IND vs SA :ଭାରତର ବିଜୟ ରଥକୁ ଅଟକାଇଲା ଦକ୍ଷିଣ ଆଫ୍ରିକା, ୫ ଓ୍ୱିକେଟରେ ଜିତିଲା

Prabhudatta Moharana Oct 30, 2022, 20:08 PM IST

India v South Africa Live: ଟି-୨୦ ବିଶ୍ୱକପରେ ମଧ୍ୟ ଦକ୍ଷିଣ ଆଫ୍ରିକା ଦଳ ଉପରେ ଭାରତର ପଲ୍ଲା ଭାରି ରହିଛି । ଟି-୨୦ ବିଶ୍ୱକପରେ ଭାରତ ଓ ଦକ୍ଷିଣ ଆଫ୍ରିକାର ଦଳ ଏପର୍ଯ୍ୟନ୍ତ ପାଞ୍ଚ ଥର ମୁହାଁମୁହିଁ ହୋଇଛନ୍ତି, ସେଥିମଧ୍ୟରୁ ଟିମ୍ ଇଣ୍ଡିଆ ଚାରିଟି ମ୍ୟାଚରେ ଜିତିଛି ।

India v South Africa LIVE: ଆଜି ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୨ (T20 World Cup 2022) ରେ ଏକ ରୋମାଞ୍ଚକର ରବିବାର । ଏହି ରୋମାଞ୍ଚକର ରବିବାରରେ ତିନୋଟି ମ୍ୟାଚ୍ ରହିଛି ଓ ତୃତୀୟ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ଭେଟିଛି। ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ୍ ପର୍ଥ ଷ୍ଟାଡିୟମରେ (Perth Stadium) ଖେଳାଯାଉଛି। ଏହା ଚଳିତ ବର୍ଷ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ (India v South Africa) ମଧ୍ୟରେ ନବମ ଟି-୨୦ ମ୍ୟାଚ୍। ଟି-୨୦ ବିଶ୍ୱକପ ୨୦୨୨ ପୂର୍ବରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ସହ ଏକ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳିଥିଲା, ଯେଉଁଠାରେ ଟିମ୍ ଇଣ୍ଡିଆ (Indian Team) ସିରିଜକୁ ୨-୧ ରେ ଜିତି ନେଇଥିଲା । ଟି-୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ଦୁଇଟି ମ୍ୟାଚ୍ ଜିତିବା ପରେ ଭାରତୀୟ ଦଳ ଗ୍ରୁପ୍-୨ ଟେବୁଲର ଶୀର୍ଷରେ ଥିବାବେଳେ, ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସ୍ଥାନରେ ରହିଛି । 

नवीनतम अद्यतन

  • ଭାରତର ବିଜୟ ରଥକୁ ଅଟକାଇଲା ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକା ୫ ଓ୍ୱିକେଟ ହରାଇ ଦୁଇଟି ବଲ ବାକି ଥାଇ ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। 

    ଦକ୍ଷିଣ ଆଫ୍ରିକା
    ସ୍କୋରକାର୍ଡ: 137/5

    ବ୍ୟାଟସମ୍ୟାନ
    ଓ୍ୱେନ ପର୍ଣ୍ଣେଲ: 2(5 ବଲ)
    ଡାଭିଡ ମିଲର: 59(46 ବଲ)

    20ତମ ଓଭର (ଭୁବନେଶ୍ୱର କୁମାର)
    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : 4
    ଚତୁର୍ଥ ବଲ : 4
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • ଦକ୍ଷିଣ ଆଫ୍ରିକା
    ସ୍କୋରକାର୍ଡ: 128/5

    ବ୍ୟାଟସମ୍ୟାନ
    ଓ୍ୱେନ ପର୍ଣ୍ଣେଲ: 1(3 ବଲ)
    ଡାଭିଡ ମିଲର: 51(44 ବଲ)

    19ତମ ଓଭର (ଅର୍ଶଦୀପ ସିଂହ)
    ପ୍ରଥମ ବଲ : 4
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 1
    ଷଷ୍ଠ ବଲ : 0

  • ଦକ୍ଷିଣ ଆଫ୍ରିକା
    ସ୍କୋରକାର୍ଡ: 122/5

    ବ୍ୟାଟସମ୍ୟାନ
    ଓ୍ୱେନ ପର୍ଣ୍ଣେଲ: 0(2 ବଲ)
    ଡାଭିଡ ମିଲର: 46(39 ବଲ)

    18ତମ ଓଭର (ଅର୍ଶଦୀପ ସିଂହ)
    ପ୍ରଥମ ବଲ : 6
    ଦ୍ୱିତୀୟ ବଲ : 6
    ତୃତୀୟ ବଲ : 1(LB)
    ଚତୁର୍ଥ ବଲ : W
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • ପଞ୍ଚମ ଓ୍ୱିକେଟ ହରାଇଲା ଦକ୍ଷିଣ ଆଫ୍ରିକା। ୬ ରନ କରି ଆଉଟ ହେଲେ ତ୍ରିଷ୍ଟାନ ଷ୍ଟବ୍ସ। 

  • ଦକ୍ଷିଣ ଆଫ୍ରିକା
    ସ୍କୋରକାର୍ଡ: 109/4

    ବ୍ୟାଟସମ୍ୟାନ
    ତ୍ରିଷ୍ଟାନ ଷ୍ଟବ୍ସ: 6(5 ବଲ)
    ଡାଭିଡ ମିଲର: 34(36 ବଲ)

    17ତମ ଓଭର (ଅର୍ଶଦୀପ ସିଂହ)
    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 4
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 1
    ଷଷ୍ଠ ବଲ : 0

  • ଦକ୍ଷିଣ ଆଫ୍ରିକା
    ସ୍କୋରକାର୍ଡ: 102/4

    ବ୍ୟାଟସମ୍ୟାନ
    ତ୍ରିଷ୍ଟାନ ଷ୍ଟବ୍ସ: 1(1 ବଲ)
    ଡାଭିଡ ମିଲର: 32(34 ବଲ)

    16ତମ ଓଭର (ହାର୍ଦ୍ଦିକ ପାଣ୍ଡ୍ୟା)
    ପ୍ରଥମ ବଲ : 2
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : 2
    ଚତୁର୍ଥ ବଲ : w
    ପଞ୍ଚମ ବଲ : 1
    ଷଷ୍ଠ ବଲ : 1

  • ଦକ୍ଷିଣ ଆଫ୍ରିକାକୁ ଲାଗିଲା ଚତୁର୍ଥ ଝଟକା। ୫୨ ରନ କରି ଆଉଟ ହେଲେ ଦୁର୍ଦ୍ଦଶ ବ୍ୟାଟସମ୍ୟାନ ଆଡେନ ମାକ୍ରମ। 

  • ଦକ୍ଷିଣ ଆଫ୍ରିକା
    ସ୍କୋରକାର୍ଡ: 95/3

    ବ୍ୟାଟସମ୍ୟାନ
    ଆଡେନ ମାକ୍ରମ: 50(39 ବଲ)
    ଡାଭିଡ ମିଲର: 28(31 ବଲ)

    15ତମ ଓଭର (ଅର୍ଶଦୀପ ସିଂହ)
    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : 1(wide)
    ଅତିରିକ୍ତ ବଲ: 1
    ଚତୁର୍ଥ ବଲ : 4
    ପଞ୍ଚମ ବଲ : 2
    ଷଷ୍ଠ ବଲ : 0

  • ଦକ୍ଷିଣ ଆଫ୍ରିକା
    ସ୍କୋରକାର୍ଡ: 85/3

    ବ୍ୟାଟସମ୍ୟାନ
    ଆଡେନ ମାକ୍ରମ: 43(35 ବଲ)
    ଡାଭିଡ ମିଲର: 26(29 ବଲ)

    14ତମ ଓଭର (ରବିଚନ୍ଦ୍ରନ ଅଶ୍ୱିନୀ)
    ପ୍ରଥମ ବଲ : 6
    ଦ୍ୱିତୀୟ ବଲ : 2
    ତୃତୀୟ ବଲ : 1
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 1
    ଷଷ୍ଠ ବଲ : 6

  • ଦକ୍ଷିଣ ଆଫ୍ରିକା
    ସ୍କୋରକାର୍ଡ: 68/3

    ବ୍ୟାଟସମ୍ୟାନ
    ଆଡେନ ମାକ୍ରମ: 36(33 ବଲ)
    ଡାଭିଡ ମିଲର: 16(25 ବଲ)

    13ତମ ଓଭର (ମହମ୍ମଦ ଶାମୀ)
    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 2
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 1
    ଷଷ୍ଠ ବଲ : 0

  • ଦକ୍ଷିଣ ଆଫ୍ରିକା
    ସ୍କୋରକାର୍ଡ: 65/3

    ବ୍ୟାଟସମ୍ୟାନ
    ଆଡେନ ମାକ୍ରମ: 36(32 ବଲ)
    ଡାଭିଡ ମିଲର: 13(20 ବଲ)

    12ତମ ଓଭର (ରବିଚନ୍ଦ୍ରନ ଅଶ୍ୱିନ)
    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 4
    ତୃତୀୟ ବଲ : 1
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 1
    ଷଷ୍ଠ ବଲ : 1

  • ଦକ୍ଷିଣ ଆଫ୍ରିକା
    ସ୍କୋରକାର୍ଡ: 56/3

    ବ୍ୟାଟସମ୍ୟାନ
    ଆଡେନ ମାକ୍ରମ: 30(29 ବଲ)
    ଡାଭିଡ ମିଲର: 10(17 ବଲ)

    11ତମ ଓଭର (ହାର୍ଦ୍ଦିକ ପାଣ୍ଡ୍ୟା)
    ପ୍ରଥମ ବଲ : 2
    ଦ୍ୱିତୀୟ ବଲ : 4
    ତୃତୀୟ ବଲ : 1
    ଚତୁର୍ଥ ବଲ : 4
    ପଞ୍ଚମ ବଲ : 1
    ଷଷ୍ଠ ବଲ : 4(LB)

  • ଦକ୍ଷିଣ ଆଫ୍ରିକା
    ସ୍କୋରକାର୍ଡ: 40/3

    ବ୍ୟାଟସମ୍ୟାନ
    ଆଡେନ ମାକ୍ରମ: 23(25 ବଲ)
    ଡାଭିଡ ମିଲର: 5(15 ବଲ)

    ଦଶମ ଓଭର (ରବି ଚନ୍ଦ୍ରନ ଅଶ୍ୱିନ)
    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : 1
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 1
    ଷଷ୍ଠ ବଲ : 1

  • ଦକ୍ଷିଣ ଆଫ୍ରିକା
    ସ୍କୋରକାର୍ଡ: 35/3

    ବ୍ୟାଟସମ୍ୟାନ
    ଆଡେନ ମାକ୍ରମ: 20(22 ବଲ)
    ଡାଭିଡ ମିଲର: 3(12 ବଲ)

    ଅଷ୍ଟମ ଓଭର (ହାର୍ଦ୍ଦିକ ପାଣ୍ଡ୍ୟା)
    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 1
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • ଦକ୍ଷିଣ ଆଫ୍ରିକା
    ସ୍କୋରକାର୍ଡ: 33/3

    ବ୍ୟାଟସମ୍ୟାନ
    ଆଡେନ ମାକ୍ରମ: 19(20 ବଲ)
    ଡାଭିଡ ମିଲର: 2(8 ବଲ)

    ଅଷ୍ଟମ ଓଭର (ମହମ୍ମଦ ଶାମୀ)
    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 1
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • ଦକ୍ଷିଣ ଆଫ୍ରିକା
    ସ୍କୋରକାର୍ଡ: 32/3

    ବ୍ୟାଟସମ୍ୟାନ
    ଆଡେନ ମାକ୍ରମ: 19(17 ବଲ)
    ଡାଭିଡ ମିଲର: 1(5 ବଲ)

    ସପ୍ତମ ଓଭର (ହାର୍ଦ୍ଦିକ ପାଣ୍ଡ୍ୟା)
    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 4
    ଷଷ୍ଠ ବଲ : 2

  • ଦକ୍ଷିଣ ଆଫ୍ରିକା
    ସ୍କୋରକାର୍ଡ: 24/3

    ବ୍ୟାଟସମ୍ୟାନ
    ଆଡେନ ମାକ୍ରମ: 12(14 ବଲ)
    ଡାଭିଡ ମିଲର: 0(2 ବଲ)

    ଷଷ୍ଠ ଓଭର (ମହମ୍ମଦ ଶାମୀ)
    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : 1
    ଚତୁର୍ଥ ବଲ : w
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • ଭାରତକୁ ତୃତୀୟ ସଫଳତା। ୧୦ ରନ କରି କ୍ୟାଚ ଆଉଟ ହେଲେ ଟେମ୍ବା ବାଭୁମା। 

  • ଦକ୍ଷିଣ ଆଫ୍ରିକା
    ସ୍କୋରକାର୍ଡ: 21/2

    ବ୍ୟାଟସମ୍ୟାନ
    ଆଡେନ ମାକ୍ରମ: 10(12 ବଲ)
    ଟେମ୍ବା ବଭୁମା: 9(13 ବଲ)

    ପଞ୍ଚମ ଓଭର (ଭୁବନେଶ୍ୱର କୁମାର)
    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 1(LB)
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 0
    ଷଷ୍ଠ ବଲ : 6

  • ଦକ୍ଷିଣ ଆଫ୍ରିକା
    ସ୍କୋରକାର୍ଡ: 13/2

    ବ୍ୟାଟସମ୍ୟାନ
    ଆଡେନ ମାକ୍ରମ: 9(11 ବଲ)
    ଟେମ୍ବା ବଭୁମା: 3(8 ବଲ)

    ଚତୁର୍ଥ ଓଭର (ଅର୍ଶଦୀପ ସିଂହ)
    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 4
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • ଦକ୍ଷିଣ ଆଫ୍ରିକା
    ସ୍କୋରକାର୍ଡ: 9/2

    ବ୍ୟାଟସମ୍ୟାନ
    ଆଡେନ ମାକ୍ରମ: 5(5 ବଲ)
    ଟେମ୍ବା ବଭୁମା: 3(8 ବଲ)

    ତୃତୀୟ ଓଭର (ଭୁବନେଶ୍ୱର କୁମାର)
    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : 0
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • ଦକ୍ଷିଣ ଆଫ୍ରିକା
    ସ୍କୋରକାର୍ଡ: 7/2

    ବ୍ୟାଟସମ୍ୟାନ
    ଆଡେନ ମାକ୍ରମ: 4(3 ବଲ)
    ଟେମ୍ବା ବଭୁମା: 2 (4 ବଲ)

    ଦ୍ୱିତୀୟ ଓଭର (ଅର୍ଶଦୀପ ସିଂହ)
    ପ୍ରଥମ ବଲ : w
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : w
    ଚତୁର୍ଥ ବଲ : 4
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • ଭାରତକୁ ଆଉ ଏକ ସଫଳତା। ରିଲି ରୁଷୋଙ୍କୁ ଏଲବିଡବ୍ଲୁ କଲେ ଅର୍ଶଦୀପ ସିଂହ। 

  • ଭାରତକୁ ମିଳିଲା ପ୍ରଥମ ସଫଳତା। ଗୋଟିଏ ରନ କରି ଆଉଟ ହେଲେ କ୍ୱିଣ୍ଟନ ଡି'କକ୍।

  • ଦକ୍ଷିଣ ଆଫ୍ରିକା
    ସ୍କୋରକାର୍ଡ: 3/0

    ବ୍ୟାଟସମ୍ୟାନ
    କ୍ୱିଣ୍ଟନ ଡି କକ୍: 1(2 ବଲ)
    ଟେମ୍ବା ବଭୁମା: 2 (4 ବଲ)

    ପ୍ରଥମ ଓଭର (ଭୁବନେଶ୍ୱର କୁମାର)
    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 2
    ଷଷ୍ଠ ବଲ : 0

  • ଦକ୍ଷିଣ ଆଫ୍ରିକାକୁ ୧୩୪ ରନର ବିଜୟ ଲକ୍ଷ ଦେଲା ଭାରତ।

    ଭାରତ
    ସ୍କୋରକାର୍ଡ: 133/9

    ବ୍ୟାଟସମ୍ୟାନ
    ଭୁବନେଶ୍ୱର କୁମାର: 4(6 ବଲ)
    ଅର୍ଶଦୀପ: 2 (1 ବଲ)

    20ତମ ଓଭର (ପର୍ଣ୍ଣେଲ)
    ପ୍ରଥମ ବଲ : 2
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 1
    ଚତୁର୍ଥ ବଲ : w
    ପଞ୍ଚମ ବଲ : 1 (LB)
    ଷଷ୍ଠ ବଲ : 2

  • ମହମ୍ମଦ ଶାମୀ ରନ ଆଉଟ। 

  • ଭାରତ
    ସ୍କୋରକାର୍ଡ: 127/8

    ବ୍ୟାଟସମ୍ୟାନ
    ଭୁବନେଶ୍ୱର କୁମାର: 1(2 ବଲ)
    ମହମ୍ମଦ ଶାମୀ: 00 (1 ବଲ)

    ୧୯ତମ ଓଭର (ପର୍ଣ୍ଣେଲ)
    ପ୍ରଥମ ବଲ : w
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 1
    ଚତୁର୍ଥ ବଲ : 2
    ପଞ୍ଚମ ବଲ : w
    ଷଷ୍ଠ ବଲ : 0

  • ପାଭିଲିୟନ ଫେରିଲେ ସୂର୍ଯ୍ୟକୁମାର। ୬୮ ରନ କରି ପର୍ଣ୍ଣେଲଙ୍କ ବଲରେ କ୍ୟାଚ ଆଉଟ ହେଲେ ସୂର୍ଯ୍ୟକୁମାର

  • ଭାରତକୁ ଲାଗିଲା ସପ୍ତମ ଝଟକା। ୭ ରନ କରି ପାଭିଲିୟନ ଫେରିଲେ ଅଶ୍ୱିନ। 

  • ଭାରତ
    ସ୍କୋରକାର୍ଡ: 124/6

    ବ୍ୟାଟସମ୍ୟାନ
    ଅଶ୍ୱିନ: 7(10 ବଲ)
    ସୂର୍ଯ୍ୟକୁମାର: 66 (38 ବଲ)

    ୧୮ତମ ଓଭର (ରାବଡ଼ା)
    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 2
    ତୃତୀୟ ବଲ : 1(LB)
    ଚତୁର୍ଥ ବଲ : 4
    ପଞ୍ଚମ ବଲ : 1
    ଷଷ୍ଠ ବଲ : 1

  • ଭାରତ
    ସ୍କୋରକାର୍ଡ: 115/6

    ବ୍ୟାଟସମ୍ୟାନ
    ଅଶ୍ୱିନ: 4 (6 ବଲ)
    ସୂର୍ଯ୍ୟକୁମାର: 61 (36 ବଲ)

    ୧୭ତମ ଓଭର (କେଶବ ମହାରାଜ)
    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 1
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 4
    ଷଷ୍ଠ ବଲ : 4

  • ଭାରତ
    ସ୍କୋରକାର୍ଡ: 105/6

    ବ୍ୟାଟସମ୍ୟାନ
    ଅଶ୍ୱିନ: 3 (4 ବଲ)
    ସୂର୍ଯ୍ୟକୁମାର: 52 (32 ବଲ)

    ୧୬ତମ ଓଭର (ଓ୍ୱେନ ପର୍ଣ୍ଣେଲ)
    ପ୍ରଥମ ବଲ : w
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 2
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 1
    ଷଷ୍ଠ ବଲ : 1

  • ଭାରତକୁ ଷଷ୍ଠ ଝଟକା। ୧୫ ବଲରେ ୬ ରନ କରି ଆଉଟ ହେଲେ ଦିନେଶ କାର୍ତ୍ତିକ। 

  • ଭାରତ
    ସ୍କୋରକାର୍ଡ: 101/5

    ବ୍ୟାଟସମ୍ୟାନ
    ଦିନେଶ କାର୍ତ୍ତିକ: 6 (14 ବଲ)
    ସୂର୍ଯ୍ୟକୁମାର: 51 (31 ବଲ)

    ପଞ୍ଚଦଶ ଓଭର (ଇଙ୍ଗିଡ଼ି)
    ପ୍ରଥମ ବଲ : 6
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0
    ଚତୁର୍ଥ ବଲ : 4
    ପଞ୍ଚମ ବଲ : 1
    ଷଷ୍ଠ ବଲ : 1

  • ଭାରତ
    ସ୍କୋରକାର୍ଡ: 89/5

    ବ୍ୟାଟସମ୍ୟାନ
    ଦିନେଶ କାର୍ତ୍ତିକ: 5 (13 ବଲ)
    ସୂର୍ଯ୍ୟକୁମାର: 40 (26 ବଲ)

    ଚତୁର୍ଦ୍ଦଶ ଓଭର (ମକରମ)
    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 1
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 1
    ଷଷ୍ଠ ବଲ : 1

  • ଭାରତ
    ସ୍କୋରକାର୍ଡ: 84/5

    ବ୍ୟାଟସମ୍ୟାନ
    ଦିନେଶ କାର୍ତ୍ତିକ: 3 (10 ବଲ)
    ସୂର୍ଯ୍ୟକୁମାର: 37 (23 ବଲ)

    ତ୍ରୟୋଦଶ ଓଭର (କେଶବ ମହାରାଜ)
    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : 1
    ଚତୁର୍ଥ ବଲ : 6
    ପଞ୍ଚମ ବଲ : 2
    ଷଷ୍ଠ ବଲ : 0

  • ଭାରତ
    ସ୍କୋରକାର୍ଡ: 73/5

    ବ୍ୟାଟସମ୍ୟାନ
    ଦିନେଶ କାର୍ତ୍ତିକ: 2 (9 ବଲ)
    ସୂର୍ଯ୍ୟକୁମାର: 27 (18 ବଲ)

    ଦ୍ୱାଦଶ ଓଭର (କାଗିସୋ ରାବଡ଼ା)
    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 1(Wide)
    ଅତିରିକ୍ତ ବଲ: 1 (LB)
    ଚତୁର୍ଥ ବଲ : 3
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • ଭାରତ
    ସ୍କୋରକାର୍ଡ: 67/5

    ବ୍ୟାଟସମ୍ୟାନ
    ଦିନେଶ କାର୍ତ୍ତିକ: 2 (5 ବଲ)
    ସୂର୍ଯ୍ୟକୁମାର: 23 (16 ବଲ)

    ଏକାଦଶ ଓଭର (କେଶବ ମହାରାଜ)
    ପ୍ରଥମ ବଲ : 4
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : 0
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 1
    ଷଷ୍ଠ ବଲ : 0

  • ଭାରତ
    ସ୍କୋରକାର୍ଡ: 60/5

    ବ୍ୟାଟସମ୍ୟାନ
    ଦିନେଶ କାର୍ତ୍ତିକ: 1 (2 ବଲ)
    ସୂର୍ଯ୍ୟକୁମାର: 17 (13 ବଲ)

    ଦଶମ ଓଭର (ନୋର୍ଟେଜ)
    ପ୍ରଥମ ବଲ : 2
    ଦ୍ୱିତୀୟ ବଲ : 6
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 0
    ଷଷ୍ଠ ବଲ : 1

  • ଭାରତ
    ସ୍କୋରକାର୍ଡ: 51/5

    ବ୍ୟାଟସମ୍ୟାନ
    ଦିନେଶ କାର୍ତ୍ତିକ: 1 (2 ବଲ)
    ସୂର୍ଯ୍ୟକୁମାର: 7 (6 ବଲ)

    ନବମ ଓଭର (ଇଙ୍ଗିଡ଼ି)
    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : w
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 1
    ଷଷ୍ଠ ବଲ : 1

  • ୨ ରନ କରି ପାଭିଲିୟନ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା।

  • ଭାରତ
    ସ୍କୋରକାର୍ଡ: 47/4

    ବ୍ୟାଟସମ୍ୟାନ
    ହାର୍ଦ୍ଦିକ ପାଣ୍ଡ୍ୟା: 1 (1 ବଲ)
    ସୂର୍ଯ୍ୟକୁମାର: 6 (5 ବଲ)

    ଅଷ୍ଟମ ଓଭର (ନୋର୍ଟେଜ)
    ପ୍ରଥମ ବଲ : 1
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : w
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 4
    ଷଷ୍ଠ ବଲ : 0

  • ଚତୁର୍ଥ ଓ୍ୱିକେଟ ଭାବେ ଦୀପକ ହୁଡ୍ଡା ଆଉଟ।

  • ଭାରତ
    ସ୍କୋରକାର୍ଡ: 41/3

    ବ୍ୟାଟସମ୍ୟାନ
    ବିରାଟ କୋହଲି: 12 (11 ବଲ)
    ସୂର୍ଯ୍ୟକୁମାର: 1 (2 ବଲ)

    ସପ୍ତମ ଓଭର (ଇଙ୍ଗିଡ଼ି)
    ପ୍ରଥମ ବଲ : 4
    ଦ୍ୱିତୀୟ ବଲ : 4
    ତୃତୀୟ ବଲ : 0
    ଚତୁର୍ଥ ବଲ : 0
    ପଞ୍ଚମ ବଲ : ଓ୍ୱିକେଟ
    ଷଷ୍ଠ ବଲ : 0

  • ତୃତୀୟ ଓ୍ୱିକେଟ ଭାବେ ବିରାଟ କୋହଲି ଆଉଟ। ଦଳୀୟ ସ୍କୋର ୪୧/୩।

  • ଭାରତ
    ସ୍କୋରକାର୍ଡ: 32/2

    ବ୍ୟାଟସମ୍ୟାନ
    ବିରାଟ କୋହଲି: 4 (6 ବଲ)
    ସୂର୍ଯ୍ୟକୁମାର: 1 (2 ବଲ)

    ଷଷ୍ଠ ଓଭର (ନୋର୍ଟ୍ଟେଜ)
    ପ୍ରଥମ ବଲ : 4
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : 1
    ଚତୁର୍ଥ ବଲ : 0
    ପଞ୍ଚମ ବଲ : 1
    ଷଷ୍ଠ ବଲ : 0

  • ଭାରତ
    ସ୍କୋରକାର୍ଡ: 26/2

    ବ୍ୟାଟସମ୍ୟାନ
    ବିରାଟ କୋହଲି: 02 (2 ବଲ)
    କେଏଲ ରାହୁଲ: 09 (14 ବଲ)

    ପଞ୍ଚମ ଓଭର (ଲୁଙ୍ଗି ଇଙ୍ଗିଡ଼)
    ପ୍ରଥମ ବଲ : 2
    ଦ୍ୱିତୀୟ ବଲ : ଓ୍ୱିକେଟ
    ତୃତୀୟ ବଲ : 1
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 1
    ଷଷ୍ଠ ବଲ : ଓ୍ୱିକେଟ

  • ଭାରତକୁ ପ୍ରଥମ ଝଟକା। ୧୪ ବଲରେ ୧୫ ରନ କରି ଇଙ୍ଗିଡ଼ଙ୍କ ବଲରେ କ୍ୟାଚ ଆଉଟ ହେଲେ ରୋହିତ। 

  • ଭାରତ
    ସ୍କୋରକାର୍ଡ: 21/00

    ବ୍ୟାଟସମ୍ୟାନ
    ରୋହିତ ଶର୍ମା: 13 (12 ବଲ)
    କେଏଲ ରାହୁଲ: 08 (12 ବଲ)

    ଚତୁର୍ଥ ଓଭର (କାଗିସୋ ରାବର୍ଡ଼ା)
    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 1
    ତୃତୀୟ ବଲ : 1
    ଚତୁର୍ଥ ବଲ : 4
    ପଞ୍ଚମ ବଲ : 0
    ଷଷ୍ଠ ବଲ : 1

  • ଭାରତ
    ସ୍କୋରକାର୍ଡ: 14/00

    ବ୍ୟାଟସମ୍ୟାନ
    ରୋହିତ ଶର୍ମା: 07 (7 ବଲ)
    କେଏଲ ରାହୁଲ: 07 (10 ବଲ)

    ଦ୍ୱିତୀୟ ଓଭର (ଓ୍ୱେନ ପର୍ଣ୍ଣେଲ)
    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 6
    ତୃତୀୟ ବଲ : 1
    ଚତୁର୍ଥ ବଲ : 1
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • ଭାରତ

    ସ୍କୋରକାର୍ଡ: 06/00

    ବ୍ୟାଟସମ୍ୟାନ
    ରୋହିତ ଶର୍ମା: 06
    କେଏଲ ରାହୁଲ: 0

    ଦ୍ୱିତୀୟ ଓଭର (କାର୍ଗିସୋ ରାବଡ଼ା)
    ପ୍ରଥମ ବଲ : 0
    ଦ୍ୱିତୀୟ ବଲ : 0
    ତୃତୀୟ ବଲ : 0
    ଚତୁର୍ଥ ବଲ : 6
    ପଞ୍ଚମ ବଲ : 0
    ଷଷ୍ଠ ବଲ : 0

  • ଭାରତ

    ସ୍କୋରକାର୍ଡ: 00/00

    ବ୍ୟାଟସମ୍ୟାନ
    ରୋହିତ ଶର୍ମା: ୦
    କେଏଲ ରାହୁଲ: ୦

    ପ୍ରଥମ ଓଭର (ଓ୍ୱେନ ପର୍ଣ୍ଣେଲ)
    ପ୍ରଥମ ବଲ : ୦
    ଦ୍ୱିତୀୟ ବଲ : ୦
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୦

  • ଭାରତ

    ସ୍କୋରକାର୍ଡ: 00/00

    ବ୍ୟାଟସମ୍ୟାନ
    ରୋହିତ ଶର୍ମା: ୦
    କେଏଲ ରାହୁଲ: ୦

    ପ୍ରଥମ ଓଭର (ଓ୍ୱେନ ପର୍ଣ୍ଣେଲ)
    ପ୍ରଥମ ବଲ : ୦
    ଦ୍ୱିତୀୟ ବଲ : ୦
    ତୃତୀୟ ବଲ : ୦
    ଚତୁର୍ଥ ବଲ : ୦
    ପଞ୍ଚମ ବଲ : ୦
    ଷଷ୍ଠ ବଲ : ୦

  • ପ୍ଲେଇଂ ଏକାଦଶରେ ଭାରତ କଲା ପରିବର୍ତ୍ତନ। ଅକ୍ଷର ପଟେଲଙ୍କ ସ୍ଥାନରେ ଦୀପକ ହୁଡ୍ଡାଙ୍କୁ ମିଳିଲା ସ୍ଥାନ। 

  • ଦକ୍ଷିଣ ଆଫ୍ରିକା ପ୍ଲେଇଂ ଇଲେଭେନ:
    କ୍ୱିଣ୍ଟନ୍ ଡି କକ୍ (ଡବ୍ଲୁ), ଟେମ୍ବା ବଭୁମା (ଅଧିନାୟକ), ରେଲି ରୋସୋ, ଏଡେନ ମାର୍କ୍ରାମ, ଡେଭିଡ ମିଲର, ଟ୍ରିଆଷ୍ଟ ଷ୍ଟବ୍ସ, ୱେନ ପାର୍ନେଲ, କେଶଭ ମହାରାଜ, କାଗିସୋ ରବାଡା, ଲୁଙ୍ଗି ଏଙ୍ଗୀଡି, ଅନ୍ରିଚ ନର୍ଟେଜେ ।

  • ଭାରତ ପ୍ଲେଇଂ ଇଲେଭେନ
    ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ (ଓ୍ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଅର୍ଶଦୀପ ସିଂହ

     

  • ଟସ ଜିତି ବ୍ୟାଟି କରିବ ଭାରତ। 

  • ପଡ଼ିଲା ଟସ।

  • ଆଉ କିଛି ସମୟ ପରେ ପଡ଼ିବ ଟସ। 

    ପଡ଼ିଲା ଟସ।

     

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link