Lifestyle Story: ବିନା ବ୍ରଶ କରି ଜଳ ପାନ କରିବା ଠିକ ନା ଭୁଲ?

Drinking Water in Morning: ଖାଲି ପେଟରେ ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥ ମଳ ଏବଂ ପରିସ୍ରା ଆକାରରେ ବାହାରି ଯାଇଥାଏ। ଏହି ରୁଟିନ୍ ଅନୁସରଣ କଲେ ଆପଣ ପେଟ ଏବଂ ଚର୍ମ ସମ୍ବନ୍ଧୀୟ ରୋଗର ସାମ୍ନା କରିବେ ନାହିଁ।

Fri, 10 Feb 2023-6:03 pm,
1/4

୧. ଲୋକେ ବିଶ୍ୱାସ କରନ୍ତି ଯେ ସକାଳେ ଦାନ୍ତ ଘଷିବା ପୂର୍ବରୁ ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ମଜବୁତ ହୋଇଥାଏ। ଏହା ବ୍ୟତୀତ ପାଟିରେ ଜୀବାଣୁ ଜମା ହେବ ନାହିଁ।

2/4

୨. ସକାଳେ ଦାନ୍ତ ଘଷିବା ଖାଲି ପେଟରେ ପାଣି ନ ପିଇବା ଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୋଇଥାଏ। ଯେଉଁମାନଙ୍କୁ ଅତିଶୀଘ୍ର ଥଣ୍ଡା ହୋଇଯାଏ, ସେମାନେ ନିଶ୍ଚିତ ଭାବେ ସକାଳେ ପାଣି ପିଇବା ଆବଶ୍ୟକ।

3/4

୩. ବ୍ରଶ ନକରି ପାଣି ପିଇବା ଦ୍ୱାରା ଆପଣଙ୍କ କେଶ ଶକ୍ତିଶାଳୀ ହେବା ସହ ଏଥିରେ ଚମକ ଆସିଥାଏ। ଏପରିକି ଚର୍ମରେ ମଧ୍ୟ ଚମକ ଆସିଥାଏ। ଏହା ବ୍ୟତୀତ ପେଟ ସମ୍ବନ୍ଧୀୟ ସମସ୍ୟା ରହେ ନାହିଁ। ଯେପରିକି କୋଷ୍ଠକାଠିନ୍ୟ ଭଳି ସମସ୍ୟା।

4/4

୪. ଯଦି ଆପଣଙ୍କ ଉଚ୍ଚ ରକ୍ତଚାପ କିମ୍ବା ମଧୁମେହ ଭଳି ରୋଗରେ ପୀଡି଼ତ, ତାହେଲେ ଆପଣଙ୍କୁ ସକାଳେ ଜଳପାନ କରିବାକୁ ହେବ। ଏହା ବ୍ୟତୀତ ସକାଳେ ଖାଲି ପେଟରେ ଦାନ୍ତ ଘଷିବା ବିନା ପାଣି ପିଇବା ମଧ୍ୟ ମୋଟାପଣକୁ ହ୍ରାସ କରିଥାଏ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link