Top 10 Sea Beaches: ଶୀତ ଦିନେ ବୁଲିବା ପାଇଁ ଓଡ଼ିଶାର ୧୦ଟି ଟପ୍ ସି` ବିଚ୍ ..
Top 10 Sea Beaches: ଏବେ ଶୀତ ଋତୁ ଚାଲିଛି। ଏହା ସହିତ ଆରମ୍ଭ ହୋଇଛି ପିକନିକ୍ ଋତୁ। ଯଦି ଆପଣ ଏହି ସମୟରେ ନିଜ ପରିବାର ସହ ଓଡ଼ିଶାର କୌଣସି ଭଲ ସମୁଦ୍ର କୂଳିଆ ଜାଗା ବୁଲିବାକୁ ଯିବାକୁ ଚାହୁଁଛନ୍ତି ତେବେ ସମ୍ପୂର୍ଣ୍ଣ ଫଟୋ ଗ୍ୟାଲେରୀ ଦେଖନ୍ତୁ।
1/10
୧. କୋଣାର୍କ ବିଚ୍
2/10
୨.ଚନ୍ଦ୍ରଭାଗା ବିଚ୍
3/10
୩.ପୁରୀ ବିଚ୍
4/10
୪.ଗୋପାଳପୁର ବିଚ୍
5/10
୫.ରାମଚଣ୍ଡି ବିଚ୍
6/10
୬.ଚାନ୍ଦିପୁର ବିଚ୍
7/10
୭.ପାରାଦୀପ ବିଚ୍
8/10
୮.ଅସ୍ତରଙ୍ଗ ବିଚ୍
9/10
୯. ତାଳସାରି ବିଚ୍
10/10
୧୦.ଗହିରମଥା ବିଚ୍