10 Famous lake in india ଦେଶର ଏହି ପ୍ରମୁଖ ୧୦ଟି ହ୍ରଦ ବୁଲିଛନ୍ତି କି ?

ଭାରତରେ ଅନେକ ସୁନ୍ଦର ହ୍ରଦ ରହିଛି ଯାହାକୁ ଦେଖିବା ପାଇଁ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ଯଦି ଆପଣ ଏହି ସବୁ ହ୍ରଦକୁ ବୁଲିବାକୁ ଯିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କୁ ସେହି ସବୁ ହ୍ରଦ ବିଷୟରେ କହିବୁ ଯେଉଁଠାକୁ ଆପଣ ଥରୁଟିଏ ବୁଲି ଆସନ୍ତୁ। ଏଠାରେ କେତେକ ମଧୁର ଜଳ ହ୍ରଦ ଏବଂ ଭାରତର ଉଜ୍ଜ୍ୱଳ ଜଳ ହ୍ରଦ ଉପରେ ନଜ

Thu, 20 Jul 2023-7:07 pm,
1/9

ଜମ୍ମୁ କାଶ୍ମୀରର ଅନ୍ୟତମ ହ୍ରଦ ହେଉଛି ଉଲ୍ଲାର ହ୍ରଦ। ଏହା ସମଗ୍ର ଏସିଆରେ ଫ୍ରେସ ଓ୍ୱାଟର ଲେକ ଭାବେ ପରିଚିତ। 

Also Read: ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ ହେଲା ୫୪ ତମ ଓଡ଼ିଶା ସୋସାଇଟି ଅଫ୍ ଆମେରିକା (OSA) ସମ୍ମିଳନୀ

2/9

ଦକ୍ଷିଣ ଭାରତର ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ କେରଳରେ ଥିବା ଭେମବନାଦ ହ୍ରଦ ମଧ୍ୟ ପର୍ଯ୍ୟଟଙ୍କ ପ୍ରମୁଖ ପସନ୍ଦ ହୋଇଥାଏ। 

Also Read: ମଣିପୁରରେ ମହିଳାଙ୍କ ଭାଇରାଲ ଭିଡିଓ ମାମଲାରେ ବଡ଼ ଆକ୍ସନ, ମୁଖ୍ୟ ଅଭିଯୁକ୍ତ ଗିରଫ, ଜାଣନ୍ତୁ ପୂରା ମାମଲା

3/9

ମଧ୍ୟପ୍ରଦେଶରେ ରହିଥିବା ଭୋଜତାଲ ହ୍ରଦକୁ ବୁଲିବାକୁ ବର୍ଷ ତମାମ ଲୋକଙ୍କ ଭିଡ଼ ଲାଗି ରହିଥାଏ। 

4/9

ରାଜସ୍ଥାନର ପୁଷ୍କର ହ୍ରଦ ମଧ୍ୟ ବର୍ଷ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଥାଏ। 

5/9

ମଣିପୁରର ଲୋକତକ ହ୍ରଦ ମଧ୍ୟ ଉତ୍ତର ପୂର୍ବ ଭାରତର ଏକ ପ୍ରମୁଖ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର। ଏଠାରେ ଥିବା କିବୁଲ ମାଲଜାଓ ଜାତୀୟ ଉଦ୍ୟାନ ଯାହା ସମଗ୍ର ବିଶ୍ୱର ଏକମାତ୍ର ଭାସମାନ ଉଦ୍ୟାନ ଠାରେ ପର୍ଯ୍ୟଟକଙ୍କ ବର୍ଷ ତମାମ ଭିଡ଼ ଲାଗି ରହିଥାଏ। 

6/9

ସିକ୍କିମରେ ଥିବା ଗୁରୁଡୋଙ୍ଗମାର ହ୍ରଦ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଛି। ଏଠାକୁ ମଧ୍ୟ ଆପଣ ବୁଲିବାକୁ ଯାଇପାରନ୍ତି। 

7/9

କଶ୍ମୀରରେ ଥିବା ଡାଲ ହ୍ରଦ ବିଶ୍ୱ ବିଖ୍ୟାତ। ବର୍ଷ ତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ବିଶେଷ କରି ଏହି ହ୍ରଦରେ ଚାଲୁଥିବା ବୋଟ ହାଉସ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଥାଏ। 

8/9

ସେହିପରି ଓଡ଼ିଶାର ଚିଲିକା ଲବଣ ହ୍ରଦ ଭାବେ ବିଶ୍ୱ ବିଖ୍ୟାତ। ବର୍ଷ ତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। 

9/9

ତାଲିକାର ପ୍ରଥମେ ରହିଛି ଭିମତାଲ ହ୍ରଦ। ଯାହା ଉତ୍ତରାଖଣ୍ଡରେ ରହିଛି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link