ଗହମ ଓ ଚାଉଳ ଗୋଦାମରେ ଗଚ୍ଛିତ ଅଛି: ମନ୍ତ୍ରୀ
minister pradeep bal samanta: ମିଲରମାନେ ନିଜ ଷ୍ଟୋରରେ ଧାନ ଓ ଗହମ ଗଚ୍ଛିତ ରଖିବେ। ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ଚାଉଳ ଅଛି, ତାକୁ ବିକ୍ରି କର। ଗହମ ଓ ଚାଉଳ ଗୋଦାମରେ ଅଛି। ଆବଶ୍ୟକ ପଡିଲେ, ବଜାରରେ ବିକ୍ରି କରାଯିବ। ଚାଉଳ ବିକ୍ରି ହେବ ଓ ଗହମ ଲୋକଙ୍କୁ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଭୁବନେଶ୍ଵର: ୩୦ ହଜାର କ୍ବିଣ୍ଟାଲ ଗହମ ଓଡ଼ିଶା ଗୋଦାମରେ ଗଚ୍ଛିତ ଅଛି । ଏ ପରିସ୍ଥିତିରେ ଧାନ ଓ ଗହମ ପାଇଁ ଷ୍ଟୋରେଜ ସମସ୍ୟା ଦେଖାଯାଇପାରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ।
ଶ୍ରୀ ସାମନ୍ତ କହିଛନ୍ତି ଯେ, ଏଫସିଆଇକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମିଲରମାନେ ନିଜ ଷ୍ଟୋରରେ ଧାନ ଓ ଗହମ ଗଚ୍ଛିତ ରଖିବେ। ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ଚାଉଳ ଅଛି, ତାକୁ ବିକ୍ରି କର। ଗହମ ଓ ଚାଉଳ ଗୋଦାମରେ ଅଛି। ଆବଶ୍ୟକ ପଡିଲେ, ବଜାରରେ ବିକ୍ରି କରାଯିବ। ଚାଉଳ ବିକ୍ରି ହେବ ଓ ଗହମ ଲୋକଙ୍କୁ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।