ୱାକଫ୍ ବିଲକୁ ବିରୋଧ କରିବ ବିଜେଡି
Waqf amendment bill: ଦୀର୍ଘ ବର୍ଷହେଲା ଏହି ପ୍ରଥା ରହି ଆସିଛି। ୱାକଫ ମାଧ୍ୟମରେ ସଂଖ୍ୟାଲଘୁଙ୍କ ପାଇଁ ଅନେକ ବିକାଶ ମୂଳକ କାର୍ଯ୍ୟ ହଉଛି। ଏହା ବନ୍ଦ କରିବାକୁ କେନ୍ଦ୍ର ପ୍ରୟାସ କରୁଛି। କେନ୍ଦ୍ର ନ ମାନିଲେ ଏହାକୁ ଜୋରଦାର ବିରୋଧ ହବ ବୋଲି ବିଜେଡି କହିଛି।
ଭୁବନେଶ୍ଵର: ୱାକଫ୍ ବିଲକୁ ବିଜେଡି କରିବ ବିରୋଧ। ଆଜି ବିଧାୟକ କଲୋନିରୁ ବାହାରି ରାଜଭବନ ଯିବେ ବିଜେଡି ନେତା। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେବେ। କେନ୍ଦ୍ର ସରକାରଙ୍କ ମନମାନି ଚାଲିବ ନାହିଁ ବୋଲି ବିଜେଡି କହିଛି। ଦୀର୍ଘ ବର୍ଷହେଲା ଏହି ପ୍ରଥା ରହି ଆସିଛି। ୱାକଫ ମାଧ୍ୟମରେ ସଂଖ୍ୟାଲଘୁଙ୍କ ପାଇଁ ଅନେକ ବିକାଶ ମୂଳକ କାର୍ଯ୍ୟ ହଉଛି। ଏହା ବନ୍ଦ କରିବାକୁ କେନ୍ଦ୍ର ପ୍ରୟାସ କରୁଛି। କେନ୍ଦ୍ର ନ ମାନିଲେ ଏହାକୁ ଜୋରଦାର ବିରୋଧ ହବ ବୋଲି ବିଜେଡି କହିଛି।