ଲକ୍ଷ୍ନୌ: ମାର୍ଚ୍ଚ ୨୫ ତାରିଖ ଶୁକ୍ରବାର ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟନାଥ। ମାର୍ଚ୍ଚ ୨୪ ତାରିଖ ଗୁରୁବାର ରାଜଧାନୀ ଲକ୍ଷ୍ନୌ ଠାରେ ଅନୁଷ୍ଠିତ ହୋଇଥିବା ବୈଠକରେ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି ସେ। ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ ପାଳି ସରକାରରେ କିଏ ହେବେ ମନ୍ତ୍ରୀ କାହାର ଆସିଯାଇଛି ଏକ ତାଲିକା। ଏଥିର ମହିଳାଙ୍କୁ ୧୦ ପ୍ରତିଶତରୁ ଅଧିକ ପ୍ରତିନିଧିତ୍ୱ ମିଳିପାରେ।


COMMERCIAL BREAK
SCROLL TO CONTINUE READING

ଯୋଗୀଙ୍କ ଦ୍ୱିତୀୟ ପାଳି ସରକାରରେ ୨ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇପାରେ। ଏଥର କେଶବ ପ୍ରସାଦ ମୌର୍ଯ୍ୟଙ୍କ ସହ ବ୍ରଜେଶ ପାଠକ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ପ୍ରଥମ ପାଳି ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ଦୀନେଶ ଶର୍ମାଙ୍କୁ ଏଥର ଏହି ପଦ ମିଳିବ ନାହିଁ।


ଯୋଗୀ କ୍ୟାବିନେଟରେ ସମ୍ଭାବ୍ୟ ମନ୍ତ୍ରୀଙ୍କ ତାଲିକାରେ ପ୍ରାୟ ୧୨ ପ୍ରତିଶତ ମନ୍ତ୍ରୀ ପଦବୀ ମହିଳାଙ୍କୁ ଦିଆଯାଉଛି। ଏଥର ୬ ଜଣଙ୍କୁ ମନ୍ତ୍ରୀ ପଦ ମିଳିପାରେ। ସେମାନଙ୍କ ମଧ୍ୟରୁ ୪ ଜଣ କ୍ୟାବିନେଟ୍, ଜଣେ ରାଷ୍ଟ୍ରମନ୍ତ୍ରୀ ସ୍ୱାଧିନ ଦାୟିତ୍ୱ ଏବଂ ଅନ୍ୟ ଜଣଙ୍କୁ ଜଣ ରାଷ୍ଟ୍ରମନ୍ତ୍ରୀ ପହ ମିଳିବ। 


ସମ୍ଭାବିତ ମହିଳା ମନ୍ତ୍ରୀ


  • ବେବିରାଣୀ ମୌର୍ଯ୍ୟ

  • ଅଦିତି ସିଂହ

  • ସରିତା ଭଦୌରିଆ

  • ଅପର୍ଣ୍ଣା ଯାଦବ

  • ଡକ୍ଚର ସୁରଭି

  • କେତକୀ ସିଂହ



ସମ୍ଭାବିତ ମନ୍ତ୍ରୀମଣ୍ଡଳ


  • ଜୟଦେବ ସିଂହ

  • ଅନୁପ ପ୍ରଧାନ

  • ଜେପିଏସ ରାଠୌଡ଼ଟ

  • ସଞ୍ଜୀବ ଗୌଡ଼

  • ବୃଜେଶ ସିଂହ

  • ସଞ୍ଜୟ ନିଷାଦ

  • ଅସୀମ ଅରୁଣ

  • ଆଶୀଷ ପଟେଲ

  • ସଞ୍ଜୟ ନିଷାଦ

  • କେଶବ ପ୍ରସାଦ ମୌର୍ଯ୍ୟ

  • ବେବି ରାଣୀ ମୌର୍ଯ୍ୟ

  • ସ୍ୱତନ୍ତ୍ର ଦେବ ସିଂହ

  • ନୀତିନ ଅଗ୍ରୱାଲ

  • ରାକେଶ ରାଠୌଡ଼

  • ବିଜୟ ଲକ୍ଷ୍ମୀ ଗୌତମ

  • ପ୍ରମିଳା ପାଣ୍ଡେ

  • ରାମ ନରେଶ ଅଗ୍ନିହୋତ୍ରୀ

  • ପୂରନ ପ୍ରକାଶ

  • ସୁରେଶ ରାହି

  • କେପି ମଲ୍ଲିକ

  • ସଞ୍ଜୟ ଗଙ୍ଗୱାର

  • ଡ.ଅରୁଣ କୁମାର

  • ଯୋଗେନ୍ଦ୍ର ଉପାଧ୍ୟାୟ

  • ପ୍ରେମ ପାଲ

  • ବଳଦେବ ଔଲାଖ

  • ପୁରନ ସିଂହ ଜାଟବ

  • ନରେନ୍ଦ୍ର କଶ୍ୟପ

  • ସଲିଲ ବିଷ୍ଣୋୟୀ

  • ଲକ୍ଷ୍ମୀ ନାରାୟଣ ଚୌଧୁରୀ

  • ଗିରୀଶ ଯାଦବ

  • ସତୀଶ ଶର୍ମା

  • ଦାନିଶ ଆଜାଦ୍ 

  • ଲକ୍ଷ୍ମୀ ନାରାୟଣ ଚୌଧୁରୀ

  • ଜିତିନ୍ ପ୍ରସାଦ

  • ସନ୍ଦୀପ ସିଂହ


ଦ୍ୱିତୀୟ ପାଳି ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର ଏବଂ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ସମାରୋହ ରାଜଧାନୀ ମାର୍ଚ୍ଚ ୨୫ ତାରିଖ ଶୁକ୍ରବାର ଲକ୍ଷ୍ନୌସ୍ଥିତ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ। ଏଥର ରାଜ୍ୟର ଜାତିଗତ ଏବଂ କ୍ଷେତ୍ରଗତ  ସମୀକରଣ ଏବଂ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦ୍ୱିତୀୟ ପାଳି ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି ବିଜେପି।   


Also Read: Second Yogi Cabinet: ଶପଥ ଗ୍ରହଣ ପୂର୍ବରୁ ସାମ୍ନାକୁ ଆସିଲା ସମ୍ଭାବିତ ମନ୍ତ୍ରୀମଣ୍ଡଳ ତାଲିକା


ଦ୍ୱିତୀୟ ପାଳିରୁ ବାଦ ପଡୁଥିବା ପ୍ରଥମ ପାଳି ମନ୍ତ୍ରୀମଣ୍ଡଳର ମନ୍ତ୍ରୀ (ସମ୍ଭାବିତ)


  • ଡ.ଦୀନେଶ ଶର୍ମା

  • ନୀଳକଣ୍ଠ ତିୱାରୀ 

  • ସିଦ୍ଧାର୍ଥ ନାଥ ସିଂହ

  • ଶ୍ରୀକାନ୍ତ ଶର୍ମା

  • ଡକ୍ଟର ମହେନ୍ଦ୍ର ସିଂହ

  • ସତୀଶ ମହାନା

  • ଜୟ ପ୍ରତାପ ସିଂହ

  • ମୋହସିନ ରାଜା