Guava Benefits: ଜାଣନ୍ତୁ ପିଜୁଳି ଖାଇବାର ଫାଇଦା, ପାଞ୍ଚୋଟି ପଏଣ୍ଟରେ...

Guava Benefits: ଅଧିକାଂଶ ଲୋକଙ୍କୁ ପିଜୁଳି ଖାଇବାକୁ (Guava Benefits)ବେଶ ପସନ୍ଦ ଲାଗେ । ପିଜୁଳିରେ ଆଇରନ୍ ଓ ଭିଟାମିନ୍ ସି ଥାଏ। କେବଳ ସେତିକି ନୁହେଁ,କ୍ୟାଲସିୟମ୍, ଫସଫରସ୍, ଆଇରନ୍ ଆଦି ନାନାପ୍ରକାରର ପୋଷକ ତତ୍ତ୍ୱ ଏଥିରେ ପ୍ରଚୁର ପରିମାଣରେ ମିଳିଥାଏ । ଏହାକୁ ଖାଇବା ଦ୍ବାରା ଅନେକ ରୋଗ ଶରୀରକୁ ଛୁଇଁ ନଥାଏ ।

Jun 24, 2023, 15:10 PM IST
1/5

ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସାହାର୍ଯ୍ୟ କରିଥାଏ ପିଜୁଳି । 

 

2/5

କ୍ୟାନସର ଭଳି ରୋଗର ଆଶଙ୍କାକୁ ମଧ୍ୟ କମ୍ କରିଥାଏ। 

 

3/5

ଦୃଷ୍ଟିଶକ୍ତିକୁ ତିକ୍ଷଣ କରିଥାଏ । ଏବଂ ରକ୍ତଚାପ ଓ ରକ୍ତ ସର୍କରାକୁ ନିୟନ୍ତ୍ରଣ କରେ । ମଧୁମେହ ରୋଗୀଙ୍କ ପାଇଁ ଏହା ରାମବାଣ ପାଇଁ କାର୍ଯ୍ୟ କରେ। 

 

4/5

ମାନସିକ ଚାପ କମାଇବାରେ ସାହାର୍ଯ୍ୟ କରେ।

5/5

ସକାଳେ ଖାଲି ପେଟରେ ପିଜୁଳି ଖାଇବା ଦ୍ୱାରା ଖାଦ୍ୟ ହଜମ ହୋଇଥାଏ। ଓଜନ ହ୍ରାସ ହୋଇଥାଏ।ପିଜୁଳି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଏଥିରେ ଥିବା ଫାଇବର ପେଟ ପାଇଁ ଉପକାରୀ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link