କରି ଚାଷୀ କିପରି ଲୋନ ସୁଝିବ ତାକୁ ନେଇ ଚାଷୀମାନେ ଏବେ ଚିନ୍ତାରେ ରହିଛନ୍ତି।
Trending Photos
ପାଣିରେ ଭାସୁଛି ଚାଷୀଙ୍କ ଧାନ। ଗତ ଦୁଇଦିନ ଧରି ଲଗାଣ ବର୍ଷା ଫଳରେ ଧାନ ବିଲରେ ପାଣି ଲହଡା ମାରୁଛି। #jagatsinghpur #rain pic.twitter.com/Wh5Q93xSD6
— ZEE Odisha News (@ZeeOdisha) December 22, 2024