Vastu Tips: କରନ୍ତୁ କେବଳ ଏହି ୫ଟି କାମ, ପାଖ ମାଡି଼ବନି ଦାରିଦ୍ରତା!

Vastu Tips: Vastu Tips: ଧନୀ ହେବାକୁ କିଏ ବା ନ ଚାହେଁ । ଏଭଳି କିଛି ବ୍ୟକ୍ତି ଅଛନ୍ତି । ଯେଉଁମାନେ ଦିନରାତି ପରିଶ୍ରମ କରନ୍ତି ଟଙ୍କା (Moeny) ରୋଜଗାର କରିବା ପାଇଁ । ଟଙ୍କା ରୋଜଗାର କରନ୍ତି । କିନ୍ତୁ ସେମାନଙ୍କ ପାଖରେ ଟଙ୍କା ରୁହେ ନାହିଁ ।

Sat, 17 Jun 2023-11:27 pm,
1/5

ନଡିଆକୁ ଠାକୁରଙ୍କ ଘରେ ରଖିବା ଦ୍ୱାରା ଆଦୌ ଧନର ଅଭାବ ହୋଇନଥାଏ।

 

2/5

ପର୍ସରେ କିମ୍ବା ଆଲମିରାରେ ହଳଦୀ ରଖିବା ଦ୍ୱାରା ଧନର ଅଭାବ ଦୂର ହୋଇ ଧନ ବୃଦ୍ଧି ହୋଇଥାଏ।

 

3/5

ମାନ୍ୟତା ଅନୁଯାୟୀ ପର୍ସରେ ହଳଦୀ ରଖିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କ ମଧ୍ୟ କୃପା ମିଳିଥାଏ।

 

4/5

ଘରର ଦକ୍ଷିଣ-ପୂର୍ବ କୋଣରେ ଦୁବ ଘାସ ଲଗାଇବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏବଂ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ। 

5/5

ବାସ୍ତୁ ଅନୁଯାୟୀ, ଉତ୍ତର ଦିଗ କୁବେରଙ୍କ ଦିଗ। ତେଣୁ ଘରର ଆଲମିରା ଦ୍ୱାର ସର୍ବଦା ଉତ୍ତର ଦିଗକୁ ଖୋଲିବା ଆବଶ୍ୟକ। ଏହି ଉପାୟ କରିବା ଦ୍ୱାରା ମା’ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ରହିଥାଆନ୍ତି। ତାଙ୍କ ଆଶୀର୍ବାଦ ରହିଥାଏ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link