Social Media Account Ban
ପାକିସ୍ତାନର ସୋସିଆଲ ମିଡ଼ିଆ ଆକାଉଣ୍ଟ ବନ୍ଦ, ହଟିଲା ଉଚ୍ଚାୟୁକ୍ତଙ୍କ ସୁରକ୍ଷା
ଆକ୍ରମଣ ପରେ ଗୃହମନ୍ତ୍ରୀ ଅମିତ ଶାହ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହା ପରେ, ସେ ସୁରକ୍ଷା ବାହିନୀକୁ ଘଟଣାସ୍ଥଳରୁ ହିଁ ଆତଙ୍କବାଦୀଙ୍କ ବିରୁଦ୍ଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
Apr 24,2025, 13:41 PM IST
bihar
PM Modi On Pahalgam Terror Attack: କଳ୍ପନା ବାହାରେ ଦଣ୍ଡ ମିଳିବ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ମଧୁବନୀରୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଥିଲେ ଯେ ପହଲଗାମର ଆତଙ୍କବାଦୀମାନଙ୍କୁ ଛଡ଼ାଯିବ ନାହିଁ। ଆତଙ୍କବାଦୀଙ୍କୁ ମାଟିରେ ମିଶାଇଦିଆଯିବ। ପଞ୍ଚାୟତିରାଜ ଦିବସ ଅବସରରେ ବିହାରରେ ବିକାଶ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଏ
Apr 24,2025, 13:33 PM IST
Pahalgam terror attack
Pahalgam Terror Attack: କୂଟନୀତିକ କାର୍ଯ୍ୟାନୁଷ୍ଠାନରେ ନୀରବ ରହିପାରିବ କି ଭାରତ?
ନୂଆଦିଲ୍ଲୀ: କଶ୍ମୀରର ପହେଲଗାମ୍ ଜଙ୍ଗଲରେ ଘଟିଥିବା ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ସାରା ବିଶ୍ୱକୁ ଥରାଇ ଦେଇଛି। ଧାରା ୩୭୦ ଉଚ୍ଛେଦ ପରେ ଯେଉଁ ଶାନ୍ତି ଓ ଆସ୍ଥା କଶ୍ମୀର ପ୍ରତି ବୃଦ୍ଧି ପାଇଥିଲା ତାହାକୁ ଏହି ଘଟଣା ମାଧ୍ୟମରେ ହରଣ କରିବାକୁ ଚାହିଁଛନ୍ତି ଆତଙ୍କବାଦୀ। ଘଟଣାକୁ ନେଇ ସାରା ବିଶ୍ୱରୁ ଆତଙ୍କବାଦକୁ ନିନ୍ଦା କରାଯାଇଛି। ଭା
Apr 24,2025, 11:00 AM IST
Goutam Gambhir
Goutam Gambhir: ଗୌତମ ଗମ୍ଭୀରଙ୍କୁ ଆସିଲା ହତ୍ୟା ଧମକ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ତଥା ପୂର୍ବତନ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ସମସ୍ୟା ବଢ଼ିଯାଇଛି। ପହଲଗାମ ଆତଙ୍କୀ ଆକ୍ରମଣର କେଇ ଘଣ୍ଟା ପରେ ଯେଉଁଠାରେ ତାଙ୍କୁ 'ISIS କାଶ୍ମୀର' ପକ୍ଷରୁ ହତ୍ୟା ଧମକ ମିଳିଛି। ଧମକ ପରେ, ଗମ୍ଭୀର ତୁରନ୍ତ ଦିଲ୍ଲୀ ପୋଲିସ ସହିତ ଯୋଗାଯୋଗ କରିଥିଲେ ଏବଂ ତାଙ୍କ ପରିବାରର ସୁରକ୍ଷା ପାଇଁ
Apr 24,2025, 10:04 AM IST
Indus water treaty
କଣ ଏହି ସିନ୍ଧୁ ଚୁକ୍ତି, ବାତିଲ ହେଲେ କେତେ ପରିମାଣରେ କ୍ଷତି ସହିବ ପାକିସ୍ତାନ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ବିରୋଧରେ କଠୋର ନିଷ୍ପତ୍ତି ନେଇଛନ୍ତି। ଏଥିମଧ୍ୟରୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ସିନ୍ଧୁ ଜଳ ଚୁକ୍ତିନାମା ବାତିଲ। ସରକାରଙ୍କ ଏହି ନିଷ୍ପତ୍ତି ପାକିସ୍ତାନ ଉପରେ ବହୁତ ପ୍ରଭାବ ପକାଇବାର ସମ୍ଭାବନା ରହି
Apr 24,2025, 9:30 AM IST
Top 10 News Headlines Odisha
Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Apr 24,2025, 8:40 AM IST
shukra shani yuti
Shukra Shani Yuti Horoscope 2025: ଶୁକ୍ର-ଶନି ଯୁତି 2025: ୫ ରାଶି ପାଇଁ ବଢିବ ସଂକଟ
Shukra Shani Yuti Horoscope 2025: ୨୫ ଏପ୍ରିଲ ୨୦୨୫ ଶୁକ୍ରବାର ସକାଳ ୫ଟା ୨୫ ମିନିଟ ସମୟରେ, ଶୁକ୍ର ଏବଂ ଶନି ୦ ଡିଗ୍ରୀରେ ଏକ ସମ୍ପୂର୍ଣ୍ଣ ସଂଯୋଗ ଗଠନ କରିବେ। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଯେତେବେଳେ ଦୁଇଟି ଗ୍ରହ ସମାନ ଡିଗ୍ରୀରେ ଅବସ୍ଥିତ, ତାହାକୁ ପୂର୍ଣ୍ଣ ସଂଯୋଗ କୁହାଯାଏ।
Apr 24,2025, 7:56 AM IST
Odisha news
Odisha News: ରାଜ୍ୟରେ ଖୋଲିଲା ୩ ନୂଆ ସିଭିଲ୍ ଜଜ୍ କୋର୍ଟ
ଏହି ତିନୋଟି କୋର୍ଟ ଗଠନ ହେବା ପରେ ଏହି ସବୁ ରାଜସ୍ୱ ତହସିଲ ଉପରେ କ୍ଷେତ୍ରାଧିକାର ଥିବା ଅନ୍ୟ ସମସ୍ତ ଜୁନିୟର ଡିଭିଜନ୍ ସିଭିଲ୍ ଜଜ୍ କୋର୍ଟ ଗୁଡିକର ଅଧିକାର ସମାପ୍ତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
Apr 23,2025, 14:09 PM IST
Pahalgam Terrorist Attack
ମୃତ ଓଡ଼ିଆ ପର୍ଯ୍ୟଟକଙ୍କ ପରିବାରକୁ ଭେଟିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ
ଏହି ଘଟଣା ପରେ କଶ୍ମୀର ଓ ଆଖପାଖ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ ଜାରି କରିଛି ଭାରତୀୟ ସେନା। ବାରାମୁଳାରେ ଅନୁପ୍ରବେଶ କରୁଥିବା ସମୟରେ ଦୁଇ ଆତଙ୍କୀଙ୍କୁ ଗୁଳି କରି ହତ୍ୟା କରିଛି ଭାରତୀୟ ସେନା।
Apr 23,2025, 13:58 PM IST
Pahalgam Terrorist Attack: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ, ଘୋଷଣା କଲେ ସରକାର
ଜମ୍ମୁ-କାଶ୍ମୀର ସରକାର ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
Apr 23,2025, 13:38 PM IST
New Tax System
New Tax system: ମହଙ୍ଗା ଘଣ୍ଟାକୁ ଆଗୁଆ ଟ୍ୟାକ୍ସ
ଏହି ସବୁ ଉପକରଣ ବା ସୌଖିନ ଓ ଦାବୀ ଦ୍ରବ୍ୟର ମୂଲ୍ୟ ୧୦ ଲକ୍ଷରୁ ଅଧିକ ହୋଇଥିବା ଆବଶ୍ୟକ। ଆୟକର ବିଭାଗ ଆଇନର ସଂଶୋଧନକୁ ଲାଗୁ କରାଯାଇ ଏହି ବ୍ୟବସ୍ଥାକୁ ବିଜ୍ଞପିତ କରାଯାଇଛି। ଏହି ବ୍ୟବସ୍ଥା ୨୨ ତାରିଖରୁ ଲାଗୁ ହୋଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
Apr 23,2025, 12:49 PM IST
Pahalgam Terrorist Attack: ଅଧିକ ବିମାନ ସେବା ଯୋଗାଇ ଦେବାକୁ ସରକାରଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: କଶ୍ମୀରର ପହଲଗାମ୍ରେ ଘଟିଥିବା ଆତଙ୍କୀ ଆକ୍ରମଣ ପରେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ଲାଗି ଭାରତ ସରକାରଙ୍କ ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟ ପର୍ଯ୍ୟାପ୍ତ ବିମାନ ଉପଲବ୍ଧ କରିବାକୁ ଆଦେଶ ଦେଇଛନ୍ତି। ଶ୍ରୀନଗରରୁ ଏହି ବିମାନସବୁ ଚଳାଚଳ କରିବ। କୌଣସି ବିଳମ୍ବ ନକରି ପର୍ଯ୍ୟାପ୍ତ ସଂଖ୍ୟାରେ ବିମାନ ଚଳାଇବାକୁ
Apr 23,2025, 12:12 PM IST
Odisha News: ଆମକୁ ଆଇଏଏସ୍ ଦରକାର ନାହିଁ କହିଲେ ଇଞ୍ଜିନିୟର
ପୂର୍ତ୍ତ ବିଭାଗଯେ ଅନେକ ଦୁର୍ନୀତିର ଗନ୍ତାଘର ସେ ବାବଦରେ ଅନେକ ଆଲୋଚନା ହୋଇଛି। ଆଇଏଏସ୍ ଅଧିକାରୀଙ୍କ ନିଯୁକ୍ତି ଦ୍ୱାରା ଏହି ଗନ୍ତାଘରର କେତେ ଅଧ୍ୟାୟ ଖୋଲିପାରିଲା ଓ କେତେ ଅଧ୍ୟାୟ ନୂଆ ଯୋଡ଼ି ହେଲା ତାହାର ବିଚାର ହେବା ଦରକାର।
Apr 23,2025, 12:00 PM IST
Pahalgam Terrorist Attack: ଆଜି ଭୁବନେଶ୍ୱରରେ ପହଞ୍ଚିବ ପ୍ରଶାନ୍ତଙ୍କ ମରଶରୀର
ଏହି ଘଟଣା ପରେ କଶ୍ମୀର ଓ ଆଖପାଖ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ ଜାରି କରିଛି ଭାରତୀୟ ସେନା। ଆଜି ବାରାମୁଳାରେ ଅନୁପ୍ରବେଶ କରୁଥିବା ସମୟରେ ଦୁଇ ଆତଙ୍କୀଙ୍କୁ ଗୁଳି କରି ହତ୍ୟା କରିଛି ଭାରତୀୟ ସେନା।
Apr 23,2025, 10:56 AM IST
Budha Uday Horoscope 2025
Budha Uday Horoscope 2025: ଉଦୟ ହେବେ ବୁଧ, ୮ ଜୁନରୁ ୩ ରାଶିର ଫିଟିବ ଭାଗ୍ୟ
Budha Uday Horoscope 2025: ବୈଦିକ ଜ୍ୟୋତିଷ ଅନୁସାରେ, ଯେତେବେଳେ କୌଣସି ଗ୍ରହ ନିଜର ରାଶି ପରିବର୍ତ୍ତନ କରେ କିମ୍ବା ରାଶିରେ ଉଦୟ କିମ୍ବା ଅସ୍ତ ହୁଏ, ଏହାର ସିଧାସଳଖ ପ୍ରଭାବ ମଣିଷ ଜୀବନ ଏବଂ ସମଗ୍ର ବିଶ୍ୱ ଉପରେ ପଡ଼ିଥାଏ। ଗ୍ରହରାଜ ବୁଧ, ତାଙ୍କ ନିଜ ରାଶି ମିଥୁନ ରାଶିରେ ଉଦୟ ହେବାକୁ ଯାଉଛନ୍ତି।
Apr 23,2025, 10:18 AM IST
Pahalgam Terrorist Attack: ଆତଙ୍କୀ ଗୁଳିରେ ଉଜୁଡି ଗଲା ମାତ୍ର ୬ ଦିନର ସଂସାର
ନୂଆଦିଲ୍ଲୀ: ଆତଙ୍କୀ ଗୁଳିରେ ଉଜୁଡ଼ିଗଲା ମାତ୍ର ୬ ଦିନର ସଂସାର। କିଛି ବୁଝିବା ଆଗରୁ ଲିଭି ଯାଇଥିଲା ମଥାର ସିନ୍ଦୁର। ଆଉ ଭାଙ୍ଗି ଯାଇଥିଲା ହାତର ଶଙ୍ଖା। ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ସେନା ଅଧିକାରୀ ବିନୟ ନରୱାଲ। ଜୀବନକୁ ଉପଭୋଗ କରିବା ପାଇଁ ନବବିବାହିତ ପତ୍ନୀଙ୍କ ସହିତ ହନିମୁନରେ କାଶ୍ମୀର ଯାଇଥିଲେ ସେ। ମାତ୍ର ଆତଙ
Apr 23,2025, 9:49 AM IST
Pahalgam attack
Pahalgam Attack: ବିଦେଶରୁ ଫେରି ବିମାନବନ୍ଦରରେ ମୋଦୀଙ୍କ ବୈଠକ
ନୂଆଦିଲ୍ଲୀ: ସାଉଦି ଆରବରୁ ଦିଲ୍ଲୀ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକ୍ସନ ମୋଡକୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର, ଏନଏସଏ ଅଜିତ ଡୋଭାଲ, ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଏବଂ ଅନ୍ୟ ଅଧିକାରୀଙ୍କ ସହ ଏକ ସଂକ୍ଷିପ୍ତ ବୈଠକ କରିଥିଲେ। ଏହି ବୈଠକ ବି
Apr 23,2025, 9:19 AM IST
Apr 23,2025, 8:59 AM IST
Pahalgam Terror Attack: ଭାରତ ଫେରୁଛନ୍ତି ମୋଦୀ, ପାହାଲଗାମ ଯିବେ ଅମିତ ଶାହ
ନୂଆଦିଲ୍ଲୀ: ନିଜର ସାଉଦୀ ଗସ୍ତକୁ ଅଧାରୁ ବାତିଲ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବୁଧବାର ସ୍ୱଦେଶ ଫେରୁଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଦୁଇ ଦିନିଆ ଗସ୍ତକୁ ଛୋଟ କରି ଭାରତ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି କ୍ରାଉନ ପ୍ରିନ୍ସଙ୍କ ସହ ଦ୍ୱି
Apr 23,2025, 7:05 AM IST
Ritika Rath
ଓଡ଼ିଶାର ରିତିକା ରଥଙ୍କ ସ୍ଥାନ ୪୮
ଭୁବନେଶ୍ୱର: ସୋସିଆଲ୍ ମିଡିଆରୁ ଦୂରରେ ରହୁଥିଲେ କିନ୍ତୁ ବନ୍ଧୁ ଓ ସାମାଜିକ କାର୍ଯ୍ୟକ୍ରମରୁ ଦୂରକୁ ଯିବାକୁ ଚାହୁଁନଥିଲେ। ବିଳମ୍ବିତ ରାତି ଯାଏ ପଢ଼ିବା ଅପେକ୍ଷା ସେ ସକାଳୁ ଉଠି ପଢ଼ୁଥିଲେ। ଆଉ ୨୪ ବର୍ଷ ବୟସରେ ଆଜି ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ରିତିକା ରଥ। ଦିଲ୍ଲୀରେ ସ୍କୁଲ୍ କ୍ୟାରିୟର ଶ
Apr 22,2025, 15:21 PM IST
UPSC cse 2024 final result
UPSC cse 2024 final result : ପ୍ରକାଶ ପାଇଲା IAS ରେଜଲ୍ଟ,, ଶକ୍ତି ଦୁବେ ଟପ୍ପର
କମିଶନ ମୋଟ ୧୦୦୯ ଜଣ ପ୍ରାର୍ଥୀଙ୍କ ନାମ ସୁପାରିଶ କରିଛନ୍ତି। ସାକ୍ଷାତକାରଟି ୭ ଜାନୁଆରୀ ୨୦୨୫ରେ ଅନୁଷ୍ଠିତ ହୋଇଥିଲା।
Apr 22,2025, 14:33 PM IST
Bhubaneswar Crime
Bhubaneswar Crime: ରାଜଧାନୀରୁ ନାବାଳକକୁ ଅପହରଣ, ଅପହର୍ତ୍ତା ମାଗିଲା ୫ କୋଟି ଟଙ୍କା
ଭୁବନେଶ୍ୱର: ରାଜଧାନୀ ଛାତି ଉପରୁ ନାବାଳକକୁ ଅପହରଣ। ଦିନକୁ ଦିନ ରାଜଧାନୀରେ ଅପହାଧ ବଢୁଥିବା ବେଳେ ଏବେ ଏହି ଘଟଣା କମିଶନରେଟ ପୋଲିସର ମୁଣ୍ଡ ବିନ୍ଧାଇଛି। କେବଳ ଏତିକି ନୁହେଁ ରାଜଧାନୀ ଛାତି ଉପରେ ପିଲାକୁ ଅପହରଣ କରି କମିଶନରେଟ ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି ଅପହର୍ତ୍ତା। ସେପଟେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ନାବାଳକକୁ କିଛି
Apr 22,2025, 14:10 PM IST
Chandra Gochar Horoscope 2025
ଶନିଦେବଙ୍କ ରାଶି କୁମ୍ଭରେ ପ୍ରବେଶ କରିବେ ଚନ୍ଦ୍ର, ଆର୍ଥିକ ସ୍ଥିତିରେ କ୍ଷତି ସହିବେ ୩ ରାଶି
Apr 22,2025, 13:33 PM IST
Dharmendra Pradhan
ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଶୁଣାଣିରେ ସାଂସଦଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା
ଭୁବନେଶ୍ୱର: ପ୍ରଥମଥର ପାଇଁ ଭୁବନେଶ୍ୱର ବାହାରକୁ ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ଲୋକଙ୍କ ଦୁଃଖ ସୁଖ ବୁଝିବା ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ଚର୍ଚ୍ଚା ଭିତରେ ଏକ ରାଜନୀତିକ ଘଟଣାବି ସାମ୍ନାକୁ ଆସିଛି। ତାହା ହେଉଛି ଧର୍ମେନ୍ଦ୍ରଙ୍କ ଶକ୍ତିଭେଦ। କାରଣ ସମାନ ସମୟରେ ସମ୍ବଲପୁରର ସାଂସଦ ତଥା
Apr 22,2025, 12:37 PM IST
national herald ki loot
national herald ki loot... ଚର୍ଚ୍ଚାରେ ସାଂସଦ ବାଂଶୁରୀ ସ୍ୱରାଜଙ୍କ ବ୍ୟାଗ
ନୂଆଦିଲ୍ଲୀ: 'ଏକ ରାଷ୍ଟ୍ର, ଏକ ନିର୍ବାଚନ' (One Nation One Election) ଉପରେ ହୋଇଥିବା ଜଏଣ୍ଟ ପାର୍ଲିଆମେଣ୍ଟାରି କମିଟି ବା JPC ବୈଠକରେ ଯୋଗ ଦେଇଛନ୍ତି ସାଂସଦ ବାଂଶୁରୀ ସ୍ୱରାଜ। ସେ ଏହି ବୈଠକରେ ଯୋଗଦେବା ଯେତିକି ଚର୍ଚ୍ଚାର ପ୍ରସଙ୍ଗ ପାଲଟି ନାହି ତାହା ଠାରୁ ଅଧିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ତାଙ୍କ ବ୍ୟାଗ। ନ୍ୟାସନାଲ ହେରା
Apr 22,2025, 12:08 PM IST
censorship orders issued
ସାଧାରଣ ଲୋକର ସ୍ୱାଧିନତା ଉପରେ ପ୍ରତିବନ୍ଧକ !: ୫ ମାସରେ ମୋଦି ସରକାର ଲଗାଇଲେଣି ୧୩୦ଟି ସେନ୍ସରସିପ
ନୂଆଦିଲ୍ଲୀ: ମୋଦି ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ସହାୟତା ପୋର୍ଟାଲ୍ ମାଧ୍ୟମରେ ଗତ ପାଞ୍ଚ ମାସରେ ୧୩୦ଟି ସେନ୍ସରସିପ୍ ଅର୍ଡର ଜାରି କରାଯାଇଛି। ଦି ଇଣ୍ଡିଆନ୍ ଏକ୍ସପ୍ରେସର ଏକ ସ୍ୱତନ୍ତ୍ର ରିପୋର୍ଟରେ ଏହି ସୂଚନା ସାମ୍ନାକୁ ଆସିଛି। ସୂଚନା ପ୍ରଯୁକ୍ତିବିଦ୍ୟା (IT) ଆଇନ, ୨୦୦୦ର ଧାରା 79(3)(b) ଅନୁଯାୟୀ ଏହି ନିର୍ଦ
Apr 22,2025, 10:59 AM IST
Pope Francis
Pope Francis: ପୋପ ଫ୍ରାନସିସଙ୍କ ଦେହାନ୍ତରେ ଭାରତରେ ତିନି ଦିନିଆ ରାଜକୀୟ ଶୋକ
ନୂଆଦିଲ୍ଲୀ: ସୋମବାର ସକାଳେ ଖ୍ରୀଷ୍ଟିଆନମାନଙ୍କ ସର୍ବୋଚ୍ଚ ଧାର୍ମିକ ନେତା ପୋପ୍ ଫ୍ରାନସିସଙ୍କ ଦେହାନ୍ତ ହୋଇଯାଇଛି। ଏହା ପରେ ସାରା ବିଶ୍ୱରେ ଶୋକର ଲହରୀ ଖେଳିଯାଇଛି। ଭାରତରେ ମଧ୍ୟ ରାଜନେତାମାନେ ପୋପ୍ ଫ୍ରାନ୍ସିସଙ୍କ ଦେହାନ୍ତରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ଏବଂ ଶୋକ ପ୍ରକାଶ କରିଥିଲେ। ପୋପ୍ ଫ୍ରାନ୍ସିସ୍ଙ୍କ ମୃତ୍ୟୁ ପରେ ଏବେ ସରକାର ତି
Apr 22,2025, 10:28 AM IST
cuttack accident
Cuttack Accident: ପିସିଆରକୁ ଚାପିଦେଲା ବେକାବୁ ଟ୍ରକ, ଚାଲିଗଲା ୨ ପୋଲିସ କର୍ମୀଙ୍କ ଜୀବନ
କଟକ: ଅଶୁଭ ପାଲଟିଛି ମଙ୍ଗଳବାର। କଟକ ଗତିରାଉତପାଟଣାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ପୋଲିସ କର୍ମୀଙ୍କ ଜୀବନହାନୀ ଘଟିଥିବା ବେଳେ ଜଣେ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଆଜି ସକାଳୁ ପାଟ୍ରୋଲିଂ ସମୟରେ କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍
Apr 22,2025, 10:01 AM IST
ukraine war
Ukraine war: ବନ୍ଦ ହେବ ଯୁଦ୍ଧ ! ଆଲୋଚନା ପାଇଁ ୟୁକ୍ରେନକୁ ପ୍ରସ୍ତାବ ଦେଲେ ପୁଟିନ
ନୂଆଦିଲ୍ଲୀ: ଆମେରିକାର ଚାପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଉପରେ ତାଙ୍କର ମତକୁ ନରମ କରିଛନ୍ତି। ତିନି ବର୍ଷର ଯୁଦ୍ଧରେ ପ୍ରଥମ ଥର ପାଇଁ ପୁଟିନ ୟୁକ୍ରେନ ସହିତ ସିଧାସଳଖ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି। କହିଛନ୍ତି ଯେ ସେ ଯୁଦ୍ଧବିରତି ପାଇଁ ପ୍ରସ୍ତୁତ। ସୂଚନା ଅନୁଯାୟୀ, ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ପାଇଁ ଇଚ୍ଛୁକତା
Apr 22,2025, 9:24 AM IST
Apr 22,2025, 8:43 AM IST
Delta Airlines plane
Delta Airlines plane: ୨୮୨ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନରେ ଲାଗିଲା ନିଆଁ, ଭିଡିଓ ଭାଇରାଲ
ଆମେରିକାର ଅରଲାଣ୍ଡୋ ବିମାନବନ୍ଦରରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଅଳ୍ପକେ ଟଳିଗଲା। ଆଟଲାଣ୍ଟା ଯିବା ପାଇଁ ପ୍ରସ୍ତୁତ ହେଉଥିବା ବିମାନଟିରେ ରନୱେରେ ଥିବା ସମୟରେ ନିଆଁ ଲାଗି ଯାଇଥିଲା। ଇଞ୍ଜିନରୁ ନିଆଁ ବାହାରିବାକୁ ଲାଗିଲା ଏବଂ ବିଶାଳ ନିଆଁ ଦେଖି ବିମାନରେ ଥିବା ୨୮୨ ଜଣ ଯାତ୍ରୀଙ୍କ ମଧ୍ୟରେ ଆତଙ୍କିତ ଅବସ୍ଥାରେ ରହିଥିଲ
Apr 22,2025, 7:32 AM IST
Shukra Gochar 2025
ମେଷ ରାଶିରେ ଶୁକ୍ରଦେବଙ୍କ ପ୍ରବେଶ, ମାଲାମାଲ ହେବେ ୪ ରାଶି; ବଢିବ ଆୟ ସହିତ ରହିଛି ଧନଲାଭ ଯୋଗ
Shukra Gochar 2025: ଶୁକ୍ର ଗ୍ରହ ହେଉଛି ସୌନ୍ଦର୍ଯ୍ୟ, କଳା, ସମ୍ପର୍କ ଏବଂ ସୁଖର ଗ୍ରହ। ଯେତେବେଳେ ଏହି ଗ୍ରହ ଅଗ୍ନିମୟ ଏବଂ ଉଜ୍ଜ୍ୱଳ ରାଶି ମେଷରେ ପ୍ରବେଶ କରନ୍ତି, ସେମାନେ ଆବେଗ, ଆକର୍ଷଣ ଏବଂ ଆତ୍ମବିଶ୍ୱାସ ସହିତ ସେମାନଙ୍କର ଫଳ ଦେବା ଆରମ୍ଭ କରନ୍ତି।
Apr 22,2025, 7:13 AM IST
Odisha Crime News
Crime News: ନିଖୋଜ ଆଶିର୍ବାଦର ମିଳିଲା ମୃତଦେହ
ଭୁବନେଶ୍ୱର: ଡେଲାଙ୍ଗରୁ ନିଖୋଜ ହୋଇଥିବା ୧୧ ବର୍ଷିୟ ଆଶିର୍ବାଦ ମୃତଦେହକୁ ଉଦ୍ଧାର କରିଛି ପୋଲିସ। ନିଜ ଘର ପାଇଖାନା ଟାଙ୍କିରୁ ଉଦ୍ଧାର କରାଯାଇଛି। ଗତ ୧୫ ତାରିଖରୁ ନିଖୋଜ ଥିବା ବେଳେ ଆଜି ଅର୍ଥାତ ୨୧ ତାରିଖ ସୋମବାର ଦିନ ମୃତଦେହକୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ମୃତକଙ୍କ କାକାଙ୍କୁ ଅଟକ ରଖାଯାଇଛି। ମିଳିଥିବା ସୂଚନା ମୁତା
Apr 21,2025, 14:38 PM IST
Pope Francis: ୮୮ ବର୍ଷ ବୟସରେ ପୋପଙ୍କ ଦେହାନ୍ତ
ନୂଆଦିଲ୍ଲୀ: ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କର ଆଜି ଭାଟିକାନ୍ ସିଟିରେ ଦେହାନ୍ତ ହୋଇଯାଇଛି। ଭାଟିକାନ ଅନୁଯାୟୀ, ପୋପ୍ ଆଜି ସ୍ଥାନୀୟ ସମୟ ସକାଳ 7:35 ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପୋପ୍ ଫ୍ରାନ୍ସିସ୍ ଇତିହାସର ପ୍ରଥମ ଲାଟିନ୍ ଆମେରିକୀୟ ପୋପ୍ ଥିଲେ। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଫ୍ରାନ୍ସିସ୍ଙ୍କୁ ନିମୋନିଆ ହେବା ପରେ
Apr 21,2025, 14:15 PM IST
Rahul Gandhi
Rahul Gandhi: ଆମେରିକା ମାଟିରେ ନିର୍ବାଚନ କମିଶନଙ୍କୁ ରାହୁଲ ଗାନ୍ଧିଙ୍କ ଟାର୍ଗେଟ
ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଥିବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଭାରତର ନିର୍ବାଚନ କମିଶନଙ୍କୁ ‘ସାଲିସଭୁକ୍ତକ୍’ ବୋଲି ଅଭିଯୋଗ କରିଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମୟରେ ମାତ୍ର ଦୁଇ ଘଣ୍ଟା ଭିତରେ ଭୋଟରଙ୍କ ସଂଖ୍ୟା ୬୫ ଲକ୍ଷ କେମିତି ବଢ଼ିଲା ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ‘ ବ୍ୟବସ୍ଥାରେ କିଛି ଗଡ
Apr 21,2025, 12:20 PM IST
today Gold price
Gold Rate:ସପ୍ତାହ ଆରମ୍ଭରୁ ସୁନା ଦର ବୃହତ ବୃଦ୍ଧି
ଆପଣ ବର୍ତ୍ତମାନ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସରକାର ଏକ ଆପ୍ ପ୍ରସ୍ତୁତ କରିଛନ୍ତି। ବିଏସ୍ କେୟାର ଆପ୍ ସହିତ ଗ୍ରାହକମାନେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ, ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ ନାହିଁ, ବରଂ ଏହା ସହିତ ଜଡିତ କୌଣସି ଅଭିଯୋଗ ମଧ୍ୟ କରିପାରିବେ।
Apr 21,2025, 11:58 AM IST
karni sena leader
Karni Sena Leader: ଝାଡ଼ଖଣ୍ଡରେ କରଣୀ ସେନାର ପ୍ରଦେଶ ଅଧ୍ୟକ୍ଷଙ୍କୁ ଗୁଳି ମାଡ଼
ନୂଆଦିଲ୍ଲୀ: ରବିବାର ରାତିରେ ଝାଡ଼ଖଣ୍ଡର ଜାମସେଦପୁରରେ କରଣୀ ସେନାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ଝାଡ଼ଖଣ୍ଡ ରାଜ୍ୟ ସଭାପତି ବିନୟ ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଘଟଣାଟି ମାଙ୍ଗୋ ବାଲିଗୁମା ଅଞ୍ଚଳର ମିନି ପଞ୍ଜାବ ହୋଟେଲ ନିକଟ ଏକ ରାସ୍ତାରେ ଘଟିଛି। ମୋବାଇଲ୍ ଲୋକେସନ୍ ମାଧ୍ୟମରେ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି। ତାଙ୍କ ମୁଣ
Apr 21,2025, 10:16 AM IST
Petrol Diesel price
Today Petrol Diesel Price: ସପ୍ତାହ ଆରମ୍ଭରୁ ତୈଳଦରରେ ହ୍ରାସ
ନୂଆଦିଲ୍ଲୀ: ଆଜି ସୋମବାର ଏପ୍ରିଲ ୨୧ ତାରିଖ ପ୍ରତିଦିନ ଭଳି ଆଜି ମଧ୍ୟ ନୂଆ ତୈଳଦର ଜାରି ହୋଇଛି। ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ ପାଇଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନ ମୂଲ୍ୟ ସ୍ଥିର ହୋଇଛି। ଦେଶର କିଛି ସ୍ଥାନରେ ତୈଳ ଦର ସ୍ଥିର ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ତୈଳଦରରେ
Apr 21,2025, 9:23 AM IST
JD Vance
USA JD Vance: ଭାରତ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି, ରାଜସ୍ଥାନରେ ଦେଢଘଣ୍ଟା ରହିବେ
ନୂଆଦିଲ୍ଲୀ: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ୨୧ ଏପ୍ରିଲ ବିଳମ୍ବିତ ରାତିରେ ଜୟପୁରରେ ପହଞ୍ଚିବେ। ୨୪ ଏପ୍ରିଲ ସକାଳେ ପୁନର୍ବାର ଏଠାରୁ ୱାଶିଂଟନ ଫେରିଯିବେ। ଏହାକୁ ନେଇ ଜୟପୁରରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। ଭାନ୍ସ ଏପ୍ରିଲ ୨୨ ତାରିଖରେ ସକାଳେ ତାଙ୍କ ପରିବାର ସହିତ ଆମେର ପ୍ୟାଲେସ ପରିଦର୍ଶନ କରିବେ ଯେଉଁଠାରେ ସେ ଦେଢ଼
Apr 21,2025, 8:54 AM IST
Venus Rahu Conjunction
Venus Rahu Conjunction:୫ ରାଶିଙ୍କ ଭାଗ୍ୟ ବଦଳାଇବ ଶୁକ୍ର-ରାହୁ ୟୁତି, ବର୍ଷ ସାରା ଧନ ବର୍ଷା
Venus Rahu Conjunction:ଜ୍ୟୋତିଷ ଗଣନା ଅନୁସାରେ ବର୍ତ୍ତମାନ ଶୁକ୍ର ଏବଂ ରାହୁଙ୍କ ସଂଯୋଗ ମୀନ ରାଶିରେ ରହିଛି। ଶୁକ୍ର ଏବଂ ରାହୁଙ୍କ ଏହି ସଂଯୋଗ ୧୮ ମଇ ୨୦୨୫ ପର୍ଯ୍ୟନ୍ତ ରହିବ। ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଏବଂ ରାହୁଙ୍କ ସଂଯୋଗକୁ ଏକ ଅତ୍ୟନ୍ତ ପ୍ରଭାବଶାଳୀ ମିଶ୍ରଣ ଭାବରେ ବିବେଚନା କରାଯାଏ।
Apr 21,2025, 8:31 AM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.