Stuart Broad Net Worth: ଅବସର ନେଲେ ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ଼, ଜାଣନ୍ତୁ ତାଙ୍କର ନେଟଓ୍ୱର୍ଥ କେତେ; କେତେ ବିଳାସପୂର୍ଣ୍ଣ ତାଙ୍କ ଜୀବନ

ନୂଆଦିଲ୍ଲୀ: ଇଂଲଣ୍ଡ କ୍ରିକେଟ୍ ଦଳର ଅଭିଜ୍ଞ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍ ବର୍ତ୍ତମାନ ଖବରରେ ଅଛନ୍ତି। ସେ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଆସେସ ସିରିଜର ଅନ୍ତିମ ତଥା ପଞ୍ଚମ ଟେଷ୍ଟ ପରେ ବ୍ରଡ କ୍ରିକେଟକୁ ବିଦାୟ ଦେଇଛନ୍ତି। ଭେଟେରାନଙ୍କ ଏହି ଘୋଷଣା କ୍ରିକେଟ୍ ଜଗତକୁ ଥରାଇ ଦେଇଛି। ତେବେ କ୍ରିକେଟର ହେ

ଜୀ ଓଡ଼ିଶା ଡେସ୍କ Mon, 31 Jul 2023-3:36 pm,
1/5

ବ୍ରଡଙ୍କ ନେଟ ଓ୍ୱର୍ଥ ଜାଣିଲେ ଆପଣଙ୍କ ମୁଣ୍ଡ ଘୁରାଇଯିବ। ଖେଲତକ ଅନୁଯାୟୀ ଷ୍ଟୁଆର୍ଟଙ୍କର ନେଟଓ୍ୱର୍ଥ ହେଉଛି ପାଖାପାଖି ୬୯ ମିଲିୟନ ଡଲାର। ରିଅଲ ପ୍ରପର୍ଟିଜ କ୍ଷେତ୍ରରେ ମଧ୍ୟ ଷ୍ଟୁଆର୍ଟ ନିବେଶ କରିଛନ୍ତି। ତେବେ ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ସାମ୍ନାକୁ ଆସିନାହିଁ। 

2/5

ହ୍ୟାରି ଗର୍ନ ଓ ଷ୍ଟୁଆର୍ଟ ମଧ୍ୟ ବ୍ୟବସାୟିକ ସହଯୋଗୀ (Business Partner) ରହିଛନ୍ତି। ଉଭୟ ଏକ ପବ ଚେନ ଚଳାଉଛନ୍ତି ଯାହାର ନାଁ ଟେପ ଆଣ୍ଡ ରନ ରହିଛି।

3/5

ଷ୍ଟୁଆର୍ଟଙ୍କର ବିଳାସପୂର୍ଣ୍ଣ ସୌଖିନ ସଉକ ରହିଛି। ତାଙ୍କ ନିକଟରେ ଏକ କୁ ଆରକ କାର କଲେକ୍ସନ ରହିଛି। 

4/5

ଷ୍ଟୁଆର୍ଟଙ୍କ ନିକଟରେ ଦୃତ ବେଗରେ ଚାଲୁଥିବା କାର ରହିଛି ଯାହାର ଦର ପାଖପାଖି ୬୬.୪ ଲକ୍ଷ୍ୟ ରହିଛି। ଏହା ବ୍ୟତୀତ ତାଙ୍କ ନିକଟରେ ଲ୍ୟାଣ୍ଡ କ୍ରୁଜର ରହିଛି। ଲ୍ୟାଣ୍ଡ କୃଜର ଦାମ ୭୪.୩୭ ଲକ୍ଷ୍ୟ ଟଙ୍କା ରହିଛି। 

5/5

ସେହିପରି ଏକ Mercedes-Benz AMG GT S ରହିଛି ଯାହାର ଦାମ ଦୁଇ କୋଟି ୧୦ ଲକ୍ଷ୍ୟ ଟଙ୍କା।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link