NCRB record ରାଜ୍ୟରୁ ୭୦ ହଜାର ମହିଳା ନିଖୋଜ, NCRB ରେକର୍ଡରୁ ଖୁଲାସା ହେଲା ଚାଞ୍ଚଲ୍ୟକର ତଥ୍ୟ
୨୦୧୯ ରୁ ୨୦୨୧ ମସିହା ୩ ବର୍ଷ ମଧ୍ୟରେ ପ୍ରାୟ ୧୩ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ଓ ଯୁବତୀ ନିଖୋଜ ହୋଇଯାଇଛନ୍ତି। ମଧ୍ୟପ୍ରଦେଶରୁ ଦେଶରୁ ସର୍ବାଧିକ ମହିଳା ଓ ଯୁବତୀ ନିଖୋଜ ହୋଇଯାଇଛନ୍ତି। ସଂସଦରେ ମନ୍ତ୍ରୀ ଦେଇଥିବା ଏକ ତଥ୍ୟରୁ ସୂଚନା ମିଳିଛି। ତେବେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ମହିଳା ନିଖୋଜ ମାମଲାରେ ଓଡ଼ିଶା ତାଲିକାର ଚତୁର୍ଥ ସ୍ଥଆନରେ ରହ
1/5
ତେବେ ମଧ୍ୟପ୍ରଦେଶରୁ ୧୬୦,୧୮୦ ମହିଳା ନିଖୋଜ ହୋଇଥିବା ବେଳେ ୩୮,୨୩୪ ଯୁବତୀ ନିଖୋଜ ହୋଇଯାଇଥିବା ନେଇ ସୂଚନା ରହିଛି।
2/5
ପଶ୍ଚିମବଙ୍ଗରୁ ମୋଟ ୧୫୬୯୦୫ ମହିଳା ଓ ୩୬୬୦୬ ଜଣ ଯୁବତୀ ନିଖୋଜ ରହିଛନ୍ତି।
3/5
ମହାରାଷ୍ଟ୍ରରୁ ୧୭୮,୪୦୦ ମହିଳା ନିଖୋଜ ରହିଥିବା ବେଳେ ୧୩୦୩୩ ଜଣ ଯୁବତୀ ନିଖୋଜ ରହିଛନ୍ତି।
4/5
ଓଡ଼ିଶାରୁ ୭୦୨୨୨ ଜଣା ମହିଳା ନିଖୋଜ ରହିଥିବା ବେଳେ ୧୬୬୪୯ ଜଣ ଯୁବତୀଙ୍କ ସମ୍ପର୍କରେ ସନ୍ଧାନ ମିଳୁନଥିବା ସରକାର ସୂଚନା ପ୍ରଦାନ କରିଛନ୍ତି।
5/5
ସେହିପରି କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଦିଲ୍ଲୀରୁ ସର୍ବାଧିକ ସଂଖ୍ୟାରେ ମହିଳା ଓ ଯୁବତୀ ନିଖୋଜ ହୋଇଥିବାର ସୂଚନା ରହିଛି।