IND vs SL 3rd ODI Live score updates : ଭାରତର ବିଶାଳ ବିଜୟ

ଜୀ ଓଡ଼ିଶା ଡେସ୍କ Jan 15, 2023, 20:02 PM IST

ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ। ତୃତୀୟ ଦିନିକିଆ ମ୍ୟାଚ ବିଜୟ ସହ ସିରିଜ କ୍ଲିନ ସ୍ୱିପ କରିବାକୁ ଲକ୍ଷ୍ୟ ରଖିଛି ଭାରତ। ଏହା ପୂର୍ବରୁ ଗୌହାଟୀ ୬୭ ଓ କୋଲକାତାର ଇଡେନରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ୪ ଓ୍ୱିକେଟରେ ମ୍ୟାଚ ଜିତି ସିରିଜରେ ୨-୦ ରେ ଆଗୁଆ ରହିଛି ଭାରତ।

India vs Sri Lanka ODI 2023 Live Scorecard: ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ। ତୃତୀୟ ଦିନିକିଆ ମ୍ୟାଚ ବିଜୟ ସହ ସିରିଜ କ୍ଲିନ ସ୍ୱିପ କରିବାକୁ ଲକ୍ଷ୍ୟ ରଖିଛି ଭାରତ। ଏହା ପୂର୍ବରୁ ଗୌହାଟୀ ୬୭ ଓ କୋଲକାତାର ଇଡେନରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ୪ ଓ୍ୱିକେଟରେ ମ୍ୟାଚ ଜିତି ସିରିଜରେ ୨-୦ ରେ ଆଗୁଆ ରହିଛି ଭାରତ। 

नवीनतम अद्यतन

  • ସ୍କୋର
    ଭାରତ: ୩୯୦/୫
    ଶ୍ରୀଲଙ୍କା: ୭୩/୯

    ବ୍ୟାଟସମ୍ୟାନ
    ଲାହିରୁ କୁମାରା : ୯
    କାସୁନ ରାଜିଥା : ୧୩

    ୨୨ତମ ଓଭର
    ବୋଲର: କୁଲଦୀପ ଯାଦବ

    ପ୍ରଥମ ବଲ :  ୦
    ଦ୍ୱିତୀୟ ବଲ :  ୪
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ଓ୍ୱିକେଟ

  • ସ୍କୋର
    ଭାରତ: ୩୯୦/୫

    ଶ୍ରୀଲଙ୍କା: ୬୯/୮

    ବ୍ୟାଟସମ୍ୟାନ
    ଲାହିରୁ କୁମାରା : ୫
    କାସୁନ ରାଜିଥା : ୧୩

    ୨୧ତମ ଓଭର
    ବୋଲର: ମହମ୍ମଦ ସିରାଜ

    ପ୍ରଥମ ବଲ :  ୨
    ଦ୍ୱିତୀୟ ବଲ :  ୪
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୨
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୩୯୦/୫

    ଶ୍ରୀଲଙ୍କା: ୬୧/୮

    ବ୍ୟାଟସମ୍ୟାନ
    ଲାହିରୁ କୁମାରା : ୫
    କାସୁନ ରାଜିଥା : ୫

    ୨୦ତମ ଓଭର
    ବୋଲର: କୁଲଦୀପ ଯାଦବ

    ପ୍ରଥମ ବଲ :  ୦
    ଦ୍ୱିତୀୟ ବଲ :  ୦
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୪
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୩୯୦/୫
    ଶ୍ରୀଲଙ୍କା: ୫୭/୮

    ବ୍ୟାଟସମ୍ୟାନ
    ଲାହିରୁ କୁମାରା : ୧
    କାସୁନ ରାଜିଥା : ୫

    ୧୯ତମ ଓଭର
    ବୋଲର: ମହମ୍ମଦ ସିରାଜ

    ପ୍ରଥମ ବଲ :  ୦
    ଦ୍ୱିତୀୟ ବଲ :  ୦
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୩୯୦/୫

    ଶ୍ରୀଲଙ୍କା: ୫୭/୮

    ବ୍ୟାଟସମ୍ୟାନ
    ଲାହିରୁ କୁମାରା : ୧
    କାସୁନ ରାଜିଥା : ୫

    ୧୮ତମ ଓଭର
    ବୋଲର: ଶ୍ରେୟାସ ଆୟାର

    ପ୍ରଥମ ବଲ :  ୦
    ଦ୍ୱିତୀୟ ବଲ :  ୦
    ତୃତୀୟ ବଲ : ୧
    ଚତୁର୍ଥ ବଲ : ୧
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୩୯୦/୫

    ଶ୍ରୀଲଙ୍କା: ୫୫/୮

    ବ୍ୟାଟସମ୍ୟାନ
    ଲାହିରୁ କୁମାରା : ୦
    କାସୁନ ରାଜିଥା : ୪

    ୧୭ତମ ଓଭର
    ବୋଲର: ମହମ୍ମଦ ସିରାଜ

    ପ୍ରଥମ ବଲ :  ୦
    ଦ୍ୱିତୀୟ ବଲ :  ୪
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୩୯୦/୫

    ଶ୍ରୀଲଙ୍କା: ୫୧/୮

    ବ୍ୟାଟସମ୍ୟାନ
    ଲାହିରୁ କୁମାରା : ୦
    କାସୁନ ରାଜିଥା : ୦

    ୧୬ତମ ଓଭର
    ବୋଲର: ମହମ୍ମଦ ସାମି

    ପ୍ରଥମ ବଲ :  ୦
    ଦ୍ୱିତୀୟ ବଲ :  ୦
    ତୃତୀୟ ବଲ : ୦
    ଅତିରିକ୍ତ ବଲ: ଓ୍ୱାଇଡ଼
    ଚତୁର୍ଥ ବଲ : ଓ୍ୱିକେଟ
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୩୯୦/୫

    ଶ୍ରୀଲଙ୍କା: ୫୦/୭

    ବ୍ୟାଟସମ୍ୟାନ
    ଦାସୁନ ସନାକା : ୧୧
    ଦୁନିଥ ଓ୍ୱାଲେଲେଗା : ୩

    ୧୫ତମ ଓଭର
    ବୋଲର: କୁଲଦୀପ ଯାଦବ

    ପ୍ରଥମ ବଲ :  ୧
    ଦ୍ୱିତୀୟ ବଲ :  ୧
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ଓ୍ୱିକେଟ

  • ସ୍କୋର
    ଭାରତ: ୩୯୦/୫

    ଶ୍ରୀଲଙ୍କା: ୪୮/୬

    ବ୍ୟାଟସମ୍ୟାନ
    ଦାସୁନ ସନାକା : ୧୦
    ଦୁନିଥ ଓ୍ୱାଲେଲେଗା : ୨

    ୧୪ତମ ଓଭର
    ବୋଲର: ମହମ୍ମଦ ସିରାଜ

    ପ୍ରଥମ ବଲ :  ୦
    ଦ୍ୱିତୀୟ ବଲ :  ୦
    ତୃତୀୟ ବଲ : ୧
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୧
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୩୯୦/୫

    ଶ୍ରୀଲଙ୍କା: ୪୬/୬

    ବ୍ୟାଟସମ୍ୟାନ
    ଦାସୁନ ସନାକା : ୯
    ଦୁନିଥ ଓ୍ୱାଲେଲେଗା : ୧

    ୧୩ତମ ଓଭର
    ବୋଲର: କୁଲଦୀପ ଯାଦବ

    ପ୍ରଥମ ବଲ :  ୧
    ଦ୍ୱିତୀୟ ବଲ :  ୦
    ତୃତୀୟ ବଲ : ୧
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୪

  • ସ୍କୋର
    ଭାରତ: ୩୯୦/୫

    ଶ୍ରୀଲଙ୍କା: ୪୦/୬

    ବ୍ୟାଟସମ୍ୟାନ
    ଦାସୁନ ସନାକା : ୪
    ଦୁନିଥ ଓ୍ୱାଲେଲେଗା : ୦

    ୧୧ତମ ଓଭର
    ବୋଲର: ମହମ୍ମଦ ସିରାଜ

    ପ୍ରଥମ ବଲ :  ୦
    ଦ୍ୱିତୀୟ ବଲ :  ୦
    ତୃତୀୟ ବଲ : ୦
    ଚତୁର୍ଥ ବଲ : ଓ୍ୱିକେଟ
    ଅତିରିକ୍ତ ବଲ: ଓ୍ୱାଇଡ଼
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୩୯୦/୫

    ଶ୍ରୀଲଙ୍କା: ୩୯/୫

    ବ୍ୟାଟସମ୍ୟାନ
    ଦାସୁନ ସନାକା : ୪
    ଚାମିକା କରୁଣାରତ୍ନେ : ୧

    ୧୧ତମ ଓଭର
    ବୋଲର: କୁଲଦୀପ ଯାଦବ

    ପ୍ରଥମ ବଲ :  ୦
    ଦ୍ୱିତୀୟ ବଲ :  ୦
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୩୯୦/୫

    ଶ୍ରୀଲଙ୍କା: ୩୯/୫

    ବ୍ୟାଟସମ୍ୟାନ
    ଦାସୁନ ସନାକା : ୪
    ଚାମିକା କରୁଣାରତ୍ନେ : ୧

    ଦଶମ ଓଭର
    ବୋଲର: ମହମ୍ମଦ ସିରାଜ

    ପ୍ରଥମ ବଲ :  ୦
    ଦ୍ୱିତୀୟ ବଲ :  ୦
    ତୃତୀୟ ବଲ : ଓ୍ୱିକେଟ
    ଚତୁର୍ଥ ବଲ : ୧
    ପଞ୍ଚମ ବଲ : ୧
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୩୯୦/୫

    ଶ୍ରୀଲଙ୍କା: ୩୭/୪

    ବ୍ୟାଟସମ୍ୟାନ
    ଦାସୁନ ସନାକା : ୪
    ଓ୍ୱାନିନ୍ଦୁ ହାସରଙ୍ଗା : ୧

    ନବମ ଓଭର
    ବୋଲର: ମହମ୍ମଦ ସାମି

    ପ୍ରଥମ ବଲ :  ୧ (LB)
    ଦ୍ୱିତୀୟ ବଲ :  ୦
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୩୯୦/୫

    ଶ୍ରୀଲଙ୍କା: ୩୬/୪

    ବ୍ୟାଟସମ୍ୟାନ
    ଦାସୁନ ସନାକା : ୪
    ଓ୍ୱାନିନ୍ଦୁ ହାସରଙ୍ଗା : ୧

    ଅଷ୍ଟମ ଓଭର
    ବୋଲର: ମହମ୍ମଦ ସିରାଜ

    ପ୍ରଥମ ବଲ :  ୦
    ଦ୍ୱିତୀୟ ବଲ :  ୦
    ତୃତୀୟ ବଲ : ଓ୍ୱିକେଟ
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୧

  • ସ୍କୋର
    ଭାରତ: ୩୯୦/୫

    ଶ୍ରୀଲଙ୍କା: ୩୫/୩

    ବ୍ୟାଟସମ୍ୟାନ
    ଦାସୁନ ସନାକା : ୪
    ନୁୱାନିଡୁ ଫର୍ନାଣ୍ଡୋ : ୧୯

    ସପ୍ତମ ଓଭର
    ବୋଲର: ମହମ୍ମଦ ସାମି

    ପ୍ରଥମ ବଲ :  ୧
    ଦ୍ୱିତୀୟ ବଲ :  ୦
    ତୃତୀୟ ବଲ : ଓ୍ୱିକେଟ
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୪

  • ଶ୍ରୀଲଙ୍କାର ତୃତୀୟ ଓ୍ୱିକେଟର ପତନ। ୧ ରନ କରି ଚାରିଥ ଆଶଲାଙ୍କା ଆଉଟ। 

  • ସ୍କୋର
    ଭାରତ: ୩୯୦/୫

    ଶ୍ରୀଲଙ୍କା: ୩୧/୨

    ବ୍ୟାଟସମ୍ୟାନ
    ଚାରିଥ ଆଶଲାଙ୍କା : ୧
    ନୁୱାନିଡୁ ଫର୍ନାଣ୍ଡୋ : ୧୯

    ଷଷ୍ଠ ଓଭର
    ବୋଲର: ମହମ୍ମଦ ସିରାଜ

    ପ୍ରଥମ ବଲ :  ୧
    ଦ୍ୱିତୀୟ ବଲ :  ୦
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୪
    ପଞ୍ଚମ ବଲ : ୪
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୩୯୦/୫
    ଶ୍ରୀଲଙ୍କା: ୨୨/୨

    ବ୍ୟାଟସମ୍ୟାନ
    ଚାରିଥ ଆଶଲାଙ୍କା : ୦
    ନୁୱାନିଡୁ ଫର୍ନାଣ୍ଡୋ : ୧୧

    ପଞ୍ଚମ ଓଭର
    ବୋଲର: ମହମ୍ମଦ ସାମି

    ପ୍ରଥମ ବଲ :  ୦
    ଦ୍ୱିତୀୟ ବଲ :  ୦
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୩୯୦/୫

    ଶ୍ରୀଲଙ୍କା: ୨୨/୨

    ବ୍ୟାଟସମ୍ୟାନ
    କୁସଲ ମେଣ୍ଡିସ : ୪
    ନୁୱାନିଡୁ ଫର୍ନାଣ୍ଡୋ : ୧୧

    ଚତୁର୍ଥ ଓଭର
    ବୋଲର: ମହମ୍ମଦ ସିରାଜ

    ପ୍ରଥମ ବଲ :  ୦
    ଦ୍ୱିତୀୟ ବଲ :  ୦
    ତୃତୀୟ ବଲ : ୪
    ଚତୁର୍ଥ ବଲ : ୧
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ଓ୍ୱିକେଟ (କୁସଲ ମେଣ୍ଡିସ)

  • ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ। ଭାରତକୁ ଦ୍ୱିତୀୟ ସଫଲତା। ୪ ରନ କରି କୁସଲ ମେଣ୍ଡିସ ଆଉଟ। ମହମ୍ମଦ ସିରାଜଙ୍କ ବଲରେ କ୍ୟାଚ ଆଉଟ ହେଲେ ମେଣ୍ଡିସ।

  • ସ୍କୋର
    ଭାରତ: ୩୯୦/୫

    ଶ୍ରୀଲଙ୍କା: ୧୭/୧

    ବ୍ୟାଟସମ୍ୟାନ
    କୁସଲ ମେଣ୍ଡିସ : ୪
    ନୁୱାନିଡୁ ଫର୍ନାଣ୍ଡୋ : ୬

    ତୃତୀୟ ଓଭର
    ବୋଲର: ମହମ୍ମଦ ସାମୀ

    ପ୍ରଥମ ବଲ :  ୦
    ଦ୍ୱିତୀୟ ବଲ :  ୧
    ତୃତୀୟ ବଲ : ୪
    ଅତିରିକ୍ତ ବଲ: ଓ୍ୱାଇଡ଼ +୪
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୩୯୦/୫

    ଶ୍ରୀଲଙ୍କା: ୭/୧

    ବ୍ୟାଟସମ୍ୟାନ
    କୁସଲ ମେଣ୍ଡିସ : ୦
    ନୁୱାନିଡୁ ଫର୍ନାଣ୍ଡୋ : ୪

    ଦ୍ୱିତୀୟ ଓଭର
    ବୋଲର: ମହମ୍ମଦ ସିରାଜ

    ପ୍ରଥମ ବଲ :  ୦
    ଦ୍ୱିତୀୟ ବଲ :  ୦
    ତୃତୀୟ ବଲ : ୧
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ଓ୍ୱିକେଟ (ଅଭିଷେକ ଫର୍ଣ୍ଣାଣ୍ଡୋ)
    ଷଷ୍ଠ ବଲ : ୦

  • ଶ୍ରୀଲଙ୍କାର ପ୍ରଥମ ଓ୍ୱିକେଟର ପତନ। ଅଭିଷେକ ଫର୍ଣ୍ଣାଣ୍ଡୋ ୧ ରନ କରି ଆଉଟ। 

  • ସ୍କୋର
    ଭାରତ: ୩୯୦/୫

    ଶ୍ରୀଲଙ୍କା: ୬/୦

    ବ୍ୟାଟସମ୍ୟାନ
    ଅଭିଷେକ ଫର୍ନାଣ୍ଡୋ : ୧
    ନୁୱାନିଡୁ ଫର୍ନାଣ୍ଡୋ : ୪

    ପ୍ରଥମ ଓଭର
    ବୋଲର: ମହମ୍ମଦ ସାମୀ

    ପ୍ରଥମ ବଲ :  ୧
    ଦ୍ୱିତୀୟ ବଲ :  ୦
    ତୃତୀୟ ବଲ : ୪
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୧ (LB)
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୩୯୦/୫

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୧୬୬
    ଅକ୍ଷର ପଟେଲ : ୨

    ୫୦ତମ ଓଭର
    ବୋଲର: ଲାହିରୁ କୁମାରା

    ପ୍ରଥମ ବଲ :  ୬
    ଦ୍ୱିତୀୟ ବଲ : ୦ 
    ତୃତୀୟ ବଲ : ୧
    ଚତୁର୍ଥ ବଲ : ୧
    ପଞ୍ଚମ ବଲ : ୬
    ଷଷ୍ଠ ବଲ : ୪

  • ସ୍କୋର
    ଭାରତ: ୩୭୨/୫

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୧୪୯
    ଅକ୍ଷର ପଟେଲ : ୧

    ୪୯ତମ ଓଭର
    ବୋଲର: କାସୁନ ରାଜିଥା

    ଅତିରିକ୍ତ ବଲ: ଓ୍ୱାଇଡ଼
    ପ୍ରଥମ ବଲ :  ୨
    ଦ୍ୱିତୀୟ ବଲ : ୧ 
    ତୃତୀୟ ବଲ : ୧
    ଚତୁର୍ଥ ବଲ : ଓ୍ୱିକେଟ (ସୂର୍ଯ୍ୟକୁମାର ଯାଦବ)
    ପଞ୍ଚମ ବଲ : ୧
    ଷଷ୍ଠ ବଲ : ୧

  • ସ୍କୋର
    ଭାରତ: ୩୬୫/୪

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୧୪୭
    ସୂର୍ଯ୍ୟକୁମାର ଯାଦବ : ୧

    ୪୮ତମ ଓଭର
    ବୋଲର: ଲାହିରୁ କୁମାରୀ

    ପ୍ରଥମ ବଲ :  ୪
    ଦ୍ୱିତୀୟ ବଲ : ୧ (NB)
    ତୃତୀୟ ବଲ : ୧
    ଚତୁର୍ଥ ବଲ : ୧
    ପଞ୍ଚମ ବଲ : ଓ୍ୱିକେଟ (କେଏଲ ରାହୁଲ)
    ଷଷ୍ଠ ବଲ : ୧

  • ସ୍କୋର
    ଭାରତ: ୩୫୭/୨

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୧୪୨
    କେଏଲ ରାହୁଲ : ୬

    ୪୭ତମ ଓଭର
    ବୋଲର: କାସୁନ ରାଜିଥା

    ପ୍ରଥମ ବଲ :  ୬
    ଅତିରିକ୍ତ ବଲ: ଓ୍ୱାଇଡ଼
    ଦ୍ୱିତୀୟ ବଲ : ୬
    ତୃତୀୟ ବଲ : ୧
    ଚତୁର୍ଥ ବଲ : ୪
    ଅତିରିକ୍ତ ବଲ: ଓ୍ୱାଇଡ଼
    ପଞ୍ଚମ ବଲ : ୧
    ଷଷ୍ଠ ବଲ : ୧

  • ସ୍କୋର
    ଭାରତ: ୩୩୬/୨

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୧୨୮
    କେଏଲ ରାହୁଲ : ୧

    ୪୬ତମ ଓଭର
    ବୋଲର: ଲାହିରୁ କୁମାରା

    ପ୍ରଥମ ବଲ :  ୧
    ଦ୍ୱିତୀୟ ବଲ : ୧
    ତୃତୀୟ ବଲ : ଓ୍ୱିକେଟ (ଶ୍ରେୟାସ ଆୟାର)
    ଚତୁର୍ଥ ବଲ : ୧
    ପଞ୍ଚମ ବଲ : ୧
    ଷଷ୍ଠ ବଲ : ୦

  • ତୃତୀୟ ଓ୍ୱିକେଟର ପତନ। ୩୮ ରନ କରି ପାଭିଲିୟନ ଫେରିଲେ ଶ୍ରେୟାସ ଆୟାର। ମୈଦାନରେ କେଏଲ ରାହୁଲ। 

  • ସ୍କୋର
    ଭାରତ: ୩୩୨/୨

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୧୨୬
    ଶ୍ରେୟାସ ଆୟାର : ୩୭

    ୪୫ତମ ଓଭର
    ବୋଲର: ଚାମିକା କରୁଣାରତ୍ନେ

    ପ୍ରଥମ ବଲ :  ୧
    ଦ୍ୱିତୀୟ ବଲ : ୬
    ତୃତୀୟ ବଲ : ୬
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୪
    ଷଷ୍ଠ ବଲ : ୨

  • ସ୍କୋର
    ଭାରତ: ୩୧୩/୨

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୧୦୮
    ଶ୍ରେୟାସ ଆୟାର : ୩୬

    ୪୪ତମ ଓଭର
    ବୋଲର: କାସୁନ ରାଜିଥା

    ପ୍ରଥମ ବଲ :  ୧
    ଦ୍ୱିତୀୟ ବଲ : ୧
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୬
    ପଞ୍ଚମ ବଲ : ୧
    ଷଷ୍ଠ ବଲ : ୧

  • ସ୍କୋର
    ଭାରତ: ୩୦୩/୨

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୧୦୦
    ଶ୍ରେୟାସ ଆୟାର : ୩୪

    ୪୩ତମ ଓଭର
    ବୋଲର: ଚାମିକା କରୁଣାରତ୍ନେ

    ପ୍ରଥମ ବଲ :  ୪
    ଦ୍ୱିତୀୟ ବଲ : ୧
    ତୃତୀୟ ବଲ : ୧
    ଚତୁର୍ଥ ବଲ : ୧
    ପଞ୍ଚମ ବଲ : ୪
    ଷଷ୍ଠ ବଲ : ୧

    କ୍ୟାରିୟରର ୪୬ତମ ଶତକ ପୂରଣ କଲେ ବିରାଟ କୋହଲି। 

  • ସ୍କୋର
    ଭାରତ: ୨୯୧/୨

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୯୪
    ଶ୍ରେୟାସ ଆୟାର : ୨୮

    ୪୨ତମ ଓଭର
    ବୋଲର: ଓ୍ୱାନିନ୍ଦୁ ହାସରଙ୍ଗା

    ପ୍ରଥମ ବଲ :  ୦
    ଦ୍ୱିତୀୟ ବଲ : ୨
    ତୃତୀୟ ବଲ : ୧
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୧
    ଷଷ୍ଠ ବଲ : ୧

  • ସ୍କୋର
    ଭାରତ: ୨୮୬/୨

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୯୩
    ଶ୍ରେୟାସ ଆୟାର : ୨୪

    ୪୧ତମ ଓଭର
    ବୋଲର: ଲାହିରୁ କୁମାରା

    ପ୍ରଥମ ବଲ :  ୬
    ଦ୍ୱିତୀୟ ବଲ : ୨
    ତୃତୀୟ ବଲ : ୧
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୧
    ଷଷ୍ଠ ବଲ : ୨

  • ସ୍କୋର
    ଭାରତ: ୨୭୪/୨

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୮୨
    ଶ୍ରେୟାସ ଆୟାର : ୨୩

    ୪୦ତମ ଓଭର
    ବୋଲର: ଓ୍ୱାନିନ୍ଦୁ ହାସରଙ୍ଗା

    ପ୍ରଥମ ବଲ :  ୨
    ଦ୍ୱିତୀୟ ବଲ : ୧
    ତୃତୀୟ ବଲ : ୪
    ଚତୁର୍ଥ ବଲ : ୧
    ପଞ୍ଚମ ବଲ : ୧
    ଷଷ୍ଠ ବଲ : ୧

  • ସ୍କୋର
    ଭାରତ: ୨୬୪/୨

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୭୬
    ଶ୍ରେୟାସ ଆୟାର : ୧୯

    ୩୯ତମ ଓଭର
    ବୋଲର: ଲାହିରୁ କୁମାରା

    ପ୍ରଥମ ବଲ :  ୧ (LB)
    ଦ୍ୱିତୀୟ ବଲ : ୦
    ତୃତୀୟ ବଲ : ୧
    ଚତୁର୍ଥ ବଲ : ୧
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୧

  • ସ୍କୋର
    ଭାରତ: ୨୬୦/୨

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୭୫
    ଶ୍ରେୟାସ ଆୟାର : ୧୭

    ୩୮ତମ ଓଭର
    ବୋଲର: ଓ୍ୱାନିନ୍ଦୁ ହାସରଙ୍ଗା

    ପ୍ରଥମ ବଲ :  ୬
    ଦ୍ୱିତୀୟ ବଲ : ୧
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୧
    ପଞ୍ଚମ ବଲ : ୧
    ଷଷ୍ଠ ବଲ : ୧

  • ସ୍କୋର
    ଭାରତ: ୨୫୦/୨

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୭୩
    ଶ୍ରେୟାସ ଆୟାର : ୯

    ୩୭ତମ ଓଭର
    ବୋଲର: ଚାମିକା କରୁଣାରତ୍ନେ

    ପ୍ରଥମ ବଲ :  ୧
    ଦ୍ୱିତୀୟ ବଲ : ୧
    ତୃତୀୟ ବଲ : ୪
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୧

  • ସ୍କୋର
    ଭାରତ: ୨୪୩/୨

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୭୨
    ଶ୍ରେୟାସ ଆୟାର : ୩

    ୩୬ତମ ଓଭର
    ବୋଲର: କାସୁନ ରାଜିଥା

    ପ୍ରଥମ ବଲ :  ୪
    ଦ୍ୱିତୀୟ ବଲ : ୧
    ତୃତୀୟ ବଲ : ୧
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୧
    ଷଷ୍ଠ ବଲ : ୧

  • ସ୍କୋର
    ଭାରତ: ୨୩୫/୨

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୬୬
    ଶ୍ରେୟାସ ଆୟାର : ୧

    ୩୫ତମ ଓଭର
    ବୋଲର: ଚାମିକା କରୁଣାରତ୍ନେ

    ପ୍ରଥମ ବଲ :  ୪
    ଦ୍ୱିତୀୟ ବଲ : ୨
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୧

  • ସ୍କୋର
    ଭାରତ: ୨୩୫/୨

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୬୬
    ଶ୍ରେୟାସ ଆୟାର : ୧

    ୩୪ତମ ଓଭର
    ବୋଲର: କାସୁନ ରାଜିଥା

    ପ୍ରଥମ ବଲ :  ୪
    ଦ୍ୱିତୀୟ ବଲ : ୨
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୧

  • ସ୍କୋର
    ଭାରତ: ୨୨୮/୨

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୫୯
    ଶ୍ରେୟାସ ଆୟାର : ୧

    ୩୪ତମ ଓଭର
    ବୋଲର: କାସୁନ ରାଜିଥା

    ପ୍ରଥମ ବଲ :  ୧
    ଦ୍ୱିତୀୟ ବଲ : ୦
    ତୃତୀୟ ବଲ : ୧
    ଚତୁର୍ଥ ବଲ : ଓ୍ୱିକେଟ (ଶୁବମନ ଗିଲ)
    ପଞ୍ଚମ ବଲ : ୧
    ଷଷ୍ଠ ବଲ : ୧

  • ଭାରତର ଦ୍ୱିତୀୟ ଓ୍ୱିକେଟର ପତନ। ଶତକୀୟ ଇନିଂସ ଖେଳି ପାଭିଲିୟନ ଫେରିଲେ ଶୁବମନ ଗିଲ। ୧୧୫ରନର ଇନିଂସ ଖେଳିଥିବା ଶୁବମନ କାସୁନ ରାଜିଥାଙ୍କ ବଲରେ କ୍ଲିନ ବୋଲ୍ଡ ହୋଇ ପାଭିଲିୟନ ଫେରିଛନ୍ତି। 

  • ସ୍କୋର
    ଭାରତ: ୨୨୪/୧

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୫୭
    ଶୁବମନ ଗିଲ : ୧୧୫

    ୩୩ତମ ଓଭର
    ବୋଲର: ଚାମିକା କରୁଣାରତ୍ନେ

    ପ୍ରଥମ ବଲ :  ୧
    ଦ୍ୱିତୀୟ ବଲ : ୧
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୧
    ଷଷ୍ଠ ବଲ : ୧

  • ସ୍କୋର
    ଭାରତ: ୨୨୦/୧

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୫୫
    ଶୁବମନ ଗିଲ : ୧୧୩

    ୩୨ତମ ଓଭର
    ବୋଲର: ଜେଫ୍ରି ଭାଣ୍ଡର୍ସେ

    ପ୍ରଥମ ବଲ :  ୪
    ଦ୍ୱିତୀୟ ବଲ : ୪
    ତୃତୀୟ ବଲ : ୧
    ଚତୁର୍ଥ ବଲ : ୪
    ପଞ୍ଚମ ବଲ : ୧
    ଷଷ୍ଠ ବଲ : ୪

  • ସ୍କୋର
    ଭାରତ: ୨୦୨/୧

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୫୦
    ଶୁବମନ ଗିଲ : ୧୦୦

    ୩୧ତମ ଓଭର
    ବୋଲର: ନୁୱାନିଡୁ ଫର୍ନାଣ୍ଡୋ

    ପ୍ରଥମ ବଲ :  ୧
    ଦ୍ୱିତୀୟ ବଲ : ୧
    ତୃତୀୟ ବଲ : ୧
    ଚତୁର୍ଥ ବଲ : ୪
    ପଞ୍ଚମ ବଲ : ୧
    ଷଷ୍ଠ ବଲ : ୧

    ଓପନର ଶୁବମନ ଗିଲଙ୍କ ଶତକ ପୂରଣ। ଶହେ ରନ କରି ଅପରାଜିତ ରହିଛନ୍ତି। ସେହିପରି ବିରାଟ ମଧ୍ୟ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି। ୫୦ ରନ କରି ମୈଦାନରେ ଖେଳ ଜାରି ରଖଛନ୍ତି।

  • ସ୍କୋର
    ଭାରତ: ୧୯୩/୧

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୪୪
    ଶୁବମନ ଗିଲ : ୯୭

    ୩୦ତମ ଓଭର
    ବୋଲର: ଜେଫ୍ରି ଭାଣ୍ଡର୍ସେ

    ପ୍ରଥମ ବଲ :  ୧
    ଦ୍ୱିତୀୟ ବଲ : ୧
    ତୃତୀୟ ବଲ : ୧
    ଚତୁର୍ଥ ବଲ : ୧
    ପଞ୍ଚମ ବଲ : ୧
    ଷଷ୍ଠ ବଲ : ୧

  • ସ୍କୋର
    ଭାରତ: ୧୮୭/୧

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୪୧
    ଶୁବମନ ଗିଲ : ୯୪

    ୨୯ତମ ଓଭର
    ବୋଲର: ନୁୱାନିଡୁ ଫର୍ନାଣ୍ଡୋ

    ପ୍ରଥମ ବଲ :  ୦
    ଦ୍ୱିତୀୟ ବଲ : ୧
    ତୃତୀୟ ବଲ : ୧
    ଚତୁର୍ଥ ବଲ : ୧
    ପଞ୍ଚମ ବଲ : ୪
    ଷଷ୍ଠ ବଲ : ୬

  • ସ୍କୋର
    ଭାରତ: ୧୭୪/୧

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୩୯
    ଶୁବମନ ଗିଲ : ୮୩

    ୨୮ତମ ଓଭର
    ବୋଲର: ଓ୍ୱାନିନ୍ଦୁ ହାସରଙ୍ଗା

    ପ୍ରଥମ ବଲ :  ୧
    ଦ୍ୱିତୀୟ ବଲ : ୧
    ତୃତୀୟ ବଲ : ୧
    ଚତୁର୍ଥ ବଲ : ୧
    ପଞ୍ଚମ ବଲ : ୧
    ଷଷ୍ଠ ବଲ : ୧

  • ସ୍କୋର
    ଭାରତ: ୧୬୮/୧

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୩୬
    ଶୁବମନ ଗିଲ : ୮୦

    ୨୭ତମ ଓଭର
    ବୋଲର: ଦାସୁନ ସନାକା

    ପ୍ରଥମ ବଲ :  ୧
    ଦ୍ୱିତୀୟ ବଲ : ୧
    ତୃତୀୟ ବଲ : ୧
    ଚତୁର୍ଥ ବଲ : ୧
    ପଞ୍ଚମ ବଲ : ୨
    ଷଷ୍ଠ ବଲ : ୧

  • ସ୍କୋର
    ଭାରତ: ୧୬୧/୧

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୩୪
    ଶୁବମନ ଗିଲ : ୭୫

    ୨୬ତମ ଓଭର
    ବୋଲର: ଓ୍ୱାନିନ୍ଦୁ ହାସରଙ୍ଗା

    ପ୍ରଥମ ବଲ :  ୦
    ଦ୍ୱିତୀୟ ବଲ : ୧
    ତୃତୀୟ ବଲ : ୧
    ଚତୁର୍ଥ ବଲ : ୧
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୧୫୮/୧

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୩୩
    ଶୁବମନ ଗିଲ : ୭୩

    ୨୫ତମ ଓଭର
    ବୋଲର: ଦାସୁନ ସନାକା

    ପ୍ରଥମ ବଲ :  ୪
    ଦ୍ୱିତୀୟ ବଲ : ୧
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୧୫୩/୧

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୩୩
    ଶୁବମନ ଗିଲ : ୬୮

    ୨୪ତମ ଓଭର
    ବୋଲର: ଓ୍ୱାନିନ୍ଦୁ ହାସରଙ୍ଗା

    ପ୍ରଥମ ବଲ :  ୨
    ଦ୍ୱିତୀୟ ବଲ : ୧
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୧
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୧୪୯/୧

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୩୦
    ଶୁବମନ ଗିଲ : ୬୭

    ୨୩ତମ ଓଭର
    ବୋଲର: ଦାସୁନ ସନାକା

    ପ୍ରଥମ ବଲ :  ୦
    ଦ୍ୱିତୀୟ ବଲ : ୦
    ତୃତୀୟ ବଲ : ୪
    ଚତୁର୍ଥ ବଲ : ୧
    ପଞ୍ଚମ ବଲ : ୧
    ଅତିରିକ୍ତ ବଲ : ଓ୍ୱାଇଡ଼
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୧୪୨/୧

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୨୯
    ଶୁବମନ ଗିଲ : ୬୨

    ୨୨ତମ ଓଭର
    ବୋଲର: ଲାହିରୁ କୁମାରା

    ପ୍ରଥମ ବଲ :  ୧
    ଅତିରିକ୍ତ ବଲ : ଓ୍ୱାଇଡ଼
    ଦ୍ୱିତୀୟ ବଲ : ୦
    ତୃତୀୟ ବଲ : ୨
    ଚତୁର୍ଥ ବଲ : ୧
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୧

  • ସ୍କୋର
    ଭାରତ: ୧୩୬/୧

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୨୬
    ଶୁବମନ ଗିଲ : ୬୦

    ୨୧ତମ ଓଭର
    ବୋଲର: ଜେଫ୍ରି ଭାଣ୍ଡର୍ସେ

    ପ୍ରଥମ ବଲ :  ୧
    ଦ୍ୱିତୀୟ ବଲ : ୦
    ତୃତୀୟ ବଲ : ୬
    ଚତୁର୍ଥ ବଲ : ୧
    ପଞ୍ଚମ ବଲ : ୧
    ଷଷ୍ଠ ବଲ : ୧

  • ସ୍କୋର
    ଭାରତ: ୧୨୬/୧

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୨୪
    ଶୁବମନ ଗିଲ : ୫୨

    ୨୦ତମ ଓଭର
    ବୋଲର: ଲାହିରୁ କୁମାରା

    ପ୍ରଥମ ବଲ :  ୧
    ଦ୍ୱିତୀୟ ବଲ : ୦
    ତୃତୀୟ ବଲ : ୪
    ଚତୁର୍ଥ ବଲ : ୧
    ପଞ୍ଚମ ବଲ : ୧
    ଷଷ୍ଠ ବଲ : ୧

  • ସ୍କୋର
    ଭାରତ: ୧୧୮/୧

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୧୮
    ଶୁବମନ ଗିଲ : ୫୦

    ୧୯ତମ ଓଭର
    ବୋଲର: ଜେଫ୍ରି ଭାଣ୍ଡର୍ସେ

    ପ୍ରଥମ ବଲ :  ୧
    ଦ୍ୱିତୀୟ ବଲ : ୧
    ତୃତୀୟ ବଲ : ୧
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୧
    ଷଷ୍ଠ ବଲ : ୧

    ୫୨ ବଲ ଖେଳି ଅର୍ଦ୍ଧଶତକ ପୂରଣ କଲେ ଶୁବମନ ଗିଲ।

  • ସ୍କୋର
    ଭାରତ: ୧୧୩/୧

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୧୬
    ଶୁବମନ ଗିଲ : ୪୭

    ୧୮ତମ ଓଭର
    ବୋଲର: ଚାମିକା କରୁଣାରତ୍ନେ

    ପ୍ରଥମ ବଲ :  ୦
    ଦ୍ୱିତୀୟ ବଲ : ୧
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୧
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୧୧୧/୧

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୧୫
    ଶୁବମନ ଗିଲ : ୪୬

    ୧୭ତମ ଓଭର
    ବୋଲର: ଜେଫ୍ରି ଭାଣ୍ଡର୍ସେ

    ପ୍ରଥମ ବଲ :  ୧
    ଦ୍ୱିତୀୟ ବଲ : ୧
    ତୃତୀୟ ବଲ : ୪
    ଚତୁର୍ଥ ବଲ : ୪
    ପଞ୍ଚମ ବଲ : ୧
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୧୦୦/୧

    ବ୍ୟାଟସମ୍ୟାନ
    ବିରାଟ କୋହଲି : ୫
    ଶୁବମନ ଗିଲ : ୪୫

    ୧୬ତମ ଓଭର
    ବୋଲର: ଚାମିକା କରୁଣାରତ୍ନେ

    ପ୍ରଥମ ବଲ :  ୪ (LB)
    ଦ୍ୱିତୀୟ ବଲ : ଓ୍ୱିକେଟ (ରୋହିତ ଶର୍ମା)
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୪
    ପଞ୍ଚମ ବଲ : ୧
    ଷଷ୍ଠ ବଲ : ୦

  • ଭାରତର ପ୍ରଥମ ଓ୍ୱିକେଟର ପତନ। ୪୨ ରନ କରି ପାଭିଲିୟନ ଫେରିଛନ୍ତି ରୋହିତ ଶର୍ମା। ଦଳୀୟ ସ୍କୋର ୯୫ ରନ ବେଳେ ଦଳର ପ୍ରଥମ ଓ୍ୱିକେଟ ହରାଇଛି ଦଳ। 

  • ସ୍କୋର
    ଭାରତ: ୯୧/୦୦

    ବ୍ୟାଟସମ୍ୟାନ
    ରୋହିତ ଶର୍ମା : ୪୨
    ଶୁବମନ ଗିଲ : ୪୫

    ୧୫ତମ ଓଭର
    ବୋଲର: ଜେଫ୍ରି ଭାଣ୍ଡର୍ସେ

    ପ୍ରଥମ ବଲ : ୧
    ଦ୍ୱିତୀୟ ବଲ : ୧
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୧
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୮୮/୦୦

    ବ୍ୟାଟସମ୍ୟାନ
    ରୋହିତ ଶର୍ମା : ୪୦
    ଶୁବମନ ଗିଲ : ୪୪

    ୧୪ତମ ଓଭର
    ବୋଲର: ଚାମିକା କରୁଣାରତ୍ନେ

    ପ୍ରଥମ ବଲ : ୦
    ଦ୍ୱିତୀୟ ବଲ : ୦
    ତୃତୀୟ ବଲ : ୧
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୧
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୮୬/୦୦

    ବ୍ୟାଟସମ୍ୟାନ
    ରୋହିତ ଶର୍ମା : ୩୯
    ଶୁବମନ ଗିଲ : ୪୩

    ୧୩ତମ ଓଭର
    ବୋଲର: ଓ୍ୱାନିନ୍ଦୁ ହାସରଙ୍ଗା

    ପ୍ରଥମ ବଲ : ୧
    ଦ୍ୱିତୀୟ ବଲ : ୦
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୮୫/୦୦

    ବ୍ୟାଟସମ୍ୟାନ
    ରୋହିତ ଶର୍ମା : ୩୯
    ଶୁବମନ ଗିଲ : ୪୨

    ୧୨ତମ ଓଭର
    ବୋଲର: ଜେଫ୍ରି ଭାଣ୍ଡର୍ସେ

    ପ୍ରଥମ ବଲ : ୦
    ଦ୍ୱିତୀୟ ବଲ : ୧
    ତୃତୀୟ ବଲ : ୨
    ଚତୁର୍ଥ ବଲ : ୧
    ପଞ୍ଚମ ବଲ : ୧
    ଷଷ୍ଠ ବଲ : ୧

  • ସ୍କୋର
    ଭାରତ: ୭୯/୦୦

    ବ୍ୟାଟସମ୍ୟାନ
    ରୋହିତ ଶର୍ମା : ୩୭
    ଶୁବମନ ଗିଲ : ୩୮

    ୧୧ତମ ଓଭର
    ବୋଲର: ଓ୍ୱାନିନ୍ଦୁ ହାସରଙ୍ଗା

    ପ୍ରଥମ ବଲ : ୧
    ଦ୍ୱିତୀୟ ବଲ : ୧
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୨

  • ସ୍କୋର
    ଭାରତ: ୭୫/୦୦

    ବ୍ୟାଟସମ୍ୟାନ
    ରୋହିତ ଶର୍ମା : ୩୬
    ଶୁବମନ ଗିଲ : ୩୫

    ୧୦ମ ଓଭର
    ବୋଲର: କାସୁନ ରାଜିଥା

    ପ୍ରଥମ ବଲ : ୦
    ଦ୍ୱିତୀୟ ବଲ : ୦
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୬
    ପଞ୍ଚମ ବଲ : ୬
    ଷଷ୍ଠ ବଲ : ୪

  • ସ୍କୋର
    ଭାରତ: ୫୯/୦୦

    ବ୍ୟାଟସମ୍ୟାନ
    ରୋହିତ ଶର୍ମା : ୨୦
    ଶୁବମନ ଗିଲ : ୩୫

    ନବମ ଓଭର
    ବୋଲର: ଓ୍ୱାନିନ୍ଦୁ ହାସରଙ୍ଗା

    ପ୍ରଥମ ବଲ : ୦
    ଦ୍ୱିତୀୟ ବଲ : ୧
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୩
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୪

  • ସ୍କୋର
    ଭାରତ: ୫୧/୦୦

    ବ୍ୟାଟସମ୍ୟାନ
    ରୋହିତ ଶର୍ମା : ୧୭
    ଶୁବମନ ଗିଲ : ୩୦

    ଅଷ୍ଟମ ଓଭର
    ବୋଲର: କାସୁନ ରାଜିଥା

    ପ୍ରଥମ ବଲ : ୦
    ଦ୍ୱିତୀୟ ବଲ : ୦
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୪
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୨

  • ସ୍କୋର
    ଭାରତ: ୪୫/୦୦

    ବ୍ୟାଟସମ୍ୟାନ
    ରୋହିତ ଶର୍ମା : ୧୧
    ଶୁବମନ ଗିଲ : ୩୦

    ସପ୍ତମ ଓଭର
    ବୋଲର: ଓ୍ୱାନିନ୍ଦୁ ହାସରଙ୍ଗା

    ପ୍ରଥମ ବଲ : ୦
    ଦ୍ୱିତୀୟ ବଲ : ୧
    ତୃତୀୟ ବଲ : ୧
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୧

  • ସ୍କୋର
    ଭାରତ: ୪୨/୦୦

    ବ୍ୟାଟସମ୍ୟାନ
    ରୋହିତ ଶର୍ମା : ୯
    ଶୁବମନ ଗିଲ : ୨୯

    ଷଷ୍ଠ ଓଭର
    ବୋଲର: ଲାହିରୁ କୁମାରା

    ପ୍ରଥମ ବଲ : ୬
    ଦ୍ୱିତୀୟ ବଲ : ୧
    ତୃତୀୟ ବଲ : ୪
    ଚତୁର୍ଥ ବଲ : ୪
    ପଞ୍ଚମ ବଲ : ୪
    ଷଷ୍ଠ ବଲ : ୪

  • ସ୍କୋର
    ଭାରତ: ୧୯/୦୦

    ବ୍ୟାଟସମ୍ୟାନ
    ରୋହିତ ଶର୍ମା : ୨
    ଶୁବମନ ଗିଲ : ୧୩

    ପଞ୍ଚମ ଓଭର
    ବୋଲର: କାସୁନ ରାଜିଥା

    ପ୍ରଥମ ବଲ : ୦
    ଦ୍ୱିତୀୟ ବଲ : ୪
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୪
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୧୧/୦୦

    ବ୍ୟାଟସମ୍ୟାନ
    ରୋହିତ ଶର୍ମା : ୧
    ଶୁବମନ ଗିଲ : ୫

    ଚତୁର୍ଥ ଓଭର
    ବୋଲର: ଲାହିରୁ କୁମାରା

    ପ୍ରଥମ ବଲ : ୧
    ଦ୍ୱିତୀୟ ବଲ : ୪
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୧
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୫/୦୦

    ବ୍ୟାଟସମ୍ୟାନ
    ରୋହିତ ଶର୍ମା : ୧
    ଶୁବମନ ଗିଲ : ୦

    ତୃତୀୟ ଓଭର
    ବୋଲର: କାସୁନ ରାଜିଥା

    ପ୍ରଥମ ବଲ : ୦
    ଦ୍ୱିତୀୟ ବଲ : ୧
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୪/୦୦

    ବ୍ୟାଟସମ୍ୟାନ
    ରୋହିତ ଶର୍ମା : ୦
    ଶୁବମନ ଗିଲ : ୦

    ଦ୍ୱିତୀୟ ଓଭର
    ବୋଲର: ଲାହିରୁ କୁମାରା

    ପ୍ରଥମ ବଲ : ୦
    ଦ୍ୱିତୀୟ ବଲ : ୪ (LB)
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୦

  • ସ୍କୋର
    ଭାରତ: ୦୦/୦୦

    ବ୍ୟାଟସମ୍ୟାନ
    ରୋହିତ ଶର୍ମା : ୦
    ଶୁବମନ ଗିଲ : ୦

    ପ୍ରଥମ ଓଭର
    ବୋଲର: କାସୁନ ରାଜିଥା

    ପ୍ରଥମ ବଲ : ୦
    ଦ୍ୱିତୀୟ ବଲ : ୦
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୦

  • ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ। ଦଳ ପକ୍ଷରୁ ରୋହିତ ଶର୍ମା ଓ ଶୁବମନ ଗିଲ ପାଳି ଆରମ୍ଭ କରିବେ। 

  • ଶ୍ରୀଲଙ୍କା ପ୍ଲେଇଂ ଇଲେଭେନ: ଅଭିଷେକ ଫର୍ନାଣ୍ଡୋ, ନୁୱାନିଡୁ ଫର୍ନାଣ୍ଡୋ,  କୁସାଲ ମେଣ୍ଡିସ୍  (WK), ଅଶେନ ବାନ୍ଦାରା, ଚାରିଥ ଆସାଲଙ୍କା, ଦାସୁନ୍ ଶାନାକା (ଅଧିନାୟକ), ଜେଫ୍ରି ଭାଣ୍ଡର୍ସେ, ଚାମିକା କରୁଣାତ୍ନେ, କାସୁନ୍ ରାଜିତା, ଲାହିରୁ କୁମାରା

  • ଶ୍ରୀଲଙ୍କା ପ୍ଲେଇଂ ଇଲେଭେନ: ଅଭିଷେକ ଫର୍ନାଣ୍ଡୋ, ନୁୱାନିଡୁ ଫର୍ନାଣ୍ଡୋ,  କୁସାଲ ମେଣ୍ଡିସ୍  (WK), ଅଶେନ ବାନ୍ଦାରା, ଚାରିଥ ଆସାଲଙ୍କା, ଦାସୁନ୍ ଶାନାକା (ଅଧିନାୟକ), ଜେଫ୍ରି ଭାଣ୍ଡର୍ସେ, ଚାମିକା କରୁଣାତ୍ନେ, କାସୁନ୍ ରାଜିତା, ଲାହିରୁ କୁମାରା

  • ଟିମ୍ ଇଣ୍ଡିଆ ପ୍ଲେଇଂ ଇଲେଭେନ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (WK), ୱାଶିଂଟନ୍ ସୁନ୍ଦର, ଅକ୍ସର ପଟେଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ

  • ନମସ୍କାର! ଜି ଓଡ଼ିଶା ନ୍ୟୁଜ୍ ର ଲାଇଭ୍ ବ୍ଲଗକୁ ଆପଣଙ୍କୁ ସ୍ୱାଗତ । ଏହି ଲାଇଭ୍ ବ୍ଲଗରେ ଆମେ ଆପଣଙ୍କୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ତୃତୀୟ ମ୍ୟାଚର ଲାଟେଷ୍ଚ ଅପଡ଼େଟ୍ ପ୍ରଦାନ କରିବୁ । ମ୍ୟାଚ୍ ସହିତ ଜଡିତ ପ୍ରତ୍ୟେକ ଛୋଟ ଓ ବଡ଼ ସୂଚନା ପାଇବାକୁ ଆମ ସହିତ ଯୋଡି ରୁହନ୍ତୁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link