IND vs ZIM T20 WC LIVE: ଭାରତରେ ଚମତ୍କାର ବୋଲିଂ, ୭୧ ରନରେ ପରାସ୍ତ ହେଲା ଜିମ୍ବାୱେ
IND vs ZIM T20 WC LIVE: ଟି-୨୦ ବିଶ୍ୱକପ ସୁପର-୧୨ ର ଶେଷ ମ୍ୟାଚରେ ଭାରତ ଜିମ୍ବାୱେକୁ ୭୧ ରନରେ ପରାସ୍ତ କରିଛି । ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆ ୫ ୱିକେଟ୍ ହରାଇ ୧୮୬ ରନ୍ ସଂଗ୍ରହ କରିଥିଲା ।
India vs Zimbabwe LIVE Scorecard: ଟି-୨୦ ବିଶ୍ୱକପ ସୁପର-୧୨ ର ଶେଷ ମ୍ୟାଚରେ ଭାରତ ଜିମ୍ବାୱେକୁ ୭୧ ରନରେ ପରାସ୍ତ କରିଛି । ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆ ୫ ୱିକେଟ୍ ହରାଇ ୧୮୬ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଜିମ୍ବାୱେ ଦଳ ୧୧୫ ରନ୍ କରି ଅଲଏ ଆଉଟ ହୋଇଯାଇଥିଲା । ଭାରତ ତରଫରୁ କ୍ରମାଗତ ଦ୍ୱିତୀୟ ମ୍ୟାଚରେ କେ.ଏଲ୍ ରାହୁଲ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୫୧ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ଅନ୍ୟପକ୍ଷରେ ସୁର୍ଯ୍ୟକୁମାର ଯାଦବ ୬୧ ରନରେ ଅପରାଜିତ ରହିଥିଲେ । ବିରାଟ କୋହଲିଙ୍କୁ ମଧ୍ୟ ଭଲ ଲୟରେ ଦେଖିବାକୁ ମିଳିଥିଲା । ସେ ୨୫ ବଲରେ ୨୬ ରନ୍ ସଂଗ୍ରହ କରିଥିଲେ ।
नवीनतम अद्यतन
ଭାରତ ୭୧ ରନରେ ବିଜୟୀ
ଜିମ୍ବାୱେ ସ୍କୋରକାର୍ଡ: 111/9 (18 ତମ ଓଭର)
ବ୍ୟାଟସମ୍ୟାନ:
ବ୍ଲେସିଙ୍ଗ ମୁଜାରାବାନୀ: 0 (2 ବଲ୍)
ଟେଣ୍ଡାର ଚାଟାରା: 0 (3 ବଲ)ବୋଲର: (ଅକ୍ଷର ପଟେଲ)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : W ଟେଣ୍ଡାର ଚାଟାରା ଆଉଟ (4(4) [4s-1])ଜିମ୍ବାୱେ ସ୍କୋରକାର୍ଡ: 111/9 (17 ତମ ଓଭର)
ବ୍ୟାଟସମ୍ୟାନ:
ବ୍ଲେସିଙ୍ଗ ମୁଜାରାବାନୀ: 0 (2 ବଲ୍)
ଟେଣ୍ଡାର ଚାଟାରା: 0 (2 ବଲ)ବୋଲର: (ହାର୍ଦ୍ଦିକ ପାଣ୍ଡ୍ୟା)
ପ୍ରଥମ ବଲ : 2
ଦ୍ୱିତୀୟ ବଲ : 1
ତୃତୀୟ ବଲ : L1
ଚତୁର୍ଥ ବଲ : WD
ଅତିରିକ୍ତ ବଲ : (ସିକନ୍ଦର ରାଜା ଆଉଟ- 34(24) [4s-3])
ପଞ୍ଚମ ବଲ : 0
ଷଷ୍ଠ ବଲ : 0ଜିମ୍ବାୱେ ସ୍କୋରକାର୍ଡ: 106/8 (16 ତମ ଓଭର)
ବ୍ୟାଟସମ୍ୟାନ:
ସିକନ୍ଦର ରାଜା: 31 (21 ବଲ୍)
ଟେଣ୍ଡାର ଚାଟାରା: 0 (1 ବଲ)ବୋଲର: (ଆର. ଅଶ୍ୱିନି 4-0-22-3)
ପ୍ରଥମ ବଲ : W (ୱେଲିଙ୍ଗଟନ୍ ମାସାକାଡଜା ଆଉଟ 1(7))
ଦ୍ୱିତୀୟ ବଲ : 1
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ : W (ରିଚାର୍ଡ ଏନଗର୍ଭା ଆଉଟ 1(2))
ଷଷ୍ଠ ବଲ : 0ଜିମ୍ବାୱେ ସ୍କୋରକାର୍ଡ: 104/6 (15 ତମ ଓଭର)
ବ୍ୟାଟସମ୍ୟାନ:
ସିକନ୍ଦର ରାଜା: 30 (19 ବଲ୍)
ୱେଲିଙ୍ଗଟନ୍ ମାସାକାଡଜା: 1 (6 ବଲ)ବୋଲର: (ଅକ୍ଷର ପଟେଲ)
ପ୍ରଥମ ବଲ : 2
ଦ୍ୱିତୀୟ ବଲ : 0
ତୃତୀୟ ବଲ : 4
ଚତୁର୍ଥ ବଲ : 1
ପଞ୍ଚମ ବଲ : 0
ଷଷ୍ଠ ବଲ : 1ଜିମ୍ବାୱେ ସ୍କୋରକାର୍ଡ: 96/6 (ଚତୁର୍ଦଶ ଓଭର)
ବ୍ୟାଟସମ୍ୟାନ:
ସିକନ୍ଦର ରାଜା: 22 (14 ବଲ୍)
ୱେଲିଙ୍ଗଟନ୍ ମାସାକାଡଜା: 0 (4 ବଲ)ବୋଲର: (ଆର. ଅଶ୍ୱିନି)
ପ୍ରଥମ ବଲ : WD
ଅତିରକ୍ତ ବଲ: 1
ଦ୍ୱିତୀୟ ବଲ : W (ରିଆନ୍ ବର୍ଲ୍ ଆଉଟ 35(22) [4s-5 6s-1])
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0ଜିମ୍ବାୱେ ସ୍କୋରକାର୍ଡ: 94/5 (ତ୍ରୟୋଦଶ ଓଭର)
ବ୍ୟାଟସମ୍ୟାନ:
ସିକନ୍ଦର ରାଜା: 22 (14 ବଲ୍)
ରିଆନ୍ ବର୍ଲ୍: 35 (21 ବଲ୍)ବୋଲର: (ଅକ୍ଷର ପଟେଲ)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ତୃତୀୟ ବଲ : 2
ଚତୁର୍ଥ ବଲ : 1
ପଞ୍ଚମ ବଲ : 4
ଷଷ୍ଠ ବଲ : 4ଜିମ୍ବାୱେ ସ୍କୋରକାର୍ଡ: 81/5 (ଦ୍ୱାଦଶ ଓଭର)
ବ୍ୟାଟସମ୍ୟାନ:
ସିକନ୍ଦର ରାଜା: 18 (11 ବଲ୍)
ରିଆନ୍ ବର୍ଲ୍: 26 (18 ବଲ୍)ବୋଲର: (ଆର. ଅଶ୍ୱିନି)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 2
ତୃତୀୟ ବଲ : 4
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0ଜିମ୍ବାୱେ ସ୍କୋରକାର୍ଡ: 68/5 (ଏକାଦଶ ଓଭର)
ବ୍ୟାଟସମ୍ୟାନ:
ସିକନ୍ଦର ରାଜା: 18 (11 ବଲ୍)
ରିଆନ୍ ବର୍ଲ୍: 21(12 ବଲ୍)ବୋଲର: (ଅକ୍ଷର ପଟେଲ)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 2
ତୃତୀୟ ବଲ : 2
ଚତୁର୍ଥ ବଲ : 1
ପଞ୍ଚମ ବଲ : 6
ଷଷ୍ଠ ବଲ : 1ଜିମ୍ବାୱେ ସ୍କୋରକାର୍ଡ: 59/5 (ଦଶମ ଓଭର)
ବ୍ୟାଟସମ୍ୟାନ:
ସିକନ୍ଦର ରାଜା: 9 (7 ବଲ୍)
ରିଆନ୍ ବର୍ଲ୍: 14 (10 ବଲ୍)ବୋଲର: (ଆର. ଅଶ୍ୱିନି)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ତୃତୀୟ ବଲ : 4
ଚତୁର୍ଥ ବଲ : 1
ପଞ୍ଚମ ବଲ : 4
ଷଷ୍ଠ ବଲ : 1ଜିମ୍ବାୱେ ସ୍କୋରକାର୍ଡ: 47/5 (ନବମ ଓଭର)
ବ୍ୟାଟସମ୍ୟାନ:
ସିକନ୍ଦର ରାଜା: 3 (4 ବଲ୍)
ରିଆନ୍ ବର୍ଲ୍: 8 (7 ବଲ୍)ବୋଲର: (ହାର୍ଦ୍ଦିକ ପାଣ୍ଡ୍ୟା)
ପ୍ରଥମ ବଲ : 2
ଦ୍ୱିତୀୟ ବଲ : 0
ତୃତୀୟ ବଲ : WD
ଅତିରିକ୍ତ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 4
ଷଷ୍ଠ ବଲ : 1ଜିମ୍ବାୱେ ସ୍କୋରକାର୍ଡ: 39/5 (ଅଷ୍ଟମ ଓଭର)
ବ୍ୟାଟସମ୍ୟାନ:
ସିକନ୍ଦର ରାଜା: 3 (4 ବଲ୍)
ରିଆନ୍ ବର୍ଲ୍: 1 (1 ବଲ୍)ବୋଲର: (ମହମ୍ମଦ ଶାମି)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 0
ତୃତୀୟ ବଲ : W (ଟନି ମୁନିୟଙ୍ଗା ଆଉଟ 5(4) [4s-1])
ଚତୁର୍ଥ ବଲ : 1
ପଞ୍ଚମ ବଲ : 0
ଷଷ୍ଠ ବଲ : 2ଜିମ୍ବାୱେ ସ୍କୋରକାର୍ଡ: 32/4 (ସପ୍ତମ ଓଭର)
ବ୍ୟାଟସମ୍ୟାନ:
ସିକନ୍ଦର ରାଜା: 1 (2 ବଲ୍)
ଟନି ମୁନିୟଙ୍ଗା: 1(1 ବଲ୍)ବୋଲର: (ହାର୍ଦ୍ଦିକ ପାଣ୍ଡ୍ୟା)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ଅତିରିକ୍ତ ବଲ: N
ତୃତୀୟ ବଲ : 0
ଚତୁର୍ଥ ବଲ : W (କ୍ରେଗ୍ ଏରଭାଇନ୍ ଆଉଟ 13(15) [4s-2])
ପଞ୍ଚମ ବଲ : 1
ଷଷ୍ଠ ବଲ : 0ଜିମ୍ବାୱେ ସ୍କୋରକାର୍ଡ: 29/3
ଜିମ୍ବାୱେ ସ୍କୋରକାର୍ଡ: 21/3 (ଷଷ୍ଠ ଓଭର)
ବ୍ୟାଟସମ୍ୟାନ:
ସିକନ୍ଦର ରାଜା: 0 (0 ବଲ୍)
କ୍ରେଗ୍ ଏରଭାଇନ୍: 12 (11 ବଲ୍)ବୋଲର: (ମହମ୍ମଦ ଶାମି)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 6
ପଞ୍ଚମ ବଲ : 0
ଷଷ୍ଠ ବଲ : W (ସିନ ୱିଲିୟମ୍ସ ଆଉଟ 11(18) [6s-1])ଜିମ୍ବାୱେ ସ୍କୋରକାର୍ଡ: 21/2 (ପଞ୍ଚମ ଓଭର)
ବ୍ୟାଟସମ୍ୟାନ:
ସିନ ୱିଲିୟମ୍ସ: 5 (13 ବଲ୍)
କ୍ରେଗ୍ ଏରଭାଇନ୍: 11 (10 ବଲ୍)ବୋଲର: (ଭୁବନେଶ୍ୱର କୁମାର)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 4
ପଞ୍ଚମ ବଲ : 3
ଷଷ୍ଠ ବଲ : 0ଜିମ୍ବାୱେ ସ୍କୋରକାର୍ଡ: 13/2 (ଚତୃର୍ଥ ଓଭର)
ବ୍ୟାଟସମ୍ୟାନ:
ସିନ ୱିଲିୟମ୍ସ: 4 (11 ବଲ୍)
କ୍ରେଗ୍ ଏରଭାଇନ୍: 4 (6 ବଲ୍)ବୋଲର: (ଅର୍ଶଦୀପ ସିଂ)
ପ୍ରଥମ ବଲ : WD
ଅତିରିକ୍ତ ବଲ: 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : 4
ପଞ୍ଚମ ବଲ : 0
ଷଷ୍ଠ ବଲ : 0ଜିମ୍ବାୱେ ସ୍କୋରକାର୍ଡ: 7/2 (ତୃତୀୟ ଓଭର)
ବ୍ୟାଟସମ୍ୟାନ:
ସିନ ୱିଲିୟମ୍ସ: 4 (8 ବଲ୍)
କ୍ରେଗ୍ ଏରଭାଇନ୍: 0 (3 ବଲ୍)ବୋଲର: (ଭୁବନେଶ୍ୱର କୁମାର)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 2
ପଞ୍ଚମ ବଲ : WD
ଅତିରିକ୍ତ ବଲ: 0
ଷଷ୍ଠ ବଲ : 01ଜିମ୍ବାୱେ ସ୍କୋରକାର୍ଡ: 3/2 (ଦ୍ୱିତୀୟ ଓଭର)
ବ୍ୟାଟସମ୍ୟାନ:
ସିନ ୱିଲିୟମ୍ସ: 1 (2 ବଲ୍)
କ୍ରେଗ୍ ଏରଭାଇନ୍: 0 (3 ବଲ୍)ବୋଲର : (ଅର୍ଶଦୀପ ସିଂ)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : Wd2
ଅତିରିକ୍ତ ବଲ: W (ରେଗିସ୍ ଚାକଭା ଆଉଟ 0(6))
ପଞ୍ଚମ ବଲ : 0
ଷଷ୍ଠ ବଲ : 1ଜିମ୍ବାୱେ ସ୍କୋରକାର୍ଡ: 0/1 (ପଥମ ଓଭର)
ବ୍ୟାଟସମ୍ୟାନ:
ରେଗିସ୍ ଚାକଭା: 0 (5 ବଲ୍)
କ୍ରେଗ୍ ଏରଭାଇନ୍: 0 (0 ବଲ୍)ବୋଲର : (ଭୁବନେଶ୍ୱର କୁମାର)
ପ୍ରଥମ ବଲ : W (ୱେସଲି ମାଡେଭେର୍ ଆଉଟ 0(1))
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0ଜିମ୍ବାୱେକୁ ୧୮୭ ରନର ବିଜୟ ଲକ୍ଷ୍ୟ ଦେଲା ଭାରତ
ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 186/5 (20 ତମ ଓଭର)
ବ୍ୟାଟସମ୍ୟାନ:
ଅକ୍ଷର ପଟେଲ: 0 (0 ବଲ୍)
ସୂର୍ଯ୍ୟକୁମାର ଯାଦବ: 61 (25 ବଲ୍)ବୋଲର : (ରିଚାର୍ଡ ନାର୍ଗଭା)
ପ୍ରଥମ ବଲ : NB
ଅତିରିକ୍ତ ବଲ: 0
ଦ୍ୱିତୀୟ ବଲ : W (ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ 18(18) [4s-2])
ତୃତୀୟ ବଲ : WD2
ଅତିରକ୍ତ ବଲ: 6
ଚତୁର୍ଥ ବଲ : 2
ପଞ୍ଚମ ବଲ : 4
ଷଷ୍ଠ ବଲ : 6ଭାରତକୁ ଲାଗିଲା ପଞ୍ଚମ ଝଟକା, ୧୮ ରନ କରି ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ
ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 165/4 (19 ତମ ଓଭର)
ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 18 (15 ବଲ୍)
ସୂର୍ଯ୍ୟକୁମାର ଯାଦବ: 43 (21 ବଲ୍)ବୋଲର : (ବ୍ଲେସିଙ୍ଗ ମୁଜାରାବାନୀ)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 2
ତୃତୀୟ ବଲ : 1
ଚତୁର୍ଥ ବଲ : 4
ପଞ୍ଚମ ବଲ : 2
ଷଷ୍ଠ ବଲ : 0ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 152/4 (17 ତମ ଓଭର)
ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 09 (10 ବଲ୍)
ସୂର୍ଯ୍ୟକୁମାର ଯାଦବ: 24 (14 ବଲ୍)ବୋଲର (ରିଚାର୍ଡ ନାର୍ଗଭା)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 0
ତୃତୀୟ ବଲ : 6
ଚତୁର୍ଥ ବଲ : 1 LB
ପଞ୍ଚମ ବଲ : 1
ଷଷ୍ଠ ବଲ : 0ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 137/4 (18 ତମ ଓଭର)
ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 11 (12 ବଲ୍)
ସୂର୍ଯ୍ୟକୁମାର ଯାଦବ: 37 (18 ବଲ୍)ବୋଲର : (ଟେଣ୍ଡାଇ ଚାଟାରା)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 4
ତୃତୀୟ ବଲ : 2
ଚତୁର୍ଥ ବଲ : 1
ପଞ୍ଚମ ବଲ : 1
ଷଷ୍ଠ ବଲ : 6ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 137/4 (17 ତମ ଓଭର)
ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 09 (10 ବଲ୍)
ସୂର୍ଯ୍ୟକୁମାର ଯାଦବ: 24 (14 ବଲ୍)ବୋଲର (ରିଚାର୍ଡ ନାର୍ଗଭା)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 0
ତୃତୀୟ ବଲ : 6
ଚତୁର୍ଥ ବଲ : 1 LB
ପଞ୍ଚମ ବଲ : 1
ଷଷ୍ଠ ବଲ : 0ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 125/4 (16 ତମ ଓଭର)
ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 12 (9 ବଲ୍)
ସୂର୍ଯ୍ୟକୁମାର ଯାଦବ: 14 (9 ବଲ୍)ବୋଲର (ବ୍ଲେସିଙ୍ଗ ମୁଜାରାବାନୀ)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 4
ତୃତୀୟ ବଲ : 4
ଚତୁର୍ଥ ବଲ : 1
ପଞ୍ଚମ ବଲ : 4
ଷଷ୍ଠ ବଲ : 4ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 107/4 (15 ତମ ଓଭର)
ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 3 (6 ବଲ୍)
ସୂର୍ଯ୍ୟକୁମାର ଯାଦବ: 5 (6 ବଲ୍)ବୋଲର (ୱେଲିଙ୍ଗଟନ୍ ମାସାକାଜା)
ପ୍ରଥମ ବଲ : WD
ଅତିରିକ୍ତ ବଲ: 0
ଦ୍ୱିତୀୟ ବଲ : 1
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ : 1
ଷଷ୍ଠ ବଲ : 0ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 103/4 (14 ତମ ଓଭର)
ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା : 1 (3 ବଲ୍)
ସୂର୍ଯ୍ୟକୁମାର ଯାଦବ: 4 (3 ବଲ୍)ବୋଲର (ସିନ ୱିଲିୟମ୍ସ )
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ତୃତୀୟ ବଲ : WD
ଅତିରିକ୍ତ ବଲ: W (ଋଷଭ ପନ୍ତ ଆଉଟ 3(5) )
ଚତୁର୍ଥ ବଲ : 0
ପଞ୍ଚମ ବଲ : WD
ଅତିରିକ୍ତ ବଲ: 0
ଷଷ୍ଠ ବଲ : 0ଭାରତକୁ ଲାଗିଲା ଚତୁର୍ଥ ଝଟକା, ୩ ରନ କରି ଋଷଭ ଆଉଟ
ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 98/3 (13 ତମ ଓଭର)
ବ୍ୟାଟସମ୍ୟାନ:
ଋଷଭ ପନ୍ତ: 2 (3 ବଲ୍)
ସୂର୍ଯ୍ୟକୁମାର ଯାଦବ: 3 (2 ବଲ୍)ବୋଲର (ସିକନ୍ଦର ରଜା)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : W (କେଏଲ ରାହୁଲ ଆଉଟ 1(35) [4s-3 6s-3])
ତୃତୀୟ ବଲ : 1
ଚତୁର୍ଥ ବଲ : 1
ପଞ୍ଚମ ବଲ : 0
ଷଷ୍ଠ ବଲ : 1ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 89/2 (12 ତମ ଓଭର)
ବ୍ୟାଟସମ୍ୟାନ:
ବିରାଟ କୋହଲି: 25 (21ବଲ୍)
ସୂର୍ଯ୍ୟକୁମାର ଯାଦବ: 4 (1 ବଲ୍)ବୋଲର (ସିନ ୱିଲିୟମ୍ସ )
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : 1
ପଞ୍ଚମ ବଲ : W (ବିରାଟ କୋହଲି ଆଉଟ 26(25) [4s-2])
ଷଷ୍ଠ ବଲ : 4ଭାରତକୁ ଲାଗିଲା ଦ୍ୱିତୀୟ ଝଟକା, ୨୬ ରନ କରି ବିରାଟ କୋହଲି ଆଉଟ
ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 85/1 (11 ତମ ଓଭର)
ବ୍ୟାଟସମ୍ୟାନ:
ବିରାଟ କୋହଲି: 25 (21ବଲ୍)
କେଏଲ ରାହୁଲ: 44 (32 ବଲ୍)ବୋଲର (ସିକନ୍ଦର ରଜା)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ତୃତୀୟ ବଲ : 1
ଚତୁର୍ଥ ବଲ : 1
ପଞ୍ଚମ ବଲ : 1
ଷଷ୍ଠ ବଲ : 1ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 79/1 (ଦଶମ ଓଭର)
ବ୍ୟାଟସମ୍ୟାନ:
ବିରାଟ କୋହଲି: 22 (18 ବଲ୍)
କେଏଲ ରାହୁଲ: 41 (29 ବଲ୍)ବୋଲର (ଟେଣ୍ଡାଇ ଚାଟାରା)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ତୃତୀୟ ବଲ : 1
ଚତୁର୍ଥ ବଲ : 4
ପଞ୍ଚମ ବଲ : 1
ଷଷ୍ଠ ବଲ : 0ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 71/1 (ନବମ ଓଭର)
ବ୍ୟାଟସମ୍ୟାନ:
ବିରାଟ କୋହଲି: 20 (15 ବଲ୍)
କେଏଲ ରାହୁଲ: 35 (26 ବଲ୍)ବୋଲର (ସିକନ୍ଦର ରଜା)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : 0
ପଞ୍ଚମ ବଲ : 1
ଷଷ୍ଠ ବଲ : 1ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 68/1 (ଅଷ୍ଟମ ଓଭର)
ବ୍ୟାଟସମ୍ୟାନ:
ବିରାଟ କୋହଲି: 18 (11 ବଲ୍)
କେଏଲ ରାହୁଲ: 34 (24 ବଲ୍)ବୋଲର (ରିଆନ୍ ବର୍ଲ୍)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ତୃତୀୟ ବଲ : 2
ଚତୁର୍ଥ ବଲ : 6
ପଞ୍ଚମ ବଲ : 4
ଷଷ୍ଠ ବଲ : 0ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 54/1 (ସପ୍ତମ ଓଭର)
ବ୍ୟାଟସମ୍ୟାନ:
ବିରାଟ କୋହଲି: 17 (10 ବଲ୍)
କେଏଲ ରାହୁଲ: 21 (19 ବଲ୍)ବୋଲର (ୱେଲିଙ୍ଗଟନ୍ ମାସାକାଜା)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 4
ତୃତୀୟ ବଲ : 2
ଚତୁର୍ଥ ବଲ : 1
ପଞ୍ଚମ ବଲ : 0
ଷଷ୍ଠ ବଲ : 1ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 46/1 (ଷଷ୍ଠ ଓଭର)
ବ୍ୟାଟସମ୍ୟାନ:
ବିରାଟ କୋହଲି: 10 (6 ବଲ୍)
କେଏଲ ରାହୁଲ: 20 (17 ବଲ୍)ବୋଲର (ବ୍ଲେସିଙ୍ଗ ମୁଜାରାବାନୀ)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 4
ତୃତୀୟ ବଲ : 1
ଚତୁର୍ଥ ବଲ : 3
ପଞ୍ଚମ ବଲ : 1
ଷଷ୍ଠ ବଲ : 1ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 36/1 (ପଞ୍ଚମ ଓଭର)
ବ୍ୟାଟସମ୍ୟାନ:
ବିରାଟ କୋହଲି: 6 (4 ବଲ୍)
କେଏଲ ରାହୁଲ: 14 (13 ବଲ୍)ବୋଲର (ଟେଣ୍ଡାଇ ଚାଟାରା)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : 1
ପଞ୍ଚମ ବଲ : 1
ଷଷ୍ଠ ବଲ : 1ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 31/1 (ଚତୁର୍ଥ ଓଭର)
ବ୍ୟାଟସମ୍ୟାନ:
ବିରାଟ କୋହଲି: 4 (1 ବଲ୍)
କେଏଲ ରାହୁଲ: 11 (10 ବଲ୍)ବୋଲର (ବ୍ଲେସିଙ୍ଗ ମୁଜାରାବାନୀ)
ପ୍ରଥମ ବଲ : 2
ଦ୍ୱିତୀୟ ବଲ : 1Wd
ଅତିରିକ୍ତ ବଲ: 0
ତୃତୀୟ ବଲ : 4
ଚତୁର୍ଥ ବଲ : 0
ପଞ୍ଚମ ବଲ : w (ରୋହିତ ଶର୍ମା ଆଉଟ-15(13) [4s-2])
ଷଷ୍ଠ ବଲ : 4ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 18/00 (ତୃତୀୟ ଓଭର)
ବ୍ୟାଟସମ୍ୟାନ:
ରୋହିତ ଶର୍ମା: 7 (8 ବଲ୍)
କେଏଲ ରାହୁଲ: 11 (10 ବଲ୍)ବୋଲର (ରିଚାର୍ଡ ଏନଗର୍ଭା)
ପ୍ରଥମ ବଲ : 3
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : 6
ପଞ୍ଚମ ବଲ : 1
ଷଷ୍ଠ ବଲ : 1ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 06/00 (ଦ୍ୱିତୀୟ ଓଭର)
ବ୍ୟାଟସମ୍ୟାନ:
ରୋହିତ ଶର୍ମା: 5 (5 ବଲ୍)
କେଏଲ ରାହୁଲ: 1 (7 ବଲ୍)ବୋଲର (ଟେଣ୍ଡାଇ ଚାଟାରା)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ : 1
ଷଷ୍ଠ ବଲ : 4ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 00/00 (ପ୍ରଥମ ଓଭର)
ବ୍ୟାଟସମ୍ୟାନ:
ରୋହିତ ଶର୍ମା: 0 (0 ବଲ୍)
କେଏଲ ରାହୁଲ: 0 (6 ବଲ୍)ବୋଲର (ରିଚାର୍ଡ ଏନଗର୍ଭା)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0ଜିମ୍ବାୱେ ପ୍ଲେଇଂ ଇଲେଭେନ: ୱେସଲି ମାଡେଭେର୍, କ୍ରେଗ୍ ଏରଭାଇନ୍ (ଅଧୀନୟକ), ରେଗିସ୍ ଚାକବାଭା (WK), ସଚିନ୍ ୱିଲିୟମ୍ସ, ସିକନ୍ଦର ରଜା, ଟନି ମୁନିଙ୍ଗା, ରିଆନ୍ ବର୍ଲ୍, ତେଣ୍ଡାଇ ଚାଟାରା, ରିଚାର୍ଡ ନାଗାରାଭା, ୱେଲିଙ୍ଗଟନ୍ ମାସାକଡା, ବ୍ଲେସିଙ୍ଗ ମୁଜାରାବାନୀ
ଟିମ ଇଣ୍ଡିଆ: କେଏଲ ରାହୁଲ, ରୋହିତ ଶର୍ମା (ଅଧୀନୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ (WK), ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଅର୍ଶଦୀପ ସିଂ
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଭାରତ
ନମସ୍କାର!
ଜି ଓଡ଼ିଶା ନ୍ୟୁଜର ଲାଇଭ୍ ବ୍ଲଗକୁ ଆପଣଙ୍କୁ ସ୍ୱାଗତ । ଏହି ଲାଇଭ୍ ବ୍ଲଗ୍ ରେ, ଆମେ ଆପଣଙ୍କୁ ଭାରତ ଓ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ମ୍ୟାଚର ଲାଇଭ ଅପଡେଟ୍ ଦେବୁ । ମ୍ୟାଚ୍ ସମ୍ବନ୍ଧୀୟ ସମସ୍ତ ସୂଚନା ପାଇବାକୁ ଆମ ସହିତ ଯୋଡ଼ି ରୁହନ୍ତୁ ।