VK Pandian: ପୁରୀରେ ଭିକେ ପାଣ୍ତିଆନଙ୍କ ରୋଡ ଶୋ`, ଦେଖନ୍ତୁ କିଛି ଝଲକ୍

VK Pandian: ବିଜେଡି ନେତା ଭିକେ ପାଣ୍ତିଆନ୍ ପୁରୀରେ ରୋଡ୍ ସୋ କରିଛନ୍ତି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି। ଦେଖନ୍ତୁ ରୋଡ଼ ଶୋ` ସମୟର କିଛି ଝଲକ୍...

ଜୀ ଓଡ଼ିଶା ଡେସ୍କ Mon, 20 May 2024-9:09 pm,
1/5

ବିଜେଡି ନେତା ଭିକେ ପାଣ୍ତିଆନ୍ ପୁରୀରେ ରୋଡ୍ ସୋ କରିଛନ୍ତି। ଦେଖନ୍ତୁ ରୋଡ଼ ଶୋ' ସମୟର କିଛି ଝଲକ୍...

2/5

ବିଜେଡି ନେତା ଭିକେ ପାଣ୍ତିଆନ୍ ପୁରୀରେ ରୋଡ୍ ସୋ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି। ଭିକେ ପାଣ୍ତିଆନଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଶ ଉତ୍ସାହ ଦେଖିବାକୁ ମିଳିଥିଲା। 

3/5

ସାଢେ ଚାରିକୋଟି ଓଡି଼ଆ ମୁଖ୍ୟମନ୍ତ୍ରୀଙ୍କୁ ଭଲ ପାଆନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଆର୍ଶିବାଦ କରନ୍ତୁ । ବିଧାୟକ ପ୍ରାର୍ଥୀ ଓ ସାସଂଦ ପ୍ରାର୍ଥୀଙ୍କୁ ବିଜୟ କରନ୍ତୁ। ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ବାସ କରନ୍ତି ବୋଲି କହିଛନ୍ତି ବିଜେଡି ନେତା ଭିକେ ପାଣ୍ତିଆନ୍। 

 

4/5

ଆପଣମାନେ ଆର୍ଶିବାଦ କଲେ ପୁରୀ ପାଇଁ ନବୀନ୍ ଅଧିକ କାର୍ଯ୍ୟ ଆହୁରି କରିବେ। 

 

5/5

ମୁଖ୍ୟମନ୍ତ୍ରୀ ଯେଉଁ ଦିନ ଶପଥ ଗ୍ରହଣ କରିବେ । ସେହିଦିନ ପ୍ରଥମେ ବିଜୁଳି ବିଲ୍ ଛାଡ କରିବା ପାଇଁ ଘୋଷଣା କରିବେ। ଏବଂ ଯେଉଁମାନେ Biju Swastya Kalyan Yojana ର କାର୍ଡ଼ ପାଇ ନାହାଁନ୍ତି । ସେମାନଙ୍କୁ ମିଳିବ।  ମିଶନ ଶକ୍ତି ମାଆମାନେ ୬୦ ବର୍ଷ ପରେ ପେନସନ୍ ପାଇବେ ବୋଲି ପୁରୀବାସୀଙ୍କୁ ପ୍ରତିଶ୍ରୃତି ଦେଇଛନ୍ତି ପାଣ୍ତିଆନ୍।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link