Bigg boss 17 fees: ଜାଣନ୍ତୁ ଗୋଟିଏ ସପ୍ତାହ ପାଇଁ କେତେ ଟଙ୍କା ନେଉଛନ୍ତି `ବିଗ୍ ବସ୍` ୧୭ ପ୍ରତିଯୋଗୀ

Bigg boss 17 fees: `ବିଗ୍ ବସ୍` ସିଜନ୍ ୧୭ରେ ଆରମ୍ଭ ହୋଇସାରିଛି। ପ୍ରତ୍ୟେକ ପ୍ରତିଯୋଗୀ ନିଜ ନିଜ ରଣନୀତି ଅନୁଯାୟୀ ଖେଳୁଥିବା ନଜର ଆସିଛନ୍ତି । ଶୋ’ରେ ଷ୍ଟାର ମାନଙ୍କୁ ସେମାନଙ୍କର ପ୍ରକୃତ ରୂପରେ ଦେଖିବାକୁ ମିଳିଥାଏ । ତେବେ ଏହି ଷ୍ଟାରମାନଙ୍କୁ ମୋଟା ଅଙ୍କର ଫି’ ଦେଇ ଶୋ’କୁ ଅଣାଯାଇଥାଏ । ତେବେ ଆସନ୍ତୁ ଜାଣିବା `ବିଗ୍ ବସ୍` ସିଜନ୍ ୧୭ରେ ଭାଗ ନେବା ପାଇଁ ହୋଷ୍ଟ ସଲମାନ ଖାନଙ୍କଠାରୁ ଆରମ୍ଭ କରି କିଛି ଲୋକପ୍ରିୟ ସେଲିବ୍ରେଟ୍ କେତେ ଫି’ ନେଇଛନ୍ତି ।

Fri, 03 Nov 2023-4:58 pm,
1/7

ପ୍ରିୟଙ୍କା ଚୋପ୍ରାଙ୍କ ଭଉଣୀ ମନାରାଚୋପ୍ରାଙ୍କୁ ପ୍ରତି ସପ୍ତାହ ପାଇଁ ୧୦ ଲକ୍ଷ ଟଙ୍କା ନେଉଛନ୍ତି ।

2/7

ଘରେ ରହିବାକୁ ଅଭିଷେକ କୁମାରଙ୍କୁ ପ୍ରତି ସପ୍ତାହରେ ୫ ଲକ୍ଷ ଟଙ୍କା ଦିଆଯାଉଛି।

3/7

'ଉଡ଼ାରିୟାନ୍' ଅଭିନେତ୍ରୀ ତଥା ଅଭିନେତା ଅଭିଷେକ କୁମାରଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଇଶା ଶୋ ପାଇଁ ସପ୍ତାହିକ ୭.୫ ଲକ୍ଷ ଟଙ୍କା ନେଉଛନ୍ତି ।

4/7

'ଗୁମ୍ ହୈ କିସି କେ ପ୍ୟାର୍ ମେନ୍' ମାଧ୍ୟମରେ ହିଟ୍ ହୋଇଥିବା ନିଲ୍ ଭଟ୍ଟ ଓ ଐଶ୍ୱର୍ଯ୍ୟା ଶର୍ମା ଏଥିରେ ଭାଗ ନେଇଛନ୍ତି । ସୋ' ପାଇଁ ନୀଲଙ୍କୁ ୭ରୁ ୮ ଲକ୍ଷ ଟଙ୍କା ଓ ଐଶ୍ୱର୍ଯ୍ୟାଙ୍କୁ ୧୧ ରୁ ୧୨ ଲକ୍ଷ ଟଙ୍କା ମିଳୁଛି।

5/7

କଙ୍ଗନା ରାନାୱତଙ୍କ ସୋ 'ଲକ୍ଅପ୍'ର ବିଜେତା ମୁନ୍ନଭର ଫାରୁକି ସପ୍ତାହକୁ ୭ରୁ ୮ ଲକ୍ଷ ଟଙ୍କା ପାଉଛନ୍ତି।

6/7

‘ପବିତ୍ର ରିସ୍ତା’ ଫେମ୍ ଅଙ୍କିତା ଲୋଖଣ୍ଡେ ପ୍ରତି ସପ୍ତାହ ପାଇଁ ୧୨ ଲକ୍ଷ ଟଙ୍କା ନେଉଥିବା ବେଳେ ସ୍ୱାମୀ ବିକି ଜୈନଙ୍କୁ ୫ ଲକ୍ଷ ଟଙ୍କା ମିଳୁଛି।

7/7

'ବିଗ୍ ବସ୍'  ସିଜନ ୧୭ ହୋଷ୍ଚ କରିବା ପାଇଁ ସୁପରଷ୍ଟାର ସଲମାନ ଖାନ ପ୍ରତି ସପ୍ତାହ ପାଇଁ ୧୨ କୋଟି ଟଙ୍କା ନେଉଥିବା ଜଣାପଡ଼ିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link