Ambani Family Ladies Educational Qualification: ଜାଣନ୍ତୁ କେତେ ପାଠ ପଢିଛନ୍ତି ଅମ୍ବାନୀ ପରିବାରର ମହିଳା

Ambani Family Ledies Educational Qualification- ମୁକେଶ ଅମ୍ୱାନୀଙ୍କୁ ବା କିଏ ବା ନ ଜାଣେ । ଦେଶର ନାମଜାଦା ବିଜନେସ ମ୍ୟାନ ଭାବେ ସେ ପରିଚିତ । ତେବେ ନିକଟରେ ମୁକେଶ ଓ ନିତା ଅମ୍ୱାନୀଙ୍କ ସାନ ପୁଅ ଅନନ୍ତ ଅମ୍ୱାନୀଙ୍କର ରାଧିକା ମର୍ଚାଣ୍ଟଙ୍କର ନିର୍ବନ୍ଧ ସରିଛି । ତେବେ ଆସନ୍ତୁ ଜାଣିବା ଅମ୍ୱାନୀ ପରିବାର ମହିଳା ନିତା ଅମ୍ୱାନୀ (Nita Ambani), ଇଶା ଅମ୍ୱାନୀ( Isha Ambani), ଶୁକ୍ଲା ମେହେତା(Shokla Mehta) ଓ ରାଧିକା ମର୍ଚାଣ୍ଟଙ୍କ(Radhika Merchant) ଶିକ୍ଷାଗତ ଯୋଗ୍ୟତା ବିଷୟରେ ।

Payal Priyadarshini Tue, 31 Jan 2023-1:44 pm,
1/4

ନିତା ଅମ୍ୱାନୀ- ମୁକେଶ ଅମ୍ୱାନୀଙ୍କ ସୁନ୍ଦର ପତ୍ନୀ ନିତା ଅମ୍ୱାନୀ ମୁମ୍ୱାଇର ନରର୍ସି ମୋଜ କଲେଜ ଅଫ୍ କର୍ମସ ଆଣ୍ତ ଇକୋନୋମିକ୍ କଲେଜରୁ ସ୍ନାତକ ହାସଲ କରିଥିଲେ । ନିତା ଅମ୍ୱାନୀ ଜଣେ ଭାରତନାଟ୍ୟମ୍ ଡାନ୍ପସର ମଧ୍ୟ ଥିଲେ ।

2/4

ଇଶା ଅମ୍ୱାନୀ- ଇଣ୍ଟରନ୍ୟାସନାଲ ସ୍କୁଲରେ ପଢୁଥିବା ଇଶା ଅମ୍ୱାନୀ ଆମେରିକାର ୟେଲ ୟୁନିଭରସିଟିରୁ ସ୍ନାତକ ହାସଲ କରିଥିଲେ। ଏହାପରେ ସେ କାଲିଫର୍ନିଆର ଷ୍ଟାନଫୋର୍ଡ଼ ବିଜନେସ ସ୍କୁଲରୁ ଏମବିଏ କରିଥିଲେ ।

3/4

ଶୁକ୍ଲା ମେହେତା-  ଅମ୍ୱାନୀ ପରିବାରର ବଡ଼ ବୋହୂ ଶୁକ୍ଲା ମେହେତା ନ୍ୟୁ ଜର୍ସି (ଯୁକ୍ତରାଷ୍ଟ୍ର)ର ପ୍ରିନ୍ସଟନ୍ ୟୁନିଭରସିଟିରୁ ଆନ୍ଥ୍ରୋପୋଲୋଜିରେ ସ୍ନାତକ ହାସଲ କରିଛନ୍ତି । ଶ୍ଲୋକାଙ୍କୁ ସମାଜ ସେବା କରିବାକୁ ମଧ୍ୟ ଭଲ ପାଆନ୍ତି |

4/4

ରାଧିକା ମର୍ଚାଣ୍ଟ-  ନିକଟରେ ମୁକେଶ ଅମ୍ୱାନୀଙ୍କ ସାନ ପୁଅ ଅନନ୍ତ ଅମ୍ୱାନୀଙ୍କ ସହ ନିର୍ବନ୍ଧ କରିଥିବା ରାଧିକା ମର୍ଚାଣ୍ଟ ମୁମ୍ବାଇର ଇକୋଲୋ ମୋଣ୍ଡିୟଲ ୱାର୍ଲ୍ଡ ସ୍କୁଲ ଏବଂ ବିଡି଼ ସୋମାନି ଇଣ୍ଟରନ୍ୟାସନାଲ ସ୍କୁଲରେ ପାଠ ପଢିଥିଲେ। ଏହା ପରେ ୨୦୧୭ରେ ସେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link