IPL Auction 2025: ନିଲାମର ଦ୍ୱିତୀୟ ଦିନରେ କାହାକୁ କିଏ କେତେରେ କିଣିଲା, ଦେଖନ୍ତୁ ତାଲିକା

ସାଉଦି ଆରବରେ ଚାଲିଥିବା ଆଇପିଏଲ ନିଲାମର ଦ୍ୱିତୀୟ ଦିନ। ବିଗତ ଦୁଇଦିନ ଧରି ଏହି ନିଲାମୀ ପ୍ରକ୍ରିୟା ଜାରି ରହିଛି। ପ୍ରଥମ ଦିନରେ ଆୟାଜକ ଟିମ୍‌ ମାନେ ନିଜ ପସନ୍ଦର ଖେଳାଳିମାନଙ୍କୁ କିଣୁଛନ୍ତି। ତେବେ ଆଇପିଏଲ୍-୨୦୨୫ ପାଇଁ ନିଲାମରେ ସମୁଦାୟ ୫୭୭ ଖେଳାଳି ଅଛନ୍ତି, ସେମାନଙ୍କ ମଧ୍ୟରୁ ୩୬୭ ଜଣ ଭାରତୀୟ ଏବଂ ୨୧୦ ଜଣ ବିଦେଶୀ ରହିଛନ୍ତି। ତେବେ

Prabhudatta Moharana Nov 25, 2024, 20:51 PM IST
1/11

ଟିମ ଡେଭିଡଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବା ଆରସିବି ୩ କୋଟିରେ କିଣିଛି

2/11

ସେହିପରି ଦୀପକ ହୁଡ୍ଡାଙ୍କୁ ଚେନ୍ନାଇ ସୁପର କିଙ୍ଗସ ୧.୭୦ କୋଟି ଟଙ୍କାରେ କିଣିଛି। 

3/11

ମୁମ୍ବାଇ ଇଣ୍ଡିଆନ୍ସ ୫.୨୫ କୋଟି ବିନିୟମ କରି ୱିଲ ଜ୍ୟାକସଙ୍କୁ କିଣିଛି। 

4/11

ସେହିପରି ପଞ୍ଜାବ କିଙ୍ଗସ ଏକାଦଶ ୨.୪୦ କୋଟିରେ ଆଜମତୁଲ୍ଲାହ ଉମରଜଇଙ୍କୁ କିଣିଛି। 

5/11

ସାଇକିଶୋରଙ୍କୁ ୨ କୋଟି ବିନିୟମରେ ଗୁଜୁରାଟ ଟାଇଟନ୍ସ କିଣିଛି। 

6/11

ରୋମାରିୟୋ ସେଫର୍ଡଙ୍କୁ ମଧ୍ୟ ଆରସିବି ଦେଢ କୋଟି ବିନିୟମରେ କିଣିନେଇଛି। 

7/11

ସ୍ପେନସର ଜନସନଙ୍କୁ କୋଲକାତା ନାଇଟ ରାଇଡର୍ସ ୨.୮୦ କୋଟିରେ କିଣିନେଇଛି। 

8/11

ଇଶାନ୍ତ ଶର୍ମାଙ୍କୁ ୭୫ ଲକ୍ଷରେ କିଣିଛି ଗୁଜୁରାଟ ଟାଇଟନ୍ସ

9/11

ନୁଆନ ତୁଷାରାଙ୍କୁ କୋଟିଏ ୬୦ ଲକ୍ଷ ଦେଇ ଆରସିବି କିଣିଛି। 

10/11

ଜୟଦେବ ଉନାଦକତଙ୍କୁ କୋଟିଏ ଟଙ୍କାରେ କିଣିଛି ସନରାଇଜର୍ସ ହାଇଦ୍ରାବାଦ। 

11/11

ହରନୁର ପନ୍ନୁଙ୍କୁ ୩୦ ଲକ୍ଷରେ ପଞ୍ଜାବ କିଙ୍ଗସ ଏକାଦଶ କିଣିଛି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link