Guru Gochar 2023: ୧୨ ବର୍ଷ ପରେ ସୂର୍ଯ୍ୟ-ଗୁରୁଙ୍କ ଅଦ୍ଭୁତ ସଂଯୋଗ; ଖୋଲିଯିବ ଏସବୁ ରାଶିଙ୍କ ଭାଗ୍ୟ, ମିଳିବ ବଡ଼ ପଦ ଓ ବର୍ଷିବ ଟଙ୍କା!

Guru Gochar 2023: ମେଷ ରାଶିରେ ସୂର୍ଯ୍ୟ ଓ ବୃହସ୍ପତିର ଯୁତିର ସଂଯୋଗ ୧୨ ବର୍ଷ ପରେ ସୃଷ୍ଟି ହେଉଛି । ଯାହାର ଶୁଭ ଓ ଅଶୁଭ ପ୍ରଭାବ ସମସ୍ତ ରାଶିର ଜାତକ ଉପରେ ପଡ଼ିବ । ଅନ୍ୟପଟେ ୫ଟି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଓ ବୃହସ୍ପତିର ସଂଯୋଗ ଭାଗ୍ୟୋଦୟ ହେବ । ଏହି ଯୁତି ମେ ୧୫ ପର୍ଯ୍ୟନ୍ତ ରହିବ ଓ ଏହି ଲୋକମାନେ ବହୁ ଉପକୃତ ହେବେ ।

Tamal Bakchi/ତମାଲ ବାକଚି Sun, 23 Apr 2023-8:39 am,
1/6

Guru Gochar 2023, Surya Guru Yuti 2023: ଗତକାଲି ଦେବଗୁରୁ ବୃହସ୍ପତି ଗୋଚର କରି ମଙ୍ଗଳ ଗ୍ରହର ରାଶି ମେଷରେ ପ୍ରବେଶ କରିଛନ୍ତି । ଅନ୍ୟପକ୍ଷରେ, ଏହା ପୂର୍ବରୁ ଏପ୍ରିଲ ୧୪ରେ ସୂର୍ଯ୍ୟ ଗୋଚର କରି ମେଷ ରାଶିରେ ପ୍ରବେଶ କରିଛନ୍ତି । ଏହି କାରଣରୁ ମେଷ ରାଶିରେ ସୂର୍ଯ୍ୟ-ବୃହସ୍ପତି ସଂଯୋଗ ସୃଷ୍ଟି ହେଉଛି । ମେଷ ରାଶିରେ ସୂର୍ଯ୍ୟ ଓ ବୃହସ୍ପତିର ଯୁତିର ସଂଯୋଗ ୧୨ ବର୍ଷ ପରେ ସୃଷ୍ଟି ହେଉଛି । ଯାହାର ଶୁଭ ଓ ଅଶୁଭ ପ୍ରଭାବ ସମସ୍ତ ରାଶିର ଜାତକ ଉପରେ ପଡ଼ିବ । ଅନ୍ୟପଟେ ୫ଟି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଓ ବୃହସ୍ପତିର ସଂଯୋଗ ଭାଗ୍ୟୋଦୟ ହେବ । ଏହି ଯୁତି ମେ ୧୫ ପର୍ଯ୍ୟନ୍ତ ରହିବ ଓ ଏହି ଲୋକମାନେ ବହୁ ଉପକୃତ ହେବେ ।

2/6

୧. ମେଷ ରାଶି

ସୂର୍ଯ୍ୟ ଓ ବୃହସ୍ପତିର ଯୁତି ମେଷ ରାଶିର ଲୋକଙ୍କୁ ଅନେକ ଲାଭ ଦେବ । ଏହି ଯୁତି କେବଳ ମେଷ ରାଶିରେ ସୃଷ୍ଟି ହେଉଛି । ଏହି ଲୋକମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ମାନ-ସମ୍ମାନ ବୃଦ୍ଧି ପାଇବ । ଧନ ଲାଭ ହେବ । ଚାକିରି-ବ୍ୟବସାୟରେ ଅଗ୍ରଗତି ହେବ । କିଛି ବଡ଼ ସଫଳତା ମିଳିପାରେ ।

3/6

୨. ମିଥୁନ ରାଶି

ସୂର୍ଯ୍ୟ ଓ ବୃହସ୍ପତିର ଯୁତି ମିଥୁନ ରାଶିର ଲୋକଙ୍କୁ ଅନେକ ଲାଭ ଦେବ । କ୍ୟାରିୟରରେ ବଡ଼ ଲାଭ ହେବ । ଆପଣଙ୍କ ପଦୋନ୍ନତି-ଇନକ୍ରିମେଣ୍ଟ ହୋଇପାରେ । ଆୟ ବୃଦ୍ଧି ପାଇବ । ନିବେଶରୁ ଲାଭ ମିଳିବ ।

4/6

୩. କର୍କଟ ରାଶି

ସୂର୍ଯ୍ୟ ଓ ବୃହସ୍ପତିର ସଂଯୋଗ କର୍କଟ ରାଶିର ଲୋକଙ୍କ ପାଇଁ ବହୁତ ଲାଭଦାୟକ ହେବ । ଚାକିରି କରୁଥିବା ବ୍ୟକ୍ତି ପଦୋନ୍ନତି ପାଇପାରନ୍ତି । ବ୍ୟବସାୟରେ ମଧ୍ୟ ଲାଭର ସମ୍ଭାବନା ଅଛି । ଆର୍ଥିକ ଅବସ୍ଥା ଭଲ ହେବ । ଦାମ୍ପତ୍ୟ ଜୀବନରେ ସୁଖିମୟ ରହିବ ।

ଅଧିକ ପଢ଼ନ୍ତୁ-ପୁରୁଣା ପେନସନ ନେବା ପାଇଁ ଜାରି ହେଲା ଫର୍ମ, ଯଦି ଏହି ତାରିଖ ପର୍ଯ୍ୟନ୍ତ ନ ଭରିବେ ତ ମିଳିବନି ପେନସନର ଲାଭ

ଅଧିକ ପଢ଼ନ୍ତୁ-ବୁଧଙ୍କ ରାଶିରେ ଗୋଚର କରିବେ ଶୁକ୍ର ଗ୍ରହ, ଏହି ୩ଟି ରାଶି ଉପରେ ବର୍ଷିବ ବିପୁଳ ଧନ!

ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ସରକାର କଲେ ବଡ଼ ଘୋଷଣା, ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା, ଆକାଉଣ୍ଟକୁ ଆସିବ ମୋଟା ଅଙ୍କର ଟଙ୍କା

5/6

୪. ସିଂହ ରାଶି

ସୂର୍ଯ୍ୟ-ଗୁରୁ ଯୁତି ସିଂହ ରାଶିର ଲୋକଙ୍କ ପାଇଁ ଭାଗ୍ୟ ଖୋଲି ଦେବ । ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ରୋକି ହୋଇଥିବା କାର୍ଯ୍ୟ ପୂରା ହେବ । କାର୍ଯ୍ୟରେ ଅଗ୍ରଗତି ହେବ । ଆୟ ବୃଦ୍ଧି ପାଇବ ।

6/6

୫. ମୀନ ରାଶି

ସୂର୍ଯ୍ୟ ଓ ବୃହସ୍ପତିର ଯୁତି ମୀନ ରାଶିର ଲୋକଙ୍କୁ ସମାଜରେ ଖ୍ୟାତି ଆଣି ଦେବ । ଆପଣ ମଧ୍ୟ ଅଗ୍ରଗତି କରିବେ ଓ ସମ୍ମାନ ମଧ୍ୟ ପାଇବେ । କାମ ଭଲ ହେବ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link