VI Plan: ୨୦୦ ଟଙ୍କାରୁ କମ୍ ପ୍ଲାନରେ ଡାଟା, କଲ ସହ ଦୀର୍ଘ ଦିନର ଭ୍ୟାଲିଡିଟି

ଭୋଡାଫୋନ୍ ଆଇଡିଆ (VI) ଦୁଇଟି ନୂଆ ପ୍ରିପେଡ୍ ଯୋଜନା ଆରମ୍ଭ କରିଛି । ଏହି ଯୋଜନାର ମୂଲ୍ୟ ୧୯୮ ଟଙ୍କା ଓ ୨୦୪ ଟଙ୍କା । ଏହି ଯୋଜନାରେ, ଗ୍ରାହକମାନେ ଦୀର୍ଘଦିନର ବୈଧତା, ଡାଟା ଏବଂ କଲିଂ ଭଳି ଅନେକ ସୁବିଧା ପାଇବେ । ଆସନ୍ତୁ ଏହାର ସମ୍ପୂର୍ଣ୍ଣ ଲାଭ ଜାଣିବା ।

1/6

VI ଏହି ଯୋଜନାଗୁଡ଼ିକୁ କମ୍ବୋ / ବୈଧତା ବର୍ଗରେ ଉପସ୍ଥାପନ କରିଛି । କମ୍ପାନୀର ୧୯୮ ଟଙ୍କା ଯୋଜନା ବିଷୟରେ ଜାଣିବା । ଯେଉଁଥିରେ ଗ୍ରାହକମାନେ ୧୯୮ ଟଙ୍କା ଟକ୍ ଟାଇମ୍ ପାଇବେ । କଲ୍ ପାଇଁ ଗ୍ରାହକଙ୍କୁ ୨.୫ ପଇସା / ସେକେଣ୍ଡ ଚାର୍ଜ କରାଯିବ ।

2/6

Vi ର ୧୯୮ ଟଙ୍କା ଯୋଜନାରେ ଗ୍ରାହକମାନେ ୩୦ ଦିନର ବୈଧତା ପାଇବେ ।  ଏହା ସହିତ ଗ୍ରାହକମାନେ ୫୦୦ MB ଡାଟା ମଧ୍ୟ ପାଇବେ । ଅବଶ୍ୟ, ଏଥିରେ କୌଣସି ଆଉଟ୍ ଗୋଇଙ୍ଗ ସୁବିଧା ମିଳିବ ନାହିଁ ।

3/6

ବର୍ତ୍ତମାନ କମ୍ପାନୀର ୨୦୪ ଟଙ୍କା ଯୋଜନା ବିଷୟରେ ଜାଣିବା। ଏଥିରେ ଗ୍ରାହକମାନେ ୫୦୦ଏମବି ଡାଟା ଓ ୨୦୪ ଟଙ୍କା ସୀମିତ ଟକ ଟାଇମ୍ ପାଇବେ । 

4/6

ଏହି ଯୋଜନାରେ ଗ୍ରାହକମାନେ ୧ ମାସର ବୈଧତା ପାଇବେ । କଲ୍ ପାଇଁ କେବଳ ୨.୫ ପଇସା ସେକେଣ୍ଡକୁ ଚାର୍ଜ କରାଯିବ ।

5/6

VI ର ଏହି ନୂଆ ଯୋଜନା ବର୍ତ୍ତମାନ ମୁମ୍ବାଇ, ଗୁଜୁରାଟ ଓ ଦିଲ୍ଲୀରେ ଉପଲବ୍ଧ ।  ଭବିଷ୍ୟତରେ ୧୯୮ ଓ ୨୦୪ ଟଙ୍କା ପ୍ରିପେଡ୍ ଯୋଜନା ଅନ୍ୟ ରାଜ୍ୟରେ ମଧ୍ୟ ଆରମ୍ଭ ହେବ ବୋଲି ଆଶା କରାଯାଉଛି।

6/6

ଏହି ଯୋଜନା ୧ ଦିନର ବୈଧତା ସହିତ ଆସିଥାଏ ଓ ମଧ୍ୟରାତ୍ରି ୧୨ ରୁ ସକାଳ ୬ ଟା ପର୍ଯ୍ୟନ୍ତ ଅସୀମିତ କଲ ପାଇଁ ଅନୁମତି ଦେଇଥାଏ । ଏହି ଯୋଜନା ସାରା ଦେଶରେ ଉପଲବ୍ଧ । ଭୋଡାଫୋନ ଆଇଡିଆ ନିକଟରେ ଭାରତରେ ୧୭ ଟଙ୍କା ମୂଲ୍ୟର ରିଚାର୍ଜ ପ୍ୟାକେଜ୍ ଦେଇଥିଲା। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link