Gold Rate Today: ପୁଣି ରେକର୍ଡ ଭାଙ୍ଗିଲା ସୁନା ରେଟ୍, ଆଜି ରାଜ୍ୟରେ ଭରି ପିଛା ବଢିଲା ଏତେ ଶହ ଟଙ୍କା

Gold Rate Today: ଗତ ସପ୍ତାହରେ ସୁନାର ରେକର୍ଡ଼ ହ୍ରାସ ଗ୍ରାହକଙ୍କୁ ଖୁସି କରିଦେଇଥିଲା। ତେବେ, ଏହାରି ଭିତରେ ଆଜି ପୁଣି ଥରେ ସୁନା ଦର ବୃଦ୍ଧି ପାଇଛି। ଯାହାକି ସୁନା ପ୍ରେମୀଙ୍କ ପାଇଁ ବଡ଼ ଝଟକା କହିଲେ ଅତୃକ୍ତି ହେବ ନାହିଁ। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ପ୍ଲାନ୍ ରଖିଛନ୍ତି, ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?

Narmada Behera Nov 19, 2024, 11:18 AM IST
1/5

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୬୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୦୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୭୦୦ ଓ ୭୬୦ ଟଙ୍କା ବୃଦ୍ଧି ପାଇଛି।   

ALSO READ: ଶୁକ୍ର-ସୂର୍ଯ୍ୟ-ଶନିଙ୍କ କୃପାରୁ ବର୍ଷ ଶେଷରେ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଆରମ୍ଭ ହେବ ଶୁଭ ସମୟ, ବଢିବ ବ୍ୟାଙ୍କ୍ ବାଲାନ୍ସ!

Viral Video: ସୋସିଆଲ ମିଡିଆରେ ଘୂରି ବୁଲୁଛି କଲେଜ ଛାତ୍ରୀଙ୍କ ଏହି ଭିଡିଓ, ଦେଖନ୍ତୁ

 

2/5

ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୦,୮୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୨୨୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ  ୭୦୦ ଓ ୭୬୦ ଟଙ୍କା ବଢିଛି।   Viral Video: Viral Video: ଯୁବକଙ୍କ ସହ ଜଙ୍ଗଲରୁ ଭାଇରାଲ୍ ହେଲା ଓଡିଆ ଭାଉଜଙ୍କ ଏହି ଭିଡିଓ, ଦେଖନ୍ତୁ

3/5

ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୬୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୦୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୭୦୦ ଓ ୭୬୦ ଟଙ୍କା ବୃଦ୍ଧି ପାଇଛି। 

4/5

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୬୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୦୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୭୦୦ ଓ ୭୬୦ ଟଙ୍କା ଦର ବଢିଛି। 

5/5

  ସେହିପରି ଓଡିଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୬୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୦୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୭୦୦ ଓ ୭୬୦ ଟଙ୍କା ବଢିଛି।   

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link