India vs Bangladesh T20 WC Match live: ବାଙ୍ଗଲାଦେଶ ମୁହଁରୁ ବିଜୟ ଛଡାଇ ଆଣିଲା ଟିମ୍ ଇଣ୍ଡିଆ

Wed, 02 Nov 2022-5:58 pm,

India vs Bangladesh: ଆଡିଲେଡ୍ ଓଭାଲରେ ଖେଳାଯାଇଥିବା ଟି-୨୦ ବିଶ୍ୱକପର ୩୫ ତମ ମ୍ୟାଚରେ ଟିମ୍ ଇଣ୍ଡିଆ ବାଂଲାଦେଶକୁ ୫ ରନରେ ପରାସ୍ତ କରିଛି ।

India vs Bangladesh Live: ଆଡିଲେଡ୍ ଓଭାଲରେ ଖେଳାଯାଇଥିବା ଟି-୨୦ ବିଶ୍ୱକପର ୩୫ ତମ ମ୍ୟାଚରେ ଟିମ୍ ଇଣ୍ଡିଆ ବାଂଲାଦେଶକୁ ୫ ରନରେ ପରାସ୍ତ କରିଛି । ଏହି ବିଜୟ ସହିତ ଭାରତ ୬ ପଏଣ୍ଟ ପାଇ ସେମିଫାଇନାଲ ଯିବାପାଇଁ ନିଜକୁ ସୁଦୃଢ ନେଇଛି । ଭାରତ ପ୍ରଥମେ ଖେଳି ନିର୍ଦ୍ଧାରିତ ୨୦ ଓଭରରେ ୬ ଟି ୱିକେଟ୍ ହରାଇ ୧୮୪ ରନ୍ କରିଥିଲା । ତେବେ ବର୍ଷା ଯୋଗୁଁ ବାଂଲାଦେଶକୁ ୧୬ ଓଭରରେ ୧୫୧ ରନର ଲକ୍ଷ୍ୟ ମିଳିଥିଲା। ଏହାର ଜବାବରେ ବାଂଲାଦେଶ ଦଳ ମାତ୍ର ୧୪୫ ରନ୍ ସ୍କୋର କରିପାରିଥିଲା । ଓପନର ଲିଟନ୍ ଦାସ ବାଂଲାଦେଶ ପାଇଁ ମାତ୍ର ୨୭ ବଲରେ ୬୦ ରନ୍ ସଂଗ୍ରହ କରିଥିଲେ, କିନ୍ତୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ତାଙ୍କୁ ସମର୍ଥନ ଦେଇ ପାରିନଥିଲେ । ଭାରତ ପାଇଁ ଅର୍ଶଦୀପ ସିଂ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।

नवीनतम अद्यतन

  • ବାଙ୍ଗଲାଦେଶକୁ ୫ ରନରେ ପରାସ୍ତ କଲା ଟିମ୍ ଇଣ୍ଡିଆ  

  • ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 145/6 (16 ଓଭର)

    ବ୍ୟାଟସମ୍ୟାନ
    ତସ୍କିନ ଅହମ୍ମଦ: 12 (07 ବଲ୍)
    ନୁରୁଲ ହାସନ: 25 (14 ବଲ୍)

    16 ତମ ଓଭର (ବୋଲର- ଅର୍ଶଦୀପ ସିଂ)
    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 6
    ତୃତୀୟ ବଲ : 0
    ଚତୃର୍ଥ ବଲ: 2
    ପଞ୍ଚମ ବଲ : 4
    ଷଷ୍ଠ ବଲ : 1

  • ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 131/6 (15 ଓଭର)

    ବ୍ୟାଟସମ୍ୟାନ
    ତସ୍କିନ ଅହମ୍ମଦ: 11 (06 ବଲ୍)
    ନୁରୁଲ ହାସନ: 12 (08 ବଲ୍)

    15 ତମ ଓଭର (ବୋଲର- ହାର୍ଦ୍ଦିକ ପାଣ୍ଡ୍ୟା)
    ପ୍ରଥମ ବଲ : 4
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 6
    ଚତୃର୍ଥ ବଲ: 1
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 120/6 (14 ଓଭର)

    ବ୍ୟାଟସମ୍ୟାନ
    ତସ୍କିନ ଅହମ୍ମଦ: 00 (02 ବଲ୍)
    ନୁରୁଲ ହାସନ: 12 (07 ବଲ୍)

    14 ତମ ଓଭର (ବୋଲର- ଅର୍ଶଦୀପ ସିଂ)
    ପ୍ରଥମ ବଲ : 4
    ଦ୍ୱିତୀୟ ବଲ : 2
    ତୃତୀୟ ବଲ : L1
    ଚତୃର୍ଥ ବଲ: L1
    ପଞ୍ଚମ ବଲ : 2
    ଷଷ୍ଠ ବଲ : 2

  • ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 108/6 (13 ଓଭର)

    ବ୍ୟାଟସମ୍ୟାନ
    ତସ୍କିନ ଅହମ୍ମଦ: 00 (01 ବଲ୍)
    ନୁରୁଲ ହାସନ: 02 (02 ବଲ୍)

    12 ତମ ଓଭର (ବୋଲର- ହାର୍ଦ୍ଦିକ ପାଣ୍ଡ୍ୟା)
    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : W (ଆସିର ଅଲ୍ଲୀ ଆଉଟ 1(3))
    ତୃତୀୟ ବଲ : 6
    ଚତୃର୍ଥ ବଲ: 0
    ପଞ୍ଚମ ବଲ : W (ମୋସାଦେକ୍ ହୁସେନ୍ ଆଉଟ 6(3) [6s-1])
    ଷଷ୍ଠ ବଲ : 0

  • ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 101/4 (12 ଓଭର)

    ବ୍ୟାଟସମ୍ୟାନ
    ଆଫିଫ ହୁସେନ୍: 03 (01 ବଲ୍)
    ଆସିର ଅଲ୍ଲୀ: 01 (02 ବଲ୍)

    12 ତମ ଓଭର (ବୋଲର- ଅର୍ଶଦୀପ ସିଂ)
    ପ୍ରଥମ ବଲ : W (ଆଫିଫ ହୁସେନ୍ ଆଉଟ 3(5))
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 1
    ଚତୃର୍ଥ ବଲ: 0
    ପଞ୍ଚମ ବଲ : W (ଶାକିବ ଅଲ ହାସନ ଆଉଟ 13(12) [4s-2])
    ଷଷ୍ଠ ବଲ : 1

  • ଅର୍ଶଦୀପଙ୍କ ଆତଙ୍କ! ବାଂଲାଦେଶକୁ ଲାଗିଲା ଚତୃର୍ଥ ଝଟକା

     

  • ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 99/2 (11 ଓଭର)

    ବ୍ୟାଟସମ୍ୟାନ
    ଆଫିଫ ହୁସେନ୍: 03 (04 ବଲ୍)
    ଶାକିବ ଅଲ ହାସନ: 13 (10 ବଲ୍)

    11 ତମ ଓଭର (ବୋଲର- ରବିଚନ୍ଦ୍ରନ୍ ଅଶ୍ୱିନ୍)
    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 4
    ଚତୃର୍ଥ ବଲ: 4
    ପଞ୍ଚମ ବଲ : 1WD 
    ଅତିରିକ୍ତ ବଲ: 1
    ଷଷ୍ଠ ବଲ : 1

  • ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 87/2 (10 ଓଭର)

    ବ୍ୟାଟସମ୍ୟାନ
    ଆଫିଫ ହୁସେନ୍: 02 (02 ବଲ୍)
    ଶାକିବ ଅଲ ହାସନ: 05 (06 ବଲ୍)

    ଦଶମ ଓଭର (ବୋଲର- ମହମ୍ମଦ ସାମୀ)
    ପ୍ରଥମ ବଲ : W (ନଜମଲ ହୁସେନ୍ 21(25) [4s-1 6s-1])
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : 1
    ଚତୃର୍ଥ ବଲ: 1
    ପଞ୍ଚମ ବଲ : 1
    ଷଷ୍ଠ ବଲ : 1

  • ବାଂଲାଦେଶକୁ ଦ୍ୱିତୀୟ ଝଟକା, ମହମ୍ମଦ ସାମୀ ଦେଲେ ବଡ଼ ସଫଳତା

     

  • ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 84/1 (09 ଓଭର)

    ବ୍ୟାଟସମ୍ୟାନ
    ନଜମଲ ହୁସେନ୍: 21 (24 ବଲ୍)
    ଶାକିବ ଅଲ ହାସନ: 03 (03 ବଲ୍)

    ନବମ ଓଭର (ବୋଲର- ରବିଚନ୍ଦ୍ରନ୍ ଅଶ୍ୱିନ୍)
    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 6
    ତୃତୀୟ ବଲ : 0
    ଚତୃର୍ଥ ବଲ: 1
    ପଞ୍ଚମ ବଲ : 1
    ଷଷ୍ଠ ବଲ : 1

  • ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 74/1 (08 ଓଭର)

    ବ୍ୟାଟସମ୍ୟାନ
    ନଜମଲ ହୁସେନ୍: 13 (20 ବଲ୍)
    ଶାକିବ ଅଲ ହାସନ: 01 (01 ବଲ୍)

    ଅଷ୍ଟମ ଓଭର (ବୋଲର- ରବିଚନ୍ଦ୍ରନ୍ ଅଶ୍ୱିନ୍)
    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : W1 (ଲିଟନ୍ ଦାସ ରନ ଆଉଟ 60(27) [4s-7 6s-3])
    ତୃତୀୟ ବଲ : 0
    ଚତୁର୍ଥ ବଲ : 4
    ପଞ୍ଚମ ବଲ : 1
    ଷଷ୍ଠ ବଲ : 1

  • ବର୍ଷା ପରେ ପୁଣି ଆରମ୍ଭ ହେଲା ମ୍ୟାଚ, ବାଂଲାଦେଶକୁ ମିଳିଲା ୧୫୧ ର ବିଜୟ ଲକ୍ଷ୍ୟ

  • ବର୍ଷା ଯୋଗୁଁ ମ୍ୟାଚ୍ ବନ୍ଦ ହୋଇଯାଇଛି । କୌଣସି ୱିକେଟ୍ ନ ହରାଇ ବାଂଲାଦେଶ ୭ ଓଭରରେ ୬୬ ରନ୍ ସଂଗ୍ରହ କରିଛି । ଡକୱର୍ଥ ଲୁଇସର ନିୟମ ଅନୁଯାୟୀ ବାଂଲାଦେଶ ଦଳ ୧୭ ରନ୍ ଆଗରେ ରହିଛି ।

  • ଆଡିଲେଡରେ ବର୍ଷା ଆରମ୍ଭ, ଖେଳ ବାଧାପ୍ରାପ୍ତ...

  • ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 66/00 (07 ଓଭର)

    ବ୍ୟାଟସମ୍ୟାନ
    ନଜମଲ ହୁସେନ୍: 07 (16ବଲ୍)
    ଲିଟନ୍ ଦାସ: 56 (26 ବଲ୍)

    ସପ୍ତମ ଓଭର (ବୋଲର- ଅକ୍ଷର ପଟେଲ)
    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 2
    ତୃତୀୟ ବଲ : 1
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 2
    ଷଷ୍ଠ ବଲ : 0

  • ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 60/00 (06 ଓଭର)

    ବ୍ୟାଟସମ୍ୟାନ
    ନଜମଲ ହୁସେନ୍: 04 (12 ବଲ୍)
    ଲିଟନ୍ ଦାସ: 56 (24 ବଲ୍)

    ଷଷ୍ଠ ଓଭର (ବୋଲର- ମହମ୍ମଦ ଶାମି)
    ପ୍ରଥମ ବଲ : 4
    ଦ୍ୱିତୀୟ ବଲ : 6
    ତୃତୀୟ ବଲ : 0
    ଚତୁର୍ଥ ବଲ : 4
    ପଞ୍ଚମ ବଲ : 1
    ଷଷ୍ଠ ବଲ : 1

  • ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 44/00 (05 ଓଭର)

    ବ୍ୟାଟସମ୍ୟାନ
    ନଜମଲ ହୁସେନ୍: 03 (11 ବଲ୍)
    ଲିଟନ୍ ଦାସ: 41 (19 ବଲ୍)

    ପଞ୍ଚମ ଓଭର (ବୋଲର- ଭୁବନେଶ୍ୱର କୁମାର)
    ପ୍ରଥମ ବଲ : 2
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 3
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 6
    ଷଷ୍ଠ ବଲ : 1

  • ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 35/00 (04 ଓଭର)

    ବ୍ୟାଟସମ୍ୟାନ
    ନଜମଲ ହୁସେନ୍: 02 (10 ବଲ୍)
    ଲିଟନ୍ ଦାସ: 33 (14 ବଲ୍)

    ଚତୃର୍ଥ ଓଭର (ବୋଲର- ମହମ୍ମଦ ଶାମି )
    ପ୍ରଥମ ବଲ : 2
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 3
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 30/00 (03 ଓଭର)

    ବ୍ୟାଟସମ୍ୟାନ
    ନଜମଲ ହୁସେନ୍: 02 (06 ବଲ୍)
    ଲିଟନ୍ ଦାସ: 28 (11 ବଲ୍)

    ତୃତୀୟ ଓଭର (ବୋଲର- ଭୁବନେଶ୍ୱର କୁମାର)
    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 6
    ତୃତୀୟ ବଲ : 4
    ଚତୁର୍ଥ ବଲ : 4
    ପଞ୍ଚମ ବଲ : 1
    ଷଷ୍ଠ ବଲ : 0

  • ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 14/00 (02 ଓଭର)

    ବ୍ୟାଟସମ୍ୟାନ
    ନଜମଲ ହୁସେନ୍: 01 (05 ବଲ୍)
    ଲିଟନ୍ ଦାସ: 13 (07 ବଲ୍)

    ଦ୍ୱିତୀୟ ଓଭର (ବୋଲର- ଅର୍ଶଦୀପ ସିଂ)
    ପ୍ରଥମ ବଲ : 4
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 4
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 0
    ଷଷ୍ଠ ବଲ : 4

  • ଦ୍ୱିତୀୟ ଇନିଂସ ଆରମ୍ଭ:

    ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 02/00 (01 ଓଭର)

    ବ୍ୟାଟସମ୍ୟାନ
    ନଜମଲ ହୁସେନ୍: 01 (05 ବଲ୍)
    ଲିଟନ୍ ଦାସ: 01 (01 ବଲ୍)

    ପ୍ରଥମ ଓଭର (ବୋଲର- ଭୁବନେଶ୍ୱର କୁମାର)
    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 1
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 184/6 (20 ଓଭର)

    ବ୍ୟାଟସମ୍ୟାନ
    ବିରାଟ କୋହଲି: 64 (44 ବଲ୍)
    ରବିଚନ୍ଦ୍ରନ୍ ଅଶ୍ୱିନ୍: 13 (06 ବଲ୍)

    20 ତମ ଓଭର (ବୋଲର- ଶାରିଫୁଲ ଇସଲାମ)
    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 6
    ତୃତୀୟ ବଲ : 4
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 2
    ଷଷ୍ଠ ବଲ : 1

    ପ୍ରଥମ ଇନିଂସ ସମାପ୍ତ, ବାଙ୍ଗଲାଦେଶକୁ ୧୮୫ ରନର ଟାର୍ଗେଟ ଦେଲା ଭାରତ

  • ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 164/6 (19 ଓଭର)

    ବ୍ୟାଟସମ୍ୟାନ
    ବିରାଟ କୋହଲି: 61 (42 ବଲ୍)
    ରବିଚନ୍ଦ୍ରନ୍ ଅଶ୍ୱିନ୍: 02 (02 ବଲ୍)

    18 ତମ ଓଭର (ବୋଲର- ହାସନ ମହମୁଦ)
    ପ୍ରଥମ ବଲ : W (ଅକ୍ଷର ପଟେଲ ଆଉଟ 7(6) [4s-1])
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : 1
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 4
    ଷଷ୍ଠ ବଲ : 6

  • ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 157/5 (18 ଓଭର)

    ବ୍ୟାଟସମ୍ୟାନ
    ବିରାଟ କୋହଲି: 50 (39 ବଲ୍)
    ଅକ୍ଷର ପଟେଲ: 07 (05 ବଲ୍)

    18 ତମ ଓଭର (ବୋଲର- ମୁସ୍ତାଫିଜୁର ରହମାନ)
    ପ୍ରଥମ ବଲ : 4
    ଦ୍ୱିତୀୟ ବଲ : 2
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 1
    ଷଷ୍ଠ ବଲ : 0

  • ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 150/5 (17 ଓଭର)

    ବ୍ୟାଟସମ୍ୟାନ
    ବିରାଟ କୋହଲି: 50 (38 ବଲ୍)
    ଅକ୍ଷର ପଟେଲ: 00 (00 ବଲ୍)

    17 ତମ ଓଭର (ବୋଲର- ଶାରିଫୁଲ ଇସଲାମ)
    ପ୍ରଥମ ବଲ : 4
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : 1(WD)
    ଅତିରିକ୍ତ ବଲ: 2
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 2
    ଷଷ୍ଠ ବଲ : ଆଉଟ (ଦୀନେଶ କାର୍ତ୍ତିକ 7(5) [4s-1])

  • ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 140/3 (16 ଓଭର)

    ବ୍ୟାଟସମ୍ୟାନ
    ବିରାଟ କୋହଲି: 46 (34 3ବଲ୍)
    ଦୀନେଶ କାର୍ତ୍ତିକ: 02 (03 ବଲ୍)

    16 ତମ ଓଭର (ବୋଲର- ହାସନ ମହମୁଦ)
    ପ୍ରଥମ ବଲ : W (ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ 5(6))
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : 4
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 1
    ଷଷ୍ଠ ବଲ : 1 (NB)
    ଅତିରିକ୍ତ ବଲ: 1

  • ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 130/3 (15 ଓଭର )

    ବ୍ୟାଟସମ୍ୟାନ
    ବିରାଟ କୋହଲି: 40 (31 ବଲ୍)
    ହାର୍ଦ୍ଦିକ ପାଣ୍ଡ୍ୟା: 05 (05 ବଲ୍)

    15 ତମ ଓଭର (ବୋଲର- ମୁସ୍ତାଫିଜୁର ରହମାନ)
    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 2
    ତୃତୀୟ ବଲ : 1
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 4
    ଷଷ୍ଠ ବଲ : 4

  • ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 119/3 (14 ଓଭର )

    ବ୍ୟାଟସମ୍ୟାନ
    ବିରାଟ କୋହଲି: 32 (28 ବଲ୍)
    ହାର୍ଦ୍ଦିକ ପାଣ୍ଡ୍ୟା: 02 (02 ବଲ୍)

    14 ତମ ଓଭର (ବୋଲର- ଶାକିବ ଅଲ ହାସନ)
    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : W (ସୂର୍ଯ୍ୟକୁମାର ଯାଦବ ଆଉଟ 30(16) [4s-4])
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 1
    ଷଷ୍ଠ ବଲ : 1

  • ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 115/2 (13 ଓଭର )

    ବ୍ୟାଟସମ୍ୟାନ
    ବିରାଟ କୋହଲି: 30 (25 ବଲ୍)
    ସୂର୍ଯ୍ୟକୁମାର ଯାଦବ: 30 (15 ବଲ୍)

    13 ତମ ଓଭର (ବୋଲର- ହାସନ ମହମୁଦ)
    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 4
    ତୃତୀୟ ବଲ : 4
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 1
    ଷଷ୍ଠ ବଲ : 4

  • ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 101/2 (12 ଓଭର )

    ବ୍ୟାଟସମ୍ୟାନ
    ବିରାଟ କୋହଲି: 29 (24 ବଲ୍)
    ସୂର୍ଯ୍ୟକୁମାର ଯାଦବ: 17 (10 ବଲ୍)

    ଦ୍ୱାଦଶ ଓଭର (ବୋଲର- ଶାକିବ ଅଲ ହାସନ)
    ପ୍ରଥମ ବଲ : 2
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : 2
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 2
    ଷଷ୍ଠ ବଲ : 1

  • ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 91/2 (11 ଓଭର )

    ବ୍ୟାଟସମ୍ୟାନ
    ବିରାଟ କୋହଲି: 26 (22 ବଲ୍)
    ସୂର୍ଯ୍ୟକୁମାର ଯାଦବ: 11 (6 ବଲ୍)

    ଏକାଦଶ ଓଭର (ବୋଲର- ମୁସ୍ତାଫିଜୁର ରହମାନ)
    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 1 
    ତୃତୀୟ ବଲ : 0
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 2
    ଷଷ୍ଠ ବଲ : 1

  • ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 86/2 (10 ଓଭର )

    ବ୍ୟାଟସମ୍ୟାନ
    ବିରାଟ କୋହଲି: 24 (19 ବଲ୍)
    ସୂର୍ଯ୍ୟକୁମାର ଯାଦବ: 07 (3 ବଲ୍)

    ଦଶମ ଓଭର (ବୋଲର- ଶାକିବ ଅଲ ହାସନ)
    ପ୍ରଥମ ବଲ : 2 (କେ.ଏଲ ରାହୁଲଙ୍କ ଅର୍ଦ୍ଧଶତକ )
    ଦ୍ୱିତୀୟ ବଲ : 0 (W) (କେ.ଏଲ ରାହୁଲ 50(32) [4s-3 6s-4])
    ତୃତୀୟ ବଲ : 1
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 2
    ଷଷ୍ଠ ବଲ : 4

  • ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 76/1 (9 ଓଭର )

    ବ୍ୟାଟସମ୍ୟାନ
    ବିରାଟ କୋହଲି: 23 (18 ବଲ୍)
    କେ.ଏଲ ରାହୁଲ: 48 (30 ବଲ୍)

    ନବମ ଓଭର (ବୋଲର- ଶରିଫୁଲ ଇସଲାମ)
    ପ୍ରଥମ ବଲ : 4
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 1
    ଚତୁର୍ଥ ବଲ : 6 (NB)
    ଅତିରିକ୍ତ ବୋଲ: 1 (WD)
    ଅତିରିକ୍ତ ବୋଲ: 6
    ପଞ୍ଚମ ବଲ : 4
    ଷଷ୍ଠ ବଲ : 1

  • ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 52/1 (8 ଓଭର )

    ବ୍ୟାଟସମ୍ୟାନ
    ବିରାଟ କୋହଲି: 18 (15 ବଲ୍)
    କେ.ଏଲ ରାହୁଲ: 31 (26 ବଲ୍)

    ଅଷ୍ଟମ ଓଭର (ବୋଲର- ଶାକିବ ଅଲ ହାସନ)
    ପ୍ରଥମ ବଲ : 2
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : 1
    ଚତୁର୍ଥ ବଲ : 4
    ପଞ୍ଚମ ବଲ : 1
    ଷଷ୍ଠ ବଲ : 1

  • ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 42/1 (7 ଓଭର )

    ବ୍ୟାଟସମ୍ୟାନ
    ବିରାଟ କୋହଲି: 16 (13 ବଲ୍)
    କେ.ଏଲ ରାହୁଲ: 23 (22 ବଲ୍)

    ସପ୍ତମ ଓଭର (ତସ୍କିନ ଅହମ୍ମଦ)
    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 2
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 1
    ଷଷ୍ଠ ବଲ : 1

  • ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 37/1 (6 ଓଭର )

    ବ୍ୟାଟସମ୍ୟାନ
    ବିରାଟ କୋହଲି: 13 (9 ବଲ୍)
    କେ.ଏଲ ରାହୁଲ: 21 (20 ବଲ୍)

    ଷଷ୍ଠ ଓଭର (ମୁସ୍ତାଫିଜୁର ରହମାନ)
    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 2
    ତୃତୀୟ ବଲ : 0
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 4
    ଷଷ୍ଠ ବଲ : 0

  • ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 30/1 (5 ଓଭର )

    ବ୍ୟାଟସମ୍ୟାନ
    ବିରାଟ କୋହଲି: 9 (7 ବଲ୍)
    କେଏଲ ରାହୁଲ: 18 (16 ବଲ୍)

    ଚତୃର୍ଥ ଓଭର (ତସ୍କିନ ଅହମ୍ମଦ)
    ପ୍ରଥମ ବଲ : 4
    ଦ୍ୱିତୀୟ ବଲ : 4
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 22/1 (4 ଓଭର )

    ବ୍ୟାଟସମ୍ୟାନ
    ବିରାଟ କୋହଲି: 1 (1 ବଲ୍)
    କେଏଲ ରାହୁଲ: 18 (16 ବଲ୍)

    ଚତୃର୍ଥ ଓଭର (ହାସନ ମହମୁଦ)
    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : W (ଚତୃର୍ଥ ଓଭରରେ ଭାରତକୁ ପ୍ରଥମ ଝଟକା, ୨ ରନ କରି ରୋହିତ ଆଉଟ)
    ତୃତୀୟ ବଲ : 1
    ଚତୁର୍ଥ ବଲ : 4
    ପଞ୍ଚମ ବଲ : 6
    ଷଷ୍ଠ ବଲ : 0

  • ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 11/00 (3 ଓଭର )

    ବ୍ୟାଟସମ୍ୟାନ
    ରୋହିତ ଶର୍ମା: 2 (6 ବଲ୍)
    କେଏଲ ରାହୁଲ: 8 (13 ବଲ୍)

    ତୁତୀୟ ଓଭର (ତସ୍କିନ ଅହମ୍ମଦ)
    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 10/00 (2 ଓଭର )

    ବ୍ୟାଟସମ୍ୟାନ
    ରୋହିତ ଶର୍ମା: 1 (2 ବଲ୍)
    କେଏଲ ରାହୁଲ: 8 (11 ବଲ୍)

    ଦ୍ୱୀତିୟ ଓଭର (ଶାରିଫୁଲ ଇସଲାମ)
    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 1 (NB)
    ଅତିରକ୍ତ ବଲ: 0
    ତୃତୀୟ ବଲ : 1
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 6
    ଷଷ୍ଠ ବଲ : 0

  • ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 01/00

    ବ୍ୟାଟସମ୍ୟାନ:
    ରୋହିତ ଶର୍ମା: 0 (1 ବଲ୍)
    କେଏଲ ରାହୁଲ: 1 (5 ବଲ୍)

    ପ୍ରଥମ ଓଭର (ତସ୍କିନ ଅହମ୍ମଦ)
    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 1
    ଷଷ୍ଠ ବଲ : 0

  • ଟିମ୍ ଇଣ୍ଡିଆ ପ୍ଲେଇଂ ଇଲେଭେନ: କେଏଲ ରାହୁଲ, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଅର୍ଶଦୀପ ସିଂ

  • ବାଂଲାଦେଶ ପ୍ଲେଇଂ ଇଲେଭେନ: ନଜମୁଲ ହୁସେନ୍ ଶାଣ୍ଟୋ, ଲିଟନ୍ ଦାସ, ଶାକିବ ଅଲ୍ ହାସନ୍ (ଅଧିନାୟକ), ଆଫିଫ୍ ହୁସେନ୍, ୟାସିର ଅଲି, ମୋସାଦେକ ହୋସେନ, ଶୋରିଫୁଲ ଇସଲାମ, ନୁରୁଲ ହାସନ, ମୁସ୍ତାଫିଜୁର ରହମାନ, ହାସନ ମହମୁଦ, ତସ୍କିନ ଅହମ୍ମଦ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link