Odisha News: ଆଜିଠୁ ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ
Odisha News: ଆଜିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ଦ୍ବୀତିୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି। ଖାଲି ପଡିଥିବା ସିଟ୍ ରେ ଏହି ନାମଲେଖା କରାଯିବ। ସେପ୍ଟେମ୍ବର ୧୩ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ।
Odisha News: ଆଜିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ଦ୍ବୀତିୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି। ଖାଲି ପଡିଥିବା ସିଟ୍ ରେ ଏହି ନାମଲେଖା କରାଯିବ। ସେପ୍ଟେମ୍ବର ୧୩ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ। ସାମସ୍ ଓ୍ବେବସାଇଟ୍ ମାଧ୍ୟମରେ ଇଚ୍ଛକ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ୨୦ ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ।
ALSO READ: CM Kisan Yojana: ଏହି ଦିନ ଚାଷୀଙ୍କ ଆକାଉଣ୍ଟକୁ ଆସିବ ସିଏମ୍ କିଷାନ ଯୋଜନାର କିସ୍ତି
୨୧ରୁ ୨୪ ତାରିଖ ମଧ୍ୟରେ ନାମଲେଖା ହେବ। ସେପ୍ଚେମ୍ବର ୨୬ରେ ଚୟନ ହୋଇ ନଥିବା ଛାତ୍ରଛାତ୍ରୀମାନେ ଚଏସ୍ ଲକିଂ କରିପାରିବେ। ଅକ୍ଟୋବର ୩ରେ ସ୍ପଷ୍ଟ ନାମଲେଖା ପାଇଁ ମେଧାତାଲିକା ପ୍ରକାଶ ପାଇବ। ୪ରୁ ୫ ମଧ୍ୟରେ ନାମଲେଖା ହେବ। ଆଉ ବଳକା ସିଟ୍ ରେ ଲିଖିତ ଦରଖାସ୍ତ ପଞ୍ଜୀକରଣ ଅକ୍ଟୋବର ୭ ତାରିଖ ସକାଳ ୯ଟାରୁ ଅପରାହ୍ନ ୩ ଟା ଯାଏଁ ହେବ। ସେହିଦିନ ଅପରାହ୍ନ ସାଢେ ୪ଟାରେ ମେଧା ତାଲିକା ପ୍ରକାଶ ପାଇବ। ୮ରୁ ୯ ତାରିଖ ମଧ୍ୟରେ ନାମଲେଖା ହେବ।