Advertisement
Article Detail0/zeeodisha/odisha2501439
Zee OdishaOdisha EntertainmentVirat Kohli Birthday: ବିରାଟଙ୍କ ଜନ୍ମଦିନରେ ପ୍ରଥମ ଥର ଅନୁଷ୍କା ସେୟାର କଲେ ପୁଅ ଅକାୟାଙ୍କ ଫଟୋ..

Virat Kohli Birthday: ବିରାଟଙ୍କ ଜନ୍ମଦିନରେ ପ୍ରଥମ ଥର ଅନୁଷ୍କା ସେୟାର କଲେ ପୁଅ ଅକାୟାଙ୍କ ଫଟୋ..

Virat Kohli Birthday: ଏହାର ଦୁଇଟି କାରଣ ରହିଛି, ଗୋଟିଏ ହେଉଛି ପ୍ରଶଂସକମାନେ କୋହୋଲିଙ୍କ ଜନ୍ମଦିନରେ ତାଙ୍କ ଲେଡି ଲଭ୍ ପୋଷ୍ଟକୁ ଅପେକ୍ଷା କରିଥିବା ବେଳେ ସକାଳୁ ଅନୁଷ୍କାଙ୍କ ଇନଷ୍ଟାଗ୍ରାମ ଉପରେ ନଜର ରଖିଥିଲେ ଏବଂ ଦ୍ୱିତୀୟ କାରଣ ହେଉଛି ପ୍ରଶଂସକମାନେ ଏହି ପୋଷ୍ଟରେ କିଛି ଦେଖିଥିଲେ ଯାହା ସେମାନେ କେବେ ଆଶା କରିନଥିଲେ। ସମସ୍ତେ ଭାବୁଥିଲେ ଅନୁଷ୍କା ନିଜ ଏବଂ ବିରାଟଙ୍କ କିଛି ରୋମାଣ୍ଟିକ୍ ଫଟୋ ଏବଂ ଭିଡିଓ ସେୟାର କରିବେ। ମାତ୍ର ଅନୁଷ୍କା ଝିଅ ବିରୁଷ୍କା ଓ ପୁଅ ଅକାୟାଙ୍କ ସହ ବିରାଟଙ୍କ ଫଟୋ ସେୟାର କରି ସମସ୍ତଙ୍କୁ ସରପ୍ରାଇଜ୍ କରିଛନ୍ତି।

Virat Kohli Birthday: ବିରାଟଙ୍କ ଜନ୍ମଦିନରେ ପ୍ରଥମ ଥର ଅନୁଷ୍କା ସେୟାର କଲେ ପୁଅ ଅକାୟାଙ୍କ ଫଟୋ..

Virat Kohli Birthday: ଆଜି ଭାରତୀୟ କ୍ରିକେଟର୍ ବିରାଟ କୋହଲିଙ୍କର ୩୬ ତମ ଜନ୍ମଦିନ ପାଳନ। କ୍ରିକେଟରଙ୍କ ଜନ୍ମଦିନରେ ତାଙ୍କର ଫ୍ୟାନ୍ସମାନେ ତାଙ୍କ ଅପେକ୍ଷା ଅଧିକ ଉତ୍ସାହିତ ଥିବା ଦେଖିବାକୁ ମିଲିଛି। କେବଳ ତାଙ୍କ ଫ୍ୟାନ୍ସ କିଙ୍ଗ କୋହଲିଙ୍କୁ ୱିସ୍ କରୁନାହାଁନ୍ତି ବରଂ ସକାଳୁ ଅନୁଷ୍କା ଶର୍ମାଙ୍କ ପୋଷ୍ଟକୁ ମଧ୍ୟ ସମସ୍ତେ ଅପେକ୍ଷା କରି ରହିଥିଲେ। ବର୍ତ୍ତମାନ ପ୍ରଶଂସକଙ୍କ ଅପେକ୍ଷା ଶେଷ ହୋଇଛି। ସ୍ୱାମୀଙ୍କ ଜନ୍ମଦିନର ବିଶେଷ ଅବସରରେ ଅନୁଷ୍କା କେବଳ ବିରାଟଙ୍କ ମନକୁ ଖୁସି କରିନାହାଁନ୍ତି ବରଂ ତାଙ୍କ ପ୍ରଶଂସକମାନଙ୍କୁ ଏକ ବିଶେଷ ଉପହାର ମଧ୍ୟ ଦେଇଥିଲେ। ବର୍ତ୍ତମାନ ଅନୁଷ୍କା ଶର୍ମା ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏକ ସ୍ପେସାଲ ପୋଷ୍ଟ ସେୟାର କରିଛନ୍ତି।

ଏହି ପୋଷ୍ଟରେ ଅଭିନେତ୍ରୀ ପ୍ରଥମ ଥର ପାଇଁ ତାଙ୍କ ପୁଅ ଅକାୟଙ୍କ ଫଟୋ ସେୟାର କରିଛନ୍ତି। ବିରାଟଙ୍କ ଜନ୍ମଦିନରେ ଅନୁଷ୍କା ଶର୍ମାଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ପୋଷ୍ଟ କିଛି ମିନିଟ ମଧ୍ୟରେ ଭାଇରାଲ ହେବାରେ ଲାଗିଛି। ଏହାର ଦୁଇଟି କାରଣ ରହିଛି, ଗୋଟିଏ ହେଉଛି ପ୍ରଶଂସକମାନେ କୋହୋଲିଙ୍କ ଜନ୍ମଦିନରେ ତାଙ୍କ ଲେଡି ଲଭ୍ ପୋଷ୍ଟକୁ ଅପେକ୍ଷା କରିଥିବା ବେଳେ ସକାଳୁ ଅନୁଷ୍କାଙ୍କ ଇନଷ୍ଟାଗ୍ରାମ ଉପରେ ନଜର ରଖିଥିଲେ ଏବଂ ଦ୍ୱିତୀୟ କାରଣ ହେଉଛି ପ୍ରଶଂସକମାନେ ଏହି ପୋଷ୍ଟରେ କିଛି ଦେଖିଥିଲେ ଯାହା ସେମାନେ କେବେ ଆଶା କରିନଥିଲେ। ସମସ୍ତେ ଭାବୁଥିଲେ ଅନୁଷ୍କା ନିଜ ଏବଂ ବିରାଟଙ୍କ କିଛି ରୋମାଣ୍ଟିକ୍ ଫଟୋ ଏବଂ ଭିଡିଓ ସେୟାର କରିବେ। ମାତ୍ର ଅନୁଷ୍କା ଝିଅ ବିରୁଷ୍କା ଓ ପୁଅ ଅକାୟାଙ୍କ ସହ ବିରାଟଙ୍କ ଫଟୋ ସେୟାର କରି ସମସ୍ତଙ୍କୁ ସରପ୍ରାଇଜ୍ କରିଛନ୍ତି।

 

Add Zee News as a Preferred Source

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author