Elephant Tusks: କାହିଁକି ଏତେ ମହଙ୍ଗା ହାତୀ ଦାନ୍ତ? ଜାଣନ୍ତୁ ଏଥିରୁ କ`ଣ ହୋଇଥାଏ ପ୍ରସ୍ତୁତ?

why are elephant teeth so expensive: ହାତୀ ଦାନ୍ତରୁ ଅନେକ ଅଳଙ୍କାର ନିର୍ମିତ ହୋଇଥାଏ। ହାତୀଙ୍କୁ ଶିକାର କରାଯିବା ପଛରେ ରହିଥିବା ମୁଖ୍ୟ କାରଣ ହେଉଛି ସେମାନଙ୍କର ଦାନ୍ତ।

Wed, 28 Jun 2023-12:20 am,
1/6

ପିଲାଦିନେ ଆମେ ହାତୀ ଦାନ୍ତର ମୂଲ୍ୟ ବିଷୟରେ ଅନେକ କଥା ଶୁଣିଛେ। ହେଲେ ପ୍ରତ୍ୟେକ ଥର ଯେତେବେଳେ ଆମେ ହାତୀ ଦାନ୍ତ ବିଷୟରେ ଶୁଣୁ, ସେତେବେଳେ ଆମ ମନକୁ ପ୍ରଶ୍ନ ଆସିଥାଏ ଯେ ହାତୀ ଦାନ୍ତ କାହିଁକି ଏତେ ମହଙ୍ଗା? ସବୁଠାରୁ ବଡ କଥା, ବଜାରରେ ଏହାର ଚାହିଦା କଣ ରହିଛି?

2/6

ହାତୀ ଦାନ୍ତ ଅଳଙ୍କାର ତିଆରି ପାଇଁ ବ୍ୟବହୃତ ହୋଇଥାଏ। ବେକରେ ପିନ୍ଧିବା ପାଇଁ ହାର, ହାତରେ ପିନ୍ଧିବା ପାଇଁ ଚୁଡ଼ି ସମେତ ଅନ୍ୟାନ୍ୟ ଅଳଙ୍କାର ଏଥିରୁ ପ୍ରସ୍ତୁତ ହୋଇଥାଏ।

 

3/6

ହାତୀ ଦାନ୍ତ ବହୁତ ମହଙ୍ଗା ହେବା ପଛରେ ରହିଥିବା ସବୁଠାରୁ ବଡ କାରଣ ହେଉଛି ସମାଜର କଥିତ ଉଚ୍ଚ ବର୍ଗର ଲୋକ। ଏହା ଆଭିଜ୍ୟତ୍ୟ ଶ୍ରେଣୀର ଲୋକଙ୍କ ପ୍ରତିଷ୍ଠାର ବିଷୟ। ଏହି କାରଣରୁ ହାତୀ ହାନ୍ତ ବହୁତ ମହଙ୍ଗା  ହୋଇଥାଏ।

4/6

ଆପଣଙ୍କୁ କହି ରଖୁଛୁ ଯେ ପୁରାତନ କାଳରେ ମଧ୍ୟ ରାଜ ପରିବାରର ଲୋକଙ୍କ ମଧ୍ୟରେ ହାତୀ ଦାନ୍ତରୁ ନିର୍ମିତ ଅଳଙ୍କାରର ବହୁତ ଚାହିଦା ରହିଥିଲା। ଅନେକ ବିଶେଷ ସ୍ଥାନରେ ହାତୀ ଦାନ୍ତ ମଧ୍ୟ ସାଧାରଣ ସଂସ୍କୃତିର ଏକ ଅଂଶବିଶେଷ ହୋଇ ରହିଥିଲା।

 

5/6

ହାତୀ ଦାନ୍ତର ଚାହିଦା ମଧ୍ୟ ଧାର୍ମିକ ଏବଂ ଅନ୍ଧବିଶ୍ୱାସ କାରଣରୁ ହୋଇଥାଏ। ଆପଣଙ୍କୁ କହିରଖୁଛୁ ଯେ ହିନ୍ଦୁ ଦେବତା ଶ୍ରୀ ଗଣେଶଙ୍କୁ ହାତୀ ରୂପରେ ଦୃଶ୍ୟମାନ ହୋଇଥାନ୍ତି। ଯେଉଁଥିରେ ହାତୀ ଦାନ୍ତ ବାହାରକୁ ବାହାରି ଥିବାର ଦେଖାଯାଏ।

6/6

ଆଇନଗତ ଦୃଷ୍ଟିକୋଣରୁ ହାତୀ ଦାନ୍ତ କାରବାର ହେଉଛି ବେଆଇନ। ଏହା ସହ ଜଡିତ ବ୍ୟବସାୟ କରିବା ଉପରେ, ବନ୍ୟଜନ୍ତୁ ସୁରକ୍ଷା ଆଇନ ଧାରା ୯ ଅଧୀନରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ।

 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link