Satish Kaushik: ମୃତ୍ୟୁ ପୂର୍ବରୁ ଏହା କରୁଥିଲେ ସତୀଶ, ଭାଇରାଲ ହେଉଛି ଶେଷ ଫଟୋ..

Satish Kaushik: ଗୁରୁବାର ସକାଳୁ ବଲିଉଡ଼ ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ସକାଳେ ଦେହାନ୍ତ ହୋଇଛି। ଘନିଷ୍ଠ ବନ୍ଧୁ ଅନୁପମ ଖେର ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ୪୫ ବର୍ଷର ବନ୍ଧୁତା ଉପରେ ପୂର୍ଣ୍ଣଛେଦ ଲାଗିଛି।

Thu, 09 Mar 2023-9:03 am,
1/5

ବୁଧବାର ଦିନ ସତିଶ ଜାଭେଦ ଅଖତରଙ୍କ ଘରେ ଆୟୋଜିତ ହୋଲିରେ ପାର୍ଟିର ଯୋଗ ଦେଇଥିଲେ ।

2/5

ଏହି ଫଟୋରେ ସତୀଶ ବେଶ ଖୁସି ଥିବା ଓ ସାଙ୍ଗମାନଙ୍କ ସହ ହୋଲିକୁ ଉପଭୋଗ କରିଥିବା ଦେଖିବାକୁ ମିଳିଛି ।

3/5

ତେବେ ହୋଲି ଖେଳ ସମୟର ନିଜର ଏହି ସବୁ ଫଟୋକୁ ସତୀଶ ନିଜେ ସେୟାର କରିଥିଲେ । ଯାହା ଏବେ ତାଙ୍କର ଶେଷ ଫଟୋ ପାଲଟିଛି ।

4/5

ଏହି ଫଟୋ ମାଧ୍ୟମରେ ସତୀଶ ହସ ହସ ସ୍ମୃତି ଛାଡ଼ି ଯାଇଛନ୍ତି । ଯାହା ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ କ୍ଲିକ୍ କରାଇଥିଲେ ।

5/5

ଖୁବଶୀଘ୍ର ସତୀଶ କଙ୍ଗନା ରନାୱତଙ୍କ ଫିଲ୍ମ ‘ଏମରଜେନ୍ସିରେ’ ନଜର ଆସିଥଆନ୍ତି । ଯାହା ଏବେ ତାଙ୍କ ଜୀବନର ଶେଷ ଫିଲ୍ମ ପାଲଟିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link