Sunil Shetty Net Worth 2023: ଅଭିନୟରୁ ନୁହେଁ ଏହି ସବୁ କ୍ଷେତ୍ରରୁ କୋଟି କୋଟି ଟଙ୍କା ଇନକମ୍ କରନ୍ତି ସୁନୀଲ୍‌ ସେଟ୍ଟି

Sunil Shetty Net Worth 2023: ବଲିଉଡ଼ ଅଭିନେତା ସୁନୀଲ ସେଟ୍ଟୀ (Sunil Shetty)। ସେ ବଲିଉଡ଼ର ଜଣେ ଆଗଧାଡିର ଅଭିନେତା । ୧୯୯୨ ମସିହାରେ ଫିଲ୍ମ `ବଲଓ୍ବାନ୍`(Balwaan )ରେ ସେ ଡେବ୍ୟୁ କରିଥିଲେ। ହେରାଫେରି, ଫିର୍ ହେରାଫେରି, ମୋହରା , ଭାଇ ଭଳି ଫିଲ୍ମରେ ସେ ଅଭିନୟ କରିଛନ୍ତି।

Fri, 30 Jun 2023-2:46 pm,
1/5

ସେ ସୋସିଆଲ୍ ମିଡିଆରେ ଗୋଟିଏ ଫଟୋ ଅପଲୋଡ କରିବା ପାଇଁ କୋଟି କୋଟି ଟଙ୍କା ନେଇଥାଆନ୍ତି। ଏଥିପାଇଁ ସେ ମାସକୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି।

2/5

କ୍ଲବ୍ ଏଚ୍ ଟୁଓ,  ପପକର୍ଣ୍ଣ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍, ସାଇ ଇଷ୍ଟେଟ୍ ମ୍ୟାନେଜମେଣ୍ଟ ଆଣ୍ତ ସ୍ଲିଲ୍ ଇଣ୍ଟିଚ୍ୟୁଟ୍,  ଏସ୍ ୨ ରିଏଲିଟି ଆଣ୍ତ ଡେବ୍ ପ୍ରାଇଭେଟ୍ ଲିମିଟେଡ୍, ମିସ୍ ସେଫ୍ ଡାଇନିଙ୍ଗ ବାରର  ସୁନୀଲ ସେଟ୍ଟି ମାଲିକ ଅଟନ୍ତି।

3/5

ଆଇଏକ୍ସଆଇଗୋ, କିଙ୍ଗ,ଆକ୍ୟୁଟେନ୍, ମେନ୍ସ ଡଟ୍ ଏବି ର ବ୍ରାଣ୍ତ ଆମ୍ବାସେଡ଼ର ଅଟନ୍ତି।

4/5

ବିରୋଟସ୍, ମେଟାମ୍ୟାନ୍,ଫିଟର ଭଳି ସ୍ଥଂସ୍ଥାରେ ଇନଭେଷ୍ଟମେଣ୍ଟ ମଧ୍ୟ କରିଛନ୍ତି। 

5/5

ରେଞ୍ଜ ରୋଭର ଓ ହମ୍ବରର  ଲକଜୁରୀୟସ୍ କାର୍ ଚଢନ୍ତି ସୁନୀଲ। ଯାହାର ଦାମ୍ ୬ କୋଟିରୁ ଅଧିକ ହେବ । ତେବେ, କହିବାକୁ ଗଲେ ସୁନୀଲଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୨୫ କୋଟି ହେବ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link