BJP Candidate List: ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୧୧୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି ବା ବିଜେପି। ଆସନ୍ତୁ ନଜର ପକାଇବା କିଏ କେଉଁ ଆସନରେ ପ୍ରାର୍ଥୀ ହୋଇଛନ୍ତି...

 

ପଦ୍ମପୁର : ଗୋବର୍ଦ୍ଧନ ଭୋଇ

ବିଜେପୁର : ସନତ ଗଡତିଆ

ବରଗଡ : ଅଶ୍ୱିନ କୁମାର ଷଡ଼ଙ୍ଗୀ

ଅତାବିରା : ନିହାର ରଞ୍ଜନ ମହାନନ୍ଦ

ଭଟଲି : ଇରାଶିଷ ଆଚାର୍ଯ୍ୟ

ବ୍ରଜରାଜନଗର : ସୁରେଶ ପୂଜାରୀ

ଝାରସୁଗୁଡ଼ା : ଟଙ୍କଧର ତ୍ରିପାଠୀ

ତଳସରା :ଭବାନୀ ଶଙ୍କର ଭୋଇ

ସୁନ୍ଦରଗଡ଼ :କୁସୁମ ଟେଟେ

ବୀରମିତ୍ରପୁର : ଶଙ୍କର ଓରାମ

ରଘୁନାଥପାଲି :ଦୁର୍ଗାଚରଣ ତନ୍ତୀ

ରାଜଗାଙ୍ଗପୁର :ନରସିଂହପୁର ମିଞ୍ଜ

ବଣାଇ :ସେବତୀ ନାୟକ

କୁଚିଣ୍ଡା :ରବିନାରାୟଣ ନାଏକ

ରେଙ୍ଗାଲି :ନାଉରୀ ନାୟକ

ସମ୍ବଲପୁର :ଜୟନାରାୟଣ ମିଶ୍ର

ରେଢାଖୋଲ :ଦେବନାରାୟଣ ମିଶ୍ର

ଦେଓଗଡ଼ :ସୁବାଷ ଚନ୍ଦ୍ର ପାଣିଗ୍ରାହୀ

ଆନନ୍ଦପୁର :ମୋହନ ଚରଣ ମାଝୀ

ଯଶିପୁର :ଗଣେଶ ରାମ ସିଂ ଖୁଣ୍ଟିଆ

ଉଦଳା :ଭାଷ୍କର ମଢେଇ

ବଡ଼ସାହି :ସନାତନ ବିଜୁଳି

ବାରିପଦା :ପ୍ରକାଶ ସୋରେନ

ମୋରଡ଼ା :କୃଷ୍ଣଚନ୍ଦ୍ର ମହାପାତ୍ର

ଜଳେଶ୍ୱର :ବ୍ରଜ ପ୍ରଧାନ

ବାଲେଶ୍ୱର :ମାନସ କୁମାର ଦତ୍ତ

ରେମୁଣା :ଗୋବିନ୍ଦ ଚନ୍ଦ୍ର ଦାସ

ସୋରୋ :ରାଜେନ୍ଦ୍ର ଦାସ

ସିମୁଳିଆ :ପଦ୍ମଲୋଚନ ପଣ୍ଡା

ଭଦ୍ରକ :ସିତାଂଶୁ ଶେଖର ମହାପାତ୍ର

ଧାମନଗର :ସୂର୍ଯ୍ୟବଂଶୀ ସୁରଜ

ଚାନ୍ଦବାଲି :ମନମୋହନ ସାମଲ

ବିଞ୍ଝାରପୁର :ବବିତା ମଲ୍ଲିକ

ବଡଚଣା :ସ୍ମୃତିରେଖା ପହି

ଯାଜପୁର :ଗୌତମ ରାୟ

କୋରେଇ :ଆକାଶ ଦାସ ନାୟକ

ସୁକିନ୍ଦା :ପ୍ରଦୀପ ବଳସାମନ୍ତ

ଢେଙ୍କାନାଳ :କୃଷ୍ଣଚନ୍ଦ୍ର ପାତ୍ର

କାମାକ୍ଷାନଗର :ଶତୃଘ୍ନ ଜେନା

ପରଜଙ୍ଗ :ବିଭୁତି ଭୁଷଣ ପ୍ରଧାନ

ପାଳଲହଡ଼ା :ଅଶୋକ ମହାନ୍ତି

ତାଳଚେର :କାଳନ୍ଦୀ ସାମଲ

ଅନୁଗୋଳ :ପ୍ରତାପ ଚନ୍ଦ୍ର ପ୍ରଧାନ

ଛେଣ୍ଡିପଦା :ଅଗସ୍ତୀ ବେହେରା

ଆଠମଲ୍ଲିକ :ସଞ୍ଜୀବ ସାହୁ

ବୀରମହାରାଜପୁର :ରଘୁନାଥ ଜଗଦଲା

ସୋନପୁର :ପ୍ରମୋଦ ମହାପାତ୍ର

ଲୋଇସିଂହା :ମୁକେଶ ମହାଲିଙ୍ଗ

ପାଟଣାଗଡ଼ :କନକବର୍ଦ୍ଧନ ସିଂହ ଦେଓ

ବଲାଙ୍ଗୀର :ଗୋପାଳଜୀ ପାଣିଗ୍ରାହୀ

ଟିଟିଲାଗଡ଼ :ନବୀନ ଜୈନ

କଣ୍ଟାବାଞ୍ଝୀ :ଲକ୍ଷ୍ମଣ ବାଗ

ନୂଆପଡ଼ା :ଅଭିନନ୍ଦନ କୁମାର ପଣ୍ଡା

ଖରିଆର :ହିତେଶ ବଗର୍ତ୍ତି

ଉମରକୋଟ :ନିତ୍ୟାନନ୍ଦ ଗୋଣ୍ଡ

ନବରଙ୍ଗପୁର :ଗୌରୀ ଶଙ୍କର ମାଝୀ

ଲାଞ୍ଜିଗଡ଼ :ରମେଶ ଚନ୍ଦ୍ର ମାଝୀ

ଜୁନାଗଡ଼ :ମନୋଜ କୁମାର ମେହେର

ଧର୍ମଗଡ଼ :ସୁଧୀର ପାଟଯୋଶୀ

ଭବାନୀପାଟଣା :ପ୍ରଦୀପ୍ତ କୁମାର ନାଏକ

ନର୍ଲ୍ଲା :ଅନିରୁଦ୍ଧ ପ୍ରଧାନ

ବାଲିଗୁଡ଼ା :କଳ୍ପନା କୁମାର କହଁର

ଜି ଉଦୟଗିରି :ମାନଗୋବିନ୍ଦ ପ୍ରଧାନ

ଫୁଲବାଣୀ :ଉମାଚରଣ ମଲ୍ଲିକ

କଣ୍ଟାମାଳ :କହ୍ନାଇ ଚରଣ ଡାଙ୍ଗା

ବୌଦ୍ଧ :ସରୋଜ ପ୍ରଧାନ

ବଡମ୍ବା :ସମ୍ବିତ ତ୍ରିପାଠୀ

ବାଙ୍କୀ :ତୁଷାରକାନ୍ତ ଚକ୍ରବର୍ତ୍ତି

ଆଠଗଡ଼ :ଅଭୟ କୁମାର ବାରିକ

ଚୌଦ୍ୱାର-କଟକ :ନୟନ କିଶୋର ମହାନ୍ତି

ନିଆଳୀ :ଛବି ମଲ୍ଲିକ

କଟକ ସଦର :ପ୍ରକାଶ ସେଠୀ

ମାହାଙ୍ଗା :ସୁମନ୍ତ କୁମାର ଘଡେଇ

ପାଟକୁରା :ତେଜେଶ୍ୱର ପରିଡ଼ା

ଆଳି :କୃଷ୍ଣଚନ୍ଦ୍ର ପଣ୍ଡା

ମହାକାଳପଡ଼ା :ଡ. ଦୁର୍ଗାପ୍ରସନ୍ନ ନାୟକ

ପାରାଦୀପ :ସମ୍ପଦ କୁମାର ସ୍ୱାଇଁ

ତିର୍ତ୍ତୋଲ :ରାଜକିଶୋର ବେହେରା

ନିମାପଡ଼ା :ପ୍ରଭାତୀ ପରିଡ଼ା

ପୁରୀ :ଜୟନ୍ତ ଷଡ଼ଙ୍ଗୀ

ବ୍ରହ୍ମଗିରି :ଉପାସନା ମହାପାତ୍ର

ସତ୍ୟବାଦୀ :ଓମପ୍ରକାଶ ମିଶ୍ର

ପିପିଲି :ଆଶ୍ରିତ ପଟ୍ଟନାୟକ

ଜୟଦେବ :ଅରବିନ୍ଦ ଢାଲି

ଭୁବନେଶ୍ୱର(ମଧ୍ୟ) :ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର (ଉତ୍ତର):ପ୍ରିୟଦର୍ଶୀ ମିଶ୍ର

ଏକାମ୍ର ଭୁବନେଶ୍ୱର :ବାବୁ ସିଂହ

ଜଟଣୀ: ବିଶ୍ୱରଞ୍ଜନ ବଡ଼ଜେନା

ଚିଲିକା :ପୃଥ୍ୱରାଜ ହରିଚନ୍ଦନ

ରଣପୁର ତାପସ କୁମାର ମାର୍ଥା

ଖଣ୍ଡପଡ଼ା :ଦୁଷ୍ମନ୍ତ ସ୍ୱାଇଁ

ଦଶପଲ୍ଲା :ରାଘବ ମଲ୍ଲିକ

ନୟାଗଡ଼ :ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ

ଭଞ୍ଜନଗର :ପ୍ରଦ୍ୟମ୍ନ କୁମାର ନାୟକ

ପୋଲସରା :ଗୋକୁଳାନନ୍ଦ ମଲ୍ଲିକ

କବିସୂର୍ଯ୍ୟନଗର :ପ୍ରତାପ ଚନ୍ଦ୍ର ନାୟକ

ଖଲିକୋଟ :ପୂର୍ଣ୍ଣଚନ୍ଦ୍ର ସେଠୀ

ଛତ୍ରପୁର :କୃଷ୍ଣଚନ୍ଦ୍ର ନାୟକ

ଆସ୍କା :ସରୋଜ କୁମାର ପାଢୀ

ସୋରଡା :ନିଳମଣୀ ବିଶୋୟୀ

ହିଞ୍ଜିଳି :ଶିଶିର ମିଶ୍ର

ଗୋପାଳପୁର :ବିଭୁତି ଭୂଷଣ ଜେନା

ବ୍ରହ୍ମପୁର :କେ ଅନୀଲ କୁମାର

ଦିଗପହଣ୍ଡି :ସିଦ୍ଧାନ୍ତ ମହାପାତ୍ର

ଚିକିଟି :ମନୋରଞ୍ଜନ ଦିଆନ ସାମନ୍ତରାୟ

ପାରଳାଖେମୁଣ୍ଡି :କେ ନାରାୟଣ ରାଓ

ଗୁଣୁପୁରୁ :ତ୍ରିନାଥ ଗମାଙ୍ଗ

କୋରାପୁଟ :ରଘୁରାମ ମାଛ

ପଟାଙ୍ଗୀ :ଚୈତନ୍ୟ ହନ୍ତାଳ

ମାଲକାନଗିରି :ନରସିଂହ ମାଡକାମୀ