India vs Afghanistan: ୮ ୱିକେଟ୍ ରେ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ
India vs Afghanistan Match Result: ଅକ୍ଟୋବର ୧୧ ତାରିଖ ବୁଧବାର ଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଆଫଗାନିସ୍ତାନ ଦଳକୁ ୮ ୱିକେଟ୍ ବ୍ୟବଧାନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଚଳିତ କ୍ରିକେଟ ବିଶ୍ୱକପ୍ ମୁକାବିଲାରେ ଏହା ହେଉଛି ଲଗାତାର ଦ୍ୱିତୀୟ ବିଜୟ। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୫୦ ଓଭର ରେ ୮ ୱିକଟେ ହରାଇ ୨୭୨ ରନ୍ ସଂଗ୍ରହ କରିଥିଲା। ୨୭୩ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ୫୦ ଓଭର ରେ ୨ ୱିକଟେ ହରାଇ ୨୭୩ ରନ୍ ସଂଗ୍ରହ କରିଥିଲା।
India vs Afghanistan Match Result: ଅକ୍ଟୋବର ୧୧ ତାରିଖ ବୁଧବାର ଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଆଫଗାନିସ୍ତାନ ଦଳକୁ ୮ ୱିକେଟ୍ ବ୍ୟବଧାନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଚଳିତ କ୍ରିକେଟ ବିଶ୍ୱକପ୍ ମୁକାବିଲାରେ ଏହା ହେଉଛି ଲଗାତାର ଦ୍ୱିତୀୟ ବିଜୟ। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୫୦ ଓଭର ରେ ୮ ୱିକଟେ ହରାଇ ୨୭୨ ରନ୍ ସଂଗ୍ରହ କରିଥିଲା। ଆଫଗାନିସ୍ତାନ ପକ୍ଷରୁ ହାଶମାତୁଲ୍ଲା ଶାହିଦି ୮୦ ଏବଂ ଆଜମାତୁଲ୍ଲା ଓମରଜାଇ ୬୨ ରନ୍ ସଂଗ୍ରହ କରିଥିଲେ। ସେହିପରି ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୪, ହାର୍ଦ୍ଦିକ ପାଣ୍ଡ୍ୟା ୨, ଶାର୍ଦ୍ଦୁଳ ଠାକୁର ଓ କୁଳଦୀପ ଯାଦବ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ। ୨୭୩ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ୫୦ ଓଭର ରେ ୨ ୱିକଟେ ହରାଇ ୨୭୩ ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଧୂଆଁଧାର ଶତକ (୧୩୧) ହାସଲ କରିଥିଲେ। ଅନ୍ୟପଟେ ବିରାଟ କୋହଲି ୫୫, ଇସାନ କିଶନ ୪୭, ଶ୍ରେୟାସ ଆୟାର ୨୫ ରନ୍ ସ୍କୋର କରିଥିଲେ। ଆଫଗାନିସ୍ତାନ ପକ୍ଷରୁ ରସିଦ ଖାନ ଦୁଇଟି ୱିକେଟ ନେଇଥିଲେ।
ଆଜିର Live Blog ଏଠାରେ ସାମାପ୍ତ କରୁଛୁ। ଶୁଭରାତ୍ରୀ
नवीनतम अद्यतन
ଭାରତ: 273/2
ବ୍ୟାଟସମ୍ୟାନ
ବିରାଟ କୋହଲି: 55
ଶ୍ରେୟାସ ଆୟାର: 25ଆଫଗାନିସ୍ତାନ
ବୋଲର: ଆଜମାତୁଲ୍ଲା ଓମରଜାଇ୩୫ ତମ ଓଭର
Runs Scored: 12
4 0 1 1 2 4ଶେଷ ୱିକେଟ
ରୋହିତ ଶର୍ମା: ୧୩୧ଭାରତ: 261/2
ବ୍ୟାଟସମ୍ୟାନ
ବିରାଟ କୋହଲି: 44
ଶ୍ରେୟାସ ଆୟାର: 24ଆଫଗାନିସ୍ତାନ
ବୋଲର: ଫଜଲ ଫାରୁକି୩୪ ତମ ଓଭର
Runs Scored: 6
1 0 0 1 4 0ଶେଷ ୱିକେଟ
ରୋହିତ ଶର୍ମା: ୧୩୧
ଭାରତ: 255/2
ବ୍ୟାଟସମ୍ୟାନ
ବିରାଟ କୋହଲି: 43
ଶ୍ରେୟାସ ଆୟାର: 19ଆଫଗାନିସ୍ତାନ
ବୋଲର: ମୁଜୀବ ଉର ରେହମାନ୩୩ ତମ ଓଭର
Runs Scored: 11
6 1 2 1 1 0ଶେଷ ୱିକେଟ
ରୋହିତ ଶର୍ମା: ୧୩୧ଭାରତ: 244/2
ବ୍ୟାଟସମ୍ୟାନ
ବିରାଟ କୋହଲି: 40
ଶ୍ରେୟାସ ଆୟାର: 11ଆଫଗାନିସ୍ତାନ
ବୋଲର: ଫଜଲ ଫାରୁକି୩୨ ତମ ଓଭର
Runs Scored: 5
1 0 1 1 1 1ଶେଷ ୱିକେଟ
ରୋହିତ ଶର୍ମା: ୧୩୧ଭାରତ: 239/2
ବ୍ୟାଟସମ୍ୟାନ
ବିରାଟ କୋହଲି: 38
ଶ୍ରେୟାସ ଆୟାର: 08ଆଫଗାନିସ୍ତାନ
ବୋଲର: ମୁଜୀବ ଉର ରେହମାନ୩୧ ତମ ଓଭର
Runs Scored: 2
1 0 1 0 0 0ଶେଷ ୱିକେଟ
ରୋହିତ ଶର୍ମା: ୧୩୧ଭାରତ: 237/2
ବ୍ୟାଟସମ୍ୟାନ
ବିରାଟ କୋହଲି: 37
ଶ୍ରେୟାସ ଆୟାର: 07ଆଫଗାନିସ୍ତାନ
ବୋଲର: ରସିଦ ଖାନ୩୦ ତମ ଓଭର
Runs Scored: 5
1 1 1 0 1 1ଶେଷ ୱିକେଟ
ରୋହିତ ଶର୍ମା: ୧୩୧ଭାରତ: 232/2
ବ୍ୟାଟସମ୍ୟାନ
ବିରାଟ କୋହଲି: 34
ଶ୍ରେୟାସ ଆୟାର: 05ଆଫଗାନିସ୍ତାନ
ବୋଲର: ମୁଜୀବ ଉର ରେହମାନ୨୯ ତମ ଓଭର
Runs Scored: 11
1 0 1 Wd5 2 1 Wd 0ଶେଷ ୱିକେଟ
ରୋହିତ ଶର୍ମା: ୧୩୧ଭାରତ: 221/2
ବ୍ୟାଟସମ୍ୟାନ
ବିରାଟ କୋହଲି: 30
ଶ୍ରେୟାସ ଆୟାର: 04ଆଫଗାନିସ୍ତାନ
ବୋଲର: ରସିଦ ଖାନ୨୮ ତମ ଓଭର
Runs Scored: 9
1 1 4 0 1 2ଶେଷ ୱିକେଟ
ରୋହିତ ଶର୍ମା: ୧୩୧
ଭାରତ: 212/2
ବ୍ୟାଟସମ୍ୟାନ
ବିରାଟ କୋହଲି: 24
ଶ୍ରେୟାସ ଆୟାର: 01ଆଫଗାନିସ୍ତାନ
ବୋଲର: ଆଜମାତୁଲ୍ଲା ଓମରଜାଇ୨୭ ତମ ଓଭର
Runs Scored: 5
4 0 0 1 0 0ଶେଷ ୱିକେଟ
ରୋହିତ ଶର୍ମା: ୧୩୧
ଭାରତ: 207/2
ବ୍ୟାଟସମ୍ୟାନ
ବିରାଟ କୋହଲି: 19
ଶ୍ରେୟାସ ଆୟାର: 01ଆଫଗାନିସ୍ତାନ
ବୋଲର: ରସିଦ ଖାନ୨୬ ତମ ଓଭର
Runs Scored: 5
1 1 1 W 1 1ଶେଷ ୱିକେଟ
ରୋହିତ ଶର୍ମା: ୧୩୧ଭାରତ: 202/1
ବ୍ୟାଟସମ୍ୟାନ
ରୋହିତ ଶର୍ମା: 130
ବିରାଟ କୋହଲି: 16ଆଫଗାନିସ୍ତାନ
ବୋଲର: ଆଜମାତୁଲ୍ଲା ଓମରଜାଇ୨୫ ତମ ଓଭର
Runs Scored: 5
0 4 0 0 1 0ଶେଷ ୱିକେଟ
ଇସାନ କିଶନ: 47
ଭାରତ: 197/1
ବ୍ୟାଟସମ୍ୟାନ
ରୋହିତ ଶର୍ମା: 130
ବିରାଟ କୋହଲି: 11ଆଫଗାନିସ୍ତାନ
ବୋଲର: ନବୀନ ଉଲ ହକ୍୨୪ ତମ ଓଭର
Runs Scored: 3
0 0 1 1 0 1ଶେଷ ୱିକେଟ
ଇସାନ କିଶନ: 47ଭାରତ: 193/1
ବ୍ୟାଟସମ୍ୟାନ
ରୋହିତ ଶର୍ମା: 130
ବିରାଟ କୋହଲି: 08ଆଫଗାନିସ୍ତାନ
ବୋଲର: ରସିଦ ଖାନ୨୩ ତମ ଓଭର
Runs Scored: 15
4 4 6 0 1 0ଶେଷ ୱିକେଟ
ଇସାନ କିଶନ: 47
ଭାରତ: 178/1
ବ୍ୟାଟସମ୍ୟାନ
ରୋହିତ ଶର୍ମା: 115
ବିରାଟ କୋହଲି: 08ଆଫଗାନିସ୍ତାନ
ବୋଲର: ନବୀନ ଉଲ ହକ୍୨୨ ତମ ଓଭର
Runs Scored: 5
0 4 1 0 0 0ଶେଷ ୱିକେଟ
ଇସାନ କିଶନ: 47
ଭାରତ: 173/1
ବ୍ୟାଟସମ୍ୟାନ
ରୋହିତ ଶର୍ମା: 110
ବିରାଟ କୋହଲି: 08ଆଫଗାନିସ୍ତାନ
ବୋଲର: ରସିଦ ଖାନ୨୧ ତମ ଓଭର
Runs Scored: 9
4 0 1 1 1 Wd 1ଶେଷ ୱିକେଟ
ଇସାନ କିଶନ: 47ଭାରତ: 164/1
ବ୍ୟାଟସମ୍ୟାନ
ରୋହିତ ଶର୍ମା: 108
ବିରାଟ କୋହଲି: 02ଆଫଗାନିସ୍ତାନ
ବୋଲର: ନବୀନ ଉଲ ହକ୍୨୦ ତମ ଓଭର
Runs Scored: 6
4 0 0 1 0 1ଶେଷ ୱିକେଟ
ଇସାନ କିଶନ: 47ଭାରତ: 158/1
ବ୍ୟାଟସମ୍ୟାନ
ରୋହିତ ଶର୍ମା: 103
ବିରାଟ କୋହଲି: 1ଆଫଗାନିସ୍ତାନ
ବୋଲର: ରସିଦ ଖାନ୧୯ ତମ ଓଭର
Runs Scored: 4
0 1 1 W 1 1ଶେଷ ୱିକେଟ
ଇସାନ କିଶନ: 47- ଭାରତ: 154/10ବ୍ୟାଟସମ୍ୟାନଇସାନ କିଶନ: 46ରୋହିତ ଶର୍ମା: 101ଆଫଗାନିସ୍ତାନବୋଲର: ମହମ୍ମଦ ନବୀ୧୮ ତମ ଓଭରRuns Scored: 144 1 6 1 1 1
- ଭାରତ: 140/0ବ୍ୟାଟସମ୍ୟାନଇସାନ କିଶନ: 38ରୋହିତ ଶର୍ମା: 95ଆଫଗାନିସ୍ତାନବୋଲର: ରସିଦ ଖାନ୧୭ ତମ ଓଭରRuns Scored: 50 1 0 2 1 1
- ଭାରତ: 135/0ବ୍ୟାଟସମ୍ୟାନଇସାନ କିଶନ: 35ରୋହିତ ଶର୍ମା: 93ଆଫଗାନିସ୍ତାନବୋଲର: ମହମ୍ମଦ ନବୀ୧୬ ତମ ଓଭରRuns Scored: 50 1 4 0 0 0
- ଭାରତ: 130/0ବ୍ୟାଟସମ୍ୟାନଇସାନ କିଶନ: 31ରୋହିତ ଶର୍ମା: 92ଆଫଗାନିସ୍ତାନବୋଲର: ରସିଦ ଖାନ୧୫ ତମ ଓଭରRuns Scored: 51 0 1 2 0 1
- ଭାରତ: 125/0ବ୍ୟାଟସମ୍ୟାନଇସାନ କିଶନ: 30ରୋହିତ ଶର୍ମା: 88ଆଫଗାନିସ୍ତାନବୋଲର: ମୁଜୀବ ଉର ରେହମାନ୧୪ ତମ ଓଭରRuns Scored: 144 1 4 4 0 1
- ଭାରତ: 111/0ବ୍ୟାଟସମ୍ୟାନଇସାନ କିଶନ: 25ରୋହିତ ଶର୍ମା: 79ଆଫଗାନିସ୍ତାନବୋଲର: ମହମ୍ମଦ ନବୀ୧୩ ତମ ଓଭରRuns Scored: 114 0 0 0 6 1
- ଭାରତ: 100/0ବ୍ୟାଟସମ୍ୟାନଇସାନ କିଶନ: 14ରୋହିତ ଶର୍ମା: 79ଆଫଗାନିସ୍ତାନବୋଲର: ମୁଜୀବ ଉର ରେହମାନ୧୨ ତମ ଓଭରRuns Scored: 41 1 0 1 1 0
- ଭାରତ: 96/0ବ୍ୟାଟସମ୍ୟାନଇସାନ କିଶନ: 12ରୋହିତ ଶର୍ମା: 77ଆଫଗାନିସ୍ତାନବୋଲର: ମହମ୍ମଦ ନବୀ୧୧ ତମ ଓଭରRuns Scored: 20 0 0 1 1 0
- ଭାରତ: 94/0ବ୍ୟାଟସମ୍ୟାନଇସାନ କିଶନ: 11ରୋହିତ ଶର୍ମା: 76ଆଫଗାନିସ୍ତାନବୋଲର: ମୁଜୀବ ଉର ରେହମାନଦଶମ ଓଭରRuns Scored: 7Wd 0 1 1 0 0 4
- ଭାରତ: 87/0ବ୍ୟାଟସମ୍ୟାନଇସାନ କିଶନ: 10ରୋହିତ ଶର୍ମା: 71ଆଫଗାନିସ୍ତାନବୋଲର: ଆଜମାତୁଲ୍ଲା ଓମରଜାଇନବମ ଓଭରRuns Scored: 120 Wd 0 6 4 0 1
- ଭାରତ: 75/0ବ୍ୟାଟସମ୍ୟାନଇସାନ କିଶନ: 10ରୋହିତ ଶର୍ମା: 60ଆଫଗାନିସ୍ତାନବୋଲର: ନବୀନ ଉଲ ହକ୍ଅଷ୍ଟମ ଓଭରRuns Scored: 110 0 0 4 6 1
- ଭାରତ: 64/0ବ୍ୟାଟସମ୍ୟାନଇସାନ କିଶନ: 10ରୋହିତ ଶର୍ମା: 49ଆଫଗାନିସ୍ତାନବୋଲର: ଫଜଲ ଫାରୁକିସପ୍ତମ ଓଭରRuns Scored: 174 4 2 6 1 0
- ଭାରତ: 47/0ବ୍ୟାଟସମ୍ୟାନଇସାନ କିଶନ: 10ରୋହିତ ଶର୍ମା: 32ଆଫଗାନିସ୍ତାନବୋଲର: ନବୀନ ଉଲ ହକ୍ଷଷ୍ଠ ଓଭରRuns Scored: 100 0 4 1 1 L4
- ଭାରତ: 37/0ବ୍ୟାଟସମ୍ୟାନଇସାନ କିଶନ: 05ରୋହିତ ଶର୍ମା: 31ପ୍ରଥମ ୫ ଓଭର ଖେଳ ଶେଷ ପର୍ଯ୍ୟନ୍ତ ଭାରତୀୟ ଦଳ କୌଣସି ୱିକେଟ ନ ହରାଇ ୩୭ ରନ୍ ସ୍କୋର କରିଛି।
ଆଫଗାନିସ୍ତାନ: 272-8
ବ୍ୟାଟସମ୍ୟାନ
ମୁଜୀବ ଉର ରେହମାନ: 10
ନବୀନ ଉଲ ହକ୍: 09ଭାରତ
ବୋଲର: ମହମ୍ମଦ ସିରାଜ୫୦ ତମ ଓଭର
Runs Scored: 8
0 0 2 4 B1 B1ଶେଷ ୱିକେଟ
ରସିଦ ଖାନ: 16ଆଫଗାନିସ୍ତାନ: 264/8
ବ୍ୟାଟସମ୍ୟାନ
ମୁଜୀବ ଉର ରେହମାନ: 10
ନବୀନ ଉଲ ହକ୍: 03ଭାରତ
ବୋଲର: ଯଶପ୍ରୀତ ବୁମରା୪୯ ତମ ଓଭର
Runs Scored: 3
W 2 0 1 0 0ଶେଷ ୱିକେଟ
ରସିଦ ଖାନ: 16- ଆଫଗାନିସ୍ତାନ: 261/7ବ୍ୟାଟସମ୍ୟାନରସିଦ ଖାନ: 16ମୁଜୀବ ଉର ରେହମାନ: 10ଭାରତବୋଲର: ମହମ୍ମଦ ସିରାଜ୪୮ ତମ ଓଭରRuns Scored: 141 1 4 6 0 Wd 1ଶେଷ ୱିକେଟମହମ୍ମଦ ନବୀ: 19
- ଆଫଗାନିସ୍ତାନ: 247/7ବ୍ୟାଟସମ୍ୟାନରସିଦ ଖାନ: 04ମୁଜୀବ ଉର ରେହମାନ: 09ଭାରତବୋଲର: ଯଶପ୍ରୀତ ବୁମରା୪୭ ତମ ଓଭରRuns Scored: 91 0 0 4 4 0ଶେଷ ୱିକେଟମହମ୍ମଦ ନବୀ: 19
- ଆଫଗାନିସ୍ତାନ: 238/7ବ୍ୟାଟସମ୍ୟାନରସିଦ ଖାନ: 03ମୁଜୀବ ଉର ରେହମାନ: 01ଭାରତବୋଲର: ରବୀଦ୍ର ଜାଡେଜା୪୬ ତମ ଓଭରRuns Scored: 30 1 0 1 1 0ଶେଷ ୱିକେଟମହମ୍ମଦ ନବୀ: 19
ଆଫଗାନିସ୍ତାନ: 235/7
ବ୍ୟାଟସମ୍ୟାନ
ମହମ୍ମଦ ନବୀ: 19
ରସିଦ ଖାନ: 01ଭାରତ
ବୋଲର: ଯଶପ୍ରୀତ ବୁମରା୪୫ ତମ ଓଭର
Runs Scored: 6
0 W Wd 0 1 4 Wଶେଷ ୱିକେଟ
ନଜୀବୁଲ୍ଲା ଜାରଦାନ: 02ଆଫଗାନିସ୍ତାନ: 229/5
ବ୍ୟାଟସମ୍ୟାନ
ମହମ୍ମଦ ନବୀ: 15
ନଜୀବୁଲ୍ଲା ଜାରଦାନ: 02ଭାରତ
ବୋଲର: ରବୀନ୍ଦ୍ର ଜାଡେଜା୪୪ ତମ ଓଭର
Runs Scored: 4
1 0 0 1 1 1ଶେଷ ୱିକେଟ
ହାଶମାତୁଲ୍ଲା ଶାହିଦି: 80ଆଫଗାନିସ୍ତାନ: 225/5
ବ୍ୟାଟସମ୍ୟାନ
ମହମ୍ମଦ ନବୀ: 13
ନଜୀବୁଲ୍ଲା ଜାରଦାନ: 02ଭାରତ
ବୋଲର: କୁଳଦୀପ ଯାଦବ୪୩ ତମ ଓଭର
Runs Scored: 1
1 0 0 W 0 0ଶେଷ ୱିକେଟ
ହାଶମାତୁଲ୍ଲା ଶାହିଦି: 80ଆଫଗାନିସ୍ତାନ: 224/4
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 80
ମହମ୍ମଦ ନବୀ: 12ଭାରତ
ବୋଲର: ମହମ୍ମଦ ସିରାଜ୪୨ ତମ ଓଭର
Runs Scored: 10
1 1 2 1 1 4ଶେଷ ୱିକେଟ
ଆଜମାତୁଲ୍ଲା ଓମରଜାଇ: 62ଆଫଗାନିସ୍ତାନ: 214/4
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 72
ମହମ୍ମଦ ନବୀ: 10ଭାରତ
ବୋଲର: କୁଳଦୀପ ଯାଦବ୪୧ ତମ ଓଭର
Runs Scored: 3
1 0 1 0 1 0ଶେଷ ୱିକେଟ
ଆଜମାତୁଲ୍ଲା ଓମରଜାଇ: 62ଆଫଗାନିସ୍ତାନ: 211/4
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 70
ମହମ୍ମଦ ନବୀ: 09ଭାରତ
ବୋଲର: ଶାର୍ଦ୍ଦୁଳ ଠାକୁର୪୦ ତମ ଓଭର
Runs Scored: 7
4 0 1 0 2 0ଶେଷ ୱିକେଟ
ଆଜମାତୁଲ୍ଲା ଓମରଜାଇ: 62ଆଫଗାନିସ୍ତାନ: 204/4
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 65
ମହମ୍ମଦ ନବୀ: 07ଭାରତ
ବୋଲର: କୁଳଦୀପ ଯାଦବ୩୯ ତମ ଓଭର
Runs Scored: 1
0 0 0 1 0 0ଶେଷ ୱିକେଟ
ଆଜମାତୁଲ୍ଲା ଓମରଜାଇ: 62ଆଫଗାନିସ୍ତାନ: 203/4
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 64
ମହମ୍ମଦ ନବୀ: 07ଭାରତ
ବୋଲର: ଶାର୍ଦ୍ଦୁଳ ଠାକୁର୩୮ ତମ ଓଭର
Runs Scored: 2
0 1 0 0 1 0ଶେଷ ୱିକେଟ
ଆଜମାତୁଲ୍ଲା ଓମରଜାଇ: 62ଆଫଗାନିସ୍ତାନ: 201/4
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 63
ମହମ୍ମଦ ନବୀ: 09ଭାରତ
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା୩୭ ତମ ଓଭର
Runs Scored: 7
Wd 0 1 1 L1 Wd2 1 0ଶେଷ ୱିକେଟ
ଆଜମାତୁଲ୍ଲା ଓମରଜାଇ: 62ଆଫଗାନିସ୍ତାନ: 194/4
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 62
ମହମ୍ମଦ ନବୀ: 04ଭାରତ
ବୋଲର: କୁଳଦୀପ ଯାଦବ୩୬ ତମ ଓଭର
Runs Scored: 5
1 0 1 1 1 1ଶେଷ ୱିକେଟ
ଆଜମାତୁଲ୍ଲା ଓମରଜାଇ: 62ଆଫଗାନିସ୍ତାନ: 189/4
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 60
ମହମ୍ମଦ ନବୀ: 01ଭାରତ
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା୩୫ ତମ ଓଭର
Runs Scored: 9
4 W 0 1 0 4ଶେଷ ୱିକେଟ
ଆଜମାତୁଲ୍ଲା ଓମରଜାଇ: 62ଆଫଗାନିସ୍ତାନ: 180/3
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 56
ଆଜମାତୁଲ୍ଲା ଓମରଜାଇ: 58ଭାରତ
ବୋଲର: କୁଳଦୀପ ଯାଦବ୩୪ ତମ ଓଭର
Runs Scored: 7
0 6 0 1 0 0ଶେଷ ୱିକେଟ
ରେହମତ ଶାହ: 16ଆଫଗାନିସ୍ତାନ: 173/3
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 56
ଆଜମାତୁଲ୍ଲା ଓମରଜାଇ: 51ଭାରତ
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା୩୩ ତମ ଓଭର
Runs Scored: 12
0 0 1 1 4 6ଶେଷ ୱିକେଟ
ରେହମତ ଶାହ: 16ଆଫଗାନିସ୍ତାନ: 161/3
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 45
ଆଜମାତୁଲ୍ଲା ଓମରଜାଇ: 50ଭାରତ
ବୋଲର: ମହମ୍ମଦ ସିରାଜ୩୨ ତମ ଓଭର
Runs Scored: 8
0 1 4 1 0 2ଶେଷ ୱିକେଟ
ରେହମତ ଶାହ: 16ଆଫଗାନିସ୍ତାନ: 153/3
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 40
ଆଜମାତୁଲ୍ଲା ଓମରଜାଇ: 47ଭାରତ
ବୋଲର: ଯଶପ୍ରୀତ ବୁମରା୩୧ ତମ ଓଭର
Runs Scored: 6
1 0 1 0 0 4ଶେଷ ୱିକେଟ
ରେହମତ ଶାହ: 16ଆଫଗାନିସ୍ତାନ: 147/3
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 35
ଆଜମାତୁଲ୍ଲା ଓମରଜାଇ: 46ଭାରତ
ବୋଲର: ମହମ୍ମଦ ସିରାଜ୩୦ ତମ ଓଭର
Runs Scored: 10
4 1 4 1 0 0ଶେଷ ୱିକେଟ
ରେହମତ ଶାହ: 16ଆଫଗାନିସ୍ତାନ: 137/3
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 30
ଆଜମାତୁଲ୍ଲା ଓମରଜାଇ: 41ଭାରତ
ବୋଲର: ଯଶପ୍ରୀତ ବୁମରା୨୯ ତମ ଓଭର
Runs Scored: 4
1 Wd 1 0 L1 0 0ଶେଷ ୱିକେଟ
ରେହମତ ଶାହ: 16ଆଫଗାନିସ୍ତାନ: 133/3
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 29
ଆଜମାତୁଲ୍ଲା ଓମରଜାଇ: 40ଭାରତ
ବୋଲର: ରବୀଦ୍ର ଜାଡେଜା୨୮ ତମ ଓଭର
Runs Scored: 12
1 6 1 1 2 1ଶେଷ ୱିକେଟ
ରେହମତ ଶାହ: 16ଆଫଗାନିସ୍ତାନ: 133/3
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 29
ଆଜମାତୁଲ୍ଲା ଓମରଜାଇ: 40ଭାରତ
ବୋଲର: ରବୀଦ୍ର ଜାଡେଜା୨୮ ତମ ଓଭର
Runs Scored: 12
1 6 1 1 2 1ଶେଷ ୱିକେଟ
ରେହମତ ଶାହ: 16ଆଫଗାନିସ୍ତାନ: 121/3
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 27
ଆଜମାତୁଲ୍ଲା ଓମରଜାଇ: 30ଭାରତ
ବୋଲର: ଯଶପ୍ରୀତ ବୁମରା୨୭ ତମ ଓଭର
Runs Scored: 3
1 0 0 2 0 0ଶେଷ ୱିକେଟ
ରେହମତ ଶାହ: 16ଆଫଗାନିସ୍ତାନ: 118/3
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 26
ଆଜମାତୁଲ୍ଲା ଓମରଜାଇ: 28ଭାରତ
ବୋଲର: ରବୀଦ୍ର ଜାଡେଜା୨୬ ତମ ଓଭର
Runs Scored: 4
2 1 1 0 0 0ଶେଷ ୱିକେଟ
ରେହମତ ଶାହ: 16ଆଫଗାନିସ୍ତାନ: 114/3
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 25
ଆଜମାତୁଲ୍ଲା ଓମରଜାଇ: 25ଭାରତ
ବୋଲର: କୁଳଦୀପ ଯାଦବ୨୫ ତମ ଓଭର
Runs Scored: 14
1 6 0 6 0 1ଶେଷ ୱିକେଟ
ରେହମତ ଶାହ: 16ଆଫଗାନିସ୍ତାନ: 100/3
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 24
ଆଜମାତୁଲ୍ଲା ଓମରଜାଇ: 12ଭାରତ
ବୋଲର: ରବୀଦ୍ର ଜାଡେଜା୨୪ ତମ ଓଭର
Runs Scored: 6
1 1 1 1 1 1ଶେଷ ୱିକେଟ
ରେହମତ ଶାହ: 16ଆଫଗାନିସ୍ତାନ: 94/3
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 21
ଆଜମାତୁଲ୍ଲା ଓମରଜାଇ: 09ଭାରତ
ବୋଲର: କୁଳଦୀପ ଯାଦବ୨୩ ତମ ଓଭର
Runs Scored: 1
1 0 0 0 0 0ଶେଷ ୱିକେଟ
ରେହମତ ଶାହ: 16ଆଫଗାନିସ୍ତାନ: 93/3
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 21
ଆଜମାତୁଲ୍ଲା ଓମରଜାଇ: 08ଭାରତ
ବୋଲର: ରବୀଦ୍ର ଜାଡେଜା୨୨ ତମ ଓଭର
Runs Scored: 7
N4 1 0 0 0 1 0ଶେଷ ୱିକେଟ
ରେହମତ ଶାହ: 16ଆଫଗାନିସ୍ତାନ: 86/3
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 16
ଆଜମାତୁଲ୍ଲା ଓମରଜାଇ: 07ଭାରତ
ବୋଲର: କୁଳଦୀପ ଯାଦବ୨୧ ତମ ଓଭର
Runs Scored: 3
1 0 0 1 1 0ଶେଷ ୱିକେଟ
ରେହମତ ଶାହ: 16ଆଫଗାନିସ୍ତାନ: 83/3
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 14
ଆଜମାତୁଲ୍ଲା ଓମରଜାଇ: 06ଭାରତ
ବୋଲର: ରବୀଦ୍ର ଜାଡେଜା୨୦ ତମ ଓଭର
Runs Scored: 1
1 0 0 0 0 0ଶେଷ ୱିକେଟ
ରେହମତ ଶାହ: 16ଆଫଗାନିସ୍ତାନ: 82/3
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 13
ଆଜମାତୁଲ୍ଲା ଓମରଜାଇ: 06ଭାରତ
ବୋଲର: କୁଳଦୀପ ଯାଦବ୧୯ ତମ ଓଭର
Runs Scored: 3
1 0 1 0 1 0ଶେଷ ୱିକେଟ
ରେହମତ ଶାହ: 16ଆଫଗାନିସ୍ତାନ: 79/3
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 11
ଆଜମାତୁଲ୍ଲା ଓମରଜାଇ: 05ଭାରତ
ବୋଲର: ରବୀଦ୍ର ଜାଡେଜା୧୮ ତମ ଓଭର
Runs Scored: 1
0 0 0 0 1 0ଶେଷ ୱିକେଟ
ରେହମତ ଶାହ: 16ଆଫଗାନିସ୍ତାନ: 78/3
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 10
ଆଜମାତୁଲ୍ଲା ଓମରଜାଇ: 05ଭାରତ
ବୋଲର: କୁଳଦୀପ ଯାଦବ୧୭ ତମ ଓଭର
Runs Scored: 2
0 1 0 0 0 1ଶେଷ ୱିକେଟ
ରେହମତ ଶାହ: 16ଆଫଗାନିସ୍ତାନ: 76/3
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି: 09
ଆଜମାତୁଲ୍ଲା ଓମରଜାଇ: 04ଭାରତ
ବୋଲର: ଶାର୍ଦ୍ଦୁଳ ଠାକୁର
୧୬ ତମ ଓଭରRuns Scored: 6
2 1 1 1 0 1ଶେଷ ୱିକେଟ
ରେହମତ ଶାହ: 16World Cup 2023 Live Score Update: ଆଫଗାନିସ୍ତାନର ତୃତୀୟ ୱିକେଟର ପତନ
ଆଫଗାନିସ୍ତାନ: 70/03
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି : 05
ଆଜମାତୁଲ୍ଲା ଓମରଜାଇ: 02ଭାରତ
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା୧୫ମ ଓଭର
0.1.0.0.2.1ଶେଷ ୱିକେଟ
ରେହମତ ଶାହ: 16World Cup 2023 Live Score Update: ଆଫଗାନିସ୍ତାନର ତୃତୀୟ ୱିକେଟର ପତନ
ତୃତୀୟ ଓ୍ୱିକେଟ ହରାଇଲା ଆଫଗାନିସ୍ତାନ। ତୃତୀୟ ଓ୍ୱିକେଟ ଭାବେ ରେହମତ ଶାହଙ୍କୁ ଆଉଟ କରିଛନ୍ତି ଶାର୍ଦ୍ଦୁଳ ଠାକୁର।
World Cup 2023 Live Score Update: ଆଫଗାନିସ୍ତାନର ଦ୍ୱିତୀୟ ୱିକେଟର ପତନ
ଆଫଗାନିସ୍ତାନ: 63/02
ବ୍ୟାଟସମ୍ୟାନ
ହାଶମାତୁଲ୍ଲା ଶାହିଦି : 00
ରେହମତ ଶାହ: 16ଭାରତ
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା୧୩ଶ ଓଭର
4.1.0.W.0.0ଶେଷ ୱିକେଟ
ରେହମାନୁଲ୍ଲହା ଗୁରବାଜ : 21World Cup 2023 Live Score Update: ଆଫଗାନିସ୍ତାନର ଦ୍ୱିତୀୟ ୱିକେଟର ପତନ
ଆଫଗାନିସ୍ତାନକୁ ଦ୍ୱିତୀୟ ଝଟକା। ବ୍ୟକ୍ତିଗତ ୨୧ ରନ କରି ପାଭିଲିୟନ ଫେରିଛନ୍ତି ରେହମାନୁଲ୍ଲହା ଗୁରବାଜ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ କ୍ୟାଚ ଆଉଟ ହୋଇଛନ୍ତି ଗୁରବାଜ।
World Cup 2023 Live Score Update: ଆଫଗାନିସ୍ତାନର ପ୍ରଥମ ୱିକେଟର ପତନ
ଆଫଗାନିସ୍ତାନ: 58/01
ବ୍ୟାଟସମ୍ୟାନ
ରେହମାନୁଲ୍ଲହା ଗୁରବାଜ : 21
ରେହମତ ଶାହ: 11ଭାରତ
ବୋଲର: ଶାର୍ଦ୍ଦୁଳ ଠାକୁର୧୨ଶ ଓଭର
0.0.0.4.N.Wd.10ଶେଷ ୱିକେଟ
ଇବ୍ରାହିମ ଜାଦରାନ: 18World Cup 2023 Live Score Update: ଆଫଗାନିସ୍ତାନର ପ୍ରଥମ ୱିକେଟର ପତନ
ଆଫଗାନିସ୍ତାନ: 51/01
ବ୍ୟାଟସମ୍ୟାନ
ରେହମାନୁଲ୍ଲହା ଗୁରବାଜ : ୨1
ରେହମତ ଶାହ: 06ଭାରତ
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା୧୧ଶ ଓଭର
1.1.0.0.0.1ଶେଷ ୱିକେଟ
ଇବ୍ରାହିମ ଜାଦରାନ: 18World Cup 2023 Live Score Update: ଆଫଗାନିସ୍ତାନର ପ୍ରଥମ ୱିକେଟର ପତନ
ଆଫଗାନିସ୍ତାନ: 42/01
ବ୍ୟାଟସମ୍ୟାନ
ରେହମାନୁଲ୍ଲହା ଗୁରବାଜ : 14
ରେହମତ ଶାହ: 04ଭାରତ
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା୯ମ ଓଭର
0.4.0.0.L1.0ଶେଷ ୱିକେଟ
ଇବ୍ରାହିମ ଜାଦରାନ: 18World Cup 2023 Live Score Update: ଆଫଗାନିସ୍ତାନର ପ୍ରଥମ ୱିକେଟର ପତନ
ଆଫଗାନିସ୍ତାନ: 37/01
ବ୍ୟାଟସମ୍ୟାନ
ରେହମାନୁଲ୍ଲହା ଗୁରବାଜ : 10
ରେହମତ ଶାହ: 04ଭାରତ
ବୋଲର: ମହମ୍ମଦ ସିରାଜ୮ମ ଓଭର
1.0.0.0.0.4ଶେଷ ୱିକେଟ
ଇବ୍ରାହିମ ଜାଦରାନ: 18World Cup 2023 Live Score Update: ଆଫଗାନିସ୍ତାନର ପ୍ରଥମ ୱିକେଟର ପତନ
ଆଫଗାନିସ୍ତାନ: 32/01
ବ୍ୟାଟସମ୍ୟାନ
ରେହମାନୁଲ୍ଲହା ଗୁରବାଜ : 09
ରେହମାନ ଶାହ: 00ଭାରତ
ବୋଲର: ଜଶପ୍ରିତ ବୁମରା୭ମ ଓଭର
4.0.0.W.0.0ଶେଷ ୱିକେଟ
ଇବ୍ରାହିମ ଜାଦରାନ: 18World Cup 2023 Live Score Update: ବ୍ୟାଟିଂ କରୁଛି ଆଫଗାନିସ୍ତାନ
ଆଫଗାନିସ୍ତାନର ପ୍ରଥମ ଓ୍ୱିକେଟର ପତନ। ବ୍ୟକ୍ତିଗତ ୧୮ ରନ କରି ପାଭିଲିୟନ ଫେରିଛନ୍ତି ଇବ୍ରାହିମ ଜାରଦାନ। ଜଶପ୍ରିତ ବୁମରାଙ୍କ ବଲରେ କ୍ୟାଚ ଆଉଟ ହୋଇଛନ୍ତି ଜାରଦାନ।
World Cup 2023 Live Score Update: ବ୍ୟାଟିଂ କରୁଛି ଆଫଗାନିସ୍ତାନ
ଆଫଗାନିସ୍ତାନ: 19/00
ବ୍ୟାଟସମ୍ୟାନ
ରେହମାନୁଲ୍ଲହା ଗୁରବାଜ : 09
ଇବ୍ରାହିମ ଜାଦରାନ: 18ଭାରତ
ବୋଲର: ମହମ୍ମଦ ସିରାଜଷଷ୍ଠ ଓଭର
0.1.4.0.0.4World Cup 2023 Live Score Update: ବ୍ୟାଟିଂ କରୁଛି ଆଫଗାନିସ୍ତାନ
ଆଫଗାନିସ୍ତାନ: 19/00
ବ୍ୟାଟସମ୍ୟାନ
ରେହମାନୁଲ୍ଲହା ଗୁରବାଜ : 09
ଇବ୍ରାହିମ ଜାଦରାନ: 18ଭାରତ
ବୋଲର: ମହମ୍ମଦ ସିରାଜଷଷ୍ଠ ଓଭର
0.1.4.0.0.4World Cup 2023 Live Score Update: ବ୍ୟାଟିଂ କରୁଛି ଆଫଗାନିସ୍ତାନ
ଆଫଗାନିସ୍ତାନ: 19/00
ବ୍ୟାଟସମ୍ୟାନ
ରେହମାନୁଲ୍ଲହା ଗୁରବାଜ : 01
ଇବ୍ରାହିମ ଜାଦରାନ: 17ଭାରତ
ବୋଲର: ଜଶପ୍ରିତ ବୁମରାପଞ୍ଚମ ଓଭର
0.0.0.0.1.0World Cup 2023 Live Score Update: ବ୍ୟାଟିଂ କରୁଛି ଆଫଗାନିସ୍ତାନ
ଆଫଗାନିସ୍ତାନ: 18/00
ବ୍ୟାଟସମ୍ୟାନ
ରେହମାନୁଲ୍ଲହା ଗୁରବାଜ : 01
ଇବ୍ରାହିମ ଜାଦରାନ: 16ଭାରତ
ବୋଲର: ମହମ୍ମଦ ସିରାଜଚତୁର୍ଥ ଓଭର
4.0.4.0.0.1World Cup 2023 Live Score Update: ବ୍ୟାଟିଂ କରୁଛି ଆଫଗାନିସ୍ତାନ
ଆଫଗାନିସ୍ତାନ: 09/00
ବ୍ୟାଟସମ୍ୟାନ
ରେହମାନୁଲ୍ଲହା ଗୁରବାଜ : 01
ଇବ୍ରାହିମ ଜାଦରାନ: 07ଭାରତ
ବୋଲର: ଜଶପ୍ରିତ ବୁମରାତୃତୀୟ ଓଭର
0.0.0.1.1.1World Cup 2023 Live Score Update: ବ୍ୟାଟିଂ କରୁଛି ଆଫଗାନିସ୍ତାନ
ଆଫଗାନିସ୍ତାନ: 06/00
ବ୍ୟାଟସମ୍ୟାନ
ରେହମାନୁଲ୍ଲହା ଗୁରବାଜ : 00
ଇବ୍ରାହିମ ଜାଦରାନ: 05ଭାରତ
ବୋଲର: ମହମ୍ମଦ ସିରାଜଦ୍ୱିତୀୟ ଓଭର
0.0.0.4.0.1World Cup 2023 Live Update: ବ୍ୟାଟିଂ କରୁଛି ଆଫଗାନିସ୍ତାନ
ଆଫଗାନିସ୍ତାନ: 01/00
ବ୍ୟାଟସମ୍ୟାନ
ରେହମାନୁଲ୍ଲହା ଗୁରବାଜ : 00
ଇବ୍ରାହିମ ଜାଦରାନ: 00ଭାରତ
ବୋଲର: ଜଶପ୍ରିତ ବୁମରାପ୍ରଥମ ଓଭର
0.0.wd.0.0.0.0World Cup 2023 Live Update: ଆଫଗାନିସ୍ତାନ ଚୂଡ଼ାନ୍ତ ଏକାଦଶ
ଆଫଗାନିସ୍ତାନ ଦଳ: ରେହମାନୁଲ୍ଲହା ଗୁରବାଜ, ଇବ୍ରାହିମ ଜର୍ଦ୍ଦାନ, ରେହମତ ଶାହ, ହାସମତୁଲ୍ଲାହ ସାହିଦି (ଅଧିନାୟକ), ନାଜିବୁଲ୍ଲାହ ଜର୍ଦ୍ଦାନ, ମହମ୍ମଦ ନାବି, ଆଜମତୁଲ୍ଲାହ ଓମାରଜାଇ, ରସିଦ ଖାନ, ମୁଜିବୁର ରେହମାନ, ନବୀନ-ଉଲ-ହକ, ଫୈଜଲ ଫାରୁକି
World Cup 2023 Live Update: ଭାରତର ଚୂଡ଼ାନ୍ତ ଏକାଦଶ
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଇଶାନ କିସନ, ବିରାଟ କୋହଲି. ଶ୍ରେୟାସ ଆୟାର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ଜଶପ୍ରିତ ବୁମରା, ମହମ୍ମଦ ସିରାଜ
World Cup 2023 Live Update: ପଡ଼ିଲା ଟସ
ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଆଫଗାନିସ୍ତାନ। ବୋଲିଂ କରିବ ଭାରତ।
World Cup 2023 Live Update: ନଜର ପକାନ୍ତୁ ପଏଣ୍ଟ ଟେବୁଲ ଉପରେ
Position Team Played Won Lost No Result Points Net Run Rate 1 New Zealand 2 2 0 0 4 1.958 2 Pakistan 2 2 0 0 4 0.927 3 South Africa 1 1 0 0 2 2.04 4 India 1 1 0 0 2 0.883 5 England 2 1 1 0 2 0.553 6 Bangladesh 2 1 1 0 2 -0.653 7 Australia 1 0 1 0 0 -0.883 8 Sri Lanka 2 0 2 0 0 -1.161 9 Afghanistan 1 0 1 0 0 -1.438 10 Netherlands 2 0 2 0 0 -1.8 World Cup 2023 Live Update: ନଜର ପକାନ୍ତୁ ପଏଣ୍ଟ ଟେବୁଲ ଉପରେ
ବର୍ତ୍ତମାନ ପଏଣ୍ଟ ଟେବୁଲରେ ଭାରତ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ପାକିସ୍ଥାନ ଏବଂ ବାଂଲାଦେଶ ପ୍ରତ୍ୟେକ ଦୁଇ ପଏଣ୍ଟ ପାଇଛନ୍ତି। ପଏଣ୍ଟ ଟେବୁଲରେ ନ୍ୟୁଜିଲ୍ୟାଣ୍ଡ ଦଳ ବର୍ତ୍ତମାନ ଶୀର୍ଷରେ ଅଛି। ଏହାର ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡକୁ ନଅ ୱିକେଟରେ ପରାସ୍ତ କରିଥିଲା। କିୱି ଦଳର ସର୍ବୋତ୍ତମ ନେଟ ରନ୍ ହାର ରହିଛି। ଦଳର ନେଟ୍ ରନ୍ ହାର ହେଉଛି +୨.୧୪୯। ଏଥି ସହିତ ଦକ୍ଷିଣ ଆଫ୍ରିକା ଦଳ +୨.୦୪୦ ରେଟ୍ ରନ୍ ହାର ସହିତ ଦ୍ୱିତୀୟ ସ୍ଥାନରେ ଅଛି। ଆଫ୍ରିକୀୟ ଦଳ ଏହାର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ୧୦୨ ରନରେ ପରାସ୍ତ କରିଥିଲା। ପାକିସ୍ତାନ ଦଳ ରନ୍ ହାର +୧.୬୨୦ ସହିତ ତୃତୀୟ ସ୍ଥାନରେ ରହିଛି। ବାଂଲାଦେଶ ଦଳ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି। ଏହାର ପ୍ରଥମ ମ୍ୟାଚ୍ରେ ଆଫଗାନିସ୍ତାନକୁ ୬ଟି ୱିକେଟ୍ରେ ପରାସ୍ତ କରିଛି। ଶାକିବ ଅଲ ହାସନଙ୍କ ଦଳର ନିଟ୍ ରନ୍ ହାର ହେଉଛି +୧.୪୩୮। ପଏଣ୍ଟ ସ୍କୋର କରୁଥିବା ଦଳ ମଧ୍ୟରେ ଭାରତୀୟ ଦଳ ତଳ ପଞ୍ଚମ ସ୍ଥାନରେ ରହିଛି। ତାଙ୍କର ନିଟ୍ ରନ୍ ହାର ହେଉଛି +୦.୮୮୩। ଭବିଷ୍ୟତରେ ଅନେକ ବଡ଼ ପରିବର୍ତ୍ତନ ଦେଖାଯିବ। ପ୍ରତ୍ୟେକ ଦଳ ପାଇଁ ନେଟ୍ ରନ୍ ହାର ଅପେକ୍ଷା ବିଜୟ ଅଧିକ ଗୁରୁତ୍ୱପୂର୍ଣ୍ଣ।
World Cup 2023 Live Update: ହାର୍ଦ୍ଦିକଙ୍କ ଜନ୍ମଦିନ
ଆଜି ଟିମ୍ ଇଣ୍ଡିଆର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜନ୍ମଦିନ। ୩୦ ବର୍ଷ ବୟସରେ ପାଦ ଥାପିଛନ୍ତି ହାର୍ଦ୍ଦିକ। ଏଭଳି ପରିସ୍ଥିତିରେ ସେ ଆଫଗାନିସ୍ତାନ ବିପକ୍ଷରେ ଏକ ଦମଦାର ଇନିଂସ ଖେଳିବାକୁ ଆଶାବାଦୀ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ପାଣ୍ଡ୍ୟା ଗୋଟିଏ ୱିକେଟ୍ ନେଇଥିଲେ ଏବଂ ୧୧ ରନ୍ କରି ଅପରାଜିତ ରହିଥିଲେ।World Cup 2023 Live Update: ଶ୍ରେଷ୍ଠ ୩ରେ ପହଞ୍ଚିବା ପାଇଁ ରହିଛି ସୁଯୋଗ
ଆଜି ଯଦି ଆଫଗାନିସ୍ତାନ ବିପକ୍ଷରେ ଭାରତ ବିଜୟ ହାସଲ କରୁଛି ତେବେ ଶ୍ରେଷ୍ଠ ୩ଟି ଦଳ ମଧ୍ୟରେ ସ୍ଥାନ ପାଇବ ଭାରତ। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଶ୍ରେଷ୍ଠ ତିନୋଟି ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଦୁଇଟି ମ୍ୟାଚ ଖେଳି ବିଜୟ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ଶୀର୍ଷ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ ଦ୍ୱିତୀୟରେ ରହିଛି। ସେହିପରି ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ୟାଚରେ ବିଜୟ ହାସଲ କରି ତୃତୀୟ ସ୍ଥାନରେ ରହିଛି।
World Cup 2023 Live Update: ଶେଷ ମ୍ୟାଚରେ ହୋଇଥିଲା ବଡ଼ ସ୍କୋର
World Cup 2023 Live Update: ପୁଣିଥରେ ଦିଲ୍ଲୀରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚରେ ୪୦୦ରୁ ଅଧିକ ରନ୍ ସ୍କୋର ଦେଖିବାକୁ ମିଳିବାର ସମ୍ଭାବନା ରହିଛି। ଏଠାରେ ଶେଷ ଥର ପାଇଁ ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ଦକ୍ଷିଣ ଆଫ୍ରିକା ପ୍ରଥମେ ଖେଳି ୪୨୮ ରନ୍ ସଂଗ୍ରହ କରିଥିଲା। ଜବାବରେ ଶ୍ରୀଲଙ୍କା ୩୦୦ରୁ ଅଧିକ ରନ୍ ସଂଗ୍ରହ କରିଥିଲା।
India vs Afghanistan live Score Updates:
ଟିମ୍ ଇଣ୍ଡିଆ ଆଜି ବିଶ୍ୱକପ୍ ୨୦୨୩ର ଦ୍ୱିତୀୟ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବାକୁ ଯାଉଛି। ଏହି ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦଳ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି। ଅନ୍ୟପକ୍ଷରେ ଆଫଗାନିସ୍ତାନ ପ୍ରଥମ ମ୍ୟାଚରେ ବାଂଲାଦେଶକୁ ହରାଇଥିଲା। ଆଜି ଦର୍ଶକ ଏକ ହାଇସ୍କୋରିଂ ମ୍ୟାଚ ଦେଖିୂବାକୁ ପାଇବେ।
India vs Afghanistan live Update:
ନମସ୍କାର ବନ୍ଧୁଗଣ । ଜୀ ଓଡ଼ିଶାର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ । ଏହି ବ୍ଲଗରେ ଆପଣଙ୍କୁ ଆମେ ଚଳିତ ବିଶ୍ୱକପ ମ୍ୟାଚ୍ ଗୁଡ଼ିକର ଲାଇଭ ଅପଡେଟ୍ ଦେବାକୁ ଚେଷ୍ଟା କରିବୁ । ଆଜି ଦିଲ୍ଲୀସ୍ଥିତ ଅରୁଣ ଜେଟଲୀ ଷ୍ଟାଡ଼ିୟମରେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଏକ ହାଇଭୋଲଟେଜ ମ୍ୟାଚ୍ ଖେଳାଯିବ। ଅପରାହ୍ନ ୨ଟାରୁଏହି ମ୍ୟାଚ ଆରମ୍ଭ ହେବ। ଏହି ମ୍ୟାଚର ଟିକନିଖ ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ।