୫୮ଟି ସବଡିଭିଜନରେ ଶୀତଳଭଣ୍ଡାର ନିର୍ମାଣ କରାଯିବ: କେ.ଭି ସିଂହଦେଓ
Cold srores: ପିପିପି ମୋଡ୍ରେ ଏହି ଶୀତଳଭଣ୍ଡାର ନିର୍ମାଣ କରାଯିବ। ଯଦି ଆଉ ଅଧିକ ଶୀତଳଭଣ୍ଡାରର ଆବଶ୍ୟକତା ହୁଏ ତେବେ ପିପିପି ମୋଡ୍ରେ ହାଇବ୍ରିଡ କୋଲ୍ଡ ଷ୍ଟୋରେଜ ନିର୍ମାଣ ପାଇଁ ଯୋଜନା କରାଯିବ ବୋଲି କହିଛନ୍ତି କେ.ଭି ସିଂହଦେଓ ସୂଚନା ଦେଇଛନ୍ତି।
ଭୁବନେଶ୍ଵର: ରାଜ୍ୟର ୫୮ଟି ସବ୍ ଡିଭିଜନରେ ହେବ ଶୀତଳଭଣ୍ଡାର। ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନ ଚାଲିଥିବା ପ୍ରଶ୍ନକାଳରେ ଏହି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ। ଶ୍ରୀ ସିଂଦେଓ କହିଛନ୍ତି ଯେ, ରାଜ୍ୟ ସରକାର ୫୮ଟି ସବ୍ଡିଭିଜନରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଯୋଜନା କରିଛନ୍ତି। ପିପିପି ମୋଡ୍ରେ ଏହି ଶୀତଳଭଣ୍ଡାର ନିର୍ମାଣ କରାଯିବ। ଯଦି ଆଉ ଅଧିକ ଶୀତଳଭଣ୍ଡାରର ଆବଶ୍ୟକତା ହୁଏ ତେବେ ପିପିପି ମୋଡ୍ରେ ହାଇବ୍ରିଡ କୋଲ୍ଡ ଷ୍ଟୋରେଜ ନିର୍ମାଣ ପାଇଁ ଯୋଜନା କରାଯିବ ବୋଲି କହିଛନ୍ତି କେ.ଭି ସିଂହଦେଓ ସୂଚନା ଦେଇଛନ୍ତି।