Nysa Devgan: ସର୍ଜରୀର କମାଲ୍ ! ନ୍ୟାସାଙ୍କୁ ଦେଖି ଫ୍ୟାନ୍ସ କହିଲେ ଏମିତି...

Nysa Devgan and Kajol Siddhivinayak Temple Visit : ବଲିଉଡର ସିଂଘମ ଅଜୟ ଦେବଗନ ଓ ଅଭିନେତ୍ରୀ କାଜୋଲ ଦେବଗନଙ୍କ ଲାଡଲୀ ହେଉଛନ୍ତି ନ୍ୟାସା ଦେବଗନ । ଗତକିଛି ଦିନ ହେବ ନ୍ୟାସାଙ୍କ ଚେହେରାକୁ ନେଇ ଚର୍ଚ୍ଚା ଜୋର ଧରୁଛି । କାହିଁକିନା କାଜଲଙ୍କ ଝିଅ ନ୍ୟାସା କୁଆଡେ ସର୍ଜରୀ କରିଥିବା କୁହାଯାଉଛି । ନ୍ୟାସା ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରୁହନ୍ତି। ନ୍ୟାସା ନିଜର ଫଟୋ ଏବଂ ଭିଡିଓକୁ ପୋଷ୍ଟ କରି ନିଜ ଫ୍ୟାନ୍ସଙ୍କୁ ଆକର୍ଷିତ କରିଥାନ୍ତି। ନିକଟରେ ନ୍ୟାସାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ନିଜର ଫ୍ରେଣ୍ଡସଙ୍କ ସହିତ ମସ୍ତି କରୁଥିବାର ନଜର ଆସିଥିଲେ । ଆଜି ନ୍ୟାସା ଦେବଗନ ସିଦ୍ଧି ବିନାୟକ ମନ୍ଦିରକୁ ଯାଇଥିଲେ। ସେଠାରେ ତାଙ୍କ ପୋଷାକକୁ ନେଇ ଟ୍ରୋଲର ଶିକାର ହୋଇଥିଲେ ।

Sun, 08 Jan 2023-3:16 pm,
1/5

ରବିବାର ସକାଳେ କାଜୋଲ ଏବଂ ନ୍ୟାସା ଦେବଗନ୍ ସିଦ୍ଧବିନାୟକ ମନ୍ଦିରରେ ପହଞ୍ଚି ଗଣପତିଙ୍କ ଆଶୀର୍ବାଦ ନେଇଥିଲେ। କାଜୋଲ ଏବଂ ନ୍ୟାସାଙ୍କୁ ମନ୍ଦିର ବାହାରେ ଆଜି ଦେଖିବାକୁ ମିଳିଥିଲା। ଦୁବାଇରୁ ଫେରିଥିବା ନ୍ୟାସାଙ୍କ ଲୁକ୍ ଦେଖି ସମସ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ଦିନ ପୂର୍ବରୁ ବୋଲ୍ଡ ଲୁକ୍ ରେ ପାର୍ଟିର ମସ୍ତି କରୁଥିବା ନ୍ୟାସାଙ୍କୁ ଏବେ ଦେଶୀ ଲୁକରେ ଦେଖିବାକୁ ମିଳିଛି। 

2/5

ନ୍ୟାସା ଦେବଗନ୍ ଏକ ଧଳା ସାଲଓ୍ବାର ସୁଟ୍ ପିନ୍ଧି ମା କାଜୋଲଙ୍କ ସହିତ ସିଦ୍ଧବିନାୟକ ମନ୍ଦିରରେ ପହଞ୍ଚିଥିଲେ।  ନ୍ୟାସାଙ୍କୁ ଟ୍ରାଡିସନାଲ ଲୁକରେ ଦେଖି ସମସ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। 

 

3/5

ଯେତେବେଳେ ନ୍ୟାସା ଦେବଗନଙ୍କ ଦୁବାଇ ପାର୍ଟି ଫଟୋ ଇଣ୍ଟରନେଟରେ ଭାଇରାଲ ହୋଇଥିଲା,ସେତେବେଳେ ନେଟେନିଜେନମାନେ କାଜୋଲ-ଅଜୟ ଦେବଗାନଙ୍କ ଝିଅ ନ୍ୟାସାକୁ ଟ୍ରୋଲ କରିଥିଲେ।

4/5

ନ୍ୟାସା ଦେବଗନଙ୍କ ଭାଇରାଲ ଫଟୋକୁ ଦେଖି ଲୋକେମାନେ ତାଙ୍କୁ ନସେଡି ଡାକିବା ମଧ୍ୟ ଆରମ୍ଭ କରିଥିଲେ ।

5/5

ସାଲୱାର ସୁଟରେ ନ୍ୟାସା ଦେବଗାନଙ୍କ ଫଟୋ ଦେଖି ଲୋକମାନେ ତୀବ୍ର ମନ୍ତବ୍ୟ ଦେଉଛନ୍ତି। ନ୍ୟାସାଙ୍କ ଫଟୋ ଦେଖି କାଜୋଲଙ୍କ ଫିଲ୍ମ '... ପୁ ବାନି ପାର୍ବତୀ'(Poo Bani Parvati)ର ଡାଇଲଗ କୁ ମନେ ପକାଉଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link