ଭୁବନେଶ୍ୱର: ବୁଧବାରଠାରୁ ତିନି ଦିନ ଅର୍ଥାତ ତା ୧୮, ୧୯ ଓ ୨୦ ରିଖ ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଗସ୍ତ କରିବେ। ଏହି ଗସ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ପରିଡା କୋରାପୁଟ ଜିଲ୍ଲା ମହୋତ୍ସବ "ପରବ ୨୦୨୪" ରେ ଯୋଗ ଦେବେ। 


COMMERCIAL BREAK
SCROLL TO CONTINUE READING

ଏହା ସହ ଶ୍ରୀମତୀ ପରିଡା ଏହି ଦୁଇ ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗର କାର୍ଯ୍ୟନ୍ୱୟନ ସମୀକ୍ଷା କରିବେ ଓ ଏହି ଦୁଇ ଜିଲ୍ଲାରେ ଥିବା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ କାର୍ଯ୍ୟକୁ ମଧ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।


Also Read- Bhavishya Malika 2025 Predictions: ନୂଆ ବର୍ଷରେ ଶନିଙ୍କ ଚଳନ, ଜାଣନ୍ତୁ ମାଳିକା ଭବିଷ୍ୟବାଣୀ


Also Read- Varanasi News: ଚାରିପଟେ ମୁସଲିମ ଘର, ମଝିରୁ ଉଦ୍ଧାର ହେଲା ୨୫୦ ବର୍ଷର ଶିବ ମନ୍ଦିର