Interesting News In Odia: କାର୍ଯ୍ୟ ବ୍ୟସ୍ତତା ଭିତରେ ମଣିଷ (office )ଅଫିସରେ ନିଜର ସିଫ୍ଟ ସମୟ (work hours)ଭୁଲି ଯାଇଥାଏ। ସିପ୍ଟ ଶେଷ ହେବା ପରେବି କାର୍ଯ୍ୟ କରିଥାଏ । ଯାହା କର୍ମଚାରୀଙ୍କ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପକାଇଥାଏ । ଅଫିସକୁ ଅଧିକ ସମୟ ଦେଉଥିବା କର୍ମଚାରୀଟି ନିଜ ଘର ଓ ପରିବାର କଥା ମଧ୍ୟ ଭୁଲିଯାଏ। କିନ୍ତୁ ଏଭଳି ପରିସ୍ଥିତିରେ  ଘରୋଇ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛି ମଧ୍ୟପ୍ରଦେଶର ଇନ୍ଦୋରର(indore) ଏକ ସଫ୍ଟଓ୍ବେୟର କମ୍ପାନୀ (Software company)।  କର୍ମଚାରୀଙ୍କ ସିଷ୍ଟ ଶେଷ ହେବା ପୂର୍ବରୁ କମ୍ୟୁଟର ବନ୍ଦ କରି ଘରକୁ ଯିବାକୁ ନିର୍ଦ୍ଦେଶ ଦେଇଥାଏ। କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ (Interesting News) ଲାଗୁଥିଲେ ମଧ୍ୟ ସତ ।


COMMERCIAL BREAK
SCROLL TO CONTINUE READING

 ମଧ୍ୟପ୍ରଦେଶର ଇନ୍ଦୋରର(indore) ଏକ ସଫ୍ଟଓ୍ବେୟର କମ୍ପାନୀ (Software company) ନିଜ କର୍ମଚାରୀଙ୍କ ସିଷ୍ଟମରେ (office system )ଏପରି ଏକ ଟାଇମ୍ ଟ୍ରାକର (tracker)ଇନଷ୍ଟଲ କରିଛି । ଯାହା ଆଶ୍ଚର୍ଯ୍ୟଜନକ, କର୍ମଚାରୀଙ୍କ ସିଷ୍ଟ ଶେଷ ହେବା ପୂର୍ବରୁ ସ୍କ୍ରିନ୍ ରେ ଏକ ଲେଖା ଆସେ, ଆପଣଙ୍କ ସିଷ୍ଟ ଶେଷ ହୋଇଯାଇଛି, ଦୟାକରି ଘରକୁ ଯାଆନ୍ତୁ("Please Go Home!") ପରେ ସିଷ୍ଟମଟି ଅଟୋମେଟିକ୍ ବନ୍ଦ (shut down)ହୋଇଯାଏ । ତେବେ, କମ୍ପାନୀର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଂଶସା କରାଯାଉଛି । 


Also Read : Viral News: ଯୁବକଙ୍କ ଅଜବ କାରନାମା, ବାହା ନ ହେବା ପାଇଁ ନିଜକୁ ହସପିଟାଲରେ କରାଇଲେ ଆଡମିଟ୍


Also Read : Viral News: ୭୫ ବର୍ଷୀୟ ବରକୁ ୬୫ ବର୍ଷୀୟ କନ୍ୟା, ସରକାର କରାଇଲେ ବିବାହ...


Also Read  : Haryana: ଗୋଚାଲଣ କରୁଥିବା ସନ୍ଦେହରେ ୨ ଜଣଙ୍କୁ ଜୀବନ୍ତ ଜଳାଇଲେ ବଜରଙ୍ଗୀ ଦଳ କର୍ମୀ! କାର ଭିତରୁ ମିଳିଲା କଙ୍କାଳ


ସେପଟେ, ଏନେଇ ପ୍ରତିକ୍ରିୟା ରଖିଛନ୍ତି ସଫ୍ଟଓ୍ବେୟର କମ୍ପାନୀର ସିଇଓ ଅଜୟ ଗୋଲାନି ( Ajay Golani, CEO)। ସେ କହିଛନ୍ତି ଯେ, "ଆମର ଏ କମ୍ପାନୀ ହେଉଛି ଏକ ମୋବାଇଲ୍ ଆପ୍ଲିକେସନ୍ ଡେଭଲପମଣ୍ଟ କମ୍ପାନୀ (mobile application development company)। ଦୀର୍ଘ ସମୟ ଧରି କାମ କରିବା ଓ ସମୟ ପରିଚାଳନା କର୍ମଚାରୀଙ୍କ ପାଇଁ ଏକ ଚିନ୍ତାର ବିଷୟ ହୋଇପଡିଥିଲା । ସେନେଇ ଆମେ ଏଭଳି ପଦକ୍ଷେପ ଗ୍ରହଣ କରିଛୁ। ଏହାସହ ସେ ଆହୁରୀ କହିଛନ୍ତି ଯେ, ସିଫ୍ଟ ସମାପ୍ତ ହେବା ୧୦ ମିନିଟ୍ ପୂର୍ବୁରୁ ଅଫିସ୍ କମ୍ପ୍ୟୁଟର ସ୍କ୍ରିନରେ ଏକ ଲେଖା ଆସେ,ଯେଉଁଥିରେ ଲେଖାଥାଏ,"୧୦ ମିନିଟରେ ସିଷ୍ଟମ ବନ୍ଦ ହୋଇଯିବ। ଦୟାକରି ଘରକୁ ଯାଅ(please go home)!"


Also Read : Vastu Tips For Kitchen: ଦାରିଦ୍ର୍ୟତାରୁ ରକ୍ଷା କରେ ରୋଷେଇ ଘରର ଏହି ୫ଟି ଜିନିଷ, ସରିଗଲେ ବିପଦ...


Also Read : Nikki Murder Case: ପୋଲିସ ଆଗରେ ସତ ଓଗାଳିଲା ବଏଫ୍ରେଣ୍ତ ସାହିଲ୍, ହତ୍ୟାର ୧୨ ଘଣ୍ଟା ପୂର୍ବରୁ ନିକି ସହ...


Also Read  : Health Tips: ଗୋଟିଏ ଦିନରେ କେତେ ଚାମଚ ଲୁଣ ବ୍ୟବହାର କରିବା ଆବଶ୍ୟକ? ଜାଣନ୍ତୁ