ସମ୍ବଲପୁର: ଆସନ୍ତା ୧୦ ତାରିଖ ଠାରୁ ସମ୍ବଲପୁର ଜିଲ୍ଲାରେ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ସକାଳ ୭ଟାରୁ ଅପରାହ୍ନ ୧ଟାଏ ଖୋଲା ରହିବ । ଏନେଇ ଆଜି ସମ୍ବଲପୁର ଜିଲ୍ଲାପାଳ ଅଗ୍ରଓ୍ବାଲ ଅକ୍ଷୟ ସୁନିଲ ନିର୍ଦ୍ଦେଶନାମା ଜାରି କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ତେବେ ଏହି ମଧ୍ୟରେ କୌଣସି ବିରତି ରହିବ ନାହିଁ ବୋଲି ପତ୍ରରେ ଉଲ୍ଲେଖ ରହିଛି । ରାଜ୍ୟ ଗୃହ ବିଭାଗର ଏପ୍ରିଲ ୪ ତାରିଖ ପାରିତ ହୋଇଥିବା ଆଦେଶ ନମ୍ବର ୧୪୮୮୩ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଥିବା ପତ୍ରରେ ଉଲ୍ଲେଖ ରହିଛି । ହିଟ୍ ଓ୍ବେଭକୁ ଏହି ନିର୍ଦ୍ଦେଶନାମା ଜାରି ହୋଇଥିବା ଜଣାପଡିଛି ।


Also Read- ଦୁଇ ଜିଲ୍ଲାରେ ନୂଆ ପୁଲିସ ମୁଖିଆ


Also Read- Political News: ଲୋକସଭା ନିର୍ବାଚନ ନେଇ ବଡ଼ ଘୋଷଣା କଲା କଂଗ୍ରେସ