Sachin Tendulkar Net worth: ସମ୍ପତ୍ତି ଦୃଷ୍ଟିରୁ ଧୋନି-ବିରାଟଙ୍କଠାରୁ ଆଗରେ ଅଛନ୍ତି ସଚିନ, ଜାଣନ୍ତୁ ନେଟୱର୍ଥ ବିଷୟରେ...

Sachin tendulkar Net worth: ମାତ୍ର ୧୬ ବର୍ଷ ବୟସରେ ଆନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିବା ସଚିନ୍ ତିନି ଦଶନ୍ଧିରୁ ଅଧିକ ସମୟ ଧରି କ୍ରିକେଟରେ ରାଜ କରିଥିଲେ। ଏହି କାରଣରୁ ଲୋକେ ସଚିନଙ୍କୁ “କ୍ରିକେଟର ଭଗବାନ” (GOD of cricket )ବୋଲି ଆଖ୍ୟା ମିଳିଛି । କ୍ରିକେଟ୍ ମଇଦାରେ ମାଷ୍ଟର ବ୍ଲାଷ୍ଟର ସଚିନ କେତେ ଯେ ରେକର୍ଡ କରିଛନ୍ତି ତାହାର ହିସାବ କାହା ପାଖରେ ମଧ୍ଯ ନାହିଁ । ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ତାଙ୍କ କ୍ରିକେଟ୍ କ୍ୟାରିୟର ମଧ୍ଯରେ ଅନେକ ବିଶ୍ୱ ରେକର୍ଡ (world record) କରିଥିଲେ, ଯାହା ଆଜି ବି ଅବିସ୍ମରଣୀୟ । ତେବେ ସଚିନଙ୍କ (Sachin Tendulkar) ନାଁରେ ଏଭଳି କିଛି ରେର୍କଡ଼ ରହିଛି, ଯାହା ଭାଙ୍ଗିବା କଷ୍ଟସାଧ୍ୟ ନୁହେଁ ଅସମ୍ଭବ । ତେବେ ଖାଲି ଖେଳ ନୁହେଁ ସମ୍ପତ୍ତି ତାଲିକାରେ ମଧ୍ୟ ସଚିନ ସମସ୍ତଙ୍କ ଠାରୁ ଆଗରେ ରହିଛନ୍ତି ।

Wed, 03 May 2023-7:13 pm,
1/5

ସଚିନଙ୍କ ତେନ୍ଦୁରକରଙ୍କ ନିକଟରେ ପ୍ରାୟ ୧୬୫୦ କୋଟିର ସମ୍ପତ୍ତି ରହିଛି ।

2/5

ମୁମ୍ବାଇ ବାନ୍ଦ୍ରା ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ଘରେ ପରବାର ସହ ରୁହନ୍ତି ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ତେନ୍ଦୁରକର ।

3/5

ଗଣମାଧ୍ଯମର ସୂଚନା ମୁତାବିକ, ସଚିନ ରହୁଥିବା ଘରର ମୂଲ୍ୟ ପାଖାପାଖି ୧୦୦ କୋଟି ଅଟେ ।

4/5

ମୁମ୍ବାଇ ଛଡ଼ା ସଚିନଙ୍କର କେରଳରେ ମଧ୍ଯ ଏକ ଘର ଅଛି ଯାହାର ମୂଲ୍ୟ ପାଖାପାଖି ୭୮ କୋଟି ଅଟେ । 

5/5

ତେନ୍ଦୁଲକରଙ୍କ ନିକଟରେ ପନାରାଇ, ରିରାର୍ଡ଼ ପେରେଗୋକ୍ସ, ଫ୍ରାଙ୍କ ମୁଲର କମ୍ପାନୀର ବହୁ ଦାମୀ ହାତ ଘଣ୍ଟା ମଧ୍ଯ ରହିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link