Bird flu: ବାର୍ଡ ଫ୍ଲୁ ଦ୍ୱନ୍ଦ୍ୱ ନେଇ ସ୍ପଷ୍ଟ କଲା ସ୍ଵାସ୍ଥ୍ୟ ବିଭାଗ

Bird flu: ବାର୍ଡ ଫ୍ଲୁ ଦ୍ୱନ୍ଦ୍ୱ ନେଇ ସ୍ପଷ୍ଟ କଲା ସ୍ଵାସ୍ଥ୍ୟ ବିଭାଗ। ମଣିଷ ଶରୀରରେ ବାର୍ଡ ଫ୍ଲୁ ନେଇ କୌଣସି କନ୍ଫର୍ମେସନ ରିପୋର୍ଟ ଆସିନାହିଁ। ପୁରୀରେ ଯେଉଁ ବ୍ୟକ୍ତିଙ୍କ ଶରୀରରେ ଲକ୍ଷଣ ଦେଖାଯାଇଛି, ତାର ସାଂପଲ କଲେକ୍ଟ କରାଯାଇଛି। Rmrc କୁ ରିପୋର୍ଟ ପଠା ଯାଇଛି।ତାର ରିପୋର୍ଟ ୭ ଦିନ ପରେ ଆସିବ।

ପ୍ରିୟମ୍ବଦା ରଣା Wed, 28 Aug 2024-3:30 pm,
1/7

Bird flu: ବାର୍ଡ ଫ୍ଲୁ ଦ୍ୱନ୍ଦ୍ୱ ନେଇ ସ୍ପଷ୍ଟ କଲା ସ୍ଵାସ୍ଥ୍ୟ ବିଭାଗ ମଣିଷ ଶରୀରରେ ବାର୍ଡ ଫ୍ଲୁ ନେଇ କୌଣସି କନ୍ଫର୍ମେସନ ରିପୋର୍ଟ ଆସି ନାହିଁ। 

2/7

ପୁରୀରେ ଯେଉଁ ବ୍ୟକ୍ତିଙ୍କ ଶରୀରରେ ଲକ୍ଷଣ ଦେଖାଯାଇଛି, ତାର ସାଂପଲ କଲେକ୍ଟ କରାଯାଇଛି। Rmrc କୁ ରିପୋର୍ଟ ପଠା ଯାଇଛି।ତାର ରିପୋର୍ଟ ୭ ଦିନ ପରେ ଆସିବ। 

3/7

ବ୍ୟକ୍ତି ଜଣଙ୍କୁ ଥଣ୍ଡା ଜ୍ବର ଲକ୍ଷଣ ପରେ ଶାମ୍ପୁଲ ସଂଗ୍ରହ କରାଯାଇଥିଲା। ତାଙ୍କୁ ଆଇସୋଲେଟ କରି ରଖାଯାଇଛି। 

4/7

ସେ ବ୍ୟକ୍ତିଙ୍କ ସହ ଯେଉଁ ମାନେ ସଂସ୍ପର୍ଶରେ ଆସିଛନ୍ତି ତାଙ୍କର ମଧ୍ୟ ସାଂପଲ  କଲେକ୍ଟ କରାଯିବ। ବିଭାଗ ଅଧିକ ସଚେତନ ହୋଇ ଏ ବାବଦରେ ନଜର ରଖିଛି। 

 

5/7

ଚିକେନ୍ ଖାଇବାରେ କୌଣସି ଅସୁବିଧା ନାହିଁ। ଯେଉଁ ଏରିଆରେ ବାର୍ଡ ଇଂଫେକ୍ଟ ହୋଇଛନ୍ତି ସେ ଏରିଆ ଲୋକେ ଚିକେନ୍ ନ ଖାଇବା ଭଲ। 

6/7

ନଚେତ ସେମିତି କିଛି ଅସୁବିଧା ନାହିଁ ବୋଲି ସ୍ପଷ୍ଟ କଲେ ଜନ ସ୍ଵାସ୍ଥ୍ୟ ନିର୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର। 

7/7

କିଛି ସମୟ ଭିତରେ  ବିଭାଗ ତରଫରୁ ଏକ ଚିଠି ଜାରି କରାଯିବ।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link