Gold Price Today: ପୁଣି ବଢିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରର ଭରି ପିଛା କେତେ ଟଙ୍କା ହେଲା ବୃଦ୍ଧି?

Gold Price Today: ସୁନା ବଜାରରେ ନିଆଁ। ଗତକାଲି ସୁନା ରେଟ୍ ଖସିଥିବା ବେଳେ ଆଜି ଦର ବୃଦ୍ଧି ହୋଇଛି। ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼ ଗ୍ରାହକଙ୍କୁ ପୁଣି ଥରେ ଟେନସନ୍ ରେ ପକାଇଛି। ଯଦି ଆପଣ ଆଜି ସୁନା କିଣିବା ପାଇଁ ପ୍ଲାନ୍ କରିଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍ ?

Narmada Behera Wed, 28 Aug 2024-11:55 am,
1/5

ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୬୭,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୨୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୧୦ ଓ ୨୨୦ ଟଙ୍କା ବୃଦ୍ଧି ହୋଇଛି।    ALSO READ:  Petrol Diesel Price Today: ତୈଳ ଦରରେ ହ୍ରାସ, ଜାଣନ୍ତୁ ଲିଟର ପିଛା କେତେ କମିଲା ରେଟ୍?

ALSO READ: Budh Margi 2024: ବୁଧଙ୍କ ଚଳନ ବଦଳାଇବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ନୂଆ ଚାକିରି ସାଙ୍ଗକୁ...

2/5

ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୭,୩୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୩,୪୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୧୦ ଓ ୨୨୦ ଟଙ୍କା ବୃଦ୍ଧି ହୋଇଛି। 

3/5

ମାୟାନଗରୀ ମୁମ୍ବାଇରେ ମଧ୍ୟ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ  ଦର ୬୭,୧୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୩,୨୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୧୦ ଓ ୨୨୦ ଟଙ୍କା ବୃଦ୍ଧି ହୋଇଛି। 

4/5

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ୨୨ କ୍ୟାରେଟ୍ ର ୧୦ ଗ୍ରାମ୍ ମୂଲ୍ୟ ୬୭,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୨୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୧୦ ଓ ୨୨୦ ଟଙ୍କା ବଢିଛି। 

5/5

ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ  ୨୨ କ୍ୟାରେଟ୍ ର ସୁନା ରେଟ୍ ୧୦ ଗ୍ରାମ୍ ପିଛା ୬୭,୧୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୩,୨୫୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ଦାମ୍ ୫୪,୯୪୦ ଟଙ୍କା ରହିଛି।  ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ୨୨ କ୍ୟାରେଟ୍ ରେ ୨୧୦ ଓ ୨୪ କ୍ୟାରେଟ୍ ରେ ୨୨୦ ଟଙ୍କା ବୃଦ୍ଧି ପାଇଛି। ଏବଂ ୧୮ କ୍ୟାରେଟ୍ ରେ ୧୭୦ ଟଙ୍କା ବଢିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link