Fire Mishap in Loka Seva Bhawan: ଲୋକସେବା ଭବନରେ ଭୟାବହ ଅଗ୍ନିକାଣ୍ତ (Fire Mishap in Lok Sabh Bhawan) । ଲୋକସେବା ଭବନର ରାଜସ୍ବ ବିଭାଗରେ (Revenue Department) ଅଗ୍ନିକାଣ୍ତ ଘଟିଥିବା ସୂଚନା ମିଳିଛି । ଖବର ପାଇଁ ଅଗ୍ନିଶମ ବାହିନୀ (Fire Brigade ) ଲୋକସେବା ଭବନରେ ପହଁଞ୍ଚି ନିଆଁକୁ ଆୟତ୍ତ କରିବା ନେଇ ଉଦ୍ୟମ କରୁଛି । ତେବେ ବର୍ତ୍ତମାନ ସୁଦ୍ଧା ଏହି ଅଗ୍ନିକାଣ୍ତର କାରଣ ଜଣାପଡ଼ିନାହିଁ । ଏଥିରେ କୌଣସି କାଗଜପତ୍ର ନଷ୍ଟ ହୋଇନଥିବା ରାଜସ୍ୱ ବିଭାଗ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଏହା ବି ପଢନ୍ତୁ-Anurag Thakur At Bhubaneswar: ବିଜେଡିର ଜନ ବିରୋଧି ଆକ୍ଷେପକୁ ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର


ଅଧିକ ଅପଡ଼େଟ ନେଇ ଅପେକ୍ଷା କରାଯାଇଛି....