Top 8 Hanuman Temple: ରାଜ୍ୟର ପ୍ରସିଦ୍ଧ ସୁନ୍ଦର ହନୁମାନ ମନ୍ଦିର, ପ୍ରଭୁଙ୍କ ଦର୍ଶନ କଲେ ପୂର୍ଣ୍ଣ ହୁଏ ସବୁ ଇଚ୍ଛା

Top 8 Hanuman Temple: ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ଶ୍ରୀ ହନୁମାନଙ୍କୁ କଳିଯୁଗର ପ୍ରତ୍ୟକ୍ଷ ଦେବତା ବୋଲି ବିବେଚନା କରାଯାଏ। ପ୍ରଭୁ ଶ୍ରୀ ହନୁମାନ ନିଜ ଭକ୍ତର ସମସ୍ତ କଷ୍ଟ ଦୂର କରିଥାନ୍ତି। ତାଙ୍କ କୃପାରୁ ବ୍ୟକ୍ତିଙ୍କର କେବେ ବି ଅର୍ଥର ଅଭାବ ହୁଏ ନାହିଁ। ଯଦି ଆପଣ ସବୁବେଳେ ଆର୍ଥିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି, କାମ ହେଉ ହେଉ ବନ୍ଦ ହୋଇଯାଉଛି, ସମାଜରେ ସମ୍ମାନ ମିଳୁନାହିଁ କି ବାରମ୍ବାର ଅନିଷ୍ଟ ହେଉଛି। ତେବେ ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ଦିନ ହନୁମାନ ଚାଳିଶା ପାଠ କରିପାରିବେ। ଏହାସହ ମଙ୍ଗଳବାରକୁ ବିଶେଷ କରି ପ୍ରଭୁ ଶ୍ରୀ ହନୁମାନଙ୍କର ଦିନ ବୋଲି କୁହାଯାଇଛି। ଏହି ଦିନ ହନୁମାନ ଚାଳିଶା ପାଠ କଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ହେଲେ ଆପଣ ଜାଣନ୍ତି କି, ରାଜ୍ୟର ଏହି ସୁନ୍ଦର ୮ଟି ହନୁମାନ ମନ୍ଦିର ବିଷୟରେ...ବିଶ୍ୱାସ ରହିଛି ଯେ, ଏଠାକୁ ଯାଇ ପ୍ରଭୁଙ୍କ ଦର୍ଶନ କଲେ ସବୁ ମନୋକାମନା ପୂର୍ଣ୍ଣ ହୋଇଥାଏ।

Rashmita Sahoo Dec 25, 2024, 19:26 PM IST
1/8

ବେଡ଼ି ହନୁମାନ (ପୁରୀ) 

2/8

ହନୁମାନ ମନ୍ଦିର- ଦାମନଯୋଡ଼ି(କୋରାପୁଟ)

3/8

ହନୁମାନ ମନ୍ଦିର- ଡ଼ୁମୁରିଆ, (କୋରାପୁଟ)

4/8

ହନୁମାନ ବାଟିକା- (ରାଉରକେଲା, ସୁନ୍ଦରଗଡ଼)

5/8

ହନୁମାନ ମନ୍ଦିର- (ରାଇରଙ୍ଗପୁର, ମୟୂରଭଞ୍ଜ)

6/8

ଗୁପ୍ତ ବୃନ୍ଦାବନ- (ଗୌର ବିହାର, ପୁରୀ)

7/8

ହନୁମାନ ମନ୍ଦିର- (ଭବାନୀପାଟଣା, କଳାହାଣ୍ଡି)

8/8

ଶିରୁଳୀ ମହାବୀର- (ଚନ୍ଦନପୁର, ପିପିଲି)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link