IND VS AUS Final LIVE Score: ବିଶ୍ୱକପ ଟାଇଟଲ ହାତେଇଲା ଅଷ୍ଟ୍ରେଲିଆ

ଜୀ ଓଡ଼ିଶା ଡେସ୍କ Sun, 19 Nov 2023-9:27 pm,

ଆଜି ରବିବାର ନଭେମ୍ବର ୧୯ ତାରିଖରେ ଚଳିତ ବିଶ୍ୱକପର ଫାଇନାଲ ମ୍ୟାଚ ଖେଳାଯାଇଛି। ଏଥିରେ ଅଷ୍ଟ୍ରେଲିଆ ଦଳ ଚାମ୍ପିଅନ ହୋଇଛି।

ଚଳିତ ବିଶ୍ୱକପର ଫାଇନାଲ ମ୍ୟାଚରେ ଭାରତକୁ ୬ ୱିକେଟରେ ହରାଇଛି ଅଷ୍ଟ୍ରେଲିଆ। ଟ୍ରେଭିସ ହେଡ଼ଙ୍କ ଶତକୀୟ ଇନିଂସ ଓ ମାର୍ସନ ଲାବୁସେନଙ୍କ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ସହଜରେ ଏହି ବିଜୟ ହାସଲ କରିନେଇଛି ଅଷ୍ଟ୍ରେଲିଆ। ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିବା ଅଷ୍ଟ୍ରେଲିଆ। ପ୍ରଥମେ ବ୍ୟାଟିଂ କରି ଭାରତ ୨୪୦ ରନ କରି ଅଲଆଉଟ ହୋଇଯାଇଥିଲା। ଜବାବରେ ମାତ୍ର ୪ଟି ୱିକେଟ ହରାଇ ସହଜରେ ବିଜୟ ହାସଲ କରିନେଇଥିଲା ଅଷ୍ଟ୍ରେଲିଆ। 


ଆଜିର ଲାଇଭ ବ୍ଲଗକୁ ଏଠାରେ ସମାପ୍ତ କରୁଛୁ। ଶୁଭରାତ୍ରୀ। 

नवीनतम अद्यतन

  • India Vs Australia World Cup LIVE Score: ୬ ୱିକେଟରେ ଜିତିଲା ଅଷ୍ଟ୍ରେଲିଆ

    ଚଳିତ ବିଶ୍ୱକପର ଫାଇନାଲ ମ୍ୟାଚରେ ଭାରତକୁ ୬ ୱିକେଟରେ ହରାଇଛି ଅଷ୍ଟ୍ରେଲିଆ। ଟ୍ରେଭିସ ହେଡ଼ଙ୍କ ଶତକୀୟ ଇନିଂସ ଓ ମାର୍ସନ ଲାବୁସେନଙ୍କ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ସହଜରେ ଏହି ବିଜୟ ହାସଲ କରିନେଇଛି ଅଷ୍ଟ୍ରେଲିଆ। ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିବା ଅଷ୍ଟ୍ରେଲିଆ। ପ୍ରଥମେ ବ୍ୟାଟିଂ କରି ଭାରତ ୨୪୦ ରନ କରି ଅଲଆଉଟ ହୋଇଯାଇଥିଲା। ଜବାବରେ ମାତ୍ର ୪ଟି ୱିକେଟ ହରାଇ ସହଜରେ ବିଜୟ ହାସଲ କରିନେଇଥିଲା ଅଷ୍ଟ୍ରେଲିଆ। 

  • India Vs Australia World Cup LIVE Score: ଅର୍ଦ୍ଧଶତକ ପୂରଣ କଲେ ମାର୍ସନ ଲାବୁସେନ

    ଭାରତ: 240/10
    ଅଷ୍ଟ୍ରେଲିଆ: 230/03

    ମାର୍ସନ ଲାବୁସେନ: 57
    ଟ୍ରେଭିସ ହେଡ଼: 129

    ଭାରତ
    ବୋଲର: ମହମ୍ମଦ ସିରାଜ

    41ମ ଓଭର
    1.0.4.0.0.0

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅର୍ଦ୍ଧଶତକ ପୂରଣ କଲେ ମାର୍ସନ ଲାବୁସେନ

    ଭାରତ: 240/10
    ଅଷ୍ଟ୍ରେଲିଆ: 225/03

    ମାର୍ସନ ଲାବୁସେନ: 53
    ଟ୍ରେଭିସ ହେଡ଼: 128

    ଭାରତ
    ବୋଲର: ମହମ୍ମଦ ସିରାଜ

    40ମ ଓଭର
    1.1.0.0.0.4

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଶତକ ପୂରଣ କଲେ ଟ୍ରେଭିସ ହେଡ଼

    ଭାରତ: 240/10
    ଅଷ୍ଟ୍ରେଲିଆ: 219/03

    ମାର୍ସନ ଲାବୁସେନ: 48
    ଟ୍ରେଭିସ ହେଡ଼: 127

    ଭାରତ
    ବୋଲର: ମହମ୍ମଦ ସିରାଜ

    39ମ ଓଭର
    1.1.0.1.1.1

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଶତକ ପୂରଣ କଲେ ଟ୍ରେଭିସ ହେଡ଼

    ଭାରତ: 240/10
    ଅଷ୍ଟ୍ରେଲିଆ: 214/03

    ମାର୍ସନ ଲାବୁସେନ: 45
    ଟ୍ରେଭିସ ହେଡ଼: 125

    ଭାରତ
    ବୋଲର: କୂଳଦୀପ ଯାଦବ

    38ମ ଓଭର
    1.1.6.0.1.1

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଶତକ ପୂରଣ କଲେ ଟ୍ରେଭିସ ହେଡ଼

    ଭାରତ: 240/09
    ଅଷ୍ଟ୍ରେଲିଆ: 204/03

    ମାର୍ସନ ଲାବୁସେନ: 43
    ଟ୍ରେଭିସ ହେଡ଼: 117

    ଭାରତ
    ବୋଲର: ମହମ୍ମଦ ସିରାଜ

    37ମ ଓଭର
    1.1.6.0.0.1

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଶତକ ପୂରଣ କଲେ ଟ୍ରେଭିସ ହେଡ଼

    ଭାରତ: 232/09
    ଅଷ୍ଟ୍ରେଲିଆ: 195/03

    ମାର୍ସନ ଲାବୁସେନ: 42
    ଟ୍ରେଭିସ ହେଡ଼: 109

    ଭାରତ
    ବୋଲର: କୂଳଦୀପ ଯାଦବ

    36ମ ଓଭର
    1.0.0.1.0.1

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଶତକ ପୂରଣ କଲେ ଟ୍ରେଭିସ ହେଡ଼

    ଭାରତ: 232/09
    ଅଷ୍ଟ୍ରେଲିଆ: 192/03

    ମାର୍ସନ ଲାବୁସେନ: 41
    ଟ୍ରେଭିସ ହେଡ଼: 107

    ଭାରତ
    ବୋଲର: ରବୀନ୍ଦ୍ର ଜାଡ଼େଜା

    35ମ ଓଭର
    6.0.0.1.0.0

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଶତକ ପୂରଣ କଲେ ଟ୍ରେଭିସ ହେଡ଼

    ଭାରତ: 232/09
    ଅଷ୍ଟ୍ରେଲିଆ: 185/03

    ମାର୍ସନ ଲାବୁସେନ: 41
    ଟ୍ରେଭିସ ହେଡ଼: 100

    ଭାରତ
    ବୋଲର: କୂଳଦୀପ ଯାଦବ

    34ମ ଓଭର
    4.4.2.0.1.0

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅର୍ଦ୍ଧଶତକ ପୂରଣ କଲେ ଟ୍ରେଭିସ

    ଭାରତ: 232/09
    ଅଷ୍ଟ୍ରେଲିଆ: 174/03

    ମାର୍ସନ ଲାବୁସେନ: 41
    ଟ୍ରେଭିସ ହେଡ଼: 89

    ଭାରତ
    ବୋଲର: ରବୀନ୍ଦ୍ର ଜାଡ଼େଜା

    33ମ ଓଭର
    1.0.1.0.0.0

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅର୍ଦ୍ଧଶତକ ପୂରଣ କଲେ ଟ୍ରେଭିସ

    ଭାରତ: 232/09
    ଅଷ୍ଟ୍ରେଲିଆ: 172/03

    ମାର୍ସନ ଲାବୁସେନ: 40
    ଟ୍ରେଭିସ ହେଡ଼: 88

    ଭାରତ
    ବୋଲର: କୂଳଦୀପ ଯାଦବ

    32ମ ଓଭର
    0.0.1.1.0.0

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅର୍ଦ୍ଧଶତକ ପୂରଣ କଲେ ଟ୍ରେଭିସ

    ଭାରତ: 232/09
    ଅଷ୍ଟ୍ରେଲିଆ: 170/03

    ମାର୍ସନ ଲାବୁସେନ: 39
    ଟ୍ରେଭିସ ହେଡ଼: 87

    ଭାରତ
    ବୋଲର: ରବୀନ୍ଦ୍ର ଜାଡ଼େଜା

    31ମ ଓଭର
    1.0.0.0.0.2

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅର୍ଦ୍ଧଶତକ ପୂରଣ କଲେ ଟ୍ରେଭିସ

    ଭାରତ: 232/09
    ଅଷ୍ଟ୍ରେଲିଆ: 167/03

    ମାର୍ସନ ଲାବୁସେନ: 37
    ଟ୍ରେଭିସ ହେଡ଼: 86

    ଭାରତ
    ବୋଲର: ଜଶପ୍ରିତ ବୁମରା

    30ମ ଓଭର
    0.0.1.1.0.0

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅର୍ଦ୍ଧଶତକ ପୂରଣ କଲେ ଟ୍ରେଭିସ

    ଭାରତ: 232/09
    ଅଷ୍ଟ୍ରେଲିଆ: 165/03

    ମାର୍ସନ ଲାବୁସେନ: 36
    ଟ୍ରେଭିସ ହେଡ଼: 85

    ଭାରତ
    ବୋଲର: ରବୀନ୍ଦ୍ର ଜାଡ଼େଜା

    29ମ ଓଭର
    1.1.0.0.1.0

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅର୍ଦ୍ଧଶତକ ପୂରଣ କଲେ ଟ୍ରେଭିସ

    ଭାରତ: 232/09
    ଅଷ୍ଟ୍ରେଲିଆ: 162/03

    ମାର୍ସନ ଲାବୁସେନ: 34
    ଟ୍ରେଭିସ ହେଡ଼: 82

    ଭାରତ
    ବୋଲର: ଜଶପ୍ରିତ ବୁମରା

    28ମ ଓଭର
    4.0.4.1.L1.4

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅର୍ଦ୍ଧଶତକ ପୂରଣ କଲେ ଟ୍ରେଭିସ

    ଭାରତ: 232/09
    ଅଷ୍ଟ୍ରେଲିଆ: 148/03

    ମାର୍ସନ ଲାବୁସେନ: 34
    ଟ୍ରେଭିସ ହେଡ଼: 71

    ଭାରତ
    ବୋଲର: ରବୀନ୍ଦ୍ର ଜାଡ଼େଜା

    27ମ ଓଭର
    0.0.1.1.1.1

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅର୍ଦ୍ଧଶତକ ପୂରଣ କଲେ ଟ୍ରେଭିସ

    ଭାରତ: 232/09
    ଅଷ୍ଟ୍ରେଲିଆ: 144/03

    ମାର୍ସନ ଲାବୁସେନ: 32
    ଟ୍ରେଭିସ ହେଡ଼: 69

    ଭାରତ
    ବୋଲର: ମହମ୍ମଦ ଶାମୀ

    26ମ ଓଭର
    4.0.0.0.1.4

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅର୍ଦ୍ଧଶତକ ପୂରଣ କଲେ ଟ୍ରେଭିସ

    ଭାରତ: 232/09
    ଅଷ୍ଟ୍ରେଲିଆ: 135/03

    ମାର୍ସନ ଲାବୁସେନ: 27
    ଟ୍ରେଭିସ ହେଡ଼: 65

    ଭାରତ
    ବୋଲର: ରବୀନ୍ଦ୍ର ଜାଡ଼େଜା

    25ମ ଓଭର
    4.0.1.1.1.1

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅର୍ଦ୍ଧଶତକ ପୂରଣ କଲେ ଟ୍ରେଭିସ

    ଭାରତ: 232/09
    ଅଷ୍ଟ୍ରେଲିଆ: 127/03

    ମାର୍ସନ ଲାବୁସେନ: 25
    ଟ୍ରେଭିସ ହେଡ଼: 59

    ଭାରତ
    ବୋଲର: ମହମ୍ମଦ ଶାମୀ

    24ମ ଓଭର
    4.0.0.1.0.0

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅର୍ଦ୍ଧଶତକ ପୂରଣ କଲେ ଟ୍ରେଭିସ

    ଭାରତ: 232/09
    ଅଷ୍ଟ୍ରେଲିଆ: 122/03

    ମାର୍ସନ ଲାବୁସେନ: 25
    ଟ୍ରେଭିସ ହେଡ଼: 54

    ଭାରତ
    ବୋଲର: ରବୀନ୍ଦ୍ର ଜାଡ଼େଜା

    23ମ ଓଭର
    1.1.1.1.0.1

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅର୍ଦ୍ଧଶତକ ପୂରଣ କଲେ ଟ୍ରେଭିସ

    ଭାରତ: 232/09
    ଅଷ୍ଟ୍ରେଲିଆ: 117/03

    ମାର୍ସନ ଲାବୁସେନ: 23
    ଟ୍ରେଭିସ ହେଡ଼: 51

    ଭାରତ
    ବୋଲର: କୂଳଦୀପ ଯାଦବ

    22ମ ଓଭର
    0.1.4.0.1.1

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅଷ୍ଟ୍ରେଲିଆର ତୃତୀୟ ୱିକେଟର ପତନ

    ଭାରତ: 232/09
    ଅଷ୍ଟ୍ରେଲିଆ: 110/03

    ମାର୍ସନ ଲାବୁସେନ: 18
    ଟ୍ରେଭିସ ହେଡ଼: 49

    ଭାରତ
    ବୋଲର: ମହମ୍ମଦ ସିରାଜ

    21ମ ଓଭର
    0.1.4.1.0.0

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅଷ୍ଟ୍ରେଲିଆର ତୃତୀୟ ୱିକେଟର ପତନ

    ଭାରତ: 232/09
    ଅଷ୍ଟ୍ରେଲିଆ: 104/03

    ମାର୍ସନ ଲାବୁସେନ: 17
    ଟ୍ରେଭିସ ହେଡ଼: 44

    ଭାରତ
    ବୋଲର: କୂଲଦୀପ ଯାଦବ

    20ମ ଓଭର
    1.0.1.0.2.1

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅଷ୍ଟ୍ରେଲିଆର ତୃତୀୟ ୱିକେଟର ପତନ

    ଭାରତ: 232/09
    ଅଷ୍ଟ୍ରେଲିଆ: 99/03

    ମାର୍ସନ ଲାବୁସେନ: 13
    ଟ୍ରେଭିସ ହେଡ଼: 43

    ଭାରତ
    ବୋଲର: ମହମ୍ମଦ ସିରାଜ

    19ମ ଓଭର
    0.1.0.1.1.1

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅଷ୍ଟ୍ରେଲିଆର ତୃତୀୟ ୱିକେଟର ପତନ

    ଭାରତ: 232/09
    ଅଷ୍ଟ୍ରେଲିଆ: 95/03

    ମାର୍ସନ ଲାବୁସେନ: 11
    ଟ୍ରେଭିସ ହେଡ଼: 41

    ଭାରତ
    ବୋଲର: କୂଳଦୀପ ଯାଦବ

    18ମ ଓଭର
    0.0.1.0.1.0

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅଷ୍ଟ୍ରେଲିଆର ତୃତୀୟ ୱିକେଟର ପତନ

    ଭାରତ: 232/09
    ଅଷ୍ଟ୍ରେଲିଆ: 93/03

    ମାର୍ସନ ଲାବୁସେନ: 10
    ଟ୍ରେଭିସ ହେଡ଼: 40

    ଭାରତ
    ବୋଲର: ମହମ୍ମଦ ସିରାଜ

    17ମ ଓଭର
    0.0.0.4.1.1

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅଷ୍ଟ୍ରେଲିଆର ତୃତୀୟ ୱିକେଟର ପତନ

    ଭାରତ: 232/09
    ଅଷ୍ଟ୍ରେଲିଆ: 87/03

    ମାର୍ସନ ଲାବୁସେନ: 09
    ଟ୍ରେଭିସ ହେଡ଼: 35

    ଭାରତ
    ବୋଲର: କୂଳଦୀପ ଯାଦବ

    16ମ ଓଭର
    1.0.1.0.6.1

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅଷ୍ଟ୍ରେଲିଆର ତୃତୀୟ ୱିକେଟର ପତନ

    ଭାରତ: 232/09
    ଅଷ୍ଟ୍ରେଲିଆ: 78/03

    ମାର୍ସନ ଲାବୁସେନ: 08
    ଟ୍ରେଭିସ ହେଡ଼: 27

    ଭାରତ
    ବୋଲର: ରବୀନ୍ଦ୍ର ଜାଡ଼େଜା

    15ମ ଓଭର
    1.1.0.1.0.1

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅଷ୍ଟ୍ରେଲିଆର ତୃତୀୟ ୱିକେଟର ପତନ

    ଭାରତ: 232/09
    ଅଷ୍ଟ୍ରେଲିଆ: 74/03

    ମାର୍ସନ ଲାବୁସେନ: 06
    ଟ୍ରେଭିସ ହେଡ଼: 25

    ଭାରତ
    ବୋଲର: କୂଳଦୀପ ଯାଦବ

    14ମ ଓଭର
    1.1.0.1.0.1

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅଷ୍ଟ୍ରେଲିଆର ତୃତୀୟ ୱିକେଟର ପତନ

    ଭାରତ: 232/09
    ଅଷ୍ଟ୍ରେଲିଆ: 70/03

    ମାର୍ସନ ଲାବୁସେନ: 04
    ଟ୍ରେଭିସ ହେଡ଼: 23

    ଭାରତ
    ବୋଲର: ରବୀନ୍ଦ୍ର ଜାଡ଼େଜା

    13ମ ଓଭର
    0.0.0.1.1.0

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅଷ୍ଟ୍ରେଲିଆର ତୃତୀୟ ୱିକେଟର ପତନ

    ଭାରତ: 232/09
    ଅଷ୍ଟ୍ରେଲିଆ: 68/03

    ମାର୍ସନ ଲାବୁସେନ: 03
    ଟ୍ରେଭିସ ହେଡ଼: 22

    ଭାରତ
    ବୋଲର: କୂଳଦୀପ ଯାଦବ

    12ମ ଓଭର
    0.0.1.0.1.1

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅଷ୍ଟ୍ରେଲିଆର ତୃତୀୟ ୱିକେଟର ପତନ

    ଭାରତ: 232/09
    ଅଷ୍ଟ୍ରେଲିଆ: 65/03

    ମାର୍ସନ ଲାବୁସେନ: 01
    ଟ୍ରେଭିସ ହେଡ଼: 21

    ଭାରତ
    ବୋଲର: ରବୀନ୍ଦ୍ର ଜାଡ଼େଜା

    11ମ ଓଭର
    Wd2.0.0.1.0.2.0

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅଷ୍ଟ୍ରେଲିଆର ତୃତୀୟ ୱିକେଟର ପତନ

    ଭାରତ: 232/09
    ଅଷ୍ଟ୍ରେଲିଆ: 60/03

    ମାର୍ସନ ଲାବୁସେନ: 00
    ଟ୍ରେଭିସ ହେଡ଼: 19

    ଭାରତ
    ବୋଲର: ମହମ୍ମଦ ଶାମୀ

    10ମ ଓଭର
    0.0.4.4.1.0

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅଷ୍ଟ୍ରେଲିଆର ତୃତୀୟ ୱିକେଟର ପତନ

    ଭାରତ: 232/09
    ଅଷ୍ଟ୍ରେଲିଆ: 51/03

    ମାର୍ସନ ଲାବୁସେନ: 00
    ଟ୍ରେଭିସ ହେଡ଼: 10

    ଭାରତ
    ବୋଲର: ଜଶପ୍ରିତ ବୁମରା

    ନବମ ଓଭର
    0.0.0.B4.0.0

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅଷ୍ଟ୍ରେଲିଆର ତୃତୀୟ ୱିକେଟର ପତନ

    ଭାରତ: 232/09
    ଅଷ୍ଟ୍ରେଲିଆ: 47/03

    ମାର୍ସନ ଲାବୁସେନ: 00
    ଟ୍ରେଭିସ ହେଡ଼: 10

    ଭାରତ
    ବୋଲର: ମହମ୍ମଦ ଶାମୀ

    ଅଷ୍ଟମ ଓଭର
    0.0.0.0.0.0

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅଷ୍ଟ୍ରେଲିଆର ତୃତୀୟ ୱିକେଟର ପତନ

    ଭାରତ: 232/09
    ଅଷ୍ଟ୍ରେଲିଆ: 47/03

    ଷ୍ଟିଭେନ ସ୍ମିଥ: 04
    ଟ୍ରେଭିସ ହେଡ଼: 10

    ଭାରତ
    ବୋଲର: ଜଶପ୍ରିତ ବୁମରା

    ସପ୍ତମ ଓଭର
    0.1.0.4.0.W

    ଶେଷ ୱିକେଟ
    ଷ୍ଟିଭେନ ସ୍ମିଥ: 04

  • India Vs Australia World Cup LIVE Score: ଅଷ୍ଟ୍ରେଲିଆର ଦ୍ୱିତୀୟ ୱିକେଟର ପତନ

    ଭାରତ: 232/09
    ଅଷ୍ଟ୍ରେଲିଆ: 42/02

    ଷ୍ଟିଭେନ ସ୍ମିଥ: 00
    ଟ୍ରେଭିସ ହେଡ଼: 09

    ଭାରତ
    ବୋଲର: ମହମ୍ମଦ ଶାମୀ

    ଷଷ୍ଠ ଓଭର
    0.0.0.1.0.0.

    ଶେଷ ୱିକେଟ
    ମିଚେଲ ମାର୍ସ: 15

  • India Vs Australia World Cup LIVE Score: ଅଷ୍ଟ୍ରେଲିଆର ଦ୍ୱିତୀୟ ୱିକେଟର ପତନ

    ଭାରତ: 232/09
    ଅଷ୍ଟ୍ରେଲିଆ: 41/02

    ଷ୍ଟିଭେନ ସ୍ମିଥ: 00
    ଟ୍ରେଭିସ ହେଡ଼: 08

    ଭାରତ
    ବୋଲର: ଜଶପ୍ରିତ ବୁମରା

    ପଞ୍ଚମ ଓଭର
    0.0.W.0.0.0

    ଶେଷ ୱିକେଟ
    ମିଚେଲ ମାର୍ସ: 15

  • India Vs Australia World Cup LIVE Score: ଭାରତକୁ ଦ୍ୱିତୀୟ ସଫଳତା

    ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା। ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବା ମିଶେଲ ମାର୍ସ ଆଉଟ। ବ୍ୟକ୍ତିଗତ ୧୫ ରନ କରି ପାଭିଲିୟନ ଫେରିଲେ ମାର୍ସ

  • India Vs Australia World Cup LIVE Score: ଅଷ୍ଟ୍ରେଲିଆର ପ୍ରଥମ ୱିକେଟର ପତନ

    ଭାରତ: 232/09
    ଅଷ୍ଟ୍ରେଲିଆ: 41/01

    ମିଚେଲ ମାର୍ସ: 15
    ଟ୍ରେଭିସ ହେଡ଼: 08

    ଭାରତ
    ବୋଲର: ମହମ୍ମଦ ଶାମୀ

    ଚତୁର୍ଥ ଓଭର
    Wd3. 0.0.6.2.0.1

    ଶେଷ ୱିକେଟ
    ଡାଭିଡ଼ ୱାର୍ଣ୍ଣର: 07

  • India Vs Australia World Cup LIVE Score: ଅଷ୍ଟ୍ରେଲିଆର ପ୍ରଥମ ୱିକେଟର ପତନ

    ଭାରତ: 232/09
    ଅଷ୍ଟ୍ରେଲିଆ: 29/01

    ମିଚେଲ ମାର୍ସ: 06
    ଟ୍ରେଭିସ ହେଡ଼: 08

    ଭାରତ
    ବୋଲର: ଜଶପ୍ରିତ ବୁମରା

    ତୃତୀୟ ଓଭର
    0.0.1.0.0.0

    ଶେଷ ୱିକେଟ
    ଡାଭିଡ଼ ୱାର୍ଣ୍ଣର: 07

  • India Vs Australia World Cup LIVE Score: ଅଷ୍ଟ୍ରେଲିଆର ପ୍ରଥମ ୱିକେଟର ପତନ

    ଭାରତ: 232/09
    ଅଷ୍ଟ୍ରେଲିଆ: 28/01

    ମିଚେଲ ମାର୍ସ: 05
    ଟ୍ରେଭିସ ହେଡ଼: 08

    ଭାରତ
    ବୋଲର: ମହମ୍ମଦ ଶାମୀ

    ଦ୍ୱିତୀୟ ଓଭର
    Wd. W. 1.b1.Wd5.4.L1.0

    ଶେଷ ୱିକେଟ
    ଡାଭିଡ଼ ୱାର୍ଣ୍ଣର: 07

  • India Vs Australia World Cup LIVE Score: ଭାରତକୁ ପ୍ରଥମ ସଫଳତା

    ଭାରତକୁ ପ୍ରଥମ ସଫଳତା। ବ୍ୟକ୍ତିଗତ ୭ ରନ କରି ପାଭିଲିଅନ ଫେରିଛନ୍ତି ଡେଭିଡ଼ ୱାର୍ଣ୍ଣର। ସାମିଙ୍କ ପ୍ରଥମ ବଲରେ ଆଉଟ ହୋଇ ପାଭିଲିଅନ ଫେରିଛନ୍ତି ଡେଭିଡ଼ ୱାର୍ଣ୍ଣର।

  • India Vs Australia World Cup LIVE Score: ବିଜୟ ଲକ୍ଷ୍ୟର ପିଛା କରୁଛି ଅଷ୍ଟ୍ରେଲିଆ

    ଭାରତ: 240/10
    ଅଷ୍ଟ୍ରେଲିଆ: 15/00

    ଡାଭିଡ଼ ୱାର୍ଣ୍ଣର: 07
    ଟ୍ରେଭିସ ହେଡ଼: 08

    ଭାରତ
    ବୋଲର: ଜଶପ୍ରିତ ବୁମରା

    ପ୍ରଥମ ଓଭର
    4.3.0.4.0.4

  • India Vs Australia World Cup LIVE Score: ୨୪୧ ରନର ବିଜୟ ଲକ୍ଷ୍ୟ ଦେଲା ଭାରତ

    ଚଳିତ ବିଶ୍ୱକପର ଫାଇନାଲରେ ପ୍ରତିପକ୍ଷ ଅଷ୍ଟ୍ରେଲିଆକୁ ୨୪୧ ରନ ବିଜୟ ଲକ୍ଷ୍ୟ ଦେଇଛି ଭାରତ। ଆମନ୍ତ୍ରଣ ପାଇଁ ପ୍ରଥମେ ବ୍ୟାଟିଂ କରି ୨୪୦ ରନ କରି ଅଲଆଉଟ ହୋଇଯାଇଥିଲା। ଭାରତ ପକ୍ଷରୁ ବିରାଟ କୋହଲି ଓ କେଏଲ ରାହୁଲ ଅର୍ଦ୍ଧଶତକ ହାସଲ କରିଥିଲେ। ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା ଭାରତ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଜୋସ ହେଜେଲଉଡ଼ ଓ ପାଟ କମିନ୍ସ ଦୁଇଟି ଏବଂ ଗ୍ଲେନ ମ୍ୟାକ୍ସୱେଲ ଓ ଆଡାମ ଜାମ୍ପା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। 

  • India Vs Australia World Cup LIVE Score: ନବମ ୱିକେଟର ପତନ

    ଭାରତ: 232/09

    କୂଳଦୀପ ଯାଦବ: 8
    ମହମ୍ମଦ ସିରାଜ: 3

    ଅଷ୍ଟ୍ରେଲିଆ
    ବୋଲର: ପାଟ କମିନ୍ସ

    49ମ ଓଭର
    0.Wd.0.1.1.1.1

    ଶେଷ ୱିକେଟ
    ସୂର୍ଯ୍ୟକୁମାର ଯାଦବ: 16

  • India Vs Australia World Cup LIVE Score: ନବମ ୱିକେଟର ପତନ

    ଭାରତ: 227/09

    କୂଳଦୀପ ଯାଦବ: 6
    ମହମ୍ମଦ ସିରାଜ: 1

    ଅଷ୍ଟ୍ରେଲିଆ
    ବୋଲର: ଜୋଶ ହାଜେଲଉଡ଼

    48ମ ଓଭର
    0.Wd.2.W.1.0.0

    ଶେଷ ୱିକେଟ
    ସୂର୍ଯ୍ୟକୁମାର ଯାଦବ: 16

  • India Vs Australia World Cup LIVE Score: ଅଷ୍ଟମ ୱିକେଟର ପତନ

    ଭାରତ: 223/08

    କୂଳଦୀପ ଯାଦବ: 6
    ସୂର୍ଯ୍ୟକୁମାର ଯାଦବ: 16

    ଅଷ୍ଟ୍ରେଲିଆ
    ବୋଲର: ପାଟ କମିନ୍ସ

    47ମ ଓଭର
    0.1.1.0.0.0

    ଶେଷ ୱିକେଟ
    ଜଶପ୍ରିତ ବୁମରା: 1

  • India Vs Australia World Cup LIVE Score: ଅଷ୍ଟମ ୱିକେଟର ପତନ

    ଭାରତ: 221/08

    କୂଳଦୀପ ଯାଦବ: 5
    ସୂର୍ଯ୍ୟକୁମାର ଯାଦବ: 15

    ଅଷ୍ଟ୍ରେଲିଆ
    ବୋଲର: ମିଚେଲ ଷ୍ଟାର୍କ

    46ମ ଓଭର
    1.1.0.0.2.Wd.1

    ଶେଷ ୱିକେଟ
    ଜଶପ୍ରିତ ବୁମରା: 1

  • India Vs Australia World Cup LIVE Score: ଅଷ୍ଟମ ୱିକେଟର ପତନ

    ଭାରତ: 215/08

    କୂଳଦୀପ ଯାଦବ: 1
    ସୂର୍ଯ୍ୟକୁମାର ଯାଦବ: 14

    ଅଷ୍ଟ୍ରେଲିଆ
    ବୋଲର: ଆଡାମ ଜାମ୍ପା

    45ମ ଓଭର
    0.0.1.0.W.1

    ଶେଷ ୱିକେଟ
    ଜଶପ୍ରିତ ବୁମରା: 1

  • ndia Vs Australia World Cup LIVE Score: ସପ୍ତମ ୱିକେଟର ପତନ

    ଭାରତ: 213/07

    ଜଶପ୍ରିତ ବୁମରା: 1
    ସୂର୍ଯ୍ୟକୁମାର ଯାଦବ: 13

    ଅଷ୍ଟ୍ରେଲିଆ
    ବୋଲର: ମିଚେଲ ଷ୍ଟାର୍କ

    44ମ ଓଭର
    0.0.0.W.1.1

    ଶେଷ ୱିକେଟ
    କେଏଲ ରାହୁଲ: 66

  • India Vs Australia World Cup LIVE Score: ଷଷ୍ଠ ୱିକେଟର ପତନ

    ଭାରତ: 211/06

    ମହମ୍ମଦ ଶାମୀ: 6
    ସୂର୍ଯ୍ୟକୁମାର ଯାଦବ: 12

    ଅଷ୍ଟ୍ରେଲିଆ
    ବୋଲର: ପାଟ କମିନ୍ସ

    43ମ ଓଭର
    1.0.1.0.1.1

    ଶେଷ ୱିକେଟ
    କେଏଲ ରାହୁଲ: 66

  • India Vs Australia World Cup LIVE Score: ଷଷ୍ଠ ୱିକେଟର ପତନ

    ଭାରତ: 207/06

    ମହମ୍ମଦ ଶାମୀ: 4
    ସୂର୍ଯ୍ୟକୁମାର ଯାଦବ: 10

    ଅଷ୍ଟ୍ରେଲିଆ
    ବୋଲର: ମିଚେଲ ଷ୍ଟାର୍କ

    42ମ ଓଭର
    Wd2. 0.1.W.0.4.0

    ଶେଷ ୱିକେଟ
    କେଏଲ ରାହୁଲ: 66

  • India Vs Australia World Cup LIVE Score: ପଞ୍ଚମ ୱିକେଟର ପତନ

    ଭାରତ: 200/05

    କେଏଲ ରାହୁଲ: 66
    ସୂର୍ଯ୍ୟକୁମାର ଯାଦବ: 9

    ଅଷ୍ଟ୍ରେଲିଆ
    ବୋଲର: ଆଡାମ ଜାମ୍ପା

    41ମ ଓଭର
    0.1.1.0.1.0

    ଶେଷ ୱିକେଟ
    ରବୀନ୍ଦ୍ର ଜାଡ଼େଜା: 9

  • India Vs Australia World Cup LIVE Score: ପଞ୍ଚମ ୱିକେଟର ପତନ

    ଭାରତ: 197/05

    କେଏଲ ରାହୁଲ: 64
    ସୂର୍ଯ୍ୟକୁମାର ଯାଦବ: 8

    ଅଷ୍ଟ୍ରେଲିଆ
    ବୋଲର: ଜୋଶ ହେଜେଲଉଡ଼

    40ମ ଓଭର
    1.0.1.1.1.1

    ଶେଷ ୱିକେଟ
    ରବୀନ୍ଦ୍ର ଜାଡ଼େଜା: 9

  • India Vs Australia World Cup LIVE Score: ପଞ୍ଚମ ୱିକେଟର ପତନ

    ଭାରତ: 192/05

    କେଏଲ ରାହୁଲ: 61
    ସୂର୍ଯ୍ୟକୁମାର ଯାଦବ: 6

    ଅଷ୍ଟ୍ରେଲିଆ
    ବୋଲର: ଆଡାମ ଜାମ୍ପା

    39ମ ଓଭର
    1.Wd2.1.0.1.1.4

    ଶେଷ ୱିକେଟ
    ରବୀନ୍ଦ୍ର ଜାଡ଼େଜା: 9

  • India Vs Australia World Cup LIVE Score: ପଞ୍ଚମ ୱିକେଟର ପତନ

    ଭାରତ: 182/05

    କେଏଲ ରାହୁଲ: 58
    ସୂର୍ଯ୍ୟକୁମାର ଯାଦବ: 1

    ଅଷ୍ଟ୍ରେଲିଆ
    ବୋଲର: ଜୋଶ ହେଜେଲଉଡ଼

    38ମ ଓଭର
    1.0.0.1.1.0

    ଶେଷ ୱିକେଟ
    ରବୀନ୍ଦ୍ର ଜାଡ଼େଜା: 9

  • India Vs Australia World Cup LIVE Score: ପଞ୍ଚମ ୱିକେଟର ପତନ

    ଭାରତ: 179/05

    କେଏଲ ରାହୁଲ: 56
    ସୂର୍ଯ୍ୟକୁମାର ଯାଦବ: 0

    ଅଷ୍ଟ୍ରେଲିଆ
    ବୋଲର: ଗ୍ଲେନ ମ୍ୟାକ୍ସୱେଲ

    37ମ ଓଭର
    0.0.0.0.1.0

    ଶେଷ ୱିକେଟ
    ରବୀନ୍ଦ୍ର ଜାଡ଼େଜା: 9

  • India Vs Australia World Cup LIVE Score: ପଞ୍ଚମ ୱିକେଟର ପତନ

    ଭାରତ: 178/05

    କେଏଲ ରାହୁଲ: 55
    ସୂର୍ଯ୍ୟକୁମାର ଯାଦବ: 0

    ଅଷ୍ଟ୍ରେଲିଆ
    ବୋଲର: ଜୋଶ ହେଜେଲଉଡ଼

    36ମ ଓଭର
    2.2.1.0.W.0

    ଶେଷ ୱିକେଟ
    ରବୀନ୍ଦ୍ର ଜାଡ଼େଜା: 9

  • India Vs Australia World Cup LIVE Score: ଅର୍ଦ୍ଧଶତକ ପୂରଣ କଲେ ରାହୁଲ

    ଭାରତ: 173/04

    କେଏଲ ରାହୁଲ: 50
    ରବୀନ୍ଦ୍ର ଜାଡ଼େଜା: 9

    ଅଷ୍ଟ୍ରେଲିଆ
    ବୋଲର: ମିଚେଲ ଷ୍ଟାର୍କ

    35ମ ଓଭର
    0.1.1.1.1.0

    ଶେଷ ୱିକେଟ
    ବିରାଟ କୋହଲି: 53

  • India Vs Australia World Cup LIVE Score: ଭାରତର ବ୍ୟାଟିଂ ବିପର୍ଯ୍ୟୟ

    ଭାରତ: 169/04

    କେଏଲ ରାହୁଲ: 48
    ରବୀନ୍ଦ୍ର ଜାଡ଼େଜା: 7

    ଅଷ୍ଟ୍ରେଲିଆ
    ବୋଲର: ଟ୍ରାଭେସ ହେଡ଼

    34ମ ଓଭର
    1.0.1.L2.0.0

    ଶେଷ ୱିକେଟ
    ବିରାଟ କୋହଲି: 53

  • India Vs Australia World Cup LIVE Score: ଭାରତର ବ୍ୟାଟିଂ ବିପର୍ଯ୍ୟୟ

    ଭାରତ: 165/04

    କେଏଲ ରାହୁଲ: 47
    ରବୀନ୍ଦ୍ର ଜାଡ଼େଜା: 6

    ଅଷ୍ଟ୍ରେଲିଆ
    ବୋଲର: ମିଚେଲ ଷ୍ଟାର୍କ

    33ମ ଓଭର
    0.0.1.1.1.0

    ଶେଷ ୱିକେଟ
    ବିରାଟ କୋହଲି: 53

  • India Vs Australia World Cup LIVE Score: ଭାରତର ବ୍ୟାଟିଂ ବିପର୍ଯ୍ୟୟ

    ଭାରତ: 162/04

    କେଏଲ ରାହୁଲ: 45
    ରବୀନ୍ଦ୍ର ଜାଡ଼େଜା: 5

    ଅଷ୍ଟ୍ରେଲିଆ
    ବୋଲର: ଆଡାମ ଜାମ୍ପା

    32ମ ଓଭର
    0.0.1.1.1.1

    ଶେଷ ୱିକେଟ
    ବିରାଟ କୋହଲି: 53

  • India Vs Australia World Cup LIVE Score: ଭାରତର ବ୍ୟାଟିଂ ବିପର୍ଯ୍ୟୟ

    ଭାରତ: 158/04

    କେଏଲ ରାହୁଲ: 43
    ରବୀନ୍ଦ୍ର ଜାଡ଼େଜା: 3

    ଅଷ୍ଟ୍ରେଲିଆ
    ବୋଲର: ପାଟ କମିନ୍ସ

    31ମ ଓଭର
    2.1.0.1.1.1

    ଶେଷ ୱିକେଟ
    ବିରାଟ କୋହଲି: 53

  • India Vs Australia World Cup LIVE Score: ଭାରତର ବ୍ୟାଟିଂ ବିପର୍ଯ୍ୟୟ

    ଭାରତ: 152/04

    କେଏଲ ରାହୁଲ: 39
    ରବୀନ୍ଦ୍ର ଜାଡ଼େଜା: 1

    ଅଷ୍ଟ୍ରେଲିଆ
    ବୋଲର: ଆଡାମ ଜାମ୍ପା

    30ମ ଓଭର
    1.1.0.0.1.0

    ଶେଷ ୱିକେଟ
    ବିରାଟ କୋହଲି: 53

  • India Vs Australia World Cup LIVE Score: ଅର୍ଦ୍ଧଶତକ ପୂରଣ କଲେ ବିରାଟ

    ଭାରତ: 149/04

    କେଏଲ ରାହୁଲ: 37
    ରବୀନ୍ଦ୍ର ଜାଡ଼େଜା: 0

    ଅଷ୍ଟ୍ରେଲିଆ
    ବୋଲର: ପାଟ କମିନ୍ସ

    29ମ ଓଭର
    1.1.W.0.0.Wd.0

    ଶେଷ ୱିକେଟ
    ବିରାଟ କୋହଲି: 53

  • India Vs Australia World Cup LIVE Score: ଭାରତକୁ ବିରାଟ ଝଟକା

    ଅର୍ଦ୍ଧଶତକୀୟ ଇନିଂସ ପରେ ପାଭିଲିୟନ ଫେରିଲେ ବିରାଟ। ଲଗାତାର ତିନୋଟି ବହୁମୂଲ୍ୟ ୱିକେଟ ହରାଇବା ପରେ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ବିରାଟ ଓ କେଏଲ ରାହୁଲ। ତେବେ ଅର୍ଦ୍ଧଶତକୀୟ ଇନିଂସ ଖେଳିବା ପରେ ପାଭିଲିୟନ ଫେରିଛନ୍ତି ବିରାଟ କୋହଲି। 

  • India Vs Australia World Cup LIVE Score: ଅର୍ଦ୍ଧଶତକ ପୂରଣ କଲେ ବିରାଟ

    ଭାରତ: 146/03

    କେଏଲ ରାହୁଲ: 36
    ବିରାଟ କୋହଲି: 53

    ଅଷ୍ଟ୍ରେଲିଆ
    ବୋଲର: ଆଡାମ ଜାମ୍ପା

    28ମ ଓଭର
    0.1.0.1.1.1

    ଶେଷ ୱିକେଟ
    ଶ୍ରେୟାସ ଆୟାର: 4

  • India Vs Australia World Cup LIVE Score: ଅର୍ଦ୍ଧଶତକ ପୂରଣ କଲେ ବିରାଟ

    ଭାରତ: 142/03

    କେଏଲ ରାହୁଲ: 34
    ବିରାଟ କୋହଲି: 51

    ଅଷ୍ଟ୍ରେଲିଆ
    ବୋଲର: ଗ୍ଲେନ ମ୍ୟାକ୍ସୱେଲ

    27ମ ଓଭର
    0.4.0.1.1.1

    ଶେଷ ୱିକେଟ
    ଶ୍ରେୟାସ ଆୟାର: 4

  • India Vs Australia World Cup LIVE Score: ଅର୍ଦ୍ଧଶତକ ପୂରଣ କଲେ ବିରାଟ

    ଭାରତ: 135/03

    କେଏଲ ରାହୁଲ: 28
    ବିରାଟ କୋହଲି: 50

    ଅଷ୍ଟ୍ରେଲିଆ
    ବୋଲର: ଆଡାମ ଜାମ୍ପା

    26ମ ଓଭର
    1.0.2.0.1.0

    ଶେଷ ୱିକେଟ
    ଶ୍ରେୟାସ ଆୟାର: 4

  • India Vs Australia World Cup LIVE Score: ମଙ୍ଗ ସମ୍ଭାଳିଛନ୍ତି ବିରାଟ ଓ ରାହୁଲ

    ଭାରତ: 131/03

    କେଏଲ ରାହୁଲ: 25
    ବିରାଟ କୋହଲି: 49

    ଅଷ୍ଟ୍ରେଲିଆ
    ବୋଲର: ଗ୍ଲେନ ମ୍ୟାକ୍ସୱେଲ

    25ମ ଓଭର
    0.1.0.1.0.1

    ଶେଷ ୱିକେଟ
    ଶ୍ରେୟାସ ଆୟାର: 4

  • India Vs Australia World Cup LIVE Score: ମଙ୍ଗ ସମ୍ଭାଳିଛନ୍ତି ବିରାଟ ଓ ରାହୁଲ

    ଭାରତ: 128/03

    କେଏଲ ରାହୁଲ: 24
    ବିରାଟ କୋହଲି: 47

    ଅଷ୍ଟ୍ରେଲିଆ
    ବୋଲର: ମିଚେଲ ମାର୍ସ

    24ମ ଓଭର
    0.1.0.1.1.0

    ଶେଷ ୱିକେଟ
    ଶ୍ରେୟାସ ଆୟାର: 4

  • India Vs Australia World Cup LIVE Score: ମଙ୍ଗ ସମ୍ଭାଳିଛନ୍ତି ବିରାଟ ଓ ରାହୁଲ

    ଭାରତ: 125/03

    କେଏଲ ରାହୁଲ: 23
    ବିରାଟ କୋହଲି: 45

    ଅଷ୍ଟ୍ରେଲିଆ
    ବୋଲର: ମିଚେଲ ଷ୍ଟାର୍କ

    23ମ ଓଭର
    0.0.0.1.2.1

    ଶେଷ ୱିକେଟ
    ଶ୍ରେୟାସ ଆୟାର: 4

  • India Vs Australia World Cup LIVE Score: ମଙ୍ଗ ସମ୍ଭାଳିଛନ୍ତି ବିରାଟ ଓ ରାହୁଲ

    ଭାରତ: 121/03

    କେଏଲ ରାହୁଲ: 22
    ବିରାଟ କୋହଲି: 42

    ଅଷ୍ଟ୍ରେଲିଆ
    ବୋଲର: ଟ୍ରାଭିସ ହେଡ଼

    22ମ ଓଭର
    1.0.0.0.1.0

    ଶେଷ ୱିକେଟ
    ଶ୍ରେୟାସ ଆୟାର: 4

  • India Vs Australia World Cup LIVE Score: ମଙ୍ଗ ସମ୍ଭାଳିଛନ୍ତି ବିରାଟ ଓ ରାହୁଲ

    ଭାରତ: 119/03

    କେଏଲ ରାହୁଲ: 21
    ବିରାଟ କୋହଲି: 41

    ଅଷ୍ଟ୍ରେଲିଆ
    ବୋଲର: ଜୋଶ ହେଜଲଉଡ଼

    21ମ ଓଭର
    0.1.1.1.1.0

    ଶେଷ ୱିକେଟ
    ଶ୍ରେୟାସ ଆୟାର: 4

  • India Vs Australia World Cup LIVE Score: ମଙ୍ଗ ସମ୍ଭାଳିଛନ୍ତି ବିରାଟ ଓ ରାହୁଲ

    ଭାରତ: 115/03

    କେଏଲ ରାହୁଲ: 19
    ବିରାଟ କୋହଲି: 39

    ଅଷ୍ଟ୍ରେଲିଆ
    ବୋଲର: ମିଚେଲ ମାର୍ସ

    20ମ ଓଭର
    1.0.0.0.1.0

    ଶେଷ ୱିକେଟ
    ଶ୍ରେୟାସ ଆୟାର: 4

  • India Vs Australia World Cup LIVE Score: ମଙ୍ଗ ସମ୍ଭାଳିଛନ୍ତି ବିରାଟ ଓ ରାହୁଲ

    ଭାରତ: 113/03

    କେଏଲ ରାହୁଲ: 18
    ବିରାଟ କୋହଲି: 38

    ଅଷ୍ଟ୍ରେଲିଆ
    ବୋଲର: ଜୋଶ ହେଜେଲଉଡ଼

    19ମ ଓଭର
    1.1.1.1.1.1

    ଶେଷ ୱିକେଟ
    ଶ୍ରେୟାସ ଆୟାର: 4

  • India Vs Australia World Cup LIVE Score: ମଙ୍ଗ ସମ୍ଭାଳିଛନ୍ତି ବିରାଟ ଓ ରାହୁଲ

    ଭାରତ: 107/03

    କେଏଲ ରାହୁଲ: 15
    ବିରାଟ କୋହଲି: 35

    ଅଷ୍ଟ୍ରେଲିଆ
    ବୋଲର: ଗ୍ଲେନ ମ୍ୟାକ୍ସୱେଲ

    18ମ ଓଭର
    0.0.0.2.0.1

    ଶେଷ ୱିକେଟ
    ଶ୍ରେୟାସ ଆୟାର: 4

  • India Vs Australia World Cup LIVE Score: ମଙ୍ଗ ସମ୍ଭାଳିଛନ୍ତି ବିରାଟ ଓ ରାହୁଲ

    ଭାରତ: 104/03

    କେଏଲ ରାହୁଲ: 12
    ବିରାଟ କୋହଲି: 35

    ଅଷ୍ଟ୍ରେଲିଆ
    ବୋଲର: ପାଟ କମିନ୍ସ

    17ମ ଓଭର
    1.0.1.1.0.0

    ଶେଷ ୱିକେଟ
    ଶ୍ରେୟାସ ଆୟାର: 4

  • India Vs Australia World Cup LIVE Score: ପାଭିଲିୟନ ଫେରିଲେ ଶ୍ରେୟାସ

    ଭାରତ: 101/03

    କେଏଲ ରାହୁଲ: 10
    ବିରାଟ କୋହଲି: 34

    ଅଷ୍ଟ୍ରେଲିଆ
    ବୋଲର: ଆଡାମ ଜାମ୍ପା

    16ମ ଓଭର
    1.0.1.1.0.1

    ଶେଷ ୱିକେଟ
    ଶ୍ରେୟାସ ଆୟାର: 4

  • India Vs Australia World Cup LIVE Score: ପାଭିଲିୟନ ଫେରିଲେ ଶ୍ରେୟାସ

    ଭାରତ: 97/03

    କେଏଲ ରାହୁଲ: 8
    ବିରାଟ କୋହଲି: 32

    ଅଷ୍ଟ୍ରେଲିଆ
    ବୋଲର: ପାଟ କମିନ୍ସ

    15ମ ଓଭର
    1.1.1.0.0.0

    ଶେଷ ୱିକେଟ
    ଶ୍ରେୟାସ ଆୟାର: 4

  • India Vs Australia World Cup LIVE Score: ପାଭିଲିୟନ ଫେରିଲେ ଶ୍ରେୟାସ

    ଭାରତ: 94/03

    କେଏଲ ରାହୁଲ: 7
    ବିରାଟ କୋହଲି: 30

    ଅଷ୍ଟ୍ରେଲିଆ
    ବୋଲର: ଆଡାମ ଜାମ୍ପା

    14ମ ଓଭର
    1.1.1.1.0.1

    ଶେଷ ୱିକେଟ
    ଶ୍ରେୟାସ ଆୟାର: 4

  • India Vs Australia World Cup LIVE Score: ପାଭିଲିୟନ ଫେରିଲେ ଶ୍ରେୟାସ

    ଭାରତ: 89/03

    କେଏଲ ରାହୁଲ: 5
    ବିରାଟ କୋହଲି: 27

    ଅଷ୍ଟ୍ରେଲିଆ
    ବୋଲର: ପାଟ କମିନ୍ସ

    13ମ ଓଭର
    0.0.0.0.1.1

    ଶେଷ ୱିକେଟ
    ଶ୍ରେୟାସ ଆୟାର: 4

  • India Vs Australia World Cup LIVE Score: ପାଭିଲିୟନ ଫେରିଲେ ଶ୍ରେୟାସ

    ଭାରତ: 87/03

    କେଏଲ ରାହୁଲ: 4
    ବିରାଟ କୋହଲି: 26

    ଅଷ୍ଟ୍ରେଲିଆ
    ବୋଲର: ଆଡାମ ଜାମ୍ପା

    12ମ ଓଭର
    1.1.1.1.0.1

    ଶେଷ ୱିକେଟ
    ଶ୍ରେୟାସ ଆୟାର: 4

  • India Vs Australia World Cup LIVE Score: ପାଭିଲିୟନ ଫେରିଲେ ଶ୍ରେୟାସ

    ଭାରତ: 82/03

    କେଏଲ ରାହୁଲ: 1
    ବିରାଟ କୋହଲି: 24

    ଅଷ୍ଟ୍ରେଲିଆ
    ବୋଲର: ପାଟ କମିନ୍ସ

    11ମ ଓଭର
    1.W.0.0.1.0

    ଶେଷ ୱିକେଟ
    ଶ୍ରେୟାସ ଆୟାର: 4

  • India Vs Australia World Cup LIVE Score: ଭାରତକୁ ଦ୍ୱିତୀୟ ଝଟକା

    ଭାରତ: 80/02

    ଶ୍ରେୟାସ ଆୟାର: 4
    ବିରାଟ କୋହଲି: 23

    ଅଷ୍ଟ୍ରେଲିଆ
    ବୋଲର: ଗ୍ଲେନ ମ୍ୟାକ୍ସୱେଲ

    10ମ ଓଭର
    0.6.4.W.0.4

    ଶେଷ ୱିକେଟ
    ରୋହିତ ଶର୍ମା: 47

  • India Vs Australia World Cup LIVE Score: ଭାରତକୁ ଦ୍ୱିତୀୟ ଝଟକା

    ହିଟ ମ୍ୟାନ ଆଉଟ। ଗ୍ଲେନ ମ୍ୟାକ୍ସୱେଲଙ୍କ ବଲରେ କ୍ୟାଚ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି ରୋହିତ। ବ୍ୟକ୍ତିଗତ ୪୭ ରନ କରି ଫେରିଛନ୍ତି ରୋହିତ

  • India Vs Australia World Cup LIVE Score: ଭାରତକୁ ପ୍ରଥମ ଝଟକା

    ଭାରତ: 66/01

    ରୋହିତ ଶର୍ମା: 37
    ବିରାଟ କୋହଲି: 23

    ଅଷ୍ଟ୍ରେଲିଆ
    ବୋଲର: ପାଟ କମିନ୍ସ

    ନବମ ଓଭର
    1.L1.0.1.0.2

    ଶେଷ ୱିକେଟ
    ଶୁବମନ ଗିଲ: 04

  • India Vs Australia World Cup LIVE Score: ଭାରତକୁ ପ୍ରଥମ ଝଟକା

    ଭାରତ: 61/01

    ରୋହିତ ଶର୍ମା: 35
    ବିରାଟ କୋହଲି: 21

    ଅଷ୍ଟ୍ରେଲିଆ
    ବୋଲର: ଗ୍ଲେନ ମ୍ୟାକ୍ସୱେଲ

    ଅଷ୍ଟମ ଓଭର
    1.1.1.0.4.0

    ଶେଷ ୱିକେଟ
    ଶୁବମନ ଗିଲ: 04

  • India Vs Australia World Cup LIVE Score: ଭାରତକୁ ପ୍ରଥମ ଝଟକା

    ଭାରତ: 54/01

    ରୋହିତ ଶର୍ମା: 33
    ବିରାଟ କୋହଲି: 16

    ଅଷ୍ଟ୍ରେଲିଆ
    ବୋଲର: ମିଚେଲ ଷ୍ଟାର୍କ

    ସପ୍ତମ ଓଭର
    4.4.4.0.1.1

    ଶେଷ ୱିକେଟ
    ଶୁବମନ ଗିଲ: 04

  • India Vs Australia World Cup LIVE Score: ଭାରତକୁ ପ୍ରଥମ ଝଟକା

    ଭାରତ: 40/01

    ରୋହିତ ଶର୍ମା: 32
    ବିରାଟ କୋହଲି: 03

    ଅଷ୍ଟ୍ରେଲିଆ
    ବୋଲର: ଜୋଶ ହାଜେଲଉଡ଼

    ଷଷ୍ଠ ଓଭର
    0.0.1.1.0.1

    ଶେଷ ୱିକେଟ
    ଶୁବମନ ଗିଲ: 04

  • India Vs Australia World Cup LIVE Score: ଭାରତକୁ ପ୍ରଥମ ଝଟକା, ମୈଦାନରେ ବିରାଟ

    ଭାରତ: 37/01

    ରୋହିତ ଶର୍ମା: 31
    ବିରାଟ କୋହଲି: 01

    ଅଷ୍ଟ୍ରେଲିଆ
    ବୋଲର: ମିଚେଲ ଷ୍ଟାର୍କ

    ପଞ୍ଚମ ଓଭର
    0.W.0.0.1.6

    ଶେଷ ୱିକେଟ
    ଶୁବମନ ଗିଲ: 04

  • India Vs Australia World Cup LIVE Score: ଭାରତକୁ ପ୍ରଥମ ଝଟକା

    ଶୁବମନ ଗିଲ ଆଉଟ। ଓପନିଂ ପାର୍ଟନରସିପ ଭାଙ୍ଗିବାରେ ସଫଳ ହୋଇଛନ୍ତି ଅଷ୍ଟ୍ରେଲିଆ ଦଳ। ମିଚେଲ ଷ୍ଚାର୍କଙ୍କ ବଲରେ କ୍ୟାଚ ଆଉଟ ହୋଇ ପାଭିଲିଅନ ଫେରିଛନ୍ତି ଶୁବମନ ଗିଲ। 

  • India Vs Australia World Cup LIVE Score: ଭାରତର ବ୍ୟାଟିଂ ଆରମ୍ଭ

    ଭାରତ: 30/00

    ରୋହିତ ଶର୍ମା: 25
    ଶୁବମନ ଗିଲ: 04

    ଅଷ୍ଟ୍ରେଲିଆ
    ବୋଲର: ଜୋଶ ହେଜଲଉଡ଼

    ଚତୁର୍ଥ ଓଭର
    0.1.1.0.6.4

  • India Vs Australia World Cup LIVE Score: ସୂର୍ଯ୍ୟକିରଣ ପ୍ରଦର୍ଶନ

    ମ୍ୟାଚ ପୂର୍ବରୁ ଭାରତୀୟ ବାୟୁସେନା ପକ୍ଷରୁ ଏୟାର ଶୋ ପ୍ରଦର୍ଶନ। ଦେଖନ୍ତୁ ଫଟୋ

  • India Vs Australia World Cup LIVE Score: ଭାରତର ବ୍ୟାଟିଂ ଆରମ୍ଭ

    ଭାରତ: 18/00

    ରୋହିତ ଶର୍ମା: 14
    ଶୁବମନ ଗିଲ: 03

    ଅଷ୍ଟ୍ରେଲିଆ
    ବୋଲର: ମିଚେଲ ଷ୍ଟାର୍କ

    ତୃତୀୟ ଓଭର
    1.Wd.0.1.2.0.0

  • India Vs Australia World Cup LIVE Score: ଭାରତର ବ୍ୟାଟିଂ ଆରମ୍ଭ

    ଭାରତ: 13/00

    ରୋହିତ ଶର୍ମା: 13
    ଶୁବମନ ଗିଲ: 00

    ଅଷ୍ଟ୍ରେଲିଆ
    ବୋଲର: ଜୋଶ ହାଜେଲଉଡ଼

    ଦ୍ୱିତୀୟ ଓଭର
    2.4.4.0.0.0

  • India Vs Australia World Cup LIVE Score: ଭାରତର ବ୍ୟାଟିଂ ଆରମ୍ଭ

    ଭାରତ: 03/00

    ରୋହିତ ଶର୍ମା: 03
    ଶୁବମନ ଗିଲ: 00

    ଅଷ୍ଟ୍ରେଲିଆ
    ବୋଲର: ମିଚେଲ ଷ୍ଟାର୍କ

    ପ୍ରଥମ ଓଭର
    0.2.0.0.0.1

  • India Vs Australia World Cup LIVE Score: ବିରାଟଙ୍କୁ ମିଳିଲା ସ୍ୱତନ୍ତ୍ର ଉପହାର

    ଫାଇନାଲ ମ୍ୟାଚ ଆରମ୍ଭ ପୂର୍ବରୁ ସଚିନ ତେନ୍ଦୁଲକରଙ୍କ ତରଫରୁ ଏକ ସ୍ୱତନ୍ତ୍ର ଉପହାର ମିଳିଛି। ଦେଖନ୍ତୁ ଫଟୋ

  • India Vs Australia World Cup LIVE Score: ଅଷ୍ଟ୍ରେଲିଆ ଦଳ

    ଅଷ୍ଟ୍ରେଲିଆର ଚୂଡାନ୍ତ ଏକାଦଶ: ଟ୍ରାଭିସ ହେଡ଼, ଡାଭିଡ଼ ୱାର୍ଣ୍ଣର, ମିଚେଲ ମାର୍ସ, ଷ୍ଟିଭେନ ସ୍ମିଥ, ମାର୍ଣ୍ଣସ ଲାବୁସେନ, ଗ୍ଲେନ ମ୍ୟାକ୍ସୱେଲ, ଜୋଶ ଇଙ୍ଗ୍ଲିସ, ମିଚେଲ ଷ୍ଟାର୍କ, ପାଟ କମିନ୍ସ, ଆଡାମ ଜାମ୍ପା, ଜୋଶ ହାଜେଲଉଡ଼

  • India Vs Australia World Cup LIVE Score: ଭାରତୀୟ ଦଳ

    ଭାରତର ଚୂଡାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟାର, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡ଼େଜା, ମହମ୍ମଦ ଶାମୀ, ଜଶପ୍ରିତ ବୁମରା, କୂଳଦୀପ ଯାଦବ, ମହମ୍ମଦ ସିରାଜ

  • India Vs Australia World Cup LIVE Score: ପଡ଼ିଲା ଟସ

    ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ । ବ୍ୟାଟିଂ କରିବ ଭାରତ। 

  • India Vs Australia World Cup LIVE Score: ଷ୍ଟାଡ଼ିୟମ ଅଭିମୁଖେ ଭାରତୀୟ ଦଳ

     

    ଭାରତୀୟ କ୍ରିକେଟ୍ ଦଳ ଖୁବ୍ ଶୀଘ୍ର ଆଇଟିସି ନର୍ମଦା ହୋଟେଲରୁ ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ଯିବେ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ବାହାରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ବ୍ୟାନର ଏବଂ କଟଆଉଟ ନେଇ ଲୋକମାନେ ବେଶ ଖୁସି ମନାଉଛନ୍ତି। 

  • India Vs Australia World Cup LIVE Score: ୧.୩୨ ମିନିଟରେ ପଡ଼ିବ ଟସ 

    ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ମ୍ୟାଚ୍ ପାଇଁ ଟସ୍ ଅପରାହ୍ନ 1:32 ରେ ହେବ। ଏହା ପରେ ୧୫ ମିନିଟର ଏୟାର ସୋ ହେବ। ତା’ପରେ ଜାତୀୟ ସଂଗୀତ ପରେ ମ୍ୟାଚ୍ ଆରମ୍ଭ ହେବ। ଷ୍ଟାଡିୟମ ବାହାରେ ବହୁ ସଂଖ୍ୟାରେ ପ୍ରଶଂସକ ଭାରତର ତ୍ରିକୋଣୀୟ ପତାକା ସହିତ ଉପସ୍ଥିତ ଅଛନ୍ତି।

  • India Vs Australia World Cup LIVE Score: ୧୬୦୦ ପୋଲିସ କର୍ମୀ ନିୟୋଜିତ 

    ଅହମ୍ମଦାବାଦର ଅତିରିକ୍ତ ସିପି ଟ୍ରାଫିକ ନରେନ୍ଦ୍ର ଚୌଧୁରୀ ଟ୍ରାଫିକ ବ୍ୟବସ୍ଥା ବିଷୟରେ କହିଛନ୍ତି ଯେ ସୁଗମ ବ୍ୟବସ୍ଥା ବଜାୟ ରଖିବା ପାଇଁ ୧୬୦୦ ଟ୍ରାଫିକ ପୋଲିସ ନିୟୋଜିତ ହୋଇଛି। କୌଣସି ସ୍ଥାନରେ କୌଣସି ଅସୁବିଧା ନାହିଁ। ସବୁକିଛି ସୁରୁଖୁରୁରେ ଚାଲିଛି, କୌଣସି ସ୍ଥାନରେ ଅସୁବିଧା ନାହିଁ।

  • India Vs Australia World Cup LIVE Score: ପୁରା ଟିମ ମୋ ପୁଅ ଭଳି: ଶାମୀଙ୍କ ମା'

     

    ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ମା କହିଛନ୍ତି ଯେ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ତାଙ୍କ ପୁଅ ଭଳି। ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବେ ଯେ ଦଳ ବିଶ୍ୱ ଚାମ୍ପିଅନ୍ ହେଉ ଏବଂ ସମସ୍ତ ଖେଳାଳି ଖୁସିରେ ଘରକୁ ଫେରନ୍ତୁ। 

  • India Vs Australia World Cup LIVE Score: ଧୋନୀ ଓ କପିଲଙ୍କ କ୍ଲବରେ ସାମିଲ ହେବାର ରୋହିତଙ୍କ ନିକଟରେ ରହିଛି ସୁଯୋଗ

    ବିଶ୍ୱକପ ଜିତି ଇତିହାସ ସୃଷ୍ଟି କରିବା ନେଇ ରୋହିତଙ୍କ ନିକଟରେ ସୁଯୋଗ ରହିଛି। ସେ ବିଶ୍ୱକପ ଟ୍ରଫି ଜିତି କିମ୍ବଦନ୍ତୀ ଖେଳାଳି କପିଲ ଦେବ ଏବଂ ମହେନ୍ଦ୍ର ସିଂ ଧୋନିଙ୍କ କ୍ଲବରେ ସାମିଲ ହୋଇପାରିବେ। ୧୯୮୩ରେ କପିଲଙ୍କ ଅଧିନାୟକତ୍ୱରେ ଏବଂ ୨୦୧୧ରେ ଧୋନିଙ୍କ ନେତୃତ୍ୱରେ ଭାରତ ଦିନିକିଆ ବିଶ୍ୱକପ ଜିତିଥିଲା। ଏହି ଟ୍ରଫି ଜିତିବାରେ ରୋହିତ ତୃତୀୟ ଭାରତୀୟ ଅଧିନାୟକ ହୋଇପାରନ୍ତି।

  • India Vs Australia World Cup LIVE Score: ଷ୍ଟାଡ଼ିୟମରେ ପ୍ରଶଂସକଙ୍କ ଭିଡ଼

     

    ଫାଇନାଲ ମ୍ୟାଚ ଦେଖିବା ପାଇଁ ଷ୍ଟାଡ଼ିୟମ ବାହାରେ ପ୍ରଶଂସକଙ୍କ ଭିଡ଼ ଧିରେ ଧିରେ ବଢିବାରେ ଲାଗିଛି। ତେବେ ଆଜି ମ୍ୟାଚ ଦେଖିବା ପାଇଁ ପ୍ରାୟ ୧ ଲକ୍ଷ ପ୍ରଶଂସକ ପହଞ୍ଚିବା ନେଇ ଆକଳନ କରାଯାଇଛି। 

  • India Vs Australia World Cup LIVE Score: ଅହମ୍ମଦାବାଦରେ ପହଞ୍ଚିଲେ ସଚିନ

     

    ଫାଇନାଲ ମ୍ୟାଚ ପୂର୍ବରୁ ସଚିନ ଅହମ୍ମଦାବାଦରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ସେମିଫାଇନାଲରେ ଟିମ୍ ଇଣ୍ଡିଆକୁ ଉତ୍ସାହିତ କରିବା ପାଇଁ ମୁମ୍ବାଇର ୱାଙ୍ଖଡ଼େରେ ପହଞ୍ଚିଥିଲେ ଯେଉଁଠାରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୭୦ ରନରେ ପରାସ୍ତ କରିଥିଲା।

  • India Vs Australia World Cup LIVE Score: କିପରି ହେବ ଚୂଡ଼ାନ୍ତ ଏକାଦଶ

    ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ଖେଳ ଏକାଦଶରେ ଟିମ୍ ଇଣ୍ଡିଆ ପରିବର୍ତ୍ତନ କରିବ କି? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଅଛି। ତଥାପି ଅଧିନାୟକ ରୋହିତ ଜିତିବା ମିଶ୍ରଣକୁ କଷ୍ଟକର କରନ୍ତି। କାରଣ ଗତ କିଛି ମ୍ୟାଚ୍‌ରେ ଭାରତ ଖେଳ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଏଭଳି ପରିସ୍ଥିତିରେ ଭାରତ ଫାଇନାଲରେ କୌଣସି ପ୍ରକାରର ରିସ୍କ ନେବାକୁ ଚାହିଁବ ନାହିଁ।

  • India Vs Australia World Cup LIVE Score:  ହେବ କି ୧୨ ବର୍ଷର ଅପେକ୍ଷାର ଅନ୍ତ !

    ଶେଷ ଥର ପାଇଁ ଭାରତ ୨୦୧୧ରେ ଦିନିକିଆ ବିଶ୍ୱକପ ଜିତିଥିଲା। ଧୋପିଙ୍କ ଅଧିନାୟକତ୍ୱରେ ଭାରତ ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରି ଟାଇଟଲ ଜିତିଥିଲା। ଏହାପୂର୍ବରୁ ୧୯୮୩ମସିହାରେ କପିଲ ଦେବଙ୍କ ନେତୃତ୍ୱରେ ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ ଦଖଲ କରିଥିଲା। ଇତିହାସ ସୃଷ୍ଟି କରିବାର ରୋହିତ ଶର୍ମାଙ୍କର ଏକ ସୁବର୍ଣ୍ଣ ସୁଯୋଗ ରହିଛି। ରୋହିତ ତୃତୀୟ ଥର ପାଇଁ ଭାରତ ପାଇଁ ବିଶ୍ୱକପ ଟ୍ରଫି ଜିତିପାରିବେ। ଟିମ୍ ଇଣ୍ଡିଆ ଟ୍ରଫିଠାରୁ ଗୋଟିଏ ବିଜୟ ଦୂରରେ।

  • India Vs Australia World Cup LIVE Score: ଶୁଭେଚ୍ଛା ଜଣାଇଲେ ହାର୍ଦ୍ଦିକ

    ଆସନ୍ତା କାଲି ବିଶ୍ୱକପ ପାଇଁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଲଢେଇ ହେବ। କିନ୍ତୁ ମ୍ୟାଚର ଅବ୍ୟବହିତ ପୂର୍ବରୁ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଦେଖନ୍ତୁ ଭିଡ଼ିଓ...

     

  • India Vs Australia World Cup LIVE Score: ଲାଇଭ ବ୍ଲଗକୁ ସ୍ୱାଗତ

    ନମସ୍କାର ବନ୍ଧୁଗଣ। ଜୀ ଓଡ଼ିଶା ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଆସନ୍ତା କାଲି ରବିବାର ନଭେମ୍ବର ୧୯ ତାରିଖରେ ଚଳିତ ବିଶ୍ୱକପର ଫାଇନାଲ ମ୍ୟାଚ ଖେଳାଯିବ। ବିଶ୍ୱକପର ଦୁଇ ଦାବିଦାର ଭାରତ ଓ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବେ। ଗୁଜୁରାଟ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ମୋଟେରା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଏହି ସମୟରେ ଅଷ୍ଟ୍ରେଲିଆ ଓ ଭାରତର ପ୍ରଧାନମନ୍ତ୍ରୀ ଉପସ୍ଥିତ ରହିବାର ସମ୍ଭାବନା ରହିଛି। ତେବେ ମ୍ୟାଚ ସମ୍ପର୍କିତ ଟିକିନିଖି ଖବର ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link